Browsing Category

ସ୍ପେଶାଲ

ରେଡ଼ିଓ ମ୍ୟାନ୍ କାଳିପ୍ରସାଦ, ଯାହାଙ୍କ ପାଖରେ ରହିଛି ବିଭିନ୍ନ କମ୍ପାନୀର ୩୦୦ ରୁ ଉର୍ଦ୍ଦ୍ବ ରେଡ଼ିଓ

ସାଲେପୁର(କେନ୍ଯୁଜ୍): ଆଧୁନିକତା ଭିତରେ ହଜିଯାଇଛି ପୂର୍ବରୁ ବ୍ଯବହାର କରୁଥିବା କିଛି ଜିନିଷ । ନୂଆ ଜିନିଷ ସାମ୍ନାରେ ପୁରୁଣା ଜିନିଷର ଗୁରୁତ୍ୱ  କମିଗଲାଣି। ତଥାପି ଏମିତି କିଛି ପୁରୁଣା ଜିନିଷ ରହିଛି ଯାହା ପାଇଁ ଦିନେ ବ୍ୟଗ୍ର ହୋଇଉଠୁଥିଲା ମନ। ଆଉ ସଭିଏଁ ଖୋଜି ବୁଲୁଥିଲେ ସେହି…

ବିବାହରେ ଅଯଥା ଖର୍ଚ୍ଚ ରୋକିବାକୁ ଯାଇ ମାତ୍ର ୫୦୦ଟଙ୍କାରେ ବିବାହ କଲେ ସିଟି ମାଜିଷ୍ଟ୍ରେଟ୍ ଓ ସେନା ଅଫିସର

ସାଧାରଣତଃ ଆମ ସମାଜରେ ଲୋକେ ବାହାଘରକୁ ମନୋରମ ଓ ସ୍ମୃତିମୟ କରିବାକୁ ବହୁତ ଟଙ୍କା ଖର୍ଚ୍ଚ କରି ବହୁତ ଧୂମଧାମରେ କରିଥାନ୍ତି। ଆଉ ଯଦି କିଏ ସରକାରୀ ଅଧିକାରୀ ହୋଇଥାନ୍ତି ସେ ଆହୁରି ଜାକଜକମରେ ବାହାଘର ଆୟୋଜନ କରନ୍ତି। କିନ୍ତୁ ଧାରର ଜଣେ ମହିଳା ଅଧିକାରୀ ବିବାହରେ ଅଯଥା ଖର୍ଚ୍ଚ ରୋକିବାକୁ…

ଆପଣଙ୍କ ଗାଡିର କିଛି ବି ସମସ୍ୟା ପାଇଁ ସରକାରଙ୍କୁ କରନ୍ତୁ ଅଭିଯୋଗ, ଜଲଦି ସମାଧାନ ହେବ ଆପଣଙ୍କ ସମସ୍ୟା

ଗାଡି ମାଲିକଙ୍କୁ ଆଉ ହେବନି ସମସ୍ୟା। କୌଣସି ପ୍ରକାର ଅସୁବିଧାକୁ ନେଇ ଆଉ ଚିନ୍ତା କରିବାକୁ ପଡିବନି। ବାରମ୍ବାର କମ୍ପାନୀର ଚକ୍କର କାଟିବାକୁ ପଡିବନି। କାହିଁକିନା ଏବେ ଆପଣଙ୍କ ଗାଡିର ସବୁ ସମସ୍ୟାର ସମାଧାନ କରିବେ ସରକାର। ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପରିବହନ େଓ୍ଵବସାଇଟରେ…

