Browsing Category

ମନୋରଂଜନ

ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ କ୍ୟାମ୍ପେନ୍‌ ଆରମ୍ଭ କଲା ବଲିଉଡ୍‌, ଦେଶବାସୀଙ୍କୁ ସତର୍କ ଓ ସଚେତନ ରହିବାକୁ…

କେନ୍ୟୁଜ୍(ବ୍ୟୁରୋ):ଦେଶରେ ବଢିବାରେ ଲାଗିଛି ମହାମାରୀ କରୋନାର କାୟା । ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ପୁରା ବିଶ୍ୱକୁ ନିଜ କବ୍‌ଜାକୁ ନେଇସାରିଛି । ଏହାର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅଧିକରୁ ଅଧିକ ସଚେତନତା କରାଯାଉଛି । ଏଭଳି ସମୟରେ ବଲିଉଡ୍‌ ମଧ୍ୟ କରୋନା…

ବାହୁବଳୀ ଅଭିନେତା ପ୍ରଭାସ ରହିଲେ କ୍ୱାରେଣ୍ଟାଇନ୍‌ରେ, ଫିଲ୍ମ ସୁଟିଂ ପାଇଁ ଯାଇଥିଲେ ବିଦେଶ

ତେଲ୍‌ଗୁ ସୁପରଷ୍ଟାର ତଥା ବାହୁବଳୀ ଫିଲ୍ମର ଅଭିନେତା ପ୍ରଭାସ କ୍ୱାରେଣ୍ଟାଇନ୍‌ରେ ଥିବା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି । ଏକ ଚଳଚ୍ଚିତ୍ର ସୁଟିଂ ପାଇଁ ସେ ବିଦେଶରେ ଥିଲେ । ଶନିବାର ଭାରତ ଫେରିବା ପରେ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ନିଷ୍ଵତି ନେଇଛନ୍ତି । କରୋନା ସଂକ୍ରମଣର…

କନିକାଙ୍କ ପରେ ସ୍ୱିଜରଲ୍ୟାଣ୍ଡରେ କ୍ଵାରେଣ୍ଟାଇନରେ ଅଛନ୍ତି ଗାୟିକା ମୋନାଲି ଠାକୁର, ଭିଡିଓ ସେୟାର କରି କହିଲେ ଏଭଳି…

ସାରା ଦୁନିଆରେ ଏବେ କାରଣ ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି । ତେବେ ଏହି ଭାଇରସ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ କବଳରେ ନେଇସାରିଛି । ଯେଉଁ କାରଣରୁ ସାରା ବିଶ୍ଵରେ ଏବେ ସଙ୍କଟ ଦେଖାଦେଇଛି । ଭାରତରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ଅନେକ…

କନିକା କପୁର କରୋନା ସଂକ୍ରମିତ ଜଣା ପଡିବା ପରେ ଚର୍ଚ୍ଚାକୁ ଆସିଲେ ଏହି ଗାୟିକା, ଜାଣନ୍ତୁ କାହିଁକି

ଶୁକ୍ରବାର ଗାୟିକା କନିକା କପୁର କରୋନା ସଂକ୍ରମିତ ବା କୋଭିଡ଼ -୧୯ରେ ସଂକ୍ରମିତ ନେଇ ଖବର ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଯେମିତି ହଇଚଇ ଖେଳି ଯାଇଛି । ଗୋଟେ ପଟେ ଗ୍ରାଉଣ୍ଡ ଜିରୋରେ କନିକାଙ୍କ ବିରୋଧରେ ଏଫଆଇଆର ଦର୍ଜ ହୋଇଥିବା ବେଳେ ଅନ୍ୟ ପଟେ ତାଙ୍କୁ ନେଇ…

ଟ୍ରେନ୍‌ରେ ଯାତ୍ରା କରିବା ପୂର୍ବରୁ ରବୀନା ଟଣ୍ଡନ୍‌ ନିଜ ହାତରେ ସଫା କଲେ ପୂରା ବଗି; ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ଙ୍କ ଏକ ଭିଡିଓ ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ରବୀନା ମୁହଁରେ ମାସ୍କ ପିନ୍ଧି ଟ୍ରେନ୍‌ରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ରବୀନା ଟ୍ରେନ୍‌ରେ ନିଜ ସିଟ୍‌କୁ ମଧ୍ୟ ସଫା କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ…

ବଲିଉଡରେ ବି କରୋନା ଭୟ, ଜାଣନ୍ତୁ କେଉଁ କଳାକାର ନିଜକୁ ରଖିଛନ୍ତି ଆଇସୋଲେଟରେ ଓ କରୋନାକୁ ନେଇ କେଉଁମାନେ କଣ କରିଛନ୍ତି…

କରୋନା ଭାଇରସ୍‌ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି। ଏହି ଭାଇରସ୍‌ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି। ବିଶ୍ୱର ସବୁ ଲୋକ ଏହି ଭାଇରସ୍‌ କାରଣରୁ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଏବେ ବହୁତ ସର୍ତକତାରେ ରହୁଛନ୍ତି। ଏହି…

