Below header
Browsing Category

ସ୍ପେଶାଲ

ସଫଳତା ପାଇବାର ଚାବିକାଠି, ବଡ଼ଙ୍କୁ ସମ୍ମାନ କରିବା ଭିତରେ ଲୁଚି ରହିଛି ଉନ୍ନତିର ରାଜ

ସଫଳତାର ଚାବିକାଠି ନଥାଏ ବାହାରେ । ନିଜ ଭିତରେ ପାଇ ପାରିବେ ଏହି ସଫଳତାର ମନ୍ତ୍ର । ବରିଷ୍ଠ ବା ବୟସ୍କଙ୍କ ପ୍ରତି ଅନୁଶାସନ ବା ଆଜ୍ଞାକାରୀ ହେବା ଓ ସମ୍ମାନ ଭାବ ବ୍ୟକ୍ତିକୁ ସଫଳତା ଦେଇଥାଏ । ଆଜିକାଲି ସମସ୍ତେ ସଫଳତା ପାଇବାକୁ ଚାହାଁନ୍ତି । ହେଲେ ଏହାକୁ ପାଇବାକୁ ହେଲେ ଆପଣଙ୍କୁ…

୫ ହଜାର କୋଟି ଟଙ୍କା ମୂଲ୍ୟର ମହଲରେ ରୁହନ୍ତି ଅନୀଲ-ଟିନା ଅମ୍ବାନୀ,ଦେଖନ୍ତୁ କ’ଣ ରହିଛି ଏଥିରେ

ଦେଶର କୋଟିପତି ବ୍ୟବସାୟୀଙ୍କ ମଧ୍ୟରେ ଅମ୍ବାନି ପରିବାରଙ୍କ ନାମ ଆସେ । ମୁକେଶ ଅମ୍ବାନୀ ଦୁନିଆର ଧନୀକ ବ୍ୟବସାୟୀଙ୍କ ଗଣନାରେ ଆସନ୍ତି । ମୁକେଶ ଅମ୍ବାନୀ ମୁମ୍ବାଇର ଯେଉଁ ଆଲିସାନ ବଙ୍ଗଳାରେ ରୁହନ୍ତି ତାର ନାମ ଏଣ୍ଟିଲିଆ । ମୁକେଶଙ୍କ ଭାଇ ଅନୀଲ ଅମ୍ବାନୀ ଯେଉଁ ଘରେ ରୁହନ୍ତି ଏହାର ଦାମ୍‌…

ଜଙ୍ଗଲରୁ ବାହାରି ଆସି ଭୋକ ଲାଗିବାରୁ ହେଲମେଟ୍ ଖାଇଗଲା ହାତୀ, ଦେଖନ୍ତୁ ଭିଡିଓ

ଜୀବଜନ୍ତୁମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଆପଣ ନିଶ୍ଚିତ ଦେଖିଥିବେ। କେଉଁ ଦିନ କୁକୁର ତ, ଆଉ କେଉଁ ଦିନ ହାତୀ, ଆଉ କେତେ ବେଳେ ବାଘ। ଏବେ ଏମିତି ଏକ ଭିଡିଓ ଭାଇରଲ ହୋଇଛି। ଯେଉଁଥିରେ ହାତୀଟି ଜଙ୍ଗଲରୁ ବାହାରି ଆସିଛି ସତ, କିନ୍ତୁ ଭୋକ ବିକଳରେ ଏପଟ ସେପଟ ହେଉଛି।…

