Browsing Category

ଦେଶ ବିଦେଶ

ପ୍ରୟାଗରାଜ: ମାଘ ମେଳାରେ ରଖାଗଲା ଭଗବାନ ରାମଙ୍କ ଭବ୍ୟ ମନ୍ଦିରର ମଡେଲ, ଝଲକ୍‌ ପାଇ ଭାବବିହ୍ଵଳ ହୋଇପଡ଼ୁଛନ୍ତି…

ଅଯୋଧ୍ୟାରେ ପ୍ରସ୍ତୁତ ହେଉଥିବା ଭଗବାନ ରାମଙ୍କ ଭବ୍ୟ ମନ୍ଦିରକୁ ନେଇ ରାମ ଭକ୍ତଙ୍କ ମଧ୍ୟରେ ଖାସ୍‌ ଉତ୍ସୁକତା ରହିଛି। ମନ୍ଦିର କେଉଁ ପ୍ରକାରର ହେବ, ସମ୍ପୂର୍ଣ୍ଣ ନିର୍ମାଣ ହେବା ପରେ କେମିତି ନଜର ଆସିବ, ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କୁ ଉତ୍ତର ପ୍ରଦେଶର ସଙ୍ଗମ ନଗରୀ…

ଉତ୍ତର ପ୍ରଦେଶ: ହାଇକୋର୍ଟଙ୍କ ବଡ଼ ରାୟ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ବିବାହିତଙ୍କ ସମ୍ପର୍କ ‘ଅପରାଧ’, ଏହା…

ଆଲାହାବାଦ ହାଇକୋର୍ଟ ‘ଲିଭ୍‌-ଇନ୍‌ ରିଲେଶନଶିପ’କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ଯଦି କୌଣସି ମହିଳା ଛାଡ଼ପତ୍ର ନ ନେଇ ଅନ୍ୟ ବ୍ୟକ୍ତିଙ୍କ ସହିତ ରହୁଛନ୍ତି, ତା’ହେଲେ ସେ କୋର୍ଟଙ୍କଠାରୁ ସୁରକ୍ଷା ପାଇବାର ହକଦାର ନୁହନ୍ତି। ଏହି କାମ ଆଇପିସି ଧାରା…

୩ ମାସ ପରେ ନଜର ଆସିଲେ ଜ୍ୟାକ୍‌ ମା, ନିଖୋଜ ଥିବା ନେଇ ଜୋର ଧରିଥିଲା ଚର୍ଚ୍ଚା

ଅଲିବାବା ଓ ଆଣ୍ଟ ଗ୍ରୁପ୍‌ର ସହ ସଂସ୍ଥାପକ ଚୀନୀ ଉଦ୍ୟୋଗପତି ଜ୍ୟାକ୍‌ ମା ଦୀର୍ଘ ୩ ମାସ ପରେ ନଜର ଆସିଛନ୍ତି। ବୁଧବାର ଦିନ ଜ୍ୟାକ୍‌ ମା ଏକ ଅନ୍‌ଲାଇନ୍‌ କନ୍‌ଫରେନ୍ସରେ ଶିକ୍ଷକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରୁରାଲ ଏଜୁକେସନ୍‌ର ଉପଲବ୍ଧି ସମ୍ବନ୍ଧୀୟ ଏକ ବାର୍ଷିକ…

ମେଡିକାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା: ଜମାଟ ବାନ୍ଧି ନଷ୍ଟ ହେଲା ଫ୍ରିଜ୍‌ରେ ସାଇତା ହୋଇଥିବା କୋଭିସିଲ୍ଡର ୧୦୦୦…

କରୋନା କାଳରେ ସଞ୍ଜିବନୀ ବୁଟି କୁହାଯାଉଥିବା କୋଭିଡ୍‌ ଭ୍ୟାକ୍‌ସିନ୍‌ର ୧୦୦୦ ଡୋଜ୍‌ ନଷ୍ଟ ହୋଇଛି। ଆସାମର କାଚର ଜିଲ୍ଲାର ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲ(SMCH)ରେ କୋଭିସିଲ୍ଡ ଭ୍ୟାକ୍‌ସିନ୍‌ର ୧୦୦୦ଟି ଡୋଜ୍‌ ଜମାଟ ବାନ୍ଧି ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଷ୍ଟୋରେଜ୍‌ ୟୁନିଟ୍‌ରେ…

ଜଲପାଇଗୁଡି: ଓଲଟିଲା ପଥର ଓଭରଲୋଡିଂ ଟ୍ରକ, ଅକାଳରେ ଚାଲିଗଲା ୧୩ ଜୀବନ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଜଲପାଇଗୁଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୧୩ ଜୀବନ। ଆଉ କିଛି ଲୋକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି…

ସଡ଼କ ସୁରକ୍ଷା ନେଇ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭିଡିଓକୁ ପ୍ରଶଂସା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ,…

ଭୁବନେଶ୍ବର: ସଡ଼କ ସୁରକ୍ଷା ନେଇ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭିଡିଓକୁ ପ୍ରଶଂସା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ସେ ଏହି ଭିଡିଓକୁ ଟ୍ଵିଟ୍‌ କରିଛନ୍ତି । ଏଥିରେ ଲେଖିଛନ୍ତି, ଏହି ଭିଡିଓ ପ୍ରସ୍ତୁତ କରିଥିବା ପିଲାମାନେ କିଏ ଜାଣିନାହିଁ । କିନ୍ତୁ ସେମାନେ ସଡ଼କ ନିରାପତ୍ତାର…

