Below header
Browsing Category

ମନୋରଂଜନ

କରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏଭଳି ସଚେତନ ରହିବାକୁ ବାର୍ତ୍ତା ଦେଲେ ହ୍ରିତିକ୍, ନିଜ କୁକୁର ସହିତ…

ମୁମ୍ବାଇ: କରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରେ ରହିବାକୁ ଅନୁରୋଧ କରୁଛନ୍ତି ସରକାର। ଏହି ପରିପ୍ରେକ୍ଷୀରେ ଅନେକ ସେଲିବ୍ରିଟିସ୍ ସରକାରଙ୍କ ଆହ୍ବାନକୁ ଗ୍ରହଣ କରିବା ସହିତ ଏହାକୁ ମାନିବାକୁ ଲୋକମାନଙ୍କୁ ଅନୁରୋଧ କରୁଛନ୍ତି । ଯାହାକୁ ଅନେକ କଳାକାର ନିଜ ନିଜ ମାଧ୍ଯମରେ…

ବାହାରେ ବୁଲିବା ନେଇ ଲୋକପ୍ରିୟ କମେଡିୟାନଙ୍କ ଉପରେ ହେଲା ଲାଠି ଚାର୍ଜ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ମୁମ୍ବାଇ: ବିଶ୍ୱରେ କରୋନା ଭାଇରସର ଭୟ ଆତଙ୍କ ଖେଳାଇବା ପରେ ସାରା ବିଶ୍ୱକୁ ଲକଡାଉନ କରାଯାଇଛି। ବର୍ତ୍ତମାନ ଏହି ଲକଡାଉନକୁ ସଫଳ କରିବା ପାଇଁ ପ୍ରଶାସନ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ୨୧ ଦିନର ଏହି ଲକଡାଉନରେ କୌଣସି ବି ବ୍ୟକ୍ତି କିଛି ମହତ୍ତ୍ୱପୂର୍ଣ୍ଣ କାମ ବିନା ଘରୁ ବାହାରିବା…

କରୋନା ସହ ଲଢ଼ିବା ପାଇଁ ଆଗକୁ ବାହାରିଲେ ବାହୁବଳୀ ଷ୍ଟାର ପ୍ରଭାସ, ସିଏମ ରିଲିଫ ଫଣ୍ଡକୁ ଦାନ କଲେ 1 କୋଟି !

କରୋନା ଭାଇରସ ସହ ଲଢ଼ିବା ପାଇଁ 21 ଦିନର ଲକଡାଉନ ପରେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାରମାନେ ସାହାଯ୍ୟ ପାଇଁ ଆଗକୁ ବାହାରିଛନ୍ତି । କିଛି ସାଉଥ ସେଲିବ୍ରିଟିମାନେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଡୋନେଟ କରିଛନ୍ତି । ପବନ କଲ୍ୟାଣ, ଚିରଞ୍ଜୀବ, ରଜନୀକାନ୍ତ ଓ…

ନିଜର ପ୍ରଥମ ପୋଷ୍ଟରୁ ହିଁ ଟ୍ଵିଟରରେ ଟ୍ରେଣ୍ଡ ହେଲେ ଏହି ସାଉଥ ସୁପରଷ୍ଟାର, କାରୋନା ସହ ଲଢେ଼ଇ କରିବାକୁ ଦାନ କଲେ 70…

ସାରା ଦେଶ ଏବେ ବନ୍ଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କାରୋନା ସହିତ ଲଢେଇ ଜରିବାକୁ ପୂରା ଦେଶକୁ ଲକଡାଉନ କରିଦେଇଛନ୍ତି। ଏବେ ସାରା ଦେଶରେ ଲୋକେ ଘରେ ରହି ନିଜ ଟାଇମ ସ୍ପେଣ୍ଡ କରୁଛନ୍ତି। ତେବେ କିନ୍ତୁ ଷ୍ଟାର ମାନେ ସୋସିଆଲ ମିଡ଼ିଆ ସାହାଯ୍ୟରେ ନିଜ ଫ୍ୟାନ୍ସଙ୍କ ସହିତ ସମ୍ପର୍କରେ…

କମେଡ଼ିଆନ୍‌ କପିଳ ଶର୍ମା ଶ୍ରମିକମାନଙ୍କ ପାଇଁ ଦାନ କଲେ ୫୦ ଲକ୍ଷ ଟଙ୍କା

ମୁମ୍ବାଇ : କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ରେ । ଏହି ସମୟରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଦିନ ମଜୁରିଆ ଓ ଶ୍ରମିକଙ୍କ ସହାୟତା ପାଇଁ ଅର୍ଥଦାନ କରୁଛନ୍ତି । ଏବେ ଏଥିରେ ସାମିଲ ହୋଇଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । ସେ ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୫୦…

କରୋନା ଭାଇରସକୁ ନେଇ ଆଉ ଏକ rap ଭିଡିଓ ଇନଷ୍ଟାଗ୍ରାମରେ ଛାଡିଲେ କାର୍ତ୍ତିକ ଆର୍ଯ୍ୟନ, ଏଥର ବି ଅଭିନେତାଙ୍କ ଅନ୍ଦାଜ…

ବଲିଉଡ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ କରୋନା ଭାଇରସକୁ ନେଇ ଆଉ ଏକ ନୂଆ ଭିଡିଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ବି ସେ rap ଗୀତ ଗାଉଛନ୍ତି । ଘାତକ ମହାମାରୀ ସମୟରେ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ରଖିବାକୁ ପଡିବ, ସେ ନେଇ କାର୍ତ୍ତିକ ଭିଡିଓରେ ଜଣାଇଛନ୍ତି ।…

ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କଲେ ଏହି ମହାନ ନାୟିକା, ଯାହାଙ୍କ ସହ ଫିଲ୍ମ କରିବା ପାଇଁ ପାଗଳ ଥିଲେ ରାଜ କପୁର

ହିନ୍ଦୀ ସିନେମା ଜଗତର ଜଣାଶୁଣା ଏବଂ ଲୋକପ୍ରିୟ ଅଭିନେତ୍ରୀ ନିମ୍ମିଙ୍କର ଗତ ବୁଧବାର ସନ୍ଧ୍ୟାରେ ମୁମ୍ବାଇରେ ହୃଦଘାତରେ ସମସ୍ୟା ହେବାରୁ ମୃତ୍ୟୁ ଘଟିଛି। ସୂଚନା ମୁତାବକ ପୂର୍ବରୁ ନିମ୍ମି ରୋଗରେ ପୀଡ଼ିତ ଥିଲେ। ମୁମ୍ବାଇର ସରଲା ନର୍ସିଂହୋମରେ ପାଖାପାଖି ସଂଧ୍ୟା ୬ଟା ରେ ସେ ଶେଷ ନିଶ୍ଵାସ…

WHO ଡାକ୍ତର ମାନଙ୍କଠୁ ଶିଖି ପ୍ରିୟଙ୍କା ଚୋପ୍ରା ଶିଖେଇଲେ ହାତ ଧୋଇବାର ସଠିକ ତରିକା, ଦେଖନ୍ତୁ ଭିଡିଓ

କରୋନା ଦାଉରୁ ରକ୍ଷା ପାଇବା ପାଇଁ ପୂରା ଦୁନିଆ ଏବେ ଏକଜୁଟ ହେଲେଣି । ଲୋକେ ନିଜେ ସାବଧାନତା ଅବଲମ୍ବନ କରିବା ସହ ଅନ୍ୟ ମାନଙ୍କୁ ବି ସତର୍କ କରୁଛନ୍ତି । ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବା ଏଥିରୁ ବାଦ ଯାଆନ୍ତେ କେମିତି । ସେ WHO ଡାକ୍ତରଙ୍କ ସହ ଇନ୍ଷ୍ଟଗ୍ରାମରେ ଲାଇଭ ଆସିଥିଲେ ।…

କରୋନା ଭାଇରସ ଭୟରେ Galaxy ଛାଡିଲେ ସଲମାନ, ୨୧ ଦିନ ପାଇଁ ପରିବାର ସହ କରୁଛନ୍ତି ମସ୍ତି

ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକଡାଉନ ଘୋଷଣା ପରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭକରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। ଏନେଇ ବର୍ତ୍ତମାନ ସୁଭନା ଅନୁଯାୟୀ ସଲମାନ ଖାନଙ୍କୁ ନେଇ ବଡ ଖବର ଆସିଛି। ସଲମାନ ଖାନ ଏବେ ନିଜର ଗାଲାକ୍ସ…

ଝିଅ ସମିଶାର ତୃତୀୟ ଫଟୋ ସେୟାର କଲେ ଶିଳ୍ପା ସେଟ୍ଟୀ, କହିଲେ ‘ଲକ ଡାଉନ’ କାରଣରୁ କରି ପାରିଲେ ନାହିଁ…

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଝିଅ ସମିଶାକୁ ଆଜି ୪୦ ଦିନ ପୁରିଛି । ଝିଅର ୪୦ ଦିନ ପୂର୍ତ୍ତିରେ ଶିଳ୍ପା ନିଜ ଇଂସ୍ଟଗ୍ରାମ ଆକାଉଣ୍ଟରେ ଗୋଟେ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଟିରେ ସେ ନିଜ ଝିଅକୁ କୋଳରେ ଧରିବା ସହ ପୂରା ପରିବାର ସହ ନଜର ଆସିଛନ୍ତି ।ପତି ରାଜ କୁନ୍ଦ୍ରା ଓ ପୁଅ…

ଫଟୋ ଦେଖି ଚିହ୍ନନ୍ତୁ କିଏ ଏହି ବଲିଉଡ ବାପପୁଅ ଯୋଡି, ଇଣ୍ଟରନେଟରେ ହେଉଛି ଭାଇରଲ

କରୋନା ଭାଇରସ ଯୋଗୁ ସବୁ କିଛି ଲକଡାଉନ ହେବା ପରେ ଏବେ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ସମୟ ବିତାଉଛନ୍ତି । ଏଥିସହ ସେମାନେ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । ଏବେ କରୀନା କପୁର ଖାନ ଏକ ଫଟୋ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି। ଫଟୋ ସହିତ କ୍ୟାପସନ ମଧ୍ୟ ଦେଇଛନ୍ତି।…

ଗ୍ଲାମରକୁ ଭୁଲି ଘର ପୋଛୁଛନ୍ତି ଅଭିନେତ୍ରୀ ହିନା ଖାନ, ଭିଡିଓ ସେୟାର କରି ଜଣାଇଲେ ନିଜ ଅବସ୍ଥା

ଦେଶ ଲକଡାଉନ ହେବା ପରେ ଅଭିନେତ୍ରୀ ହିନା ଖାନ ଘର ପୋଛୁଛନ୍ତି । ତାଙ୍କ ବାପା ବାଥରୁମ ସଫା କରୁଛନ୍ତି । ହିନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଘର କାମ କରୁଥିବା ନଜର ଆସୁଛନ୍ତି । କରୋନା ଯୋଗୁ ଅଭିନେତ୍ରୀଙ୍କ ମା ତାଙ୍କୁ ଘରର ସବୁ କାମ କରିବାକୁ ପରାମର୍ଶ…