Browsing Category

ମନୋରଂଜନ

ପ୍ରଶଂସକଙ୍କୁ ନିରାଶ କଲେ ପରୀ, କହିଲେ ‘ମୋତେ କିଛି ସମୟ ଦରକାର’

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ଦେଖାଯାଉଛି। ହେଲେ ବଲିଉଡ୍ ନାୟିକା ପରିଣୀତି ଚୋପ୍ରା ଏବେ ସୋସିଆଲ ମିଡିଆ ଛାଡିଥିବା ସମସ୍ତଙ୍କୁ ଟିକେ ଅଲଗା ଲାଗିଛି। ପରିଣୀତି ନିଜ ପାଇଁ ସୋସିଆଲ ମିଡିଆରୁ…

ରାମାନନ୍ଦ ସାଗରଙ୍କ ରାମାୟଣର ଏହି ଚରିତ୍ରରେ ନଜର ଆସିଥିଲେ ଆୟୁଷ୍ମାନଙ୍କ ଶାଶୁ, ଜାଣନ୍ତୁ କିଏ ସେ

ଲକ ଡାଉନ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣ ଓ ବିଆର ଚୋପ୍ରାଙ୍କ ମହାଭାରତର ପୁନଃ ପ୍ରସାରଣ କରାଯାଇଛି । ଯେଉଁ ମାନେ କୌଣସି କାରଣରୁ ସେସମୟର ରାମାୟଣ ଦେଖି ପାରିନଥିଲେ, ସେମାନେ ଏବେକା ସମୟରେ ଖାଲି ଦେଖୁ ନାହାନ୍ତି ବରଂ ତାହାର କାହାଣୀକୁ ଧ୍ୟାନର ସହ ବୁଝିବାକୁ ଚେଷ୍ଟା ବି କରୁଛନ୍ତି ।…

ରାମାୟଣ ଓ ମହାଭାରତ ପରେ ଆରମ୍ଭ ହେଲା ଏହି ଲୋକପ୍ରିୟ କାର୍ଟୁନ ଶୋ, ଏବେ ଶକ୍ତିମାନ ସହ କରିବ ଲଢେଇ

ଲକ୍‌ଡାଉନରେ ସବୁଠାରୁ ଅଧିକ ନାମ କମାଇଛି ଦୂରଦର୍ଶନ। ଏବେ ସବୁ ଟିଭି ଚ୍ୟାନେଲର ଟିଆରପି କାଟି ଦୂରଦର୍ଶନ ଆଗରେ। ରାମାୟଣ, ମହାଭାରତ ଭଳି ପୌରାଣିକ ଧାରାବାହିକକୁ ଆଉ ଥଷର ପ୍ରସାରଣ କରି ଦୂରଦର୍ଶନ ଟିଆରପିରେ ରେକର୍ଡ ସୃଷ୍ଟି କରିଛି। ରାମାୟଣରେ ଶେଷ ଏପିଶୋଡ ଆଜି ସରିବାକୁ ଯାଉଛି। ତେଣୁ…

ବିୟର୍ଡ ଷ୍ଟାଇଲରେ ସମସ୍ତଙ୍କ ମନକୁ ଜିତିଲେ ଏହି ୩ ଜଣ ଷ୍ଟାର, ଜାଣନ୍ତୁ କିଏ

ଲକଡାଉନରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ବନ୍ଦ ହୋଇରହିଛନ୍ତି। କିନ୍ତୁ ତା ଅର୍ଥ ଏହା ନୁହେଁ ଯେ ପ୍ରତ୍ୟେକ ନିଜର ଷ୍ଟାଇଲ ସୋ' କରିପାରିବେ ନାହିଁ। ସୋସିଆଲ ମିଡିଆ ଏବେ ମଧ୍ୟ ଆମ ସମସ୍ତଙ୍କୁ ଏକାଠି ଯୋଡି ରଖିବାରେ ସକ୍ଷମ। ଏଥିପାଇଁ ହିଁ ବଲିଉଡର ଦିଗଜ୍ଜ ଷ୍ଟାର୍ସମାନେ ମଧ୍ୟ ନିଜର…

