Browsing Category

ମନୋରଂଜନ

ବିଦ୍ୟା ବାଲାନଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’କୁ ମିଳିଲା ରିଲିଜ ଡେଟ, ଏହିଦିନ OTT ପ୍ଲାଟଫର୍ମରେ ହେବ…

ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଫିଲ୍ମ 'ଶକୁନ୍ତଳା ଦେବୀ'ର ରିଲିଜ୍ ତାରିଖ ପ୍ରକାଶ ପାଇଛି । 31 ଜୁଲାଇରେ ଏହି ଫିଲ୍ମର ଡିଜିଟାଲ୍ ପ୍ରିମିୟର୍ ହେବ । ଫିଲ୍ମର ଲାଇଭ୍ ଷ୍ଟ୍ରିମିଂ ଆମାଜନ ପ୍ରାଇମ ଭିଡିଓରେ ରହିବ । ବିଦ୍ୟା ବାଲାନଙ୍କ ଏକ ମଜାଳିଆ ଭିଡିଓ ମାଧ୍ୟମରେ ଷ୍ଟ୍ରିମର ଗୁରୁବାର ଫିଲ୍ମର…

ବଲିଉଡକୁ ଆଉ ଏକ ଝଟକା: ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡକୁ ଆଉ ଏକ ଝଟକା। ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ପାଖାପାଖି ୧.୫୨ ମିନିଟିରେ ମୁମ୍ବାଇ ସ୍ଥିତ ଗୁରୁ ନାନକ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା…

ସୁଶାନ୍ତ ସିଂ ଆତ୍ମହତ୍ୟାର ନୂଆ ମୋଡ଼ : ସିବିଆଇ ତଦନ୍ତ ଦାବି କଲେ ଶେଖର ସୁମନ୍‌, କ’ଣ ପାଇଁ ମାସକରେ ସୁଶାନ୍ତ…

ପାଟନା :  ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି । ଆତ୍ମହତ୍ୟା ସମ୍ପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଅଭିନେତା ଶେଖର ସୁମନ୍‌ । ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଭାବେ ବିବେଚନା କରା ନଯାଇ ଏହାର ଖୋଳତାଡ଼ କରିବାକୁ ସେ କହିଛନ୍ତି ।…

ଏହି କାରଣରୁ ଭାଙ୍ଗିଥିଲା ସୁଶାନ୍ତ ଓ ଅଙ୍କିତାଙ୍କର ୬ ବର୍ଷର ସମ୍ପର୍କ, ଅଲଗା ହୋଇଯାଇଥିଲେ ଦୁଇ ପ୍ରେମୀ ଯୁଗଳ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସମସ୍ତ ଦୁଃଖୀ ହୋଇଯାଇଛନ୍ତି। ଖାସ୍‌ କରି ସୁଶାନ୍ତଙ୍କ ନିକଟତମ ଲୋକମାନେ ଅଧିକ ଭାଙ୍ଗିପଡ଼ିଛନ୍ତି। ସୁଶାନ୍ତ ଆତ୍ମହତ୍ୟା କରିବା ପଛରେ କାରଣ କ’ଣ? ପୋଲିସ ଏହି ପ୍ରଶ୍ନର ଉତ୍ତର ଖୋଜୁଛି। ଏଥିପାଇଁ ଏବେ ଯାଏଁ ପ୍ରାୟ ୨୮ ଜଣଙ୍କ ବୟାନ ରେକର୍ଡ ସରିଲାଣି।…

ଏଭଳି ସମସ୍ଯା ଲାଗି ରହିଲେ ମୁଁ କରିବି ଆତ୍ମହତ୍ଯା, କହିଲେ ଭୋଜପୁରୀ ଅଭିନେତ୍ରୀ ରାନୀ ଚାଟାର୍ଜୀ

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ରାନୀ ଚାଟାର୍ଜୀ ସୋସିଆଲ ମିଡିଆରେ ଉତ୍ପିଡନ କାରଣରୁ ଆତ୍ମହତ୍ଯା କରିବା ପାଇଁ ଧମକ ଦେଇଛନ୍ତି। ଖତରୋ କେ ଖିଲାଡୀରେ ନଜର ଆସିଥିବା ସୁପରଷ୍ଟାର ରାନୀ ଚାଟାର୍ଜୀ ମୁମ୍ବାଇ ପୋଲିସର ସହାୟତା ଲୋଡିଛନ୍ତି। ସୂଚନାଯୋଗ୍ଯ ରାନୀ ଜଣେ ବ୍ଯକ୍ତିଙ୍କ କାରଣରୁ ଅବସାଦରେ…

ମୁମ୍ବାଇ ଛାଡ଼ିଲେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ନାୟିକା, କହିଲେ- ‘ଆଉ ଦେଖା ହେବ କି ନାହିଁ ଜାଣିନି’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏବେ ବି କେହି ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ଆଉ କିଛି ଦିନ ପରେ ମାସେ ପୂରିବାକୁ ଥିଲେ ମଧ୍ୟ ତାଙ୍କ ଫ୍ୟାନ୍‌ମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଜୁନ୍‌ ୧୪ରେ ସୁଶାନ୍ତ ନିଜ ଘରେ ଫାଶୀ ଲଗାଇ ଆହତ୍ମହତ୍ୟା…

