Below header
Browsing Category

ମନୋରଂଜନ

ଭାଇଜାନଙ୍କୁ ବଡ଼ ଝଟକା, ପ୍ରାଣ ହରାଇଲେ ଭଣଜା ଅବଦୁଲ୍ଲା ଖାନ, ଏହି ରୋଗରେ ଥିଲେ ପୀଡିତ

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଭଣଜା ଅବଦୁଲ୍ଲା ଖାନ ଗତକାଲି ବିଳମ୍ବିତ ରାତିରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ ଅବଦୁଲ୍ଲାଙ୍କ ଫୁସଫୁସରେ ସଂକ୍ରମଣ ହେତୁ ତାଙ୍କୁ ଦୁଇଦିନ ପୂର୍ବରୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବଦୁଲ୍ଲାଙ୍କ ମୃତ୍ୟୁ ଖବର…

ଭୋଜପୁରୀ ଫିଲ୍ମର ଡ୍ରିମ ଗାର୍ଲ 20ଟି ଗାଁରେ ବାଣ୍ଟିବେ ମାସ୍କ, ସାନିଟାଇଜର ଓ ଖାଦ୍ୟ ପ୍ୟାକେଟ, ଖର୍ଚ୍ଚ କରିବେ ଏତେ…

ଭୋଜପୁରୀ ଫିଲ୍ମର ଡ୍ରିମ ଗାର୍ଲ ଶୁଭି ଶର୍ମା କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି । ସେ ବିହାର ଏବଂ ଉତ୍ତର ପ୍ରଦେଶର ଗ୍ରାମୀଣ ଅଞ୍ଚଳରେ 3 ଲକ୍ଷ ଟଙ୍କାର ମାସ୍କ, ସାନିଟାଇଜର ଓ ଖାଦ୍ୟ ପ୍ୟାକେଟ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କାର୍ଯ୍ୟ କରିବା ନିମନ୍ତେ ଶୁଭି ଫେୟାର ଡିଲ ଗ୍ରୁପ…

ଭଉଣୀ ସହ ମିଶି ଲୋକଙ୍କୁ ଏହି ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ଆର୍ଯ୍ୟନ, ଇଣ୍ଟରନେଟରେ ଖୁବ ପସନ୍ଦ କଲେ ଲୋକେ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜ ଭଉଣୀ କୃତ୍ତିକାଙ୍କ ସହ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି, ଯାହାକୁ ଇଣ୍ଟରନେଟରେ ଲୋକେ ଖୁବ ପସନ୍ଦ କରୁଛନ୍ତି । ଏଥିରେ ଦୁଇଜଣ ଲୋକଙ୍କୁ ନ୍ୟୁ ହ୍ୟାଣ୍ଡ ଇମୋଜି ଚ୍ୟାଲେଞ୍ଜ ଦେଉଛନ୍ତି । କାର୍ତ୍ତିକ ନିଜ ଜଖମ ହାତରେ ଏହି ଚ୍ୟାଲେଞ୍ଜ କରୁଥିବା…

କରୋନା ନେଲା ସେଲିବ୍ରିଟିଙ୍କ ଜୀବନ, ଆଖି ବୁଜିଲେ ଜାପାନୀ କମେଡିଆନ କେନ ଶିମୁରା

ଜାପାନର କମେଡିଆନ କେନ ଶିମୁରାଙ୍କ 70 ଵର୍ଷ ବୟସରେ ମୃତ୍ୟୁ ଘଟିଛି । ସେ କରୋନା ଭାଇରସରେ ଆକ୍ରାନ୍ତ ଥିଲେ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜାପାନରେ କରୋନା ଭାଇରସରେ କୌଣସି ସେଲିବ୍ରିଟିଙ୍କ ମୃତ୍ୟୁ ଘଟିବା, ଏହା ହେଉଛି ପ୍ରଥମ ଘଟଣା । ଏମିତି ବି କୁହାଯାଉଛି, 2016ରେ କେନଙ୍କର…

ଫିଲ୍ମ ଇଣ୍ଡଷ୍ଟ୍ରି ବନ୍ଦ: ଗାଁରେ ଲୁହା କାମ କରି ଦିନକୁ 35 ଟଙ୍କା ରୋଜଗାର କରୁଛନ୍ତି KGFର ଏହି କଳାକାର, ଭିଡିଓ…

