Below header
Browsing Category

ମନୋରଂଜନ

ଚହଲଙ୍କ ପୂର୍ବରୁ ଧନଶ୍ରୀଙ୍କର ରହିଛନ୍ତି ଅନେକ ଦିଓ୍ଵାନା, ଅଛନ୍ତି ୪.୫ ଲକ୍ଷରୁ ଅଧିକ ଫଲୋୟର୍ସ

ଭାରତୀୟ କ୍ରିକେଟ ଟିମ୍‌ ଏବଂ ଯୁବ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଶନିବାର ଦିନ ନିର୍ବନ୍ଧ କରିଛନ୍ତି। ଖୁବଶୀଘ୍ର ଚହଲ ବିବାହ କରିବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ରୋକା ସେରେମୋନିର କିଛି ଫଟୋ ସେୟାର କରି ନିଜ ବିବାହ ବିଷୟରେ କହିଛନ୍ତି। ଚହଲ ଏହି ଖୁସି ଖବର…

ସିଆରପିଏଫ୍‌ରେ ମଧ୍ୟ ଟ୍ରେନିଂ ନେଇଥିଲେ ସୁଶାନ୍ତ ସିଂହ ରାଜପୁତ, ଟ୍ରେନିଂ ବେଳର ଭିଡିଓ ହେଉଛି ଭାଇରାଲ

ସୁଶାନ୍ତ ସିଂହ ରାଜପୁତଙ୍କୁ ଯିବାର ଦୁଇ ମାସ ହେଲାଣି। ତଥାପି ଫ୍ୟାନ୍‌ ଓ ତାଙ୍କ ପରିବାର ଲୋକେ ଏହି ଦୁଃଖକୁ ଭୁଲିପାରିନାହାନ୍ତି। ତାଙ୍କର ଅନେକ ଥ୍ରୋ ବ୍ୟାକ୍‌ ଭିଡିଓ ଓ ଫଟୋ ସେୟାର କରି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି। ସେ କେବଳ ଜଣେ ଭଲ ଅଭିନେତା ନଥିଲେ ବରଂ ଫୁର୍ତ୍ତି ତଥା…

ଫିଲ୍ମ ‘ଥ୍ରୀଲର’ ପରେ ପୁଣି ଦର୍ଶକଙ୍କୁ ବେକାବୁ କରିବେ ଅପସରା, ରାମ ଗୋପାଳ ଟ୍ଵିଟ୍‌ କଲେ ନୂଆ ଫିଲ୍ମ

ରାମ ଗୋପାଳଙ୍କ ଫିଲ୍ମ ‘ଥ୍ରୀଲର’ରେ ନଜର ଆସି ସମସ୍ତଙ୍କୁ ଚକିତ କରିଦେଇଥିଲେ ଓଡିଆ ଅଭିନେତ୍ରୀ ଅପସରା ରାନୀ। ଅପସରାଙ୍କ ଦମ୍‌ଦାର ବୋଲ୍ଡ ଅନ୍ଦାଜ ଦର୍ଶକଙ୍କ ମନ ମୋହିନେଇଥିଲା। ଅପସରାକୁ ନେଇ ପୁଣି ଆଉ ଏକ ପ୍ରୋଜେକ୍ଟ ଆରମ୍ଭ କରୁଛନ୍ତି ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ।…

ଦିଶା ସାଲିୟାନ୍‌ ଆତ୍ମହତ୍ୟା ମାମଲା, ଦିଶାଙ୍କ ପ୍ରାଇଭେଟ୍‌ ପାର୍ଟସ୍‌ରେ କ୍ଷତ ଓ ଶରୀର ଉଲଗ୍ନ ମିଳିଥିବା ଖବରକୁ…

