Below header
Browsing Category

ମନୋରଂଜନ

ଶ୍ରୀରାମଙ୍କ ଫର୍ଜି ଟ୍ୱିଟର ଆକାଉଣ୍ଟରୁ ଧୋକା ଖାଇଲେ ଖୋଦ ପ୍ରଧାନ ମନ୍ତ୍ରୀ, ନିଜେ ଅରୁଣ ଗୋଭୀଲ ହିଁ ସାମ୍ନାକୁ ଆଣିଲେ…

କରୋନା ସତର୍କତା ନେଇ ଦେଶ ବ୍ୟାପୀ ଦୀର୍ଘ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରାଯାଇଛି । ଏହି କାରଣରୁ କିଛି ଦିନ ତଳେ ଲୋକେ ରାମନନ୍ଦ ସାଗରଙ୍କ ରାମାୟଣ ଓ ବିଆର ଚୋପ୍ରାଙ୍କ ମହାଭାରତର ପୁନ୍ହ ପ୍ରସାରଣ ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଏହି ଦାବି ରକ୍ଷା କରି ଏହି ଦୁଇ…

ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଏହି ଲୋକପ୍ରିୟ କଳାକାରଙ୍କ ସୁପୁତ୍ର, ପୂର୍ବରୁ ଖେଳୁଥିଲେ ଫୁଟବଲ

ଲୋକପ୍ରିୟ ଅଭିନେତା ପରେଶ ରାୱଲଙ୍କ ପୁଅ ଆଦିତ୍ୟ ରାୱଲ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଆଦିତ୍ୟ zee5 ର ଅରଜିନାଲ ଫିଲ୍ମ ବମଫାଡରେ କାମ କରୁଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲର ସାମ୍ନାକୁ ଆସିସାରିଛି। ସୂଚନା ମୁତାବକ ଏହି କାହାଣୀ ଇଲାହାବାଦ ଉପରେ ଆଧାରିତ। ଆଦିତ୍ୟଙ୍କ ବ୍ୟତୀତ…

ବିଶାଳ ହୃଦୟର ପରିଚୟ ଦେଲେ ଭାଇଜାନ, ପ୍ରତିଶୃତି ରକ୍ଷା କରି ଶ୍ରମିକ ମାନଙ୍କ ଆକାଉଣ୍ଟକୁ ପ୍ରଦାନ କଲେ ଏତେ କୋଟି ଟଙ୍କା

ସରକାରଙ୍କ ସହିତ ବଲିଉଡର ଷ୍ଟାର ମାନେ ମଧ୍ୟ କରୋନା ପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳିଛି । କରୋନା ଯୁଦ୍ଧରେ ଅନେକ ବଲିଉଡ ଷ୍ଟାର ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ଦେଇଛନ୍ତି । ତେବେ ଏହା ମଧ୍ୟରେ ଅଛନ୍ତି ବଲିଉଡର ଭାଇଜାନ୍ ସଲମାନ ଖାନ । ନିକଟରେ ସେ ତାଙ୍କ ବିଶାଳ ହୃଦୟର ପରିଚୟ…

ହନିମୁନ୍‌ ପାଇଁ ଯାଇଥିଲେ କରୀସ୍ମା, ସାଙ୍ଗମାନଙ୍କ ସହ ଗୋଟିଏ ରାତି ପାଇଁ ଅଭିନେତ୍ରୀଙ୍କ ସଉଦା କରିଥିଲେ ସ୍ୱାମୀ ସଂଜୟ…

କରୀସ୍ମା ହନିମୁନ୍‌ରେ ସ୍ୱାମୀଙ୍କ ସହ ଯାଇଥିବା ବେଳେ ସ୍ୱାମୀ ସଂଜୟ କପୁର ନିଜ ସାଙ୍ଗମାନଙ୍କ ସହ ଗୋଟିଏ ରାତି ପାଇଁ ତାଙ୍କ ସଉଦା କରିଥିଲେ । ଏହା ରିଲ୍‌ ଜଗତର କଥା ନୁହେଁ ଏହା କରୀସ୍ମାଙ୍କ ରିୟଲ୍‌ ଲାଇଫ୍‌ର କଥା । ଏହା କରୀସ୍ମା ଖୋଦ୍‌ ପ୍ରକାଶ କରିଛନ୍ତି ତାଙ୍କର ଏକ ସାକ୍ଷାତକାରରେ ।…