କରୋନାରୁ ସୁସ୍ଥତା ଲାଭ କଲେ ଟିଭି ଆକ୍ଟ୍ରେସ ମୋହିନା କୁମାରୀ, ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଲେ ଏମିତି କିଛି

ଲୋକପ୍ରିୟ ଟେଲିଭିଜନ ସିରିଏଲ "ୟେ ରିସ୍ତା କ୍ୟା କହେଲେତା ହେ"ରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ମୋହିନା କୁମାରୀ ଶେଷରେ କରୋନା ବିରୋଧୀ ଲଢେଇରେ ବିଜୟୀ ହୋଇଛନ୍ତି । ମୋହିନା ହେଉଛନ୍ତି ଆଧ୍ୟାତ୍ମିକ ଗୁରୁ ତଥା ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜଙ୍କ ବୋହୂ । ପାଖାପାଖି…

ଭାଇରାଲ ହେଉଛି ଏକ୍ସପ୍ରେସନ୍ସ କ୍ୱିନ ମାଧୁରୀଙ୍କ ଜବରଦସ୍ତ ଡ୍ୟାନ୍ସ, ଆପଣ ବି ଦେଖନ୍ତୁ ମନଛୁଆଁ ଭିଡିଓ

ମାଧୁରୀ ଦୀକ୍ଷିତଙ୍କୁ ନିଜର ଡ୍ୟାନ୍ସ ଏବଂ ଏକ୍ସପ୍ରେସନ୍ସ କାରଣରୁ ବଲିଉଡରେ ଖାସ୍‌ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ତେଜାବ’ ଫିଲ୍ମରେ ବଲିଉଡରେ ଜବରଦସ୍ତ ପରିଚୟ ସୃଷ୍ଟି କରିଥିବା ମାଧୁରୀ ଦୀକ୍ଷିତ ଏବେ ବି ମନୋରଞ୍ଜନ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅଛନ୍ତି। …

ଆତ୍ମହତ୍ୟାର ୩ ଘଣ୍ଟା ପୂର୍ବରୁ ଓ୍ଵିକିପେଡିଆରେ ଅପ୍‌ଡେଟ୍‌ ହୋଇଯାଇଥିଲା ସୁଶାନ୍ତଙ୍କ ମୃତ୍ୟୁ ସମୟ, କ’ଣ କେହି…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ଏହି ମାମଲା ଉପରେ ତୀକ୍ଷ୍ମଣ ନଜର ରଖିଛି। ଇତି ମଧ୍ୟରେ ଓ୍ଵିକିପେଡିଆ ପେଜ୍‌ ଉପରେ ପ୍ରଶ୍ନ ଉଠିଛି। ଖବର ମୁତାବକ ମୁମ୍ବାଇ ପୋଲିସ ହାତରେ ଏକ ପ୍ରମାଣ ଲାଗିଛି। ଏହା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ। ସୁଶାନ୍ତଙ୍କ ଆତ୍ମହତ୍ୟା ୧୨ଟା…

କ୍ୱାଣ୍ଟିକୋ ପରେ ଏବେ ଏହି ୱେବସିରିଜରେ ନଜର ଆସିବେ ପ୍ରିୟଙ୍କା, ଆମାଜନ ସହିତ କଲେ ଡିଲ୍‌

ଦେଶୀ ଗାର୍ଲ ଭାବେ ଜଣାଶୁଣା ବଲିଉଡ ଅଭିତ୍ରେୀ ପ୍ରିୟଙ୍କା ଚୋପ୍ରା। ବଲିଉଡ ଠାରୁ କିଛିଦିନ ହେଲା ଦୂରେଇ ଥିବା ପ୍ରିୟଙ୍କା ଏବେ ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ସବୁବେଳେ କିଛି ନା କିଛି କରନ୍ତି। ଏବିସି ଷ୍ଟୁଡିଓ ସିରିଜ କ୍ୱାଣ୍ଟିକୋର ତୃତୀୟ ସିଜିନ ଶେଷ ହେବା…

ସାମ୍ନାକୁ ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ, ଅଭିନେତାଙ୍କ ଶରୀରରେ ବିଷ ଓ…

ମୃତ୍ୟୁର ୧୫ ଦିନ ପରେ ବି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଛାନ୍‌ଭିନ୍‌ କରୁଛି ପୋଲିସ। ଏହି ଆତ୍ମହତ୍ୟା ମାମଲାରେ ପୋଲିସ ଏବେ ଯାଏଁ ୨୮ ଜଣଙ୍କ ବୟାନ ରେକର୍ଡ କରିଛି। ଇତି ମଧ୍ୟରେ ସୁଶାନ୍ତଙ୍କର ଭିସେରା ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ତାଙ୍କ ମୃତ୍ୟୁକୁ ନେଇ…

୯ ଘଣ୍ଟା ଜେରା ପରେ ସଞ୍ଜନା ସଙ୍ଘି ଖୋଲିଲେ ସୁଶାନ୍ତଙ୍କ ସହିତ ଜଡିତ ଅନେକ ରାଜ୍‌, ଡିପ୍ରେସନରେ କହିଲେ ଏମିତି କଥା

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ନେଇ ମୁମ୍ବାଇ ପୁଲିସ ଜୋରଦାର ତଦନ୍ତ କରୁଛି।ପୋଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ପଚରାଉଚରା କରୁଛି। ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ବନ୍ଧୁ ମୁକେଶ ଛାବ୍ରା…