Browsing Category

ମନୋରଂଜନ

ଶେଷରେ ମିଳିଲା ଅଭିନେତା ସବ୍ୟସାଚୀଙ୍କ ସହାୟତା, ନିଜ ଜନ୍ମମାଟିକୁ ଫେରିଲେ ପୂରା ପରିବାର

କେନ୍ୟୁଜ(ବ୍ୟୁରୋ): ଶେଷରେ ମିଳିଲା ଅଭିନେତା ସବ୍ୟସାଚୀଙ୍କ ସହାୟତା। ଆଉ ପରିବାର ନିଜ ଜନ୍ମମାଟିକୁ ଫେରିଲେ। ପୁଅର ଚୁଟି ପକାଇବାକୁ ପୁରୀ ଶ୍ରୀଲୋକନାଥଙ୍କ ପାଖକୁ ଆସିଥିବା ନୟାଗଡ଼ର ଏକ ପରିବାର ଲକ୍‌ଡାଉନ୍‌ ଯୋଗୁଁ ଫସିଯାଇଥିଲେ। ଏପରିକି ଓଡ଼ଗାଁର ମହିଳା ପାୟଲ ମହାରଣା ରାସ୍ତା ଉପରେ ଏକ…

ସୁଶାନ୍ତ ମୃତ୍ୟୁ ଘଟଣାର ଖୋଲୁଛି ଗୋଟେ ପରେ ଗୋଟେ ଗୁମର, ନିଜକୁ ବଞ୍ଚାଇବା ପାଇଁ ପ୍ରାଣ ପଣେ ଚେଷ୍ଟା କରୁଛନ୍ତି ରିୟା

ଦେଶବାସୀଙ୍କ ମୁହଁରେ ଏବେ ଗୋଟିଏ  ଚର୍ଚ୍ଚା । ଛୋଟରୁ ବଡ  ସମସ୍ତେ ଗୋଟିଏ ଘଟଣା ଉପରେ ଚାତକ ପରି ନଜର ରଖିଛନ୍ତି । ସୁଶାନ୍ତ ମର୍ଡର କେଶର ରାଜ କଣ ? ଏନେଇ ଦେଶର ସାମ୍ବିଧାନିକ ବ୍ୟବସ୍ଥା ବି ଖୁବ ତତ୍ପର ଅଛି । ଖୁବ ଜୋର ଶୋରରେ ନିଜ ତଦନ୍ତ ଜାରି ରଖିଛି । ଗୋଟେ ପଟେ ଏହି ବଲିଉଡ ଅଭିନେତା…

ରିୟା ଚକ୍ରବର୍ତ୍ତୀଙ୍କୁ ଆଉ ରକ୍ଷା ନାହିଁ, ସୋମବାର ପୁଣିଥରେ ପଚରାଉଚରା ପାଇଁ ଆସିବାକୁ ସମନ ପଠାଇଲା ଇଡି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ସମସ୍ତଙ୍କ ନଜର ତାଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ। ରିୟା ଏବେ ଆଇନ୍‌ ଜାଲରେ ଫସିଯାଇଛନ୍ତି। ଅଭିନେତ୍ରୀ ଓ ତାଙ୍କ ପରିବାର ନାଁରେ ମନି ଲଣ୍ଡ୍ରିଂ କେସ୍‌ ରୁଜୁ ହୋଇଛି। ଏହି ମାମଲାରେ…

ବିବାହ ବନ୍ଧନରେ ବାନ୍ଧି ହେଲେ ରାଣା ଡଗ୍ଗୁବତୀ ଏବଂ ମିହିକା, ସୋସିଆଲ ମିଡିଆରେ ଘୁରିବୁଲୁଛି ଫଟୋ

