Browsing Category

ମନୋରଂଜନ

ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ସିବିଆଇ ଆଗରେ ଓଗାଳିଲେ ସବୁ ସତ, କହିଲେ ‘ମୁଁ ଜାଣିଥିଲି ସୁଶାନ୍ତଙ୍କ…

ସିବିଆଇ ଟିମ୍‌ ସୁଶାନ୍ତଙ୍କ ସିଂହ ରାଜପୁତଙ୍କ ମୃତ୍ୟୁ ସହିତ ଜଡିତ ସମସ୍ତଙ୍କ ଲୋକଙ୍କୁ ଲଗାତାର ପଚରାଉଚରା କରୁଛି। ସିବିଆଇ ହାତରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଲାଗିଛି। ଇଡି ପରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ସିବିଆଇ ପଚରାଉଚରା ଆରମ୍ଭ କରିଦେଇଛି। ସୂଚନା…

ବିଦ୍ୟୁତ ଜାମଓ୍ଵାଲଙ୍କ ଆକ୍ସନ ପୁଣି କଲା କମାଲ, ଆସିବ ‘ଖୁଦା ହାଫିଜ୍‌’ର ସିକ୍ୱେଲ

ଦକ୍ଷିଣ ଭାରତୀୟ ଫିଲ୍ମରେ ଖଳନାୟକ ଭୂମିକା ପାଇଁ ବେଶ୍‌ ଚର୍ଚ୍ଚିତ ବିଦ୍ୟୁତ ଜାମଓ୍ଵାଲ। ସାଉଥ ଇଣ୍ଡଷ୍ଟ୍ରୀ ପରେ ବଲିଉଡ ଇଣ୍ଡଷ୍ଟ୍ରୀରେ କିନ୍ତୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଗଷ୍ଟ ୧୪ ତାରିଖରେ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ରିଲିଜ୍ ହୋଇଥିଲା ବିଦ୍ୟୁତ୍ ଜମଓ୍ଵାଲଙ୍କ…

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ନୂଆ ମୋଡ଼: ରିଆଙ୍କ ଭାଇ ସୌଭିକଙ୍କୁ ଗିରଫ କଲା ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ନୂଆ ମୋଡ଼। ଏହି ମାମଲା ଏବେ ମର୍ଡର, ସୁଇସାଇଡ୍‌ଠୁ ଅଧିକ ଡ୍ରଗ୍ସ ର‍୍ୟାକେଟ୍‌ରେ ପରିବର୍ତ୍ତିତ ହୋଇଛି। ଗୋଟେ ପଟେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଜାଣିବାକୁ ଚେଷ୍ଟା କରୁଥିବା ବେଳେ ଏବେ ଏନ୍‌ସିବି ଏହି ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ…

ଜୁନ୍ ୧୪ରେ କଣ ଘଟିଥିଲା ସେକଥା ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ କହିଛନ୍ତି ମୁମ୍ବାଇ ପୋଲିସ୍ ଆଗରେ

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୂଳରେ ପହଞ୍ଚିବା ପାଇଁ ସିବିଆଇ ଜୋରସୋରରେ ତନାଘନା କରୁଛି । ଏହି ତଦନ୍ତ ବେଳେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ପରିବାର ସମେତ ସୁଶାନ୍ତଙ୍କ ପରିବାର ଲୋକଙ୍କ ମଧ୍ୟ ପଚରା ଉଚରା କରିଛି । ଏହି ତଦନ୍ତ ବେଳେ ସୁଶାନ୍ତଙ୍କ…

ଏଥର ବିଗବସ୍ 14ରେ ତଡକା ଲଗାଇବାକୁ ଆସିପାରନ୍ତି ଭୋଜପୁରୀ ଅଭିନେତ୍ରୀ ଆମ୍ରପାଲି ଦୁବେ

ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍'ରେ ରବି କିଶନ, ମନୋଜ ତିୱାରୀ, ନିରହୁଆ, ଖେସରୀ ଲାଲ, ସମ୍ଭାବନା ସେଟ୍, ମୋନାଲିସା ଭଳି ଅନେକ ଭୋଜପୁରୀ ତାରକାଙ୍କୁ ଦେଖିଛନ୍ତି । ତେବେ ଏଥର ବିଗ୍ ବସ୍ 14ରେ ଭୋଜପୁରୀର କେଉଁ ତାରକା ଘର ଭିତରକୁ ଯିବେ ସେନେଇ ବହୁତ ଚର୍ଚ୍ଚା ଚାଲିଛି ।…

ବଲିଉଡ ସିନେମାଟୋଗ୍ରାଫର ମନୋଜ ଖଟୋଇଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଲେ ପତ୍ନୀ