ଆସନ୍ତା କାଲି ଶପଥ ନେବେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌, ଉତ୍ସବକୁ ଆସିବେନି ଟ୍ରମ୍ପ

ନୂଆଦିଲ୍ଲୀ : ଆସନ୍ତା କାଲି ଶପଥ ନେବେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ । ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ନେବେ ଶପଥ। ଶପଥ ଗ୍ରହଣ ଉତ୍ସବ ପାଇଁ କ୍ୟାପିଟଲ ହିଲ୍‌ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ହୋଇଛି। କ୍ୟାପିଟଲ୍‌ ହିଂସାକୁ…

୬ ମାସ ପୂର୍ବରୁ ବିବାହ କରି ଆସିଥିଲେ ବୋହୂ, ଦାବି ଯୈାତୁକ ପୂରଣ ନହେବାରୁ ଧର୍ଷଣ କଲେ ଶ୍ୱଶୁର

ଲକ୍ଷ୍ନୌ : ଯୌନ ନିଶା ଯେତେବେଳେ ଚଢ଼େ ସେତେବେଳେ ସମସ୍ତ ସମ୍ପର୍କର ସମାପ୍ତି ଘଟିଥାଏ । ଦୟା, ଧର୍ମ ଓ ମାନବିକତା ସମାଧି ନେଇଥାଏ ଏହି କୁତ୍ସିତ ନିଶା ପାଖରେ । ଉତ୍ତରପ୍ରଦେଶର ରାମପୁରରେ ଘଟିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା । ଜଣେ ନବବିବାହିତା ବୋହୂକୁ ନିଜର ଶ୍ୱଶୁର ଯୈାତୁକ ନଆଣିଥିବା ଯୋଗୁ…

ସାଂସଦଙ୍କ ପାଇଁ ରିହାତି ଖାଇବା ବନ୍ଦ, ସଂସଦ କ୍ୟାଣ୍ଟିନରେ ଆଉ ମିଳିବନି ସବସିଡି

ସଂସଦ ଭବନ ପରିସରରେ ଥିବା କ୍ୟାଣ୍ଟିନରେ ଏବେ ସାଂସଦମାନଙ୍କୁ ସବ୍‌ସିଡିଯୁକ୍ତ ଖାଦ୍ୟ ମିଳିବ ନାହିଁ। ଲୋକସଭା ବାଚସ୍ପତି ଓମ୍‌ ବିରଲା ମଙ୍ଗଳବାର କହିଛନ୍ତି କି, ସଂସଦ କ୍ୟାଣ୍ଟିନରେ ସାଂସଦମାନଙ୍କ ଭୋଜନରେ ଦିଆଯାଉଥିବା ସବ୍‌ସିଡି ଉପରେ ରୋକ ଲଗାଇ ଦିଆଯାଇଛି। ସଂସଦର ବଜେଟ ଅଧିବେଶନ ୨୯…

ପୁଅକୁ ବାହା ହେବାକୁ ସ୍ୱାମୀକୁ ଛାଡ଼ପତ୍ର ଦେଲେ ମହିଳା, ସୁନ୍ଦର ଦେଖାଯିବାକୁ କରିଛନ୍ତି ପ୍ଲାଷ୍ଟିକ୍‌ ସର୍ଜରୀ

ବର୍ତ୍ତମାନ ଯୁଗ ସହ ସମ୍ପର୍କର ମୂଲ୍ୟ ବି ବଦଳିବାରେ ଲାଗିଛି। ମା’-ପୁଅର ସମ୍ପର୍କକୁ ଦୁନିଆର ସବୁଠୁ ମଜଭୁତ ସମ୍ପର୍କ କୁହାଯାଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଏକ ଏମିତି କାହାଣୀ ଭାଇରାଲ ହେଉଛି, ଯାହା ଶୁଣିବା ପରେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏମିତି ଜଣେ ମହିଳା ଯିଏ ନିଜ ସ୍ୱାମୀଙ୍କୁ…

ପତ୍ନୀଙ୍କ ସହ ଝଗଡ଼ା କରିବା ପରେ ପତି ରାଗରେ ଚାଲିଲେ ୪୫୦ କି.ମି, କହିଲେ ରାଗରେ ଜଣାପଡ଼ିଲା ନାହିଁ

ଝଗଡ଼ା ସମସ୍ତଙ୍କ ଘରେ ଅଛି । କୁହାଯାଏ ପତି -ପତ୍ନୀଙ୍କ ଝଗଡ଼ା ରାତିକ ପାଇଁ । ଅର୍ଥାତ୍‌ ରାତି କଟିଗଲେ ପତି-ପତ୍ନୀଙ୍କ ଝଗଡ଼ା ବି ସରିଯାଇଥାଏ । ହେଲେ ଏମିତି ଏକ ଘଟଣା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ପତି-ପତ୍ନୀଙ୍କର ସାମାନ୍ୟ ଝଗଡ଼ାକୁ ନେଇ ପତି ଜଣକ ରାଗରେ ଚାଲି ଚାଲି ୪୫୦…