କରୋନା ଭାଇରସର ପ୍ରଭାବ ସବୁଆଡେ ନଜର ଆସୁଛି । ଏହି କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ପଡିଛି, ଯେଉଁଥିପାଇଁ KGF Chapter 1ର ମ୍ୟୁଜିକ ଡାଇରେକ୍ଟର ରବିଙ୍କୁ ଲୁହା କାମ କରିବାକୁ ପଡୁଛି । ରବି ଏକ ଭିଡିଓ ଫେସବୁକରେ ସେୟାର କରିବାକୁ ଯାଇ ନିଜର ଏହି କାହାଣୀ ଫ୍ୟାନମାନଙ୍କୁ…

କରୋନା ବିପକ୍ଷରେ ଯୁଦ୍ଧକୁ ଓହ୍ଲାଇଲେ ଭାଇଜାନ, ମାଗିଲେ ୨୫ ହଜାର ଦିନ ମଜୁରିଆଙ୍କ ଆକାଉଣ୍ଟ ନମ୍ବର

କରୋନା ଭାଇରସ ବିପକ୍ଷରେ ଜାରି ରହିଥିବା ଲଢେଇରେ ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ଓହ୍ଲାଇଛନ୍ତି। କରୋନା ଯୋଗୁ ଚାଲିଥିବା ଲକଡାଉନରେ ଖାଇବାକୁ ପାଉନଥିବା ଶ୍ରମିକ ବା ଦିନ ମଜୁରିଆଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସଲମାନ। ଦବଙ୍ଗ ଖାନ ୨୫ ହଜାର ଶ୍ରମିକଙ୍କୁ ଆକାଉଣ୍ଟ ଡିଟେଲସ ମାଗିଛନ୍ତି।…

କରୋନା ବିରୋଧୀ ଲଢେଇରେ ଏପରି ନିଜ ସାହାଯ୍ୟର ହାତ ବଢ଼ାଇଲେ ଏହି ବଲିଉଡ ଅଭିନେତା, ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟୁଛି…

କରୋନା ଭୟରେ ଦେଶ ଏବେ ଏକ ପ୍ରକାର ଖରାପ ପରିସ୍ଥିତି ଦେଇ ଗତି କରୁଛି । ଏହି ସ୍ଥିତିରେ ଅନେକ ସ୍ଵେଛା ସେବି ସଂଗଠନ ସମେତ ବ୍ୟକ୍ତିଗତ ଭାବେ ବି ଲୋକେ ସାହାଯ୍ୟର ହାତ ବଢାଉଛନ୍ତି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ମାନେ ଏନେଇ ଆଗେଇ ଆସିଲେଣି । କପିଳ ଶର୍ମା , ଅକ୍ଷୟ…

ରାମାୟଣ ସିରିୟଲର ପୁନଃ ପ୍ରସାରଣକୁ ନେଇ ବିବାଦୀୟ ଟ୍ୱିଟ କରି ଟ୍ରୋଲ ହେଲେ ଏହି ଅଭିନେତ୍ରୀ, କହିଲେ ଏମିତି କିଛି

ଏଫଆଇଆର' ଟିଭି ସିରିୟଲର ଅଭିନେତ୍ରୀ କବିତା କୌସିକ ପୁଣିଥରେ ରାମାୟଣ ସିରିୟଲ ଆରମ୍ଭ ହେବାକୁ ନେଇ ବିବାଦୀୟ ଟ୍ୱିଟ କରିଛନ୍ତି। ଟ୍ୱିଟ ଜରିଆରେ ଅଭିନେତ୍ରୀ ରାମାୟଣର ତୁଳନା ଆଡ଼ଲଟ ଫିଲ୍ମ ସହ କରିଛନ୍ତି। ଏହି ଟ୍ୱିଟ କରିବା ପରେ ଟ୍ରୋଲ ହେବାରେ ଲାଗିଛନ୍ତି। କବିତା ଟ୍ୱିଟ କରି…

ମହିଳାଙ୍କର ଏହି ଭିଡିଓ ଦେଖି ଆପଣଙ୍କୁ ବି ଆସିବ ଭୟଙ୍କର ରାଗ, ଶ୍ଵେତା ତିୱାରୀ କହିଲେ, ତୁରନ୍ତ ଗିରଫ କରାଯାଉ

