Browsing Category

ମନୋରଂଜନ

ରାମାୟଣରେ ହଜାରେ ଥର ଦେଖିଥିବେ ଏହି ଚେହେରା, କିନ୍ତୁ ଏବେ ଚିହ୍ନିପାରିବେନି

ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ ଆରମ୍ଭ ହେବା ପରଠାରୁ ସିରିୟଲର ଷ୍ଟାରମାନେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ହୋଇଯାଇଛନ୍ତି। ଖାସ୍‌ କରି ରାମାୟଣର ସୀତା ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଓ ସୁନୀଲ ଲହରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ରାମାୟଣର ଲକ୍ଷ୍ମଣ ବା…

ଆମିରଙ୍କ ଘରେ ପହଞ୍ଚିଲା କରୋନା, ତାଙ୍କ ଟିମ୍‌ର ୭ଜଣ ସଦସ୍ୟ ବାହାରିଲେ ପଜେଟିଭ

ବଢୁଥିବା କରୋନା ପ୍ରକୋପରୁ ବଲିଉଡ ମଧ୍ୟ ବଞ୍ଚିପାରିନାହିଁ। ଏବେ ବଲିଉଡ ଅଭିନେତା ଆମିର ଖାନଙ୍କ ଟିମ୍‌ ମେମ୍ବର କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି ବୋଲି ଆମିର ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଖବର ମୁତାବକ, ଆମରିଙ୍କ ଟିମ ମେମ୍ବର ୭ ଜଣ କରୋନା ସଂକମ୍ରିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ…

ଆଉ ଜଣେ ଟିକ୍‌ଟକ୍‌ ଷ୍ଟାରଙ୍କୁ ଗଳା ଚିପି ହତ୍ୟା, ଦୁଇ ଦିନ ପରେ ଖଟ ତଳୁ ମିଲିଲା ଶବ

ଟିକଟକ୍‌ ଷ୍ଟାର ସିୟା କକ୍କଡ ନିକଟରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହାମଧ୍ୟରେ ପୁଣି ଆଉ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ହରିୟାଣାର ସୋନିପତ ଜିଲ୍ଲାର କୁଣ୍ଡଳି ଅଞ୍ଚଳରେ ଟିକଟକ ତାରକା ଶିବାନୀଙ୍କୁ ଗଳା ଚିପି ହତ୍ୟା କରାଯାଇଛି। ଏହାକୁ ନେଇ ଜଣକୁ ଗିରଫ…

ଓଟିଟି ପ୍ଲାଟ୍‌ଫର୍ମରେ ଆସିବ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ଓ ଲକ୍ଷ୍ମୀ ବମ୍‌ ଭଳି ନୂଆ ଫିଲ୍ମ, ହଲ୍‌ ମାଲିକଙ୍କୁ ବଡ଼ ଝଟକା…

ମୁମ୍ବାଇ : କିଛି ମାସ ଧରି କରୋନା କାରଣରୁ ଫିଲ୍ମ ହଲ୍‌ଗୁଡ଼ିକ ବନ୍ଦ ରହିଛି । ଲୋକେ ମନୋରଞ୍ଜନର ଖୋରାକ ଘରେ ବସି ଟିଭି ଓ ମୋବାଇଲ୍‌ ଆଦିରେ ଉପଭୋଗ କରୁଛନ୍ତି । କରୋନା କାରଣରୁ ଦୀର୍ଘ ଦିନ ଧରି ହଲ୍‌ ବନ୍ଦ ରହିଥିବାରୁ ମୁକ୍ତିଲାଭ ଅପେକ୍ଷାରେ ଥିବା ଫିଲ୍ମ ସବୁ ମୁକ୍ତିଲାଭ କରିପାରୁନି ।…

ଲକ୍‌ଡାଉନ୍‌ରେ ସାମ୍ନାକୁ ଆସିଲା କଳାକାରଙ୍କ ପ୍ରକୃତ ରୂପ, ପାଚିଲା ଚୁଟି ସହ ବିନ୍ଦାସ ଅନ୍ଦାଜରେ ଆସିଲେ ନଜର

ବଲିଉଡ୍‌ କଳାକାର ନିଜ ଲୁକ୍‌ ଉପରେ ସବୁଠୁ ଅଧିକ ଧ୍ୟାନ ଦେଇଥାନ୍ତି। ନିଜକୁ କମ୍‌ ବୟସର ଦେଖାଇବା ପାଇଁ ସେମାନେ ବିଭିନ୍ନ ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଏବେ କଳାକାରଙ୍କ ପ୍ରକୃତ ରୂପ ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ ଯୋଗୁ ଘରେ ଥିବା କଳାକାର ଏବେ ନିଜ…

ରୋଜଗାର ଛଡ଼ାଇନେଲା କରୋନା, ବାଧ୍ୟ ହୋଇ ପରିବା ବିକୁଛନ୍ତି ଏହି ବଲିଉଡ୍‌ କଳାକାର

୮୦ ଓ ୯୦ ଦଶକ ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିଥିବା ଅଭିନେତା ଜାଭେଦ ହେଦରଙ୍କୁ କିଏ ବା ନ ଜାଣେ। ଅନେକ ଫିଲ୍ମରେ ସେ ବଡ଼ ବଡ଼ ଅଭିନେତାଙ୍କ ପିଲାବେଳର ରୋଲ୍‌ କରିଥିଲେ। ଏବେ କରୋନା ଯୋଗୁ ସମସ୍ତଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଥିବା ବେଳେ ଏଥିରୁ ବର୍ତ୍ତିନାହାନ୍ତି ଏହି କଳାକାର।…

