Below header
Browsing Category

ମନୋରଂଜନ

ସୁଶାନ୍ତଙ୍କ ମୃତ୍ୟୁର ମାସେ ପରେ ବଧୂବେଶରେ ନଜର ଆସିଲେ ଅଙ୍କିତା ଲୋଖଣ୍ଡେ, ଭାଇରାଲ ହେଉଛି ଫଟୋ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିବା ବେଳେ ଏବେ ସମସ୍ତେ ତାଙ୍କୁ ଖୁବ୍‌ ଝୁରୁଛନ୍ତି। ଫ୍ୟାନ୍‌ମାନେ ଏବେ ବି ବିଶ୍ୱାସ କରିପାରୁନାହାନ୍ତି ଯେ ସୁଶାନ୍ତ ଆଉ ଏ ଦୁନିଆରେ ନାହାନ୍ତି। ଇତିମଧ୍ୟରେ ଶୁକ୍ରବାର ଦିନ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଓଟିଟି ପ୍ଲାଟଫର୍ମରେ…

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ୍‌ ସ୍ୱାମୀ, ଖୁବ୍‌ଶୀଘ୍ର…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଦାବି ଜୋର୍‌ ଧରିଛି। କିଛି ଦିନ ତଳେ ପୂର୍ବ ସାଂସଦ ପପୁ ଯାଦବ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଏନେଇ ଚିଠି ଲେଖିଥିଲେ। ଏହାର ଉତ୍ତରରେ ଅମିତ ଶାହା ଲେଖିଥିଲେ ମାମଲା ସମ୍ବନ୍ଧିତ ସମସ୍ତ ତଥ୍ୟ ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଛି। ଅନ୍ୟପଟେ…

ରିଲେସନଶିପ ଷ୍ଟାଟସ୍‌କୁ ନେଇ ମୁହଁ ଖୋଲିଲେ ସୋନାକ୍ଷୀ, କହିଲେ ‘ ମୁଁ ସିଙ୍ଗଲ ଅଛି କିନ୍ତୁ ବାହା ହେବାକୁ ଚାହୁଁଛି ’

ମୁଁ ସିଙ୍ଗଲ ଅଛି। ହେଲେ ବାହା ହେବାକୁ ଚାହୁଁଚି। ଏଥିପାଇଁ ଅପେକ୍ଷା କରିବାକୁ ମୁଁ ମଧ୍ୟ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ପୂର୍ବରୁ ନିଜର ବିଷୟରେ ଅନେକ ଥର ମୁହଁ ଖୋଲିଥିଲେ ସୁଦ୍ଧା ଜୀବନସାଥୀକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ସୋନାକ୍ଷୀ। ସୋନାକ୍ଷୀ…

ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ମିଳିଲା ଦର୍ଶକଙ୍କ ଭରପୂର ଭଲ ପାଇବା, ପାଇଲା ୯.୯ ରେଟିଂ

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଓଟିଟି ପ୍ଲାଟଫର୍ମରେ ଶୁକ୍ରବାର ଦିନ ରିଲିଜ୍‌ ହୋଇଛି। ଫିଲ୍ମଟି ଫ୍ୟାନ୍‌ଙ୍କୁ ବହୁତ ଇମୋସନାଲ କରିଦେଇଛି। ଫିଲ୍ମ ଦେଖିବା ବେଳେ ଫ୍ୟାନ୍‌ଙ୍କ ଆଖିରେ ଲୁହ ଆସିଛି। ରିଲିଜ୍‌ ହେବା ପରେ ଫିଲ୍ମଟି ଖୁବ୍‌ ଲୋକପ୍ରିୟ ହୋଇଛି ଓ ସୋସିଆଲ…

ପୁଣି ଏକାଠି ରୋମାନ୍ସ କରିବେ ସଲମାନ ଏବଂ କ୍ୟାଟ୍ରିନା, ଏହି ଫିଲ୍ମରେ ଆସିବେ ନଜର

ବଲିଉଡର ଦବଙ୍ଗ ଖାନ୍‌ ଏବଂ କ୍ୟାଟ୍ରିନାଙ୍କ ଯୋଡି ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଯୋଡି ମଧ୍ୟରେ ଅନ୍ୟତମ। ଦୁହେଁ ଫିଲ୍ମ ‘ଏକ ଥା ଟାଇଗର, ଟାଇଗର ଜିନ୍ଦା ହୈ, ଯୁବରାଜ, ମେନେ ପ୍ୟାର କ୍ୟୁଁ କିୟା’ ଭଳି ଅନେକ ଫିଲ୍ମରେ ଏକାଠି କାମ କରିସାରିଛନ୍ତି। ଦୁହିଁଙ୍କ ଯୋଡିକୁ ଲୋକେ ମଧ୍ୟ ବେଶ୍‌…

କରୋନା ପାଇଁ କିଛି ଏମିତି ହେଉଛି ସୁଟିଂ ସେଟରେ ମେକଅପ୍‌, ଦେଖନ୍ତୁ ମଲାଇକା ଆରୋରାଙ୍କ ଏହି ଭାଇରାଲ ଭିଡିଓ

ଭାରତରେ କରୋନାଭାଇରସର କେସ୍‌ ଲଗାତର ବଢ଼ିବାରେ ଲାଗିଛି। ସେହିପରି ମୁମ୍ବାଇରେ ସରକାରଙ୍କ ଆଦେଶ ସହିତ ସୁଟିଙ୍ଗ୍‌ ପୁଣିଥରେ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆକ୍ଟ୍ରେସ ମଲାଇକା ଆରୋରା ମଧ୍ୟ ଡ୍ୟାନ୍ସ ରିୟଲିଟୀ ଶୋ ‘ଇଣ୍ଡିଆନ ବେଷ୍ଟ ଡ୍ୟାନ୍ସର’ର ସୁଟିଂ ପୁଣି ଥରେ ଆରମ୍ଭ…

