Browsing Category

ଲାଇଫ୍ ଷ୍ଟାଇଲ୍

ଘରେ ରହି ହେଉଛନ୍ତି କି ବୋର, ତେବେ ସନ୍ଧ୍ୟାରେ ବନାନ୍ତୁ ବ୍ରେଡ ହାଲୱା

ଘରେ ରହି ଲୋକଙ୍କୁ ଏବେ ବୋର ଲାଗୁଛି। କିଛି ନୂଆ ବନାଇ ଖାଇବାକୁ ଏହି ସମୟରେ ଇଚ୍ଛା ହେଉଥିବ ନିଶ୍ଚୟ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ଖାସ ରେସିପି ନେଇ ଆସିଛୁ ଆଉ ତାହା ହେଉଛି 'ବ୍ରେଡ ହାଲୱା'। ତେବେ ସବୁଠୁ ଖାସ କଥା ହେଉଛି ଏହାକୁ ବନାଇବାକୁ ଆପଣଙ୍କୁ ଜମା ବି ଅଧିକ ସମୟ…

ଘରେ ବସି ବସି ବୋର ହେଉଛନ୍ତି କି ? ତେବେ ଆଜି ହିଁ ଘରେ ବାନାନ୍ତୁ “ବେଙ୍ଗଲୀ ଦହି ମାଛ”

ବର୍ତ୍ତମାନ ସରକାର ସାରା ଦେଶକୁ ଲକଡାଉନ କରିଦେଇଛନ୍ତି । ତେବେ ଘରେ ବସି ବସି ବୋର ହେବା ଅପେକ୍ଷା ଆପଣ ଭଲ ଭଲ ରୋଷେଇ କରି ନିଜ ପରିବାରକୁ ମଧ୍ୟ ଖୁଆଇପାରିବେ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବେଙ୍ଗଲୀ ମାନଙ୍କର ପ୍ରିୟ ରେସିପି ଦହି ମାଛ । ତେବେ ଆସନ୍ତୁ ଜାଣିବା କିପରି…

ମହାମାରୀକୁ ବିନାଶ କରିବାରେ ସହାୟକ ହେବ ଏହି ଖାସ ମନ୍ତ୍ର

ଚଳିତ ବର୍ଷ ୨୫ ମାର୍ଚ୍ଚରେ ଚୈତ୍ର କୃଷ୍ଣ ପକ୍ଷ ଦିନ ପ୍ରତିପଦ ପଡୁଛି। ଏହି ପ୍ରତିପଦରେ ନବରାତ୍ରିଙ୍କୁ ସ୍ଥାପନ କରାଯାଏ। ଏହି ଦିନରେ ନୂତନ ହିନ୍ଦୁ ବର୍ଷ ମଧ୍ୟ ଆରମ୍ଭ ହୋଇଥାଏ। ନବରାତ୍ରିର ଏହି ନଅଦିନ ବହୁତ ଧୁମଧାମରେ ପାଳନ କରାଯାଏ। କିନ୍ତୁ ବର୍ତ୍ତମାନ କରୋନା ଭାଇରସ କାରଣରୁ ଲୋକେ…

ଘରେ ଲୁଗା ସଫା କରୁଥିଲେ ଧ୍ୟାନରେ ରଖନ୍ତୁ ଏହି ୫ଟି ଟିପ୍ସ, ବର୍ଷ ବର୍ଷ ଧରି କପଡ଼ା ଦିଶିବ ନୂଆ

କିଛି ମହିଳା ଘରେ କପଡା ଧୋଇବାକୁ ଭଲ ପାଆନ୍ତି । କିନ୍ତୁ ବେଳେବେଳେ ଏମିତି କିଛି ଭୁଲ କରିବସନ୍ତି, ଯଦ୍ଦ୍ଵାରା କପଡାଗୁଡିକ ଖୁବ କମ ଦିନ ଭିତରେ ପୁରୁଣା ଦେଖାଦିଏ। ନଚେତ ରଙ୍ଗ ଫିକା ପଡ଼ିଯାଏ । ତେଣୁ ଘରେ ଲୁଗା ସଫା କରିବା ସମୟରେ ସବୁବେଳେ ସାବଧାନତା ଅବଲମ୍ବନ କରିବା ଉଚିତ । ଆଜି ଆମେ…