‘ବାହୁବଳୀ’ ଫେ୍ମ ରାଣା ଡଗ୍ଗୁବତୀ ଲେଡି ଲଭ୍ ମିହିକା ବଜାଜଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହାଇଦ୍ରାବାଦର ରାମାନାଇଡୁ ଷ୍ଟୁଡିଓରେ ତେଲୁଗୁ ଓ ମାରୱାଡ଼ି ପରମ୍ପରାରେ ପ୍ରେମିକା ମିହିକା ବଜାଜଙ୍କୁ ସେ ବିବାହ କରିଛନ୍ତି। ଏହି ବିବାହକୁ ନେଇ ରାଣାଙ୍କ ଫ୍ୟାନ୍ସମାନେ…

ସଞ୍ଜୟ ଦତ୍ତ ଅସୁସ୍ଥ, ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ):  ସଞ୍ଜୟ ଦତ୍ତ ଅସୁସ୍ଥ।  ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଲୀଳାବତୀ ହସ୍ପିଟାଲରେ ହେଲେ ଭର୍ତ୍ତି।  । ତେବେ ତାଙ୍କର କରୋନା ପରୀକ୍ଷା ନେଗେଟିଭ ଥିବା ହସପିଟାଲ ତରଫରୁ କୁହାଯାଇଛି । ତେବେ ସେ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରୁଥିବାରୁ ତାଙ୍କୁ ହସପିଟାଲରେ…

ଫେକ୍‌ ସୋସିଆଲ୍‌ ମିଡିଆରେ ଲାଇକ୍‌ସ୍‌ ଓ ଫଲୋରସ୍‌ ପାଇଁ ବଲିଉଡ୍‌ର ଏହି ଗାୟକ ଦେଇଥିଲେ ୭୫ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ…

ମୁମ୍ବାଇ : ଫେକ୍‌ ସୋସିଆଲ ମଡିଆ ମାଧ୍ୟମରେ ନିଜର ଲାଇକ୍‌ ଓ ଫଲୋରସ୍‌ ବଢ଼ାଇବା ପାଇଁ ମୁମ୍ବାଇର ବହୁ ନାମୀ ଦାମୀ କଳାକାର ଏବେ ପୋଲିସର ତଦନ୍ତ ପରିସରକୁ ଆସିଛନ୍ତି । ମୁମ୍ବାଇ ପୋଲିସ ଏ ଦିଗରେ ତଦନ୍ତ କରି ପ୍ରାୟ ୨୦ ଜଣ ନାମୀଦାମୀ କଳାକାରଙ୍କୁ ତଦନ୍ତ ପରିସରଭୁକ୍ତ କରିଛି । ସେମାନଙ୍କ…

ଓଡିଶାର ଶାଢ଼ି ପିନ୍ଧି ଓଡିଶୀ ଗୀତରେ ନାଚିଲେ ବଲିଉଡ୍‌ ଟିଭି ଅଭିନେତ୍ରୀ, ଆପଣ ବି ଦେଖନ୍ତୁ ଏ ମନଛୁଆଁ ଭିଡିଓ

‘ଦୀୟା ଔର ବାତୀ ହମ୍‌’ ଫେମ ଦୀପିକା ସିଂହଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଦୀପିକା ସିଂହ,ଯାହାଙ୍କୁ କି ଲୋକମାନେ ସନ୍ଧ୍ୟା ନାମରେ ଜାଣିଛନ୍ତି। ଏହି ଭିଡିଓରେ ଦୀପିକା ଆୟୁଷ୍ମାନ ଖୁରାନାଙ୍କ ଗୀତରେ ଓଡିଶୀ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଆପଣଙ୍କୁ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତକୁ ବିରୋଧ କଲେ ମହାରାଷ୍ଟ୍ର ସରକାର, ବିହାର ପୋଲିସ ଉପରେ…

ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଯାଞ୍ଚକୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ନିକଟରେ କେନ୍ଦ୍ର ସରକାର ତାଙ୍କ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବହୁ ଲୋକ ସ୍ୱାଗତ ମଧ୍ୟ କରିଛନ୍ତି। କିନ୍ତୁ ଏବେ…