କରୋନା ଆକ୍ରାନ୍ତ ପରେ ବଢିଲା କନିକା କପୁରଙ୍କ ଅଡୁଆ,ଗାୟିକାଙ୍କ ବିରୋଧରେ ମାମଲା ରୁଜୁ କଲା ଲକ୍ଷ୍ନୋ ପୋଲିସ୍

ଲକ୍ଷ୍ନୋ :କନିକାଙ୍କ ବିରୋଧରେ ଲକ୍ଷ୍ନୋର ସରୋଜିନୀ ନଗର ଥାନାରେ ମାମଲା ରୁଜୁ ହୋଇଛି । କନିକା ଲଣ୍ଡନରୁ ଫେରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିନଥିଲେ । ଲକ୍ଷ୍ନୋରେ ଅନେକ ଲୋକଙ୍କ ସହ ମିଶିଥିଲେ । ଲଣ୍ଡନରୁ ଫେରିବା ପରେ କନିକା କପୁର ଦେଇଥିବା ପାର୍ଟିରେ ଯୋଗଦେଇଥିଲେ ରାଜସ୍ଥାନର ପୂର୍ବତନ…

‘କଜରାରେ’ ଗୀତରେ ଏପରି ଡ୍ୟାନ୍ସ କଲେ କୃତି ସେନନ୍‌, ଭିଡିଓ ଦେଖିଲେ ଐଶ୍ୱର୍ଯ୍ୟା ରାୟ ବି କରିବେ ତାରିଫ୍‌

ବଲିଉଡ ଅଭିନେତ୍ରୀ କୃତି ସେନନ୍‌ ବର୍ତ୍ତମାନ ଲଗାତାର ଭାବେ କିଛି ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନରେ ରାଜ୍‌ କରିଛନ୍ତି। କିନ୍ତୁ କୃତି ସେନନ୍‌ଙ୍କର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଟକ୍କର ଦେଉଥିବାର ନଜର ଆସିଛନ୍ତି। ଆଜ୍ଞା ହଁ,…

କରୋନାରେ ଆକ୍ରାନ୍ତ କାମସୂତ୍ର ଅଭିନେତ୍ରୀ ଇନ୍ଦିରା ବର୍ମା, ଦେଲେ ସୋସିଆଲ୍‌ ମିଡିଆରେ ଖବର

କରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶ୍ୱରେ ମୃତ୍ୟୁ ସଂଖ୍ୟା ଏବେ ୧୦ ହଜାରକୁ ଟପିଗଲାଣି । ଏବେ ଏହି ଭୟଙ୍କର ଭାଇରସ କବଳରେ ଆସିଯାଇଛନ୍ତି ବ୍ରିଟେନ୍‌ ଅଭିନେତ୍ରୀ ଇନ୍ଦିରା ବର୍ମା । ସେ କରୋନା ପଜେଟିଭ ଥିବା ନିଜେ ତାଙ୍କ ସୋସିଆଲ୍‌ ଏକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି ।…

ଅଭିନେତ୍ରୀ ନୁସରତ ଜହାଁ ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ନେଇ ଖୋଲା ଛାଡିଦେଲେ ନଳ, ଦାୟିତ୍ୱହୀନତା ଦେଖି ୟୁଜରମାନେ କହିଲେ…

ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ ପୁଣିଥରେ ଏବେ ଚର୍ଚ୍ଚାରେ ଅଛନ୍ତି । ନୁସରତ ନିକଟରେ ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ନେଇଥିଲେ । କିନ୍ତୁ ଭିଡିଓ ବନାଇବା ବେଳେ ନଳକୁ ଖୋଲା ଛାଡିଦେଇଥିଲେ । ଏଭଳି ଦାୟିତ୍ୱହୀନତା କାମ ଯୋଗୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରଲ କରାଯାଇଛି ।…

କରୋନାରୁ ରକ୍ଷା ପାଇବାର ବାର୍ତ୍ତା ଦେଲେ ବିଗ ବି ଅମିତାଭ ବଚ୍ଚନ

ଚିନ, ଇଟାଲୀ, ଇରାନ ପରି ରାଷ୍ଟ୍ର ପରେ ଏବେ ଭାରତରେ ବି କରୋନା ନିଜ କାୟା ବିସ୍ତାର କରିବାକୁ ଲାଗିଲାଣି । ଭାରତର ଅନ୍ୟ ରାଷ୍ଟ୍ର ତୁଳନାରେ ମହାରାଷ୍ଟ୍ର ରାଜ୍ୟରେ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି । ଏଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଦଭ ଠାକରେ କରୋନା ଭାଇରସର ସତର୍କତା ନେଇ…

ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର ହେଲେ କରୋନା ଭାଇରସର ଶିକାର, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

'ବେବିଡଲ' ଭଳି ସୁପରହିଟ ଗୀତ ଗାଇଥିବା ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ମାର୍ଚ୍ଚ ୧୫ ତାରିଖରେ ସେ ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ । ତେବେ ବର୍ତ୍ତମାନ ସେ ଲକ୍ଷ୍ନୌର KGMU ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁଠି ତାଙ୍କୁ…