ସନ୍ଧ୍ୟାକୁ କରନ୍ତୁ ସ୍ପେଶାଲ, ଘରେ ପ୍ରସ୍ତୁତ କରନ୍ତୁ ଚି଼ଲ୍ଲୀ ନ୍ୟୁଟରେଲା

ଏବେ କରୋନା ଭାଇରସ ପାଇଁ ସ୍କୁଲ କଲେଜ ଅଫିସ ବନ୍ଦ ହୋଇଯାଇଛି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ଘରେ ରହୁଛନ୍ତି। ଆଉ ଏହି ସମୟରେ ଘରେ ଅନେକ କିଛି ନୂଆ ନୂଆ ଡ଼ିସ ଖାଇବାକୁ ଇଚ୍ଛା ହେଉଛି। ଛୋଟ ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଚାଇନିଜ ଖାଦ୍ୟକୁ ବହୁତ ପସନ୍ଦ…

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଦହି ଭେଣ୍ଡି

ଆବଶ୍ୟକୀୟ ସାମଗ୍ରୀ ଭେଣ୍ଡି କଟା ୧ କପ, ତେଲ ୨ ଚାମଚ, ଗୋଟିଏ ପିଆଜ, ୧ କପ ଦହି, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀଗୁଣ୍ଡ, ସୋରିଷ, କଞ୍ଚାଲଙ୍କା, ଭୃଷଙ୍ଗପତ୍ର, ଘିଅ ୧ ଚାମଚ, ଲୁଣ ସ୍ୱାଦ ଅନୁସାରେ । ପ୍ରସ୍ତୁତି ପ୍ରଣାଳୀ ସର୍ବପ୍ରଥମେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଭେଣ୍ଡି…

ସନ୍ଧ୍ୟା ସମୟକୁ କରନ୍ତୁ ଖାସ, ଘରେ ବନାନ୍ତୁ ‘ପନିର-ପପକର୍ଣ୍ଣ ପକୋଡା’

କରୋନା ପ୍ରଭାବରୁ ଏବେ ଦେଶ ବ୍ୟାପି ଲକ ଡାଉନ ପରିସ୍ଥିତି । ଏମିତି ପରିସ୍ଥିତିରେ ବିଭିନ୍ନ ପ୍ରଫେସନରେ ଥିବା ଲୋକ ମାନଙ୍କ ଅଫିସ ଓ ବ୍ୟବସାୟ ଆଦି ବନ୍ଦ ହେବା କାରଣରୁ ଲୋକେ ଘରେ ହିଁ ସମୟ କାଟିବାକୁ ବାଧ୍ୟ ହେଉଛନ୍ତି । ଏମିତି ସମୟରେ ସାଧାରଣତଃ ଘରେ ତିଆରି ସ୍ୱାଦିଷ୍ଟ ଖାଦ୍ୟ ମାନ ଖାଇବାକୁ…

ଜାଣନ୍ତିକି ହୃଦରୋଗୀ ମାନଙ୍କୁ କରୋନା ହେବାର ଆଶଙ୍କା ଅଧିକ ଥାଏ

କୋଭିଡ-୧୯ ଦିନ କୁ ଦିନ ମହାମାରୀର ରୂପ ନେଲଣି । ଏହାର ଅସୁବିଧା ଅଧିକ ରୋଗୀଣା ଓ କମ ଇମ୍ୟୁନୋ ସିଷ୍ଟମ ଥିବା ଲୋକଙ୍କ ଠାରେ ଅଧିକ ଥାଏ । ନିକଟରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ହୃଦରୋଗୀ ମାନଙ୍କୁ ଏହାର ବିପଦ ଅଧିକ ଥାଏ । ପ୍ରକୃତରେ ଏହି ରୋଗରେ ମୃତ୍ୟୁ ହୋଇଥିବା ଲୋକ ମାନଙ୍କ ମଧ୍ୟରେ…

