Below header
Browsing Category

ମନୋରଂଜନ

ମୋର ଓଡିଆ ଭାଇ ଭଉଣୀମାନଙ୍କୁ ସଲମାନର ନମସ୍କାର: ଦେଖନ୍ତୁ ଏହି ଭିଡିଓ, କେମିତି ଓଡିଶାବାସୀଙ୍କୁ କରୋନାକୁ ନେଇ ସଚେତନତା…

ମୁମ୍ବାଇ: ମୋର ଓଡିଆ ଭାଇ ଭଉଣୀମାନଙ୍କୁ ସଲମାନର ନମସ୍କାର । ଏପରି କିଛି ଓଡିଆ କହି ସଲମାନ୍ କରୋନାକୁ ନେଇ ଓଡିଶାବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ନିକଟରେ ସେ ହକି ୱାଲ୍ଡ କପ୍ ପାଇଁ ଓଡିଶାବାସୀଙ୍କ ନିକଟକୁ ଆସିଥିବା କହିଥିଲେ । ଏହାସହ ସେ କରୋନାକୁ ନେଇ ବିଶେଷ ଭାବେ ସତର୍କ…

ପ୍ରଧାନମନ୍ତ୍ରୀଙ୍କ ‘ଲକ ଡାଉନ’ ଡାକରାକୁ ସମର୍ଥନ କଲେ ବଲିଉଡ ସେଲିବ୍ରିଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସତର୍କତା ନେଇ ମଙ୍ଗଳବାର ମଧ୍ୟ ରାତ୍ରରୁ ପୂରା ଦେଶରେ ଲକ ଡାଉନ ଜାରି କରିଛନ୍ତି । ଏହି ଲକ ଡାଉନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି । ପିଏମଙ୍କ ଅନୁଯାୟୀ ଏହା ଏକ ପ୍ରକାର କର୍ଫ୍ୟୁ, ଯାହା ଜନତା କର୍ଫ୍ୟୁଠୁ ବି ଆହୁରି ଅଧିକ କଠିନ…

ଦୈନିକ ଖଟିଖିଆ ଲୋକଙ୍କ ପାଇଁ ଫଣ୍ଡ ଜମା କରିବେ ଏହି ଫିଲ୍ମ ନିର୍ମାତା, ଘରେ ବସି ତିଆରି କରୁଛନ୍ତି ପେଣ୍ଟିଙ୍ଗ

କରୋନା ଭାଇରସ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଲକଡାଉନ ହୋଇଯାଇଛି । ଏବେ ସମସ୍ତେ ନିଜ ନିଜ ଘରେ ସମୟ ବିତାଉଛନ୍ତି। ଏହାରି ଭିତରେ ଫିଲ୍ମ ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଟୁଇଟରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ପେଣ୍ଟିଙ୍ଗ କରୁଥିବା ନଜର ଆସିଛନ୍ତି । ବିବେକ ଏହି…

କରୋନାରେ ଚାଲିଗଲେ ବାପା, ଲୁହଭରା କଣ୍ଠରେ ଅଭିନେତ୍ରୀ କହିଲେ, ବାପାଙ୍କ ମୃତ୍ୟୁକୁ ଦେଖିବା ପାଇଁ ମୁଁ ପ୍ରସ୍ତୁତ ଥିଲି

କରୋନା ଭାଇରସରେ ହଲିଉଡ ଅଭିନେତ୍ରୀ ସୋଫିଆ ମାଇଲସଙ୍କ ବାପା ପିଟର ମାଇଲସଙ୍କ ମୃତ୍ୟୁ ଘଟିଛି । ଏ ନେଇ ସୋଫିଆ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହା ହେଉଛି କରୋନା ଭାଇରସର ନିରାଟ ସତ କାହାଣୀ । ଅଭିନେତ୍ରୀ ଜଣକ ଆହୁରି କହିଥିଲେ ଯେ ସେ ନିଜ ବାପାଙ୍କ ମୃତ୍ୟୁକୁ ଦେଖିବା…