ବିଶ୍ୱବ୍ୟାପୀ ତେଜିଲା ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ, କାର୍ଲିଫର୍ଣ୍ଣିଆ ରାସ୍ତାରେ ପ୍ରଦର୍ଶିତ ହେଉଛି…

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାର ତଦନ୍ତ ଏବେ ସିବିଆଇ କରିବ। ସୁଶାନ୍ତଙ୍କ ପରିବାର ଓ ଫ୍ୟାନ୍‌ଙ୍କ ଦାବି ପରେ କେନ୍ଦ୍ର ସିବିଆଇକୁ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଖୁବ୍‌ଶୀଘ୍ର ସୁଶାନ୍ତଙ୍କ ମୃତ୍ୟୁର ପର୍ଦ୍ଦାଫାସ୍‌ ହେବ ଓ ପ୍ରକୃତ ଦୋଷୀ ଦଣ୍ଡ ପାଇବ…

ଅଭିଷେକ ବଚ୍ଚନ କରୋନାକୁ ଦେଲେ ମାତ୍‌, ଟ୍ଵିଟ୍‌ କରି କହିଲେ ‘ମୁଁ କହିଥିଲି ନା ଏହାକୁ ମୁଁ ହରାଇଦେବି’

ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ଗତ ଅନେକ ଦିନ ହେଲା କରୋନା ସହ ଲଢୁଥିଲେ। ଏବେ ଅଭିଷେକ କରୋନାକୁ ମାତ୍‌ ଦେଇ ଘରକୁ ଫେରିଛନ୍ତି। ପୂର୍ବରୁ ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଅମିତାଭ ବଚ୍ଚନ ଏହି ଯୁଦ୍ଧ ଜିତି ଘରକୁ ଫେରିଥିବା ବେଳେ ଜୁନିୟର ବଚ୍ଚନ ଏବେ ସୁସ୍ଥ ହୋଇଛନ୍ତି। କରୋନାକୁ ହରାଇ ଅଭିଷେକ…

ରିୟାଙ୍କୁ ଇଡିର ଜେରା ଚାଲିଥିବା ବେଳେ କୃତି ଶାନନ ଇଂଷ୍ଟାଗ୍ରାମ ଆକାଉଣ୍ଟରେ କଲେ ଏମିତି ପୋଷ୍ଟ

ଗୋଟେ ପଟେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟର ତଦନ୍ତ ଜୋରଶୋରରେ ଜାରି ରହିଥିବା ବେଳେ ଅନ୍ୟପଟରେ ତାଙ୍କ ଫ୍ୟାନ୍ସ ଓ ସାଙ୍ଗସାଥି ମାନେ ସୋସିଆଲ ମିଡିଆରେ ତାଙ୍କୁ ମନେ ପକାଇ ପୋଷ୍ଟ ପରେ ପୋଷ୍ଟ କରିବାରେ ଲାଗିଛନ୍ତି । ସମସ୍ତଙ୍କୁ ଜଣା ଯେ କୃତି ସୁଶାନ୍ତଙ୍କ ନିକଟତମ ବନ୍ଧୁ…

ସୁଶାନ୍ତଙ୍କ ପର୍ସନାଲ ଡାଏରୀରୁ ଚିରାଯାଇଛି କିଛି ପୃଷ୍ଠା, ସେହି ପୃଷ୍ଠାରେ ନଥିଲା ତ କିଛି ରାଜ୍‌!

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏବେ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ମୁମ୍ବାଇ ପୋଲିସ ମାମଲାର ଯାଞ୍ଚ କରୁଥିବା ବେଳେ ତଦନ୍ତ ଠିକ୍‌ ହେଉନଥିବା ସୁଶାନ୍ତଙ୍କ ପିତା ଅଭିଯୋଗ କରିବା ପରେ…