କରୋନାର ଆଉ ଏକ ଦୁଃଖଦ ହୃଦୟ ବିଦାରକ କାହାଣୀ, ଝିଅର ନିର୍ବନ୍ଧ ଦିନ ଚାଲିଗଲେ ବାପା ମା

ଏବେ ବାସ୍ତବ ଘଟଣା ସବୁ କାହାଣୀରେ ବଦଳି ଯାଉଛି । ଗତ ବର୍ଷ କରୋନାର ପ୍ରଥମ ଲହରରୁ ଅନେକ କଷ୍ଟକର ଓ ଯନ୍ତ୍ରଣାଦାୟକ ପରିସ୍ଥିତିର ସାମନା କରିଛି ମଣିଷ । ସେହିଭଳି ଏଇ ନିକଟରେ ଏମିତି ଏକ ହୃଦୟକୁ ଭିଜାଇ ଦେଲା ଭଳି ମୃତ୍ୟୁ ପାଖରୁ ଦେଖିଛୁ । ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏହି ଘଟଣା କାହାଣୀ…

ପ୍ରତିଶୋଧ ପାଇଁ ମହିଳା ଡାକ୍ତରଙ୍କ ମଥାରେ ସିନ୍ଦୂର ଦେଲା କମ୍ପାଉଣ୍ଡର, ଖବର ହେଲା ଭାଇରାଲ

ବିହାରର ସମସ୍ତିପୁରରୁ ଏକ ଅଜବଧରଣର ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହସ୍ପିଟାଲରେ କମ୍ପାଉଣ୍ଡର ଡାକ୍ତରଙ୍କ ମଥାରେ ସିନ୍ଦୂର ଲଗାଇବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ହସ୍ପିଟାଲର କମ୍ପାଉଣ୍ଡର ଡାକ୍ତରଙ୍କ ମଥାରେ ଜବରଦସ୍ତୀ ଭାବେ…

ଫୋନର ବ୍ୟବହାରକୁ ଦୃଷ୍ଟିରେ ରଖି ଛାତ୍ର ତିଆରି କଲେ “The third Eye”, ଭିଡିଓ ହେଉଛି ଭାଇରାଲ

ଡିଜିଟାଲ ଯୁଗରେ ଆଜିକାଲି ସମସ୍ତେ ସ୍ମାର୍ଟଫୋନକୁ ନେଇ ବ୍ୟସ୍ତ । ଘର ହେଉ କିମ୍ବା ବାହାର ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ହ୍ୟାଣ୍ଡସେଟ ଆପଣ ନିଶ୍ଚିତ ଭାବେ ଦେଖୁଥିବେ । କିନ୍ତୁ ଫୋନର ବହୁଳ ବ୍ୟବହାର ଏବେ ଅନେକଙ୍କ ପାଇଁ କାଳ ମଧ୍ୟ ସାଜୁଛି । ଏଭଳି ପରିସ୍ଥିତିରେ ଅନେକ ହେୟଜ୍ଞାନ ହୋଇ ନିଜ…

ଅଧାରୁ ଚାକିରି ଛାଡ଼ିବା ନିଷ୍ପତ୍ତି ହେଲା ସାକାର, ଅର୍ଗାନିକ ପଦ୍ଧତିରେ ଚାଷ କରି ଏବେ ଚର୍ଚ୍ଚାରେ ରଞ୍ଜନ କୁମାର

ମାହାଙ୍ଗା(କେନ୍ଯୁଜ୍): ଅର୍ଗାନିକ ପଦ୍ଧତିରେ ଚାଷ। କୌଣସି ରାସାୟନିକ ସାର କିମ୍ବା ଔଷଧର ହେଉନି ବ୍ୟବହାର l ରାସାୟନିକ ସାର ବଦଳରେ  ଗଛ ମୂଳରେ ଦିଆଯାଉଛି ଜୀବାମୃତ।  ଏହି ଜୀବାମୃତକୁ ବେସନ, ଗୁଡ଼ , ଆଉ ପାଣି ମିଶାଇ ତାକୁ ଏକ କୁଣ୍ଡରେ ରଖି ଦିନକୁ ୩ ଥର ଘଣ୍ଟା ଯାଉଛି l ଯାହାକୁ ଗଛ ମୂଳରେ…

ନାସାର ଚେତାବନୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଚନ୍ଦ୍ର ହେବ ହଲଚଲ

