Below header
Browsing Category

ମନୋରଂଜନ

ହସ୍ପିଟାଲ ଉପରେ ଓଲଟା ପ୍ରଶ୍ନ ଉଠାଇଲେ କନିକା କପୁରଙ୍କ ପରିବାର, ମେଡିକାଲ ରିପୋର୍ଟକୁ ନେଇ କହିଲେ ଏମିତି

ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକ ଏହି ଖବରକୁ ମିଛ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ପରିବାର ତରଫରୁ ମେଡ଼ିକାଲ ରିପୋର୍ଟକୁ ମଧ୍ୟ ଭୁଲ ବୋଲି କୁହାଯାଉଛି। ତାଙ୍କ ପରିବାରର ଜଣେ ସଦସ୍ୟ ନିଜ ନାଁକୁ ଗୋପନ ରଖିବା ସର୍ତ୍ତରେ…

କନିକାଙ୍କୁ ନେଇ ଚାଲିଛି କସରତ, ଯେଉଁ ହୋଟେଲରେ ସେ ରହିଥିଲେ ସେଇଠି ଥିଲେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌

ଏବେ ଗାୟିକା କନିକା କପୁରଙ୍କୁ ନେଇ ଚାଲିଛି ବଡ଼ କସରତ । ସବୁଠି ଖୋଜା ଚାଲିଛି କନିକା କପୁରଙ୍କ ସହ ମିଶିଥିବା ଲୋକଙ୍କ ତାଲିକା । ଏଥିପାଇଁ ଉତ୍ତରପ୍ରଦେଶରେ ୧୦୦ ଟିମ୍‌ରେ ପ୍ରାୟ ହଜାରେ ଲୋକ ନିୟୋଜିତ ହୋଇଛନ୍ତି । ଲଣ୍ଡନରୁ ଫେରିବା ପରେ କନିକା ଲକ୍ଷ୍ନୈାର ଯେଉଁ ହୋଟେଲରେ ଥିଲେ ସେଠାରେ…

କରୋନା: ଗମ୍ଭୀର ପରିସ୍ଥିତିରେ ନିଜ ଡ୍ୟୁଟି ସମ୍ଭାଳୁଥିବା ଲୋକଙ୍କୁ ସ୍ୱତନ୍ତ୍ର ସମ୍ମାନ ଜଣାଇଲେ ଏହି ଅଭିନେତ୍ରୀ,…

ବର୍ତ୍ତମାନ ଭାରତରେ ଅନେକ ରୋଗୀ କରୋନା କବଳରେ । ଏହି ସଂକ୍ରମଣକୁ ରୋକିବା ଏବଂ ରୋଗୀ ଚିକିତ୍ସା ପାଇଁ ନିଜ ଜୀବନକୁ ବାଜି ଲଗାଇ ବହୁତ ଲୋକ ଡ୍ୟୁଟି ମଧ୍ୟ କରୁଛନ୍ତି । ଏ ସମସ୍ତ ଲୋକଙ୍କୁ ସମବେଦନା ତଥା ସମ୍ମାନ ଜଣାଇଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ । ଶନିବାର ଜ୍ୟାକଲିନ…

ଭଣଜା ସହ ମିଶି ଫାର୍ମ ହାଉସରେ ଗଛରୁ ଫଳ ତୋଳୁଛନ୍ତି ସଲମାନ ଖାନ, ଘରେ ରହି ପରିବାର ସହ କରୁଛନ୍ତି ମସ୍ତି, ଦେଖନ୍ତୁ…

କରୋନା ଭାଇରସରୁ ବର୍ତ୍ତିବା ପାଇଁ ଏବେ ବଲିଉଡ ସେଲିବ୍ରିଟିମାନେ ଘରେ ରହି ସମୟ ବିତାଉଛନ୍ତି । ନିକଟରେ ସଲମାନ ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ନିଜ ଭଣଜା ସହ ଫାର୍ମ ହାଉସରେ ମସ୍ତି କରୁଥିବା ଦେଖାଯାଉଛନ୍ତି । ସଲମାନଙ୍କ ଭଉଣୀ ଅର୍ପିତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ…

ଚିକିତ୍ସାବେଳେ ବି କମୁନି କନିକାଙ୍କ ନଖରା, ଡାକ୍ତରଙ୍କ ସହ କରୁଛନ୍ତି ଏଭଳି ବ୍ୟବହାର ଅଭିଯୋଗ ଆଣିଲେ ହସ୍ପିଟାଲର…

ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର ନିକଟରେ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ସେ ଲକ୍ଷ୍ନୌରେ ଆୟୋଜିତ ଏକ ପାର୍ଟିରେ ସାମିଲ ରହିଥିଲେ ଯେଉଁଥିପାଇଁ ଉକ୍ତ ପାର୍ଟିରେ ଥିବା ଲୋକମାନେ ଆଇସୋଲେସନରେ ରହିଛନ୍ତି । ତେବେ ଏହା ମଧ୍ୟରେ ସେ ନିଜର ରୋଗ ଲୁଚାଉଥିବା ନେଇ ମଧ୍ୟ ଆରୋପ…

କରୋନା ମୁକାବିଲା ପାଇଁ ମା ମେଡିକାଲ ଡ୍ୟୁଟିରେ, ବାପାଙ୍କ ସହ ମିଶି ଘର ସମ୍ଭାଳୁଛନ୍ତି ପୂର୍ବତନ ମିସ ୱାର୍ଲଡ