ଦୀର୍ଘକାଳୀନ ସମ୍ପର୍କ ପାଇଁ ଏହି ୪ ରାଶିର ବ୍ୟକ୍ତି ଅଟନ୍ତି ଉପଯୁକ୍ତ, ଜାଣନ୍ତୁ କେମିତି

ସମ୍ପର୍କ ବିନା ମଣିଷର ଅସ୍ତିତ୍ତ୍ୱ ନାହିଁ । ମଣିଷ ଜୀବନରେ ସମ୍ପର୍କ ହେଉଛି ଏକ ଅବିଭକ୍ତ ଅଙ୍ଗ । । ବେଳେ ବେଳେ ସମ୍ପର୍କ ଅଳ୍ପ ଦିନରେ ଭାଙ୍ଗିଯାଏ । କେମିତି ଜାଣିବେ କାହା ସହ ସମ୍ପର୍କ ରଖିଲେ ଏହା ଦୀର୍ଘକାଳୀନ ହେବ ନା ଅଳ୍ପ ଦିନରେ ଭାଙ୍ଗିଯିବ । ପ୍ରତ୍ୟେକ ରାଶିର ଲୋକଙ୍କ କିଛି ବିଶେଷ…

ବିଦେଶ ଯିବା ଇଚ୍ଛା ହୋଇଯାଏ ପୂର୍ଣ୍ଣ, ଯଦି ଏଠାରେ ପ୍ରସାଦ ରୂପରେ ଚଢ଼ାଯାଏ ଉଡା ଜାହାଜ

ଭାରତରେ ଦେବାଦେବୀଙ୍କ ବହୁତ ମନ୍ଦିର ରହିଛି । ପ୍ରତ୍ୟେକ ମନ୍ଦିର ଭିତରେ ଲୁଚି ରହିଛି ଅନେକ ଅଦ୍ଭୁତ କାହାଣୀ । ଏମିତି ବି ମନ୍ଦିର ରହିଛି ଯେଉଁଠି ମନସ୍କାମନା ପୂର୍ଣ୍ଣ କରିବା ପାଇଁ କିଛି ସ୍ୱତନ୍ତ୍ର ପୂଜା ବିଧି ରହିଛି । ଏମିତି ଏକ ଧର୍ମ ପୀଠ ରହିଛି ପଞ୍ଜାବର ଜଳନ୍ଧର ଜିଲ୍ଲାରେ । ଏଠାରେ…

କରୋନା ଭ୍ୟାକ୍ସିନ ଲଗାଉ ଲଗାଉ ବେହୋସ ହୋଇଗଲେ ବ୍ୟକ୍ତି, ଟିକାକରଣ କେନ୍ଦ୍ରରେ ଭୟରେ ଥରିଲେ ଲୋକେ

କରୋନା ଯୋଗୁ ଏବେ ସାରା ବିଶ୍ୱରେ ଟିକାକରଣ ଅଭିଯାନ ଚାଲିଛି। ଲୋକେ ଯେତେ ଜଲଦି ଟିକା ନେଇ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। କିନ୍ତୁ ଆମ ଭିତରେ ବି ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଟିକା ନେବାକୁ ଡରିଥାନ୍ତି। ସୋସିଆଲ ମିଡିଆରେ ଏବେ ଏଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଖୁବ ଭାଇରଲ…

ଆହତ ପକ୍ଷୀକୁ ନୂଆ ଜୀବନ ଦେଲେ ବ୍ୟକ୍ତି, ମୁହଁରୁ ନିଃଶ୍ବାସ ଦେବାରେ ଏମିତି କରିଥିଲେ ଚେଷ୍ଟା, ଦେଖନ୍ତୁ ଭାବୁକ…

ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ପଶୁପକ୍ଷୀଙ୍କ ପ୍ରତି ଅଧିକ ଭଲ ପାଇବା ରହିଛି। ଏବେ ଟ୍ୱିଟରରେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖି ଯେ କେହି ଭାବୁକ ହୋଇଯିବ। ଆଇଏଫଏସ ଅଫିସର ସନ୍ଦୀପ ତ୍ରିପାଠୀ ଏହି ଭିଡିଓକୁ ସେୟାର କରିଛନ୍ତି। ଏହି ଭାଇରଲ ଭିଡିଓରେ ଦେଖିବାକୁ ମିଳୁଛି କି,…