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟାନ ଆତ୍ମହତ୍ୟା ବେଳେ ତାଙ୍କ ଶରୀରରେ ପୋଷାକ ଥିଲା ଓ ତାଙ୍କର ପ୍ରାଇଭେଟ୍‌ ପାର୍ଟସରେ କୈାଣସି କ୍ଷତ ନଥିବା କହିଛି ମୁମ୍ବାଇ ପୋଲିସ । ମୁମ୍ବାଇ ଜୋନ୍‌ ୧୧ ପୋଲିସ ଡିସିପି ବିଶାଳ ଠାକୁର ଏସମ୍ପର୍କରେ ସ୍ପଷ୍ଟିକରଣ ଦେଇ…

ଶେଷରେ ମିଳିଲା ଅଭିନେତା ସବ୍ୟସାଚୀଙ୍କ ସହାୟତା, ନିଜ ଜନ୍ମମାଟିକୁ ଫେରିଲେ ପୂରା ପରିବାର

କେନ୍ୟୁଜ(ବ୍ୟୁରୋ): ଶେଷରେ ମିଳିଲା ଅଭିନେତା ସବ୍ୟସାଚୀଙ୍କ ସହାୟତା। ଆଉ ପରିବାର ନିଜ ଜନ୍ମମାଟିକୁ ଫେରିଲେ। ପୁଅର ଚୁଟି ପକାଇବାକୁ ପୁରୀ ଶ୍ରୀଲୋକନାଥଙ୍କ ପାଖକୁ ଆସିଥିବା ନୟାଗଡ଼ର ଏକ ପରିବାର ଲକ୍‌ଡାଉନ୍‌ ଯୋଗୁଁ ଫସିଯାଇଥିଲେ। ଏପରିକି ଓଡ଼ଗାଁର ମହିଳା ପାୟଲ ମହାରଣା ରାସ୍ତା ଉପରେ ଏକ…

ସୁଶାନ୍ତ ମୃତ୍ୟୁ ଘଟଣାର ଖୋଲୁଛି ଗୋଟେ ପରେ ଗୋଟେ ଗୁମର, ନିଜକୁ ବଞ୍ଚାଇବା ପାଇଁ ପ୍ରାଣ ପଣେ ଚେଷ୍ଟା କରୁଛନ୍ତି ରିୟା

ଦେଶବାସୀଙ୍କ ମୁହଁରେ ଏବେ ଗୋଟିଏ  ଚର୍ଚ୍ଚା । ଛୋଟରୁ ବଡ  ସମସ୍ତେ ଗୋଟିଏ ଘଟଣା ଉପରେ ଚାତକ ପରି ନଜର ରଖିଛନ୍ତି । ସୁଶାନ୍ତ ମର୍ଡର କେଶର ରାଜ କଣ ? ଏନେଇ ଦେଶର ସାମ୍ବିଧାନିକ ବ୍ୟବସ୍ଥା ବି ଖୁବ ତତ୍ପର ଅଛି । ଖୁବ ଜୋର ଶୋରରେ ନିଜ ତଦନ୍ତ ଜାରି ରଖିଛି । ଗୋଟେ ପଟେ ଏହି ବଲିଉଡ ଅଭିନେତା…

ରିୟା ଚକ୍ରବର୍ତ୍ତୀଙ୍କୁ ଆଉ ରକ୍ଷା ନାହିଁ, ସୋମବାର ପୁଣିଥରେ ପଚରାଉଚରା ପାଇଁ ଆସିବାକୁ ସମନ ପଠାଇଲା ଇଡି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ସମସ୍ତଙ୍କ ନଜର ତାଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ। ରିୟା ଏବେ ଆଇନ୍‌ ଜାଲରେ ଫସିଯାଇଛନ୍ତି। ଅଭିନେତ୍ରୀ ଓ ତାଙ୍କ ପରିବାର ନାଁରେ ମନି ଲଣ୍ଡ୍ରିଂ କେସ୍‌ ରୁଜୁ ହୋଇଛି। ଏହି ମାମଲାରେ…