ପ୍ରଭୁ ଭୋଳାନାଥଙ୍କ ବହୁତ ବଡ ଭକ୍ତ ଥିଲେ ସୁଶାନ୍ତ, ଶିବଭକ୍ତିରେ ବୁଡି ଗାଉଥିଲେ ଗୀତ, ଭିଡିଓ ଭାଇରଲ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁର ଭଗବାନ ଭୋଳାନାଥଙ୍କର ବହୁତ ବଡ ଭକ୍ତ ଥିଲେ। ସେ ସବୁବେଳେ ସୋସିଆଲ ମିଡିଆରେ ଭଗବାନ ଶିବଙ୍କ ଫଟୋ ମଧ୍ୟ ସେୟାର କରୁଥିଲେ। ଏବେ ସୁଶାନ୍ତଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି। ଏହି ଭିଡିଓରେ ସୁଶାନ୍ତ ଏକ ଚେୟାର ଉପରେ ବସି…

ଆଜି ଅପରାହ୍ନ ୪.୩୦ରେ ଲାଇଭ୍‌ରେ ଆସିବେ ବଲିଉଡ୍‌ର ବଡ଼ ବଡ଼ କଳାକାର, କରିବେ ବଡ଼ ଘୋଷଣା

କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଗତ ଏକ ମାସ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଛି। ଫଳରେ ସରକାରଙ୍କ ଚିନ୍ତା ବଢ଼ିଛି। ଲକ୍‌ଡାଉନ୍‌ ପରେ ଅନ୍‌ଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ତଥାପି ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସିନେମା ହଲ ଓ ମଲଗୁଡ଼ିକୁ…

ମହେଶ ଭଟ୍ଟଙ୍କ ଅଫିସ କର୍ମଚାରୀଙ୍କ ବଡ ଖୁଲାସା, ସୁଶାନ୍ତଙ୍କୁ ନେଇ ମହେଶଙ୍କ ସହିତ ଏମିତି କଥା ହୁଅନ୍ତି ରିୟା…

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠୁଛି। ତେବେ ସୁଶାନ୍ତଙ୍କ ନିଧନ ପରେ ରିୟା ଚକ୍ରବର୍ତ୍ତୀ ଏବଂ ମହେଶ ଭଟ୍ଟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଏକଦମ୍‌ ଛାଇ ଯାଇଛି। ସେପଟେ ମୁକେଶ ଭଟ୍ଟ ଏହା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଯେ ସେ କିଛି…

ଓଲିଉଡର ଚୁଲବୁଲି ନାୟିକା ଗାର୍ଗୀ ବାଛିଲେ ଜୀବନସାଥୀ, ଲକଡାଉନରେ କଲେ ବିବାହ

କେନ୍ୟୁଜ୍(ବ୍ୟୁରୋ):  ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ନିଜ ପ୍ରିୟତମର ହାତ ଧରିଲେ ଓଲିଉଡର ଚୁଲବୁଲି ନାୟିକା ଗାର୍ଗୀ ମାହାନ୍ତି।  ନିଜର ବନ୍ଧୁ ରବିନ୍ଦ୍ରଙ୍କୁ ନିଜ ଜୀବନ ସାଥୀ ରୂପେ ବାଛିନେଇଛନ୍ତି। ଲକଡାଉନରେ ଦୁଇ ପରିବାରଙ୍କ ସମ୍ମତି କ୍ରମେ ଏହି ବିବାହା କାର୍ଯ୍ୟକ୍ରମ ଆୟୋଜନ…

ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲା : ୟଶ୍‌ରାଜ ଫିଲ୍ମସ୍‌ର ଅଧିକାରୀଙ୍କୁ ପଚରା ଉଚରା କଲା ମୁମ୍ବାଇ ପୋଲିସ୍‌, ଫିଲ୍ମରେ…

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ୍‌ ତଦନ୍ତ ଜାରି ରଖିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ମୁମ୍ବାଇ ପୋଲିସ କିଛି ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି । ମୁମ୍ବାଇ ପୋଲିସ୍‌ ଆଜି ୟଶ୍‌ରାଜ୍‌ ଫିଲ୍ମସ୍‌ର ଦୁଇ ଅଧିକାରୀ ଆଶୀଷ ସିଂହ ଓ ଆଶୀଷ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ, ସତ୍ୟତା ନେଇ ସନ୍ଦେହ

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଦୁଇ ସପ୍ତାହ ବିତିଗଲାଣି । ତଥାପି ଚର୍ଚ୍ଚା ଥମି ନାହିଁ । ଆଜି ତାଙ୍କ ମୃତଦେହର ଭିଡିଓ ଭାଇରାଲ ହୋଇଛି । ମୃତ୍ୟୁ ପୂର୍ବରୁ ତାଙ୍କ ଆଙ୍ଗୁଠି ହଲୁଥିବା ଏବଂ ସେ ବଞ୍ଚିଥିବା ବେଳେ ତାଙ୍କୁ ଘୋଡ଼ାଇ ଦିଆଯାଉଥିବା ଭିଡିଓରେ…