Below header
Browsing Category

ମନୋରଂଜନ

ବଚ୍ଚନ ପରିବାର ପରେ ଏବେ ଅନୁପମ ଖେରଙ୍କ ଘର ଯାଏଁ ପହଞ୍ଚିଲା କରୋନା, ମେଡିକାଲରେ ଭର୍ତ୍ତି ହେଲେ ଅଭିନେତାଙ୍କ ମା’

କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହି ଭାଇରସ୍‌ ବଲିଉଡ୍‌ର ଷ୍ଟାରମାନଙ୍କୁ ମଧ୍ୟ ନିଜ କବ୍‌ଜାକୁ ନେଇଛି। ଗତକାଲି ବଲିଉଡର ଶେହେନ୍ସା ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଆଜି ପୁଣି…

ଲକ ଡାଉନରେ ଅମିତାଭ କେମିତି କାଟୁଥିଲେ ଦିନ ? ଦେଶବାସୀଙ୍କୁ ସଚେତନତାର ବାର୍ତ୍ତା ବାଂଟୁଥିଲେ ମଧ୍ୟ ନିଜେ ହେଲେ…

ଅମିତାଭ କରୋନା ସଂକ୍ରମିତ ହୋଇଥିବା ନେଇ ଖବର ପ୍ରସାରିତ ହେବା ପରେ ଦେଶ ବାସୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି । ଅମିତାଭଙ୍କ ଜୀବନ ଶୈଳୀ କୁ ନେଇ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ । କରୋନା ଚେନ ଭାଙ୍ଗିବାକୁ ମାର୍ଚ୍ଚ ୨୫ ତାରିଖରେ ଦେଶବ୍ୟାପୀ ଲକଡାଉନ ଘୋଷଣା ପରେ ବଲିଉଡର…

‘ଏବେ ମନ୍ଦିର ବନ୍ଦ, ଭଗବାନ ଧଳା ପୋଷାକ ପିନ୍ଧି ହସ୍ପିଟାଲରେ ବୁଲୁଛନ୍ତି’, ଡାକ୍ତରଙ୍କୁ ଧନ୍ୟବାଦ ଜଣାଇ ଏମିତି କହିଲେ…

କେନ୍ୟୁଜ୍(ବ୍ୟୁରୋ): ବଲିଉଡର ଅତି ଲୋକପ୍ରିୟ ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ଗତକାଲି ରାତିରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲକୁ ଉଭୟଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବର୍ତ୍ତମାନ ହସପିଟାଲରେ ଚିକିତ୍ସାଧୀନ…

ବିଗ୍ ଵି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକଙ୍କୁ କରୋନା, ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲକୁ କରାଗଲା…

କେନ୍ୟୁଜ୍(ବ୍ୟୁରୋ):ବିଗ୍‌ ବିଙ୍କୁ କରୋନା। ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ କରୋନା। ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କଠାରେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅମିତାଭଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍‌ପିଟାଲରେ ଭର୍ତ୍ତି…

ରେଖାଙ୍କ ସିକ୍ୟୁରିଟି ଗାର୍ଡ କରୋନା ପଜିଟିଭ, ବିଏମସି ସିଲ କଲା ପୁରା ବଙ୍ଗଳା

କରୋନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ ସେଲିବ୍ରିଟିମାନଙ୍କ ଘର ମଧ୍ୟ ଏହି ଭାଇରସ କବଳରୁ ରକ୍ଷା ପାଇପାରି ନାହିଁ। କରଣ ଜୋହର, ବୋନି କପୁର ଏବଂ ଆମୀର ଖାନଙ୍କ ଷ୍ଟାଫ କରୋନା ପଜିଟିଭ୍ ବାହାରିବା ପରେ ବର୍ତ୍ତମାନ ଅଭିନେତ୍ରୀ ରେଖାଙ୍କ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନା…

ଆସାମ ପୋଲିସ ଶେୟାର କଲା ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ ଶ୍ୟାମ’ର ପୋଷ୍ଟର, ଦେଲା ଏଭଳି ମେସେଜ

‘ବାହୁବଳୀ’ ଫେମ ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ ଶ୍ୟାମ’ର ଫାଷ୍ଟ ଲୁକ୍‌ ରିଲିଜ ହୋଇଛି। ଫିଲ୍ମରେ ପ୍ରଭାସ ପୂଜାଙ୍କ ସହିତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। ପୋଷ୍ଟର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି। ଏହି ଫିଲ୍ମ ୪ଟି ଭାଷାରେ ରିଲିଜ ହେବ। ୨୦୨୧ରେ…

କରିସ୍ମା କାପୁରଙ୍କ ଗାଡି ଉପରେ ହଠାତ ଆସି ବସିଲା ଏକ ଚିତା ବାଘ, ତାପରେ କଣ ହେଲା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ

