ଫଟୋ ଦେଖି ଚିହ୍ନନ୍ତୁ କିଏ ଏହି ବଲିଉଡ ବାପପୁଅ ଯୋଡି, ଇଣ୍ଟରନେଟରେ ହେଉଛି ଭାଇରଲ
କରୋନା ଭାଇରସ ଯୋଗୁ ସବୁ କିଛି ଲକଡାଉନ ହେବା ପରେ ଏବେ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ସମୟ ବିତାଉଛନ୍ତି । ଏଥିସହ ସେମାନେ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । ଏବେ କରୀନା କପୁର ଖାନ ଏକ ଫଟୋ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି। ଫଟୋ ସହିତ କ୍ୟାପସନ ମଧ୍ୟ ଦେଇଛନ୍ତି।…