ଜଳବାୟୁ ପରିବର୍ତ୍ତନ କାରଣରୁ ଚନ୍ଦ୍ରେ ହେବ ହଲଚଲ । ଜଳବାୟୁ ପରିବର୍ତ୍ତନ କାରଣରୁ ପୃଥିବୀର ଅନେକ ସ୍ଥାନରେ ହଠାତ୍ ପାଣିପାଗରେ ପରିବର୍ତ୍ତନ ଆସିଥାଏ। ଯେଉଁ କାରଣରୁ ଅନେକ ଦେଶରେ ବିଶେଷ ବନ୍ୟା ବତ୍ୟା ଭୂକମ୍ପ ପରି ପରିସ୍ଥିତିର ସାମ୍ନା ହୁଅନ୍ତି। ଯଦି ଦେଖିବା ଆମେରିକାରେ ଏଭଳି ପରିସ୍ଥିତି…

ଗୁରୁବାର ଦିନ ଏହି ଗଛର ପୂଜା କରନ୍ତୁ, ଘରେ ବଢିବ ସୁଖସମୃଦ୍ଧି

ଧର୍ମ ତଥା ଜ୍ୟୋତିଷ ଶାସ୍ତ୍ରରେ ଗୁରୁବାରର ଏକ ବିଶେଷ ମହତ୍ତ୍ୱ ରହିଛି । ଏହାକୁ ଦେବଗୁରୁ ବୃହଷ୍ପତ୍ତିଙ୍କ ଦିନ ଭାବରେ ଧରାଯାଏ । ବୃହଷ୍ପତ୍ତିଙ୍କ ସହ ଏହାକୁ ଭଗବାନ ବିଷ୍ଣୁଙ୍କ ଦିନ ମଧ୍ୟ କୁହାଯାଏ । ଦେବଗୁରୁ ବୃହସ୍ପତିଙ୍କୁ ବୃଦ୍ଧି କାରକ କୁହାଯାଏ । ଯେଉଁମାନଙ୍କ ଯାତକରେ ଦେବଗୁରୁଙ୍କ…

ଏହି ସଙ୍କେତ ଆପଣଙ୍କ ପାଇଁ ହୋଇଥାଏ ବେଶ ଶୁଭଦାୟକ, ଜାଣନ୍ତୁ ଫାଇଦା

ପ୍ରକୃତିରେ ଘଟୁଥିବା ସମସ୍ତ ଘଟଣା ପଛରେ କିଛି ନା କିଛି କାରଣ ଲୁଚି ରହିଥାଏ । ଏମିତି ଅନେକ ଲୀଳା ପ୍ରକୃତି ଦ୍ୱାରା ଘଟିଥାଏ ଯାହା ଖୁବ ଅଦ୍ଭୁତ ଓ ଅଶ୍ଚର୍ଯ୍ୟକାରୀ ମଧ୍ୟ । ଏହା ଘଟିବା ପଛରେ ଯେଉଁ କାରଣ ଲୁଚି ରହିଥାଏ, ସେଥିରୁ ଜଣାପଡେ ମନୁଷ୍ୟ ପାଇଁ ଏହା କେତେ ଶୁଭ ଓ କେତେ ଅଶୁଭ ।…

ବୃହସ୍ପତିଙ୍କ ରାଶି ପରିବର୍ତ୍ତନରେ ଜାଣନ୍ତୁ କେଉଁ ରାଶିରେ କ’ଣ ପଡ଼ିବ ପ୍ରଭାବ

ଦେବଗୁରୁ ବୃହସ୍ପତି ୫ ଅପ୍ରେଲ ୨୦୨୧ ମଙ୍ଗଳବାରରେ ରାଶି ପରିବର୍ତ୍ତନ କରିଥିଲେ । ଏହି ସମୟରେ ବୃହସ୍ପତି ମକର ରାଶିରୁ କୁମ୍ଭ ରାଶିକୁ ଗୋଚର ପ୍ରକାରେ ଗତି କରିଥିଲେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ୪ମାସ ରହି ରାଶି ପରିବର୍ତ୍ତନ କରିଥାନ୍ତି । ୨୦ ଜୁନରେ ଗୁରୁ ବୃହସ୍ପତି…