୯୦ ଦଶକର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କରିସ୍ମା କାପୁର ନିଜ ବିଗତ ଦିନର ସ୍ମୃତି ସବୁକୁ ପୁଣି ଥରେ ସାଉଁଟି ବସିଛନ୍ତି । ଲକ ଡାଉନରେ ଘରେ ବସି ବୋର ହେଉଥିବା ସମୟରେ ନିଜର କିଛି ପୁରୁଣା ଫଟୋ ଦେଖି ସେସମୟର ଅଭୁଲା କ୍ଷଣ ସବୁକୁ ମନେପକେଇବା ସହ ଏଗୁଡ଼ିକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ…

କପିଲ ଶର୍ମାଙ୍କ ବଡ଼ ଖୁଲାସା, ନିଜ ବିବାହରେ ଡାକି ରଣବୀର ସିଂହ କରିଥିଲେ ‘ଅପମାନିତ’

ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଓ ସିରିୟଲର ସୁଟିଂ ବନ୍ଦ ଥିଲେ ମଧ୍ୟ କଳାକାରମାନେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରାୟତଃ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ତେବେ ନିକଟରେ କପିଲ ଶର୍ମା ରଣବୀର ସିଂହଙ୍କୁ ନେଇ କିଛି ଖୁଲାସା କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ କପିଲ ଶର୍ମାଙ୍କ ଶୋ’ର ସୁଟିଂ ବନ୍ଦ…

ସୁଶାନ୍ତଙ୍କୁ ବିହାରବାସୀଙ୍କ ନିଆରା ଶ୍ରଦ୍ଧାଞ୍ଜଳି, ରାସ୍ତାର ନାଁ ରଖିଲେ ‘ସୁଶାନ୍ତ ସିଂହ ରାଜପୁତ ଚୌକ’; ଦେଖନ୍ତୁ…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବରକୁ ଏବେ ବି ତାଙ୍କ ଫ୍ୟାନ୍‌ମାନେ ବିଶ୍ୱାସ କରିପାରୁନାହାନ୍ତି। ଲୋକମାନେ ଭିନ୍ନ ଭିନ୍ନ ଉପାୟରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖାଯାଇଛି। ନିକଟରେ ଦିବଂଗତ ଅଭିନେତାଙ୍କ ହୋମ୍‌ ଟାଉନ୍‌ ପୂର୍ଣ୍ଣିୟାରେ ଏକ ରାସ୍ତାର ନାମ…

ବାହୁବଳୀ ଷ୍ଟାର ପ୍ରଭାସଙ୍କ ରୋମାନ୍ସ ପାର୍ଟନର ସାଜିବେ ଏହି ଅଭିନେତ୍ରୀ, ରିଲିଜ ହେଲା ‘ରାଧେ ଶ୍ୟାମ’ର ଫାଷ୍ଟ ଲୁକ୍‌

‘ବାହୁବଳୀ’ ଫେମ୍ ପ୍ରଭାସଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର। ପ୍ରଭାସଙ୍କ ଅପ୍‌କମିଙ୍ଗ ଫିଲ୍ମ ଟାଇଟଲ ଏବଂ ଫାଷ୍ଟ ଲୁକ୍‌ ପୋଷ୍ଟର ନଜର ଆସିଛି। ନିଜେ ପ୍ରଭାସ ଇନଷ୍ଟାଗ୍ରାମରେ ଏହା ସେୟାର କରିଛନ୍ତି। ଫିଲ୍ମର ଟାଇଟଲ୍ ‘ରାଧେ ଶ୍ୟାମ’ । ଏହି ଫିଲ୍ମରେ ପ୍ରଭାସ ପୂଜା ହେଗେଡଙ୍କ ସହିତ ନଜର…

ପୂର୍ବତନ ‘ର’ ଅଫିସରଙ୍କ ଖୁଲାସା : ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌ !

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମର ହାତ ଥିବା ପୂର୍ବତନ ‘ର’ ଅଫିସର ଏନ୍‌ କେ ସୁଦ୍‌ ପ୍ରକାଶ କରିଛନ୍ତି । ଏହା ଏକ ଯୋଜନା ବଦ୍ଧ ହତ୍ୟା ଓ ଏହା ପଛରେ ଦାଉଦ୍‌ ଗୋଷ୍ଠୀର ହାତ ଥିବା ଏହି ‘ର’ ଅଫିସର ପ୍ରକାଶ କରିଛନ୍ତି । ଯଦିଓ ଦାଉଦ୍‌ ଏବେ…

ନିଜ ଘରେ ହିଁ ଅଭିନେତ୍ରୀଙ୍କ ସହ ହେଲା ଦୁଷ୍କର୍ମ, ଭିଡିଓ ବନାଇ ଅଭିଯୁକ୍ତ ଦେଉଛି ଭାଇରଲ କରିବାର ଧମକ

ପଶ୍ଚିମବଙ୍ଗର ବିଜୟଗଡ ଅଞ୍ଚଳର ଜଣେ 26 ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଅଭିନେତ୍ରୀ ନିଜେ ଯାଦବପୁର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଗମ୍ଭୀରତା ଦେଖାଇ ପୋଲିସ ଅଭିନେତ୍ରୀଙ୍କ ମେଡିକାଲ ଟେଷ୍ଟ କରିଛି । ତେବେ ଅଭିନେତ୍ରୀ ଜଣକ 'ସାଥ…