କରୋନା ପାଇଁ ସହାୟତାର ହାତ ବଢ଼ାଇଲେ ତେଲ୍‌ଗୁ ଅଭିନେତା ମୋହନ ବାବୁ ଓ ପୁଅ ବିଷ୍ଣୁ, ୮ଟି ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ…

କରୋନା ପାଇଁ କିଏ ଖାଦ୍ୟ, ଗ୍ରୋସରୀ ଦେଉଛନ୍ତି ତ କିଏ ଦେଉଛନ୍ତି ସାନିଟାଇଜର ଓ ମାସ୍କ । ତେଲ୍‌ଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ର ମୋହନବାବୁ ଓ ତାଙ୍କ ପୁଅ ଚନ୍ଦ୍ରଗିରି ନିର୍ବାଚନ ମଣ୍ଡଳୀର ୮ଟି ଗାଁର ଗରୀବ ଲୋକଙ୍କୁ ଦେଉଛନ୍ତି ଦୈନିକ ଦୁଇ ବେଳା ଖାଇବା । କରୋନା ପାଇଁ ୨୧ ଦିନର ଲକ୍‌ଡାଉନ…

ଫିଲ୍ମ ଓ ଟିଭି ଜଗତରେ କାମ କରୁଥିବା ଲକ୍ଷେ ଦୈନିକ କର୍ମଚାରୀଙ୍କୁ ମେଗାଷ୍ଟାର ଅମିତାଭ ବଚ୍ଚନ ଦେବେ ଗୋଟିଏ ମାସର ରାସନ

ସାରା ଦେଶରେ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ଜଗତ ସହ ଯୋଡ଼ିହୋଇ ଥିବା ୧ ଲକ୍ଷ ଦୈନିକ କର୍ମଚାରୀଙ୍କ ପରିବାରକୁ ମାସକର ରାସନ ଦେବେ ମେଗାଷ୍ଟାର ଅମିତାଭ ବଚ୍ଚନ । କରୋନା ପାଇଁ ସାରା ଭାରତ ଲକ୍‌ଡାଉନ୍‌ । ଏହି ୨୧ ଦିନର ଲକ୍‌ଡାଉନ ଯୋଗୁ ସବୁ ବର୍ଗର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ…

ଲକଡାଉନ ସମୟରେ ଏହି ସଂଗ ବଢ଼ାଉଛି ଅଶାର କିରଣ, ଅନେକ ବଲିଉଡ କଳାକାର ମଧ୍ୟ କଲେ ସମର୍ଥନ ଦେଖନ୍ତୁ

ବଲିଉଡ କଳାକାର କାରୋନା ସଂକ୍ରମଣ ପାଇଁ ସମସ୍ୟାରେ ଥିବା ଲୋକଙ୍କୁ ହୃଦୟ ଖୋଲି ସାହାଯ୍ୟ କରୁଛନ୍ତି। ସେହିପରି ନିଜ ନିଜର ଭିଡ଼ିଓ ଜରିଆରେଦେଶବାସୀଙ୍କୁ ମୋଟିଭେଟ ମଧ୍ୟ କରୁଛନ୍ତି। ବିଭିନ୍ନ ଭିଡ଼ିଓ ଜରିଆରେ ସେମାନେ ଆପଣ ଏକା ନୁହନ୍ତି ଆମେ ସମସ୍ତେ ମିସିକି କାରୋନା ବିପକ୍ଷରେ ଲଢେଇ କରିବାକୁ…

ଏହି ବିଶେଷ କାରଣ ଯୋଗୁଁ ନିଜ ଦୀର୍ଘ ୧୭ ବର୍ଷର ଅଭ୍ୟାସ ଛାଡିଲେ ଟିଭି କ୍ୱିନ ଏକତା କପୁର, ଜାଣନ୍ତୁ କାହିଁକି