ଏବେ ସାରା ଦେଶରେ କରୋନା ଲକଡାଉନ ଚାଲିଛି । ତେଣୁ ସାଧାରଣ ଲୋକଙ୍କ ଠୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିମାନେ ନିଜ ନିଜ ଘରେ ବନ୍ଦୀ ଅଛନ୍ତି । କିନ୍ତୁ କିଛି ଲୋକ ଏହି ମାହମାରୀକୁ ଗମ୍ଭୀରତାର ସହ ନ ନେଇ ବାହାରେ ବୁଲୁଥିବା ନଜର ଆସୁଛନ୍ତି । ନିକଟରେ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ଏକ…

ରାମାୟଣର ପୁନଃପ୍ରସାରଣ ଉପରେ ବିବାଦୀୟ ଟୁଇଟ କରି ଫସିଲେ ଏହି ଅଭିନେତ୍ରୀ, ତୁରନ୍ତ ଗିରଫ କରିବାକୁ ଦାବି କଲେ ଲୋକେ

ପୁଣିଥରେ ଦୂରଦର୍ଶନରେ ରାମାୟଣ ପ୍ରସାରଣ ନେଇ ଟିଭି ଅଭିନେତ୍ରୀ କବିତା କୌଶିକ ଏକ ବିବାଦୀୟ ଟୁଇଟ କରିଦେଇଛନ୍ତି, ଯାହା ପାଇଁ ତାଙ୍କୁ troll ହେବାକୁ ପଡିଛି । କବିତାଙ୍କ ଟୁଇଟ ଲୋକଙ୍କୁ ଆଦୌ ପସନ୍ଦ ଆସିନି । ଏବେ ସୋସିଆଲ ମିଡିଆରେ ଲୋକେ ଅଭିନେତ୍ରୀଙ୍କ ଗିରଫଦାରି ପାଇଁ ଦାବି କରିଛନ୍ତି ।…

ଅକ୍ଷୟ କୁମାରଙ୍କ ପରେ ବରୁଣ ଧାୱନ ଦାନ କଲେ ୫୫ ଲକ୍ଷ, ଏହି ସବୁ ଷ୍ଟାର ମଧ୍ୟ ଘୋଷଣା କଲେ ଆର୍ଥିକ ରାଶି

କରୋନା ଭାଇରସର ଲଢେଇରେ ଏବେ ବଲିଉଡ ଆକ୍ଟର ବରୁଣ ଧାୱନ ମଧ୍ଯ ଯୋଗଦାନ ଦେଇଛନ୍ତି । ସୂଚନା ଅନୁଯାୟୀ କରୋନା ପାଇଁ ବରୁଣ ୫୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ତେବେ ସେଥିମଧ୍ୟରୁ ସେ ୨୫ ଲକ୍ଷ ଟଙ୍କା ମହାରାଷ୍ଟ୍ର ସିଏମ୍ ଫଣ୍ଡରେ ଦାନ କରିଥିବା ବେଳେ ୩୦ ଲକ୍ଷ ପିଏମ କେୟର୍ସ ଫଣ୍ଡରେ ଦାନ…

କରୋନା ସହ ଲଢ଼ିବାକୁ ଏହି ଅଭିନେତ୍ରୀ ବନିଲେ ନର୍ସ, କୋଭିଡ-୧୯ ରୋଗୀଙ୍କ କରୁଛନ୍ତି ଚିକିତ୍ସା

ଦେଶ ଏବେ କରୋନା ଭାଇରସ ସହ ଲଢ଼ୁଛି। କରୋନାରୁ ବର୍ତ୍ତିବାକୁ ସରକାର ମଧ୍ୟ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି। ଏହି ସମୟରେ ଅଭିନେତ୍ରୀ ଶିଖା ମାଲହୋତ୍ରା ଏଭଳି କାମ କରିଛନ୍ତି, ଯାହା ଫଳରେ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କାଞ୍ଚଲି ଲାଇଫ ଇନ ଏ ସ୍ଲୋରେ ଅଭିନୟ କରିଥିବା ଏହି ଅଭିନେତ୍ରୀ…