ବିବାହ ବନ୍ଧନରେ ବାନ୍ଧି ହେଲେ ରାଣା ଡଗ୍ଗୁବତୀ ଏବଂ ମିହିକା, ସୋସିଆଲ ମିଡିଆରେ ଘୁରିବୁଲୁଛି ଫଟୋ

‘ବାହୁବଳୀ’ ଫେ୍ମ ରାଣା ଡଗ୍ଗୁବତୀ ଲେଡି ଲଭ୍ ମିହିକା ବଜାଜଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହାଇଦ୍ରାବାଦର ରାମାନାଇଡୁ ଷ୍ଟୁଡିଓରେ ତେଲୁଗୁ ଓ ମାରୱାଡ଼ି ପରମ୍ପରାରେ ପ୍ରେମିକା ମିହିକା ବଜାଜଙ୍କୁ ସେ ବିବାହ କରିଛନ୍ତି। ଏହି ବିବାହକୁ ନେଇ ରାଣାଙ୍କ ଫ୍ୟାନ୍ସମାନେ…

ସଞ୍ଜୟ ଦତ୍ତ ଅସୁସ୍ଥ, ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ):  ସଞ୍ଜୟ ଦତ୍ତ ଅସୁସ୍ଥ।  ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଲୀଳାବତୀ ହସ୍ପିଟାଲରେ ହେଲେ ଭର୍ତ୍ତି।  । ତେବେ ତାଙ୍କର କରୋନା ପରୀକ୍ଷା ନେଗେଟିଭ ଥିବା ହସପିଟାଲ ତରଫରୁ କୁହାଯାଇଛି । ତେବେ ସେ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରୁଥିବାରୁ ତାଙ୍କୁ ହସପିଟାଲରେ…

ଫେକ୍‌ ସୋସିଆଲ୍‌ ମିଡିଆରେ ଲାଇକ୍‌ସ୍‌ ଓ ଫଲୋରସ୍‌ ପାଇଁ ବଲିଉଡ୍‌ର ଏହି ଗାୟକ ଦେଇଥିଲେ ୭୫ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ…

ମୁମ୍ବାଇ : ଫେକ୍‌ ସୋସିଆଲ ମଡିଆ ମାଧ୍ୟମରେ ନିଜର ଲାଇକ୍‌ ଓ ଫଲୋରସ୍‌ ବଢ଼ାଇବା ପାଇଁ ମୁମ୍ବାଇର ବହୁ ନାମୀ ଦାମୀ କଳାକାର ଏବେ ପୋଲିସର ତଦନ୍ତ ପରିସରକୁ ଆସିଛନ୍ତି । ମୁମ୍ବାଇ ପୋଲିସ ଏ ଦିଗରେ ତଦନ୍ତ କରି ପ୍ରାୟ ୨୦ ଜଣ ନାମୀଦାମୀ କଳାକାରଙ୍କୁ ତଦନ୍ତ ପରିସରଭୁକ୍ତ କରିଛି । ସେମାନଙ୍କ…

ଓଡିଶାର ଶାଢ଼ି ପିନ୍ଧି ଓଡିଶୀ ଗୀତରେ ନାଚିଲେ ବଲିଉଡ୍‌ ଟିଭି ଅଭିନେତ୍ରୀ, ଆପଣ ବି ଦେଖନ୍ତୁ ଏ ମନଛୁଆଁ ଭିଡିଓ

‘ଦୀୟା ଔର ବାତୀ ହମ୍‌’ ଫେମ ଦୀପିକା ସିଂହଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଦୀପିକା ସିଂହ,ଯାହାଙ୍କୁ କି ଲୋକମାନେ ସନ୍ଧ୍ୟା ନାମରେ ଜାଣିଛନ୍ତି। ଏହି ଭିଡିଓରେ ଦୀପିକା ଆୟୁଷ୍ମାନ ଖୁରାନାଙ୍କ ଗୀତରେ ଓଡିଶୀ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଆପଣଙ୍କୁ…