ଭୁବନେଶ୍ୱର: ବଲିଉଡର ସିନେମାଟୋଗ୍ରାଫର,କ୍ୟାମେରାମ୍ୟାନ ମନୋଜ ଖଟୋଇଙ୍କ ନାମରେ ମହିଳା ଥାନାରେ ଅଭିଯୋଗ ଆଣିଛନ୍ତି ପତ୍ନୀ ପ୍ରୀତି ଖଟୋଇ। ଅଭିଯୋଗ ଆଣିଲେ ମନୋଜଙ୍କ ସ୍ତ୍ରୀ ପ୍ରୀତି ଖଟୋଇ । ବାହାଘରର ୧୯ ବର୍ଷ ବିତିଥିଲେ ମଧ୍ୟ ନିୟମିତ ମାରପିଟ୍‌, ମାନସିକ ନିର୍ଯାତନା ସହ ନିଜପୁଅର ଦାୟିତ୍ୱ…

ଡ୍ରଗ୍ସ ନେଉଥିବା ନେଇ ସ୍ୱୀକାର କଲେ ରିୟାଙ୍କ ଭାଇ ସୌଭିକ୍‌, ସୁଶାନ୍ତଙ୍କ ମୃତ୍ୟୁ ପରେ ବି କରିଥିଲେ ଅର୍ଡର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଏବେ ମର୍ଡର, ସୁଇସାଇଡ୍‌ଠୁ ଅଧିକ ଡ୍ରଗ୍ସ ର‍୍ୟାକେଟ୍‌ରେ ପରିବର୍ତ୍ତିତ ହୋଇଛି। ଗୋଟେ ପଟେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଜାଣିବାକୁ ଚେଷ୍ଟା କରୁଥିବା ବେଳେ ଏବେ ଏନ୍‌ସିବି ଏହି ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଯାଞ୍ଚ ଆରମ୍ଭ…

ଆଜି ହେବ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ବଡ ଖୁଲାସା, ଏମ୍ସ ରିପୋର୍ଟରୁ ଜଣାପଡିବ ହତ୍ୟା ନା ଆତ୍ମହତ୍ୟା !

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ଏନସିବି ଟିମ୍‌ ଆଜି ସକାଳୁ ରିୟା ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କ ଘରେ ଏକା ସାଥିରେ ଛାପା ମାରିଛି। ଏହି ଚଢ଼ାଉ ପରେ ଯେଉଁଠି ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲଙ୍କୁ ଗିରଫ କରାଯାଇଛି। ଏହି…

ସଞ୍ଜୟ ରାଉତଙ୍କୁ ଚ୍ୟାଲେଞ୍ଜ କଲେ କଙ୍ଗନା, କହିଲେ- ‘୯ରେ ମୁମ୍ବାଇ ଆସୁଛି, କାହା ବୋପାର ଦମ୍‌ ଅଛି ତ ଅଟକାଇ ଦେଖାଅ’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ଲଗାତାର ବୟାନବାଜି ଚାଲିଛି। ଏହି ମାମଲାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଫୁଲ୍‌ ଦମ୍‌ରେ ଲାଗିପଡ଼ିଛନ୍ତି ଓ ବଲିଉଡ୍‌ର ସତ ସାମ୍ନାକୁ ଆଣୁଛନ୍ତି। ତେବେ ବର୍ତ୍ତମାନ କଙ୍ଗନା ଓ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ କଥା କଟାକଟି…

ସକାଳୁ ସକାଳୁ ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଲା ଏନ୍‌ସିବି, ଚାଲିଛି ଯୋରଦାର ସର୍ଚ୍ଚ ଅପରେସନ୍‌

ମୁମ୍ବାଇ: ଗତ ଦୁଇ ମାସରୁ ଉର୍ଦ୍ଧ୍ୱ ହେବ ଚର୍ଚ୍ଚାରେ ରହିଛି ସୁଶାନ୍ତଙ୍କ ମୃତ୍ୟୁ ମାମଲା। ଦିନକୁ ଦିନ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ସଂପୃକ୍ତି ଥିବା ଖବର ଆସିବା ପରେ ଏନସିବି ଟିମ୍‌ ଜୋରସୋରରେ ଛାନଭିନ…

ସଲମାନ୍‌ ଖାନ୍‌ ହିଁ ହୋଷ୍ଟ କରିବେ ବିଗବସ୍‌ ୧୪, ପ୍ରତି ଏପିସୋଡ୍‌ ପିଛା ନେବେ ୨୦ କୋଟି

ଟେଲିଭିଜନର ସବୁଠୁ ହିଟ୍‌ ତଥା ଲୋକପ୍ରିୟ ଶୋ’ ବିଗ୍‌ବସ୍‌ର ୧୪ ତମ ସଂସ୍କରଣ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥରକ ବି ସଲମାନ୍‌ ଖାନ୍‌ ହିଁ ଶୋ’ର ହୋଷ୍ଟିଂ କରିବେ। କିନ୍ତୁ ଶୋ’ ଆରମ୍ଭ ହେବା ପୂର୍ବରୁ ସଲମାନ ନିଜ ଫିସ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ମିଳିଥିବା ଖବର ମୁତାବକ ସଲମାନ୍‌…