ଟିଭି କ୍ୱିନ ଭାବେ ଜଣା ଏକତା କପୁର ନିଜ ସିରିଏଲ ବ୍ୟତୀତ ନିଜ ମୁଦିକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । କେତେକ ଲୋକଙ୍କ ଧାରଣା ଯେ, ଏହି ମୁଦି ହିଁ ଆଜି ଏକତାଙ୍କୁ ଧନ ଦୌଲତର ଅଧିକାରିଣୀ କରିପାରିଛି । କିନ୍ତୁ ଦୀର୍ଘ ୧୭ ବର୍ଷର ବ୍ୟବଧାନ ପରେ ଏକତା ନିଜର ଏହି ପ୍ରିୟ ମୁଦି…

ନିଜ ବିଷୟରେ ଖୁଲାସା କଲେ ପପଷ୍ଟାର, କହିଲେ ଜନ୍ମ ଦିନରେ ଅପହରଣ କରାଯାଇ ୪ ସପ୍ତାହ ମୋ ସହ ହୋଇଥିଲା ଦୁଷ୍କର୍ମ

ସିଙ୍ଗର ଡଫି ଅତୀତରେ ନିଜ ସହ ହୋଇଥିବା ଦୁଷ୍କର୍ମ ଏବଂ ଅନେକ ସପ୍ତାହ ଧରି ଅପହରଣ କରି ରଖାଯାଇଥିବାକୁ ନେଇ ଖୁଲାସା କରିଛନ୍ତି। ରିପୋର୍ଟ ଅନୁଯାୟୀ ୱେଲସର ପପଷ୍ଟାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି କଥାର ଖୁଲାସା କରିଛନ୍ତି। ଡଫି କହିଛନ୍ତି, "ମୋର ଜନ୍ମ ଦିନରେ ମତେ ଏକ ରେଷ୍ଟୁରାଣ୍ଟରେ…

ଚାକିରି ଉପରେ କରୋନା ମାଡ଼ ଆରମ୍ଭ : ଷ୍ଟାର ଇଣ୍ଡିଆ କାଟିଲା ନିଜ କର୍ମଚାରୀଙ୍କ ବେତନ

କରୋନା ସଙ୍କଟ ସମୟରେ କାହାର ଦରମା ନ କାଟିବା ପାଇଁ କେନ୍ଦ୍ର ସରକାର ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଜନପ୍ରତିନିଧିଙ୍କ ବେତନ କାଟ୍‍ ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଏବେ ଏହି ବାଟରେ ଚାଲିବା ଆରମ୍ଭ କରିଦେଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଦରମା କାଟ୍‍ ପଦବୀ ହିସାବରେ…

ଅନଲାଇନରେ ବେଲି ଡ୍ୟାନ୍ସ ଶିଖୁଛନ୍ତି ଶାହାରୁଖଙ୍କ ଝିଅ ସୁହାନା ଖାନ, ଭାଇରାଲ ହେଉଛି ଫଟୋ

କରୋନା ଭାଇରସ କାରଣରୁ ଲକଡାଉନରେ ସବୁ କିଛି ବନ୍ଦ ହୋଇଛି। ଏହିକାରଣରୁ ଲୋକମାନେ ନିଜ ନିଜ ଘରେ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। କିନ୍ତୁ ଏସବୁ ମଧ୍ୟରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଘରେ କେବଳ ନିଜର ହବି ଫଲୋ କରୁନାହାନ୍ତି ବରଂ ସୁହାନା ଘରେ ବସି ବେଲି ଡ୍ୟାନ୍ସ ଶିଖିବା…

ପିଏମ ମୋଦିଙ୍କ ପରେ ଏହି ପ୍ରସିଦ୍ଧ ରାଜନେତାଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ, ରିଲିଜ ହେଲା ଅଫିସିଆଲ ଟିଜର

ହିନ୍ଦୀ ସିନେମା ଜଗତରେ ବିଗତ କିଛି ବର୍ଷ ଧରି ରାଜନେତା ମାନଙ୍କ ଜୀଵନୀକୁ ଆଧାର କରି ଫିଲ୍ମ ମାନ ନିର୍ମିତ ହେବାରେ ଲାଗିଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ପୂର୍ବ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ, ଆନ୍ଧ୍ର ପ୍ରଦେଶର ପୂର୍ବ…