ପୂର୍ବତନ ମିସ ୱାର୍ଲଡ ତଥା ଅଭିନେତ୍ରୀ ମାନୁଷୀ ଚିଲ୍ଲରଙ୍କ ମା ଡାକ୍ତର ନୀଲମ ଚିଲ୍ଲର କରୋନା ଭାଇରସ ପାଇଁ ଦିଲ୍ଲୀରେ ମେଡିକାଲ ଡ୍ୟୁଟିରେ ଅଛନ୍ତି । ଏ ନେଇ ନିଜେ ମାନୁଷୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ବାପା ଡାକ୍ତର ମିତ୍ରା ବସୁ ଚିଲ୍ଲରଙ୍କ ସହ ନଜର…

ରଜନୀକାନ୍ତଙ୍କ କରୋନା ସତର୍କତା ଭିଡିଓକୁ ହଟାଇଲା ଟ୍ଵିଟର, ଅସନ୍ତୋଷବ୍ୟକ୍ତ କରି ଫ୍ୟାନ୍‌ କରୁଛନ୍ତି ଏଭଳି କାମ

କରୋନା ଭାଇରସ୍‌ର ସଂକ୍ରମଣର ପ୍ରଭାବ କମ୍‌ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲର ସମର୍ଥନ କରିଥିବା ମେଗା ଷ୍ଟାର ରଜନୀକାନ୍ତଙ୍କ ଭିଡିଓକୁ ଟ୍ଵିଟର ହଟାଇ ଦେଇଛି। ଏନେଇ ଜଣାପଡ଼ିବା ପରେ ଭାରତରେ #ShameOnTwitterIndia ଟ୍ରେଣ୍ଡ କରୁଛି। ଶନିବାର ଦିନ ରଜନୀକାନ୍ତ…

ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ କ୍ୟାମ୍ପେନ୍‌ ଆରମ୍ଭ କଲା ବଲିଉଡ୍‌, ଦେଶବାସୀଙ୍କୁ ସତର୍କ ଓ ସଚେତନ ରହିବାକୁ…

କେନ୍ୟୁଜ୍(ବ୍ୟୁରୋ):ଦେଶରେ ବଢିବାରେ ଲାଗିଛି ମହାମାରୀ କରୋନାର କାୟା । ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ପୁରା ବିଶ୍ୱକୁ ନିଜ କବ୍‌ଜାକୁ ନେଇସାରିଛି । ଏହାର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅଧିକରୁ ଅଧିକ ସଚେତନତା କରାଯାଉଛି । ଏଭଳି ସମୟରେ ବଲିଉଡ୍‌ ମଧ୍ୟ କରୋନା…

ବାହୁବଳୀ ଅଭିନେତା ପ୍ରଭାସ ରହିଲେ କ୍ୱାରେଣ୍ଟାଇନ୍‌ରେ, ଫିଲ୍ମ ସୁଟିଂ ପାଇଁ ଯାଇଥିଲେ ବିଦେଶ

ତେଲ୍‌ଗୁ ସୁପରଷ୍ଟାର ତଥା ବାହୁବଳୀ ଫିଲ୍ମର ଅଭିନେତା ପ୍ରଭାସ କ୍ୱାରେଣ୍ଟାଇନ୍‌ରେ ଥିବା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି । ଏକ ଚଳଚ୍ଚିତ୍ର ସୁଟିଂ ପାଇଁ ସେ ବିଦେଶରେ ଥିଲେ । ଶନିବାର ଭାରତ ଫେରିବା ପରେ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ନିଷ୍ଵତି ନେଇଛନ୍ତି । କରୋନା ସଂକ୍ରମଣର…

କନିକାଙ୍କ ପରେ ସ୍ୱିଜରଲ୍ୟାଣ୍ଡରେ କ୍ଵାରେଣ୍ଟାଇନରେ ଅଛନ୍ତି ଗାୟିକା ମୋନାଲି ଠାକୁର, ଭିଡିଓ ସେୟାର କରି କହିଲେ ଏଭଳି…

ସାରା ଦୁନିଆରେ ଏବେ କାରଣ ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି । ତେବେ ଏହି ଭାଇରସ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ କବଳରେ ନେଇସାରିଛି । ଯେଉଁ କାରଣରୁ ସାରା ବିଶ୍ଵରେ ଏବେ ସଙ୍କଟ ଦେଖାଦେଇଛି । ଭାରତରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ଅନେକ…

କନିକା କପୁର କରୋନା ସଂକ୍ରମିତ ଜଣା ପଡିବା ପରେ ଚର୍ଚ୍ଚାକୁ ଆସିଲେ ଏହି ଗାୟିକା, ଜାଣନ୍ତୁ କାହିଁକି

ଶୁକ୍ରବାର ଗାୟିକା କନିକା କପୁର କରୋନା ସଂକ୍ରମିତ ବା କୋଭିଡ଼ -୧୯ରେ ସଂକ୍ରମିତ ନେଇ ଖବର ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଯେମିତି ହଇଚଇ ଖେଳି ଯାଇଛି । ଗୋଟେ ପଟେ ଗ୍ରାଉଣ୍ଡ ଜିରୋରେ କନିକାଙ୍କ ବିରୋଧରେ ଏଫଆଇଆର ଦର୍ଜ ହୋଇଥିବା ବେଳେ ଅନ୍ୟ ପଟେ ତାଙ୍କୁ ନେଇ…

ଟ୍ରେନ୍‌ରେ ଯାତ୍ରା କରିବା ପୂର୍ବରୁ ରବୀନା ଟଣ୍ଡନ୍‌ ନିଜ ହାତରେ ସଫା କଲେ ପୂରା ବଗି; ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ଙ୍କ ଏକ ଭିଡିଓ ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ରବୀନା ମୁହଁରେ ମାସ୍କ ପିନ୍ଧି ଟ୍ରେନ୍‌ରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ରବୀନା ଟ୍ରେନ୍‌ରେ ନିଜ ସିଟ୍‌କୁ ମଧ୍ୟ ସଫା କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ…