Below header
Browsing Category

ମନୋରଂଜନ

କରୋନା ଲକ୍ ଡାଉନ୍ ମଧ୍ୟରେ ନିୟମ ଭାଙ୍ଗୁଛନ୍ତି ରଣବୀର ଆଲିଆ, ଦେଖନ୍ତୁ ଭାଇରାଲ୍ ହେଉଥିବା ଭିଡିଓ

କରୋନା ଭାଇରସ୍ କାରଣରୁ ସରକାର ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଦେଇଛନ୍ତି । ଏବେ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯାଇଛି ଯାହାଦ୍ୱାରା ଏହି ମହାମାରୀ ସଂକ୍ରମଣକୁ କମ୍ କରାଯାଇ ପାରିବ । ତେବେ ଏହା ମଧ୍ୟରେ ବଲିଉଡର ସେଲିବ୍ରେଟି ମାନେ ମଧ୍ଯ ଘରେ ରହିଥିବାର ଅନେକ ଫଟୋ ଓ ଭିଡିଓ ସୋସିଆଲ…

ରାମାୟଣ ଓ ମହାଭାରତ ପରେ ପୁଣି ଥରେ ପରଦାକୁ ଫେରୁଛି ଏହି ଲୋକପ୍ରିୟ ସିରିଅଲ, ଛୋଟ ପରଦାରେ ନଜର ଆସିବେ ଆପଣଙ୍କ ପ୍ରିୟ…

କରୋନା ଭାଇରସ ଯୋଗୁଁ ସମଗ୍ର ଭାରତ ଲକ୍‌ଡାଉନ ହୋଇଛି। ଲୋକେ ଘରେ ବସି ବସି ବିରକ୍ତି ପ୍ରକାଶ କରୁଛନ୍ତି। ହାତଗୋଡ଼ ବାନ୍ଧି ଲୋକେ ଖାଲିଟାରେ ଘରେ ବସି ବସି ବୋର୍ ହୋଇଗଲେଣି। ତେଣୁ ମନକୁ ଟିକେ ହାଲୁକା କରିବା ପାଇଁ ମନୋରଞ୍ଜନ ନିହାତି ଜରୁରୀ। ସିରିଅଲ ଗୁଡିକର ରିପିଟ୍‌ ଟେଲିକାଷ୍ଟ ଚାଲିଥିବା…

ପ୍ରଧାନମନ୍ତ୍ରୀ ପାଣ୍ଠିକୁ ଖିଲାଡ଼ି କୁମାରଙ୍କ ମହତ୍‌ ଦାନ

ମୁମ୍ବାଇ : ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇରେ ସାମିଲ ହେଲେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର । ପ୍ରଥମେ ସିନା ବାର୍ତ୍ତା ଦେଉଥିଲେ ହେଲେ ଏବେ ଅର୍ଥଦାନ କରିଛନ୍ତି । ହସପିଟାଲ ଭିତ୍ତିଭୂମି ଏବଂ କରୋନା ପରୀକ୍ଷା ପାଇଁ ଆବଶ୍ୟକ ସାମଗ୍ରୀ ଆଦି ବ୍ୟବସ୍ଥା ଲାଗି ଅକ୍ଷୟ କୁମାର ୨୫ କୋଟି…

ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ରିଲେସନସିପରେ ରହିବାକୁ ନେଇ ଖୁଲାସା କଲେ ସହନାଜ

ବିଗବସ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳା ଏବଂ ସହନାଜ ଗିଲଙ୍କ ଯୋଡି ଶୋ'ର ସବୁଠାରୁ ଚର୍ଚ୍ଚିତ ଯୋଡି। ବିଗବସ ଶୋ' ରେ ଫ୍ୟାନ୍ସଙ୍କୁ ଦୁଇ ଜଣଙ୍କ ଯୋଡିକୁ ଖୁବ ପସନ୍ଦ କରିବା ସହ ସିଡ଼ନାଜ ନାଁ ରେ ଦୁଇ ଜଣଙ୍କ ନାଁ ଟ୍ରେଣ୍ଡ ଲାଗିଥିଲା। ସୂଚନା ମୁତାବକ ଦୁଇ ଜଣଙ୍କ ଗୀତ 'ଭୁଲା ଦୁଙ୍ଗା' ମଧ୍ୟ…

କାରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ କଲେ ଅଭିନେତା ସବ୍ୟସାଚୀ

ବିଶ୍ଵ ମହାମାରୀ କାରୋନା ଏବେ ସାରା ଦେଶରେ ତାଣ୍ଡବ କରୁଛି। ବିଶ୍ଵବାସୀଙ୍କ ନିଦ ହଜାଇଛି ଏହି ଘାତକ କାରୋନା ଭାଇରସ। ଏହି ଜୀବନ ନାଶକ କାରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିସାରିଛି। ସେଥିପାଇଁ ପୂରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଭୟଙ୍କର ଭାଇରସରେ ଓଡ଼ିଶାର 3 ଜଣ…

କରୋନା ଭାଇରସର ନକଲି ଔଷଧ ବିକ୍ରି କରୁଥିଲେ ଆଇରନ ମ୍ୟାନ 2ର ଏହି ଆକ୍ଟର, ଗୁଇନ୍ଦା ଅପରେସନ କରି ଧରିଲା FBI

କରୋନା ଭାଇରସ ହଜାର ହଜାର ଲୋକଙ୍କ ଜୀବନ ନେଇସାରିଲାଣି । ସାରା ବିଶ୍ୱର ବୈଜ୍ଞାନିକମାନେ ଏହି ଘାତକ ଭାଇରସର ଔଷଧ ଖୋଜୁଛନ୍ତି। ଏହାରି ଭିତରେ ହଲିଉଡ଼ ଆକ୍ଟର କିଥ ଲରେନ୍ସ ମିଡିଲବ୍ରୁକ କରୋନାର ନକଲି ଔଷଧ ବିକ୍ରି କରି ଗିରଫ ହୋଇଛନ୍ତି । କିଥ ହିଟ ଆକ୍ସନ ଫିଲ୍ମ ଆଇରନ ମ୍ୟାନ 2ରେ ନଜର…

ହୋମ କ୍ୱାରେଣ୍ଟାଇନରେ ରହି ବିରୁଷ୍କା ଆପଣାଇଲେ ଏହି ଉପାୟ, ଯାହା ଦେଖିଲେ ଆପଣ ହୋଇଯିବେ ତାଜୁବ୍‌

ଆପଣ କଥାଟି ଶୁଣି ହୁଏତ ଆଶ୍ଚର୍ଯ୍ୟ ହେଉଥିବେ। ଅନୁଷ୍କାଙ୍କୁ କ’ଣ ଅଭାବ ପଡିଲା ଯେ, ଏ ସମୟରେ ସେଲୁନ ଖୋଲିଲେ। କିନ୍ତୁ କଥାଟି ସଂପୂର୍ଣ୍ଣ ଭିନ୍ନ। ଦିନକୁ ଦିନ କରୋନା କାୟା ଭାରତରେ ବଢି ବଢି ଚାଲିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଭାରତକୁ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ…

କରୋନାକୁ ନେଇ ପୂର୍ବରୁ ହିଁ ଭବିଷ୍ୟବାଣୀ କରିଥିଲେ ଦିବଂଗତ ପପ୍ ଷ୍ଟାର ମାଇକେଲ ଜ୍ୟାକସନ, ପିନ୍ଧୁଥିଲେ ମାସ୍କ

ଲୋକପ୍ରିୟ ଦିବଂଗତ ପପ୍ ଷ୍ଟାର ମାଇକେଲ ଜ୍ୟାକସନ କରୋନା ଭାଇରସକୁ ନେଇ ପୂର୍ବରୁ ହିଁ ଭବିଷ୍ୟବାଣୀ କରିଥିଲେ। ଏନେଇ ସେତେବେଳେ ତାଙ୍କୁ ବିଭିନ୍ନ ଲୋକ ବିଭିନ୍ନ କଥା କହିଥିଲେ ମଧ୍ୟ ମହାମାରୀ ଆଶଙ୍କାରେ ସେ ସବୁବେଳେ ମୁହଁରେ ମାସ୍କ ପିନ୍ଧୁଥିଲେ। ତାଙ୍କ ପୂର୍ବତନ ଅଙ୍ଗରକ୍ଷକ ଏନେଇ ସୂଚନା…