ଘରକୁ କାମ କରିବାକୁ ଆସୁଥିବା ମେଡ ଛୁଟିରେ, କ୍ୟାଟ୍ରିନା ଓ କାର୍ତ୍ତିକ ଧୋଉଛନ୍ତି ଘରର ଗଦା ଗଦା ବାସନ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ଲକଡାଉନ ଯୋଗୁ ପୂରା ଦେଶ ସେଲ୍ଫ ଆଇସୋଲେଶନରେ ରହିଛି । ଏଭଳି ସ୍ଥିତିରେ ସମସ୍ତେ ନିଜ ନିଜ ଘରେ ବସି କାମ କରୁଛନ୍ତି । ଏପରିକି, ଘରକୁ କାମ କରିବାକୁ ଆସୁଥିବା ମେଡ ମଧ୍ୟ ଛୁଟିରେ । ତେଣୁ ଏବେ ବଲିଉଡ ଷ୍ଟାରମାନଙ୍କୁ ଘରେ ବାସନ ନିଜେ ଧୋଇବାକୁ ପଡୁଛି । ଏ ନେଇ କ୍ୟାଟ୍ରିନା କୈଫ…

କରୋନା ସହାୟତା : ‘ଦକ୍ଷିଣ ଭାରତ ଫିଲ୍ମ କର୍ମଚାରୀ ସଂଘ’କୁ ୫୦ ଲକ୍ଷ ଟଙ୍କା ଦାନ କଲେ ସୁପରଷ୍ଟାର…

କରୋନା ସତର୍କତା ନେଇ ଦେଶ ବ୍ୟାପୀ କଡା ସତର୍କତା ମୂଳକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଉଭୟ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟର ରାଜ୍ୟ ସରକାର । ଏନେଇ ଦେଶର ଅଧିକାଂଶ ରାଜ୍ୟରେ ଲକ ଡାଉନ ଜାରି କରାଯାଇଛି । କେତେକ ଜରୁରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଛାଡ଼ି ଅନ୍ୟାନ ସମସ୍ତ ଦୋକାନ ବଜାରକୁ ବନ୍ଦ…

ଜାଣନ୍ତୁ କଙ୍ଗନାଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀରୁ କେଇ ପୃଷ୍ଠା, କାହିଁକି ତାଙ୍କୁ ଗାଧୋଇବାକୁ ଲାଗୁଥିଲା ଘୃଣା

୨୩ ମାର୍ଚ୍ଚ,ରଙ୍ଗନା ରାଣାଓ୍ଵତ୍‌ଙ୍କ ଜନ୍ମ ଦିନ । ବଲିଉଡ୍‌ର ରାଣୀ କୁହାଯାଉଥିବା କଙ୍ଗନା, ଫିଲ୍ମ ଜଗତକୁ ବହତ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି । ଆଜି ସେ ତାଙ୍କ ଫିଲ୍ମ କ୍ୟାରିଅରର ଯେଉଁ ଉଚ୍ଚତାରେ ପହଞ୍ଚିଛନ୍ତି ସେଠି ପହଞ୍ଚିବାକୁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି ।…

କରୋନା ଭାଇରସ ପାଇଁ ଭାରତୀୟ ଟେଷ୍ଟ ଓପନ୍‌ର ମୟଙ୍କ ଅଗ୍ରଓ୍ଵାଲ୍‌ ଘରେ ବସି ଦେଲେ ଫିଟ୍‌ନେସ୍‌ ମନ୍ତ୍ର

କରୋନା ଭାଇରସ୍‌ ପାଇଁ ଏବେ ବଲିଉଡ୍‌ ହେଉ ବା ହଲିଉଡ୍‌, ସବୁ କଳାକାର ନିଜକୁ ଘରେ ଆବଦ୍ଧ କରିଛନ୍ତି । ସମୟ କାଟିବା ପାଇଁ କିଏ ବ୍ୟାୟାମ କରୁଛନ୍ତି ତ କିଏ ପରିବାର ସାଙ୍ଗରେ ରହି ସମୟ ବିତାଉଛନ୍ତି । କରୋନା ପାଇଁ ଭାରତର ଓପ୍‌ନ୍‌ର ବ୍ୟାଟ୍ସ ମ୍ୟାନ୍‌ ମୟଙ୍କ ଅଗ୍ରଓ୍ଵାଲ୍‌ ଏବେ ଘରେ ଜିମ୍‌ରେ…