ବାରମ୍ବାର ସାନିଟାଜରର ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ, ଦେଖାଦେଇପାରେ ଏସବୁ ସମସ୍ୟା

ବର୍ତ୍ତମାନ କରୋନା ଯୋଗୁ ସମସ୍ତେ ଭୟଭୀତ ହୋଇ ରହିଛନ୍ତି। କେବଳ ସତର୍କ ରହିଲେ ହିଁ ଏହି ଭାଇରସ୍‌ କବଳରୁ ନିଜକୁ ବଞ୍ଚାଇ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏଥିସହ ବାରମ୍ବାର ହାତକୁ ସାବୁନ୍‌ କିମ୍ବା ସାନିଟାଇଜରରେ ଧୋଇବା ଦ୍ୱାରା ଜୀବାଣୁ ମୁକ୍ତ ହେବେ ବୋଲି…

ସମ୍ପର୍କରେ ତିକ୍ତତା ଆଣେ ଆବଶ୍ୟକତାଠାରୁ ଅଧିକ ଆଶା, ଜାଣନ୍ତୁ ଏହାକୁ କମ୍‌ କରିବେ କେମିତି

ଯେକୌଣସି ସମ୍ପର୍କ ତୁଳନାରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଅଧିକ ମଜଭୁତ ହୋଇଥାଏ। ଏହି ସମ୍ପର୍କରେ ଜଣଙ୍କର ଆଉ ଜଣଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ରହିଥାଏ, ଯାହା ସମ୍ପର୍କର ମୂଳଦୁଆକୁ ଦୃଢ଼ କରେ। ସମସ୍ତେ ଚାହିଁଥାନ୍ତି ତାଙ୍କ ପାର୍ଟନର ତାଙ୍କୁ ସମସ୍ତଙ୍କ ଠାରୁ ଅଧିକ ଭଲ ପାଉ, ବିଶ୍ୱାସ କରୁ ଓ…

ରବିବାର ଡିନରରେ ପ୍ରସ୍ତୁତ କରନ୍ତୁ ଗାର୍ଲିକ୍‌ ଚିକେନ୍‌, ଟେଷ୍ଟ ଏମିତି ଯେ ପାଟିରୁ ଛାଡ଼ିବନି

ଚିକେନ୍‌ର ବିଭିନ୍ନ ପ୍ରକାରର ଆଇଟମ୍‌ ଆପଣ ଘରେ ତିଆରି କରି ଖାଇଥିବେ ନିଶ୍ଚୟ। କିନ୍ତୁ ଆମେ ଆଜି ଆପଣଙ୍କୁ ଏକ ଏଭଳି ଚିକେନ୍‌ ଆଇଟମ୍‌ ବିଷୟରେ କହିବାକୁ ଯାଉଛୁ ଯାହା ଖୁବ୍‌ କମ୍‌ ସମୟରେ ତିଆରି କରିପାରିବେ। ଆଜି ରବିବାରରେ ଘରେ ରାତି ଡିନରରେ ବନାନ୍ତୁ ଗାର୍ଲିକ୍‌ ଚିକେନ୍‌। ଏହା ପାଟିକୁ…

ବିବାହ ପୂର୍ବରୁ କପଲ କାଉନ୍‌ସେଲିଂ ଆବଶ୍ୟକ କି! ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ବିବାହ। ସବୁ ପୁଅଙ୍କ ସ୍ୱପ୍ନ ଥାଏ ପତ୍ନୀ ଭାବେ ତାଙ୍କୁ ଜଣେ ଉତ୍ତମ ଜୀବନସାଥୀ ମିଳୁ, ଯିଏ ସବୁ ସୁଖଦୁଃଖରେ ତାଙ୍କ ସାଥ୍‌ ଦେଉଥିବ। ସେହିଭଳି ସବୁ ଝିଅ ମଧ୍ୟ ସ୍ୱାମୀ ଭାବେ ଜଣେ ଭଲ ପୁଅକୁ ଚାହିଁଥାନ୍ତି, ଯିଏ ତାଙ୍କୁ ଆଜୀବନ ଭଲ ପାଇବ, ସବୁ…