ରାମାୟଣ ଆରମ୍ଭ ହେବା ମାତ୍ରେ ଦର୍ଶକେ ହେଲେ ଭାବୁକ, ସୋସିଆଲ ମିଡିଆରେ ଦେଉଛନ୍ତି ଏଭଳି ପ୍ରତିକ୍ରିୟା

ବିଶ୍ୱରେ କରୋନା ଆତଙ୍କ ବଢିବାରେ ଲାଗିଛି। ଏହା ଥମିବାର ନାମ ନେଉନାହିଁ। କେବଳ ବିଶ୍ୱ ନୁହେଁ ବରଂ କରୋନା କାୟାରେ ଭାରତ ମଧ୍ୟ କବଳିତ ହୋଇସାରିଛି। ଏପର୍ଯ୍ୟନ୍ତ କରୋନା ଭାଇରସ ଯୋଗୁଁ ୧୯ ଜଣ ମୃତ୍ୟୁବରଣ କରିସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଞ୍ଚିଲାଣି। ଏହି କରୋନା ଭାଇରସ…

କରୋନା ଆଇସୋଲେଶନ ଭିତରେ ବି ଲାଇଭ ଭିଡିଓ କରି ପରସ୍ପରକୁ କିସ କଲେ ପ୍ରିୟଙ୍କା ଓ ନିକ

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ କରୋନା ଆଇସୋଲେଶନ ଭିତରେ ପରସ୍ପରର କମ୍ପାନୀ ଏନଜୟ କରୁଛନ୍ତି । ଏବେ ଏହି ସେଲିବ୍ରିଟି ଯୋଡ଼ିଙ୍କ କିସ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଏହା ଏକ ଲାଇଭ ଭିଡିଓ, ଯେଉଁଥିରେ ଦୁହେଁ ଦୁହିଁଙ୍କୁ କିସ କରୁଥିବା ନଜର ଆସୁଛନ୍ତି । ଭିଡିଓ ଏବଂ ଫଟୋ ସୋସିଆଲ…

ଲକଡାଉନରେ ଶିଳ୍ପା ସେଟ୍ଟୀ ପ୍ରସ୍ତୁତ କଲେ ଡାଏଟ ପ୍ଲାନ, Fit India Movement ପାଇଁ ଉଠାଇଲେ ବଡ଼ ପଦକ୍ଷେପ

ନିକଟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ନିଜ ଫ୍ୟାନମାନଙ୍କୁ କହୁଛନ୍ତି, କୌଣସି ଯନ୍ତ୍ରାଂଶ ବ୍ୟବହାର ନ କରି ବି କିଭଳି ନିଜକୁ ଫିଟ ରଖିପାରିବେ । ଭିଡିଓରେ ରାଜ କୁନ୍ଦ୍ରା ଦଉଡି ଡେଉଁଥିବା ବେଳେ ଶିଳ୍ପା ତାଙ୍କ…

କାଲିଠୁ ଲୋକେ ଘରେ ବସି ଦେଖିପାରିବେ ପ୍ରିୟ ପୌରାଣିକ ଧାରାବାହିକ ରାମାୟଣ, ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ

ଆସନ୍ତା 14 ଏପ୍ରିଲ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଘୋଷଣା ପରେ ଲୋକେ ଘରେ ବସି ସମୟ କାଟିବା ବଡ ଚ୍ୟାଲେଞ୍ଜର କଥା। ଆଉ ଏଥିପାଇଁ ସରକାର ବ୍ୟବସ୍ଥା ମଧ୍ୟ କରିଛନ୍ତି । 28 ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ସିରିୟଲ ରାମାୟଣ । ଦର୍ଶକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ଏହାକୁ ପ୍ରସାରଣ…