ଆଜି ରିଲିଜ୍ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ Dil Bechara, ଜାଣନ୍ତୁ କେବେ, କେମିତି ଏବଂ କେଉଁଠି ଦେଖିବେ

ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ ତାରିଖରେ ଦୁନିଆକୁ ଅଲବିଦା କହିଥିଲେ। ତେବେ ତାଙ୍କର ଏମିତି ଅକସ୍ମାତ ମୃତ୍ୟୁରେ ଏବେବି ଦୁଃଖରେ ଅଛନ୍ତି ତାଙ୍କ ଫ୍ୟାନ୍ସ। ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ସ୍ମୃତିରେ ଏବଂ ତାଙ୍କୁ ଟ୍ରିବ୍ୟୁଟ ଦେବା ପାଇଁ ଆକ୍ଟରଙ୍କ ଅଭିନୀତ ଲାଷ୍ଟ ଫିଲ୍ମ ‘ଦିଲ…

ଅଭିନେତ୍ରୀ ରକୁଲ ପ୍ରୀତ କଲେ ହଟ୍‌ ଯୋଗାସନ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଏବେ ଲକଡାଉନ ସମୟରେ ସବୁ ବଲିଉଡ ଷ୍ଟାର ମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ତେବେ ବଲିଉଡ୍‌ ଆକ୍ଟ୍ରେସ୍‌ ରକୁଲ ପ୍ରୀତ ସିଂହ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଅଛନ୍ତି। ଏହାସହିତ ନିଜ ଫିଟନେସ୍‌ ଭିଡିଓ ସେୟାର କରି ଲୋକଙ୍କୁ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ସଚେତନ…

ସୁସ୍ଥ ହୋଇ ନାହାଁନ୍ତି ଅମିତାଭ ବଚ୍ଚନ, ମିଛ ଖବର ପ୍ରଚାରିତ ହେବା ପରେ ଟ୍ଵିଟ୍‌ କରି ପ୍ରଶଂସକଙ୍କୁ ଜଣାଇଲେ ବିଗ୍ ‘ବି’

ମୁମ୍ବାଇ : ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଅମିତାଭ ବଚ୍ଚନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ନାହାଁନ୍ତି । ଏବେ ବି ସେ ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି ବୋଲି ଟ୍ଵିଟ କରି ନିଜେ ଜଣାଇଛନ୍ତି ଅମିତାଭ ବଚ୍ଚନ । କିଛି ସମୟ ତଳେ ଅମିତାଭ ବଚ୍ଚନଙ୍କ ସୁସ୍ଥତା ସମ୍ପର୍କରେ…

ଫ୍ୟାନ୍‌ଙ୍କ ଡାକ ଶୁଣିଲେ ଭଗବାନ, ସୁସ୍ଥ ହେଲେ ଅମିତାଭ ବଚ୍ଚନ, ସ୍ୱାବ୍‌ ଟେଷ୍ଟ ରିପୋର୍ଟ ଆସିଲା ନେଗେଟିଭ୍‌

ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। କୋଭିଡ୍‌ ୧୯ର ଚିକିତ୍ସା କରାଉଥିବା ଅମିତାଭ ବଚ୍ଚନଙ୍କ ସ୍ୱାବ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ମାତ୍ର ସେ ଏବେ ଘରକୁ ଫେରିପାରିବେ ନାହିଁ। କାରଣ ତାଙ୍କର ଆଉ ଦୁଇଟି ଟେଷ୍ଟ ବାକି ଅଛି। ଗତ ୧୨ ଦିନ ହେବ ଅମିତାଭ ଓ…

ବଲିଉଡ୍‌ର ସବୁଠୁ ଦାମୀ ହିରୋଇନ୍‌ ଦୀପିକା ପାଦୁକୋନ୍‌, ଗୋଟିଏ ଫିଲ୍ମ ପାଇଁ ନେଉଛନ୍ତି ଏତେ କୋଟି

ବଲିଉଡ୍‌ର ଟପ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ ଖୁବ୍‌ଶୀଘ୍ର ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ଏକାଠି ନଜର ଆସିବେ। ଏହି ଯୋଡ଼ିକୁ ଏକାଠି ଲଞ୍ଚ୍‌ କରିବାକୁ ଯାଉଛନ୍ତି ନାଗ ଅଶ୍ୱିନ୍‌। ନାଗ ଜଣେ ସାଇନ୍ସ ଫିକ୍ସନ୍‌ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ସେହି ଫିଲ୍ମରେ ଏହି ଦୁଇ କଳାକାର ନଜର…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ବିଦ୍ୟା ବାଲନ୍‌, କହିଲେ- ‘ଆତ୍ମହତ୍ୟା ପାଇଁ କେହି ଦାୟୀ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ଯାଏଁ ଏହାର ସଠିକ୍‌ କାରଣ ଜଣାପଡ଼ିନାହିଁ। କିଛି ଲୋକ ଏହାକୁ ହତ୍ୟା କହୁଥିବା ବେଳେ ପୋଷ୍ଟମର୍ଟମ୍‌ ରିପୋର୍ଟରେ କିନ୍ତୁ ଆତ୍ମହତ୍ୟା ବୋଲି ଉଲ୍ଲେଖ ରହିଛି। ଏଣୁ ଦିନକୁ ଦିନ ଏହି ମାମଲା ରହସ୍ୟମୟ ହୋଇପଡ଼ିଛି। ଅନ୍ୟପଟେ…