କାଜଲ ଅଗ୍ରୱାଲ କାରୋନା ମୁକାବିଲା ପାଇଁ ବଢାଇଲେ ସାହାଯ୍ୟର ହାତ, ପିଏମ କେୟାର ଫଣ୍ଡକୁ ଦାନ କରିବା ସହିତ କରୁଛନ୍ତି ଏହି…

କରୋନାର ପ୍ରକୋପକୁ ରୋକିବା ପାଇଁ ସବୁ କଳାକାରମାନେ ମଧ୍ୟ ଲଗାତର ଯୋଗଦାନ ଦେଇ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ଲିଷ୍ଟରେ ଏବେ ସାଉଥ ସୁପରଷ୍ଟାର କାଜଲ ଅଗ୍ରୱାଲଙ୍କ ନାମ ଯୋଡି ହୋଇଯାଇଛି। ଏହି ଅଭିନେତ୍ରୀ ପିଏମ କେୟାର ଫଣ୍ଡରେ ଯୋଗଦାନ କରିବା ସହିତ ସାଉଥ ଫିଲ୍ମ…

୧୮ ଘଣ୍ଟାରେ ୨୫ ଲକ୍ଷଙ୍କ ହୃଦ୍‌ ସ୍ପନ୍ଦନକୁ ବଢାଇଲେ ନୋରା, କଲେ ଏମିତି କାମ

ନିଜର ଧମାକାଦାର ଡ୍ୟାନ୍ସ ପାଇଁ ବଲିଉଡରେ ବେଶ୍‌ ଜଣାଶୁଣା ଅଭିନେତ୍ରୀ ନୋରା ଫତେହୀ। ଏମିତିରେ ଦର୍ଶକଙ୍କୁ ନିଜ ଡ୍ୟାନ୍ସରେ ମତୁଆଲା କରୁଥିବା ନୋରା ପୁଣି ଥରେ ଏକ ଖାସ୍‌ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି। ଏହାକୁ ସେୟାର କରିବା ପରେ ୨୫ ଲକ୍ଷଙ୍କ ଫ୍ୟାନ ପାଗଳ ହୋଇଯାଇଛନ୍ତି। ସବୁବେଳେ ନୋରା…

ପ୍ରସିଦ୍ଧ ଭୋଜପୁରୀ ଗାୟକ ତୁଫାନି ଲାଲଙ୍କୁ କରୋନା, ସ୍ବାସ୍ଥ୍ୟବସ୍ଥା ଗୁରୁତର, ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ନିବେଦନ…

ପ୍ରସିଦ୍ଧ ଭୋଜପୁରୀ ଗାୟକ ତୁଫାନି ଲାଲ ଯାଦବ ମଧ୍ୟ କରୋନା ଭାଇରସର ଶିକାର ହୋଇଛନ୍ତି ଏବଂ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। କୁହାଯାଉଛି, ବିହାରର ବକ୍ସରରେ ରହୁଥିବା ତୁଫାନି ଲାଲ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ ଏବଂ ଦିଲ୍ଲୀରେ ତାଙ୍କର ଚିକିତ୍ସା ଜାରି…

ବଲିଉଡ ପରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ, ମେ ୧ରେ ଦର୍ଶକଙ୍କୁ ଏମିତି କରିବେ…

ଜ୍ୟାକଲିନ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଶ୍ରୀଲଙ୍ଗା ସୁନ୍ଦରୀ ବଲିଉଡରେ ଅଭିନୟ ଯାଦୁ ଦେଖାଇ ଦର୍ଶକଙ୍କ ମନକୁ କିଣିପାରିଛନ୍ତି। ବଡ ପରଦାରେ ନିଜର ଜଲୱା ଦେଖାଇସାରିବା ପରେ ଏବେ ଡିଜିଟାଲ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି ଜ୍ୟାକଲିନ। Introducing:…

ରାଖୀ ସାୱନ୍ତ ୮ ମାସ ପରେ ସେୟାର କଲେ ନିଜ ବିବାହର ଫଟୋ, ଲାଲ ଜୋଡାରେ ସ୍ୱାମୀଙ୍କ ହାତ ଧରିଥିବାର ଆସିଲେ ନଜର