ଜନତା କର୍ଫ୍ୟୁ: ନିଜ ବାଲକୋନୀରେ ଛିଡା ହୋଇ ତାଳି ମାରୁଥିବା ବେଳେ କାନ୍ଦି ପକାଇଲେ ଏହି ଅଭିନେତ୍ରୀ, ଦେଖନ୍ତୁ ଭିଡିଓ

ରବିବାର 22 ମାର୍ଚ୍ଚକୁ ସାରା ଦେଶର ଲୋକେ ଜନତା କର୍ଫ୍ୟୁ ପାଳନ କରିଥିଲେ । ସମସ୍ତେ ନିଜ ନିଜ ବାଲକୋନୀରେ ଛିଡା ହୋଇ ତାଳି ମାରିବା ସହ ଥାଳି, ଘଣ୍ଟ, ଘଣ୍ଟି ଆଦି ବଜାଇଥିଲେ । ତେବେ ଏହାରି ଭିତରେ ହରିୟାଣୀ ସିଙ୍ଗର ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ…

କାଷ୍ଟିଂ କାଉଚ୍‌ ଉପରେ ଅନୁଷ୍କା ଦେଲେ ବଡ଼ ଖବର, ମୁଁ ଷ୍ଟ୍ରେଟ୍‌ ଫରଓ୍ଵାର୍ଡ ଥିବାରୁ ବଞ୍ଚିଗଲି ନହେଲେ …

ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଥିବା କାଷ୍ଟିଂ କାଉଚ ନୂଆ କଥା ନୁହେଁ । ତେବେ ଏହି କଥା ସେହି ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ ଭିତରେ ଦବି ଯାଏ । କ୍ୱଚିତ୍‌ ଅଭିନେତ୍ରୀ କାଷ୍ଟିଂ କାଉଚ୍‌ ସମ୍ପର୍କରେ ବାହାରେ ପ୍ରକାଶ କରିବାକୁ ସାହସ କରନ୍ତି । ଏମିତି ଅଭିନେତ୍ରୀ ଜଣକ ହେଲେ ବାହୁବଳୀ ଅଭିନେତ୍ରୀ…

କ୍ଵାରେଣ୍ଟାଇନରେ ରହି ନିଜର ଭୂତିଆ ଫଟୋ ସେୟାର କଲେ ରଣବୀର ସିଂ, କହିଲେ, ମୁଁ ବାହାରକୁ ଆସି…

କରୋନା ଭାଇରସରୁ ବର୍ତ୍ତିବା ପାଇଁ ବଲିଉଡ ସେଲିବ୍ରିଟିମାନେ ଏବେ ନିଜ ନିଜ ଘରେ କ୍ଵାରେଣ୍ଟାଇନରେ ରହୁଛନ୍ତି । ତେବେ ଏହାରି ଭିତରେ ଅଭିନେତା ରଣବୀର ସିଂ ଜନତା କର୍ଫ୍ୟୁ ପରେ ନିଜର ଏକ ଭୟଙ୍କର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଭୂତଠାରୁ କିଛି କମ ଲାଗୁନାହାନ୍ତି । ତାଙ୍କ କହିବା ହେଲା…

ହୋମ କ୍ଵାରେଣ୍ଟିନରେ ଥିବା ବେଳେ ଏହି ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ନିଜ ଷ୍ଟାଇଲିସ ଫଟୋ

କରୋନା ଭାଇରସ ଦାଉରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ହୋମ କ୍ଵାରିଣ୍ଟିଂନ ଫର୍ମୁଲା ଆପଣେଇବାରେ ଲାଗିଛନ୍ତି । ଏଥିରୁ ବଲିଉଡ ସେଲିବ୍ରିଟି ବା ବାଦ ପଡନ୍ତେ କେମିତି । ନିଜ ଷ୍ଟାଇଲିସ ଅନ୍ଦାଜକୁ ଦୁନିଆ ସାମ୍ନାକୁ ଆଣିବାର ଅନ୍ୟ କୌଣସି ବାଟ ନଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସେମାନେ ଘରେ…