ଅଜବ ଧରଣର ଆଡମିଶନ ପ୍ରକ୍ରିୟାକୁ ନେଇ ଚୀନର ନାନଜିଙ୍ଗ ୟୁନିଭର୍ସିଟିକୁ ଲୋକେ କଲେ ନିନ୍ଦା

ଚୀନର ଏକ ଟପ ୟୁନିଭର୍ସିଟିରୁ ବିବାଦୀୟ ଖବର ସାମ୍ନାକୁ ଆସିଛି । ଏହି ୟୁନିଭର୍ସିଟିରେ ପଢ଼ିବା ପାଇଁ ଏକ ଅଜବ ପ୍ରକାରର ବିଜ୍ଞାପନ ଦିଆଯାଇଛି। ଯାହାକୁ ନେଇ ଏବେ ଚାରିଆଡେ ନିନ୍ଦା କରାଯାଉଛି । ତେବେ ଚାଲନ୍ତୁ ଜାଣିବା ପ୍ରକୃତ ଘଟଣା ସର୍ମ୍ପର୍କରେ । ଚୀନର ନାନଜିଙ୍ଗ ନାମକ ୟୁନିର୍ଭସିଟିରୁ…

୧୫ ମାସରେ ୫୦୦ କିମି ଚାଲି ଥକିଗଲେ ହାତୀପଲ, ଶେଷରେ ଶୋଇବା ଫଟୋ ହେଲା ଭାଇରାଲ

ସୋସିଆଲ ମିଡିଆରେ ଏବେ ହାତିପଲଙ୍କ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଚୀନର । ଚୀନରେ ହାତୀ ପଲ ଦୀର୍ଘ ୧୫ ମାସ ହେବ ୫୦୦ କିମି ପର୍ଯ୍ୟନ୍ତ ଚାଲୁଥିଲେ । କିନ୍ତୁ ଅଧିକ ବର୍ଷା ହେବା କାରଣରୁ ଏମାନଙ୍କ ଯାତ୍ରା ବାଧା ପ୍ରାପ୍ତ ହୋଇଥିଲା । ଶେଷରେ ଏମାନେ ଜିୟାଙ୍ଗ ଜିଲ୍ଲା ପାଖରେ…

ସମୁଦ୍ର ଭିତରେ ଟନ ଟନ ମାଟି ପକାଇ ନିର୍ମାଣ ହେବାକୁ ଯାଉଛି ନୂତନ ସହର

ପୃଥିବୀର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜୀବନ ଖୋଜୁଥିବାବେଳେ ଗୋଟିଏ ଦେଶ ନିଜେ ସମୁଦ୍ରରେ ମାଟି ପକାଇ ଏକ ନୂତନ ସହର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। କଥାଟି ଅସମ୍ଭବ ଲାଗୁଥିଲେ ବି ସତ । ଲକ୍ଷ ଲକ୍ଷ ଟନର ମାଟି ପକାଇ ଗଢ଼ାଯିବ ନୂଆ ସହର । ଏହି ସହରରେ ୩୫ ହଜାର ଲୋକ ବାସ…

ବିଜୁଳି ତାର ଖୁଣ୍ଟିରେ ଫସିଲା ଭାଲୁ, ପୋଷ୍ଟ ହେଲା ଭାଇରାଲ

ଆମେରିକାର ଏରିଜୋନାରେ ଏକ ଜଙ୍ଗଲୀ ଭାଲୁ ଇଲେକଟ୍ରି ଖୁଣ୍ଟ ଉପରେ ଚଢ଼ିିଯିବାର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରେ ବିଜୁଳି ତାରରେ ଫସିଯାଇଥିଲା । ଗତ ସୋମବାର ଏହି ଘଟଣା ଘଟିଥିଲା । ଚାଲନ୍ତୁ ଜାଣିବା ପ୍ରକୃତ ଘଟଣା । ସୂଚନା ମୁତାବିକ, ଗତ ସୋମବାର ଭାଲୁ Willcox…