ସବୁବେଳେ ନୂଆ ନୂଆ ଡ୍ରାମା କରି ଫ୍ୟାନମାନଙ୍କୁ ଚମକାଇ ଦେଉଥିବା ରାଖୀ ସାୱନ୍ତ ଶେଷରେ ନିଜ ବିବାହର ଫଟୋ ସେୟାର କରିଛନ୍ତି। ଏଥିରେ ସେ ଲାଲ ଜୋଡାରେ ନଜର ଆସୁଛନ୍ତି। ଫଟୋ ସେୟାର କରି ରାଖୀ କ୍ୟାପସନ ଲେଖିଛନ୍ତି, 'ମୋ ବିବାହର ଫଟୋ'। ତେବେ ଲଗାତାର 8 ମାସ ଧରି ସେ ଯାହା କରି ଆସୁଥିଲେ, ଏଥର…

କରୋନା ବିରୋଧୀ ଲଢେଇରେ ଆଗକୁ ଆସିଲେ ସଲମାନଙ୍କ ଏହି ହିରୋଇନଙ୍କ ପତି, କ୍ଵାରେଣ୍ଟିନ ସେଣ୍ଟର କରିବାକୁ ଦାନ କଲେ ନିଜ…

ପୁରା ଦେଶ ଏବେ କରୋନା କାୟାରେ କବଳିତ । ଦେଶରେ ଏଭିତରେ ୧୩,୩୮୭ ଟି ମାମଲା ସାମ୍ନାକୁ ଆସି ସାରିଲାଣି ପୁରା ଦେଶ ଏବେ କରୋନା କାୟାରେ କବଳିତ । ଦେଶରେ ଏଭିତରେ ୧୩,୩୮୭ ଟି ମାମଲା ସାମ୍ନାକୁ ଆସି ସାରିଲାଣି । କରୋନା ପ୍ରକୋପକୁ ରୋକିବା ପାଇଁ ଏଥିରେ ଅନେକ ଫିଲ୍ମ ଜଗତର ବଡ ବଡ ସେଲିବ୍ରିଟି…

ରାମାୟଣର ସୀତା ଦୀପିକା ଏବେ ମନେ ପକାଉଛନ୍ତି ନିଜ ଅନସ୍କ୍ରିନ ଭଉଣୀ ମାନଙ୍କୁ, ସୋସିଆଲ ମିଡିଆରେ ସେୟାର କଲେ ଏହି ସବୁ…

ଆଜିର ପିଢ଼ି କେବଳ ମାତ୍ର ରାମାନନ୍ଦ ସାଗରଙ୍କ "ରାମାୟଣ" ବିଷୟରେ ଘରର ବଡ଼ ମାନଙ୍କ ଠାରୁ ଶୁଣିଥିଲେ କିନ୍ତୁ ହୁଏତ କେବେ ଦେଖିନଥିଲେ । ସେମାନେ ହୁଏତ କେବେ ଭାବି ନଥିବେ ଯେ ସେହି ପୁରୁଣା ରାମାୟଣ ପୁଣି ଥରେ ପରଦା ଉପରକୁ ଆସିବ ବୋଲି । କିନ୍ତୁ ଦେଶବ୍ୟାପି ଲକ ଡାଉନ ପରିସ୍ଥିତି ଜାରି ହେବା…

ଡ୍ରେସ ପ୍ରେସ ହୋଇ ନ ଥିବାରୁ କରୀନା କପୁରଙ୍କୁ ଆସିଲା ଭୟଙ୍କର ରାଗ, ଶୁଟିଂ ସେଟରେ ଷ୍ଟାଫମାନଙ୍କୁ ଏମିତି ଦେଲେ ଗାଳି,…

ଏବେ ଏବେ କରୀନା କପୁର ଖାନଙ୍କ ରେଡ଼ିଓ ଚ୍ୟାଟ ଶୋ' 'What Women Want 2'ର ସେଟରୁ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି। ଏଥିରେ କରୀନା ନିଜ ଷ୍ଟାଫଙ୍କୁ ଗାଳି କରୁଥିବାର ଦେଖିବାକୁ ମିଳୁଛି। ପ୍ରଥମେ ଜଣେ ଷ୍ଟାଫଙ୍କୁ ଅଧିକ କଫି ପକେଇବାକୁ କହୁଛନ୍ତି। ପୁଣି କାହାକୁ ତାଙ୍କୁ…