Browsing Category

ସ୍ପେଶାଲ

ଜବ ଇଣ୍ଟରଭ୍ୟୁ ପୂର୍ବରୁ ମହିଳା ଲଗାଇଲେ ଫେସ ମାସ୍କ, ଚେହେରା ହୋଇଗଲା ସବୁଜ, କୌଣସି ବି ପରିସ୍ଥିତିରେ ରଙ୍ଗ ନ ହଟିବାରୁ…

ଯେତେବେଳେ ବି ଆପଣ କୌଣସି ଇଣ୍ଟରଭ୍ୟୁକୁ ଯାଆନ୍ତି, ତ ନିଜ ଚେହେରା ପ୍ରତି ବିଶେଷ ଧ୍ୟାନ ରଖନ୍ତି। ତାହା ଅନଲାଇନ ମିଟିଂ ହେଉ ବି ଫେସ ଟୁ ଫେସ। ଆପଣଙ୍କୁ ସେଠି ଜବ ମିଳୁ କି ନ ମିଳୁ, ସେହି ଦିନକୁ ଆପଣ ବହୁତ ବଡ଼ ଦିନ ବୋଲି ମାନିଥାନ୍ତି। ହେଲେ ଏଠି ଜଣେ ମହିଳାଙ୍କୁ ଏକ ଅଜବ ଘଟଣାର ସାମ୍ନା…

ଦୁନିଆର ସବୁଠାରୁ ଘାତକ ‘ବୁଲଡଗ’ ପିମ୍ପୁଡ଼ି! ଦାନ୍ତରେ ରହିଛି ଏମିତି ବିଷ, ୧୫ ମିନିଟ ଭିତରେ ହିଁ…

କ'ଣ ଆପଣ କେବେ ଶୁଣିଛନ୍ତି ଏମିତି ଭୟଙ୍କର ପିମ୍ପୁଡ଼ି ବିଷୟରେ, ଯିଏ କାମୁଡ଼ି ଦେଲେ ମଣିଷର ମୃତ୍ୟୁ ହୋଇଯାଏ? ଏହା କୌଣସି ଗୁଜବ ନୁହେଁ, ବରଂ ସତ। ଏତିକି ନୁହେଁ, ଏହି ପିମ୍ପୁଡ଼ି ନାଁରେ ଗିନିଜ ୱାର୍ଲଡ ରେକର୍ଡ ମଧ୍ୟ ଅଛି। ଦୁନିଆର ସବୁଠାରୁ ଭୟଙ୍କର ପିମ୍ପୁଡ଼ିର ନାଁ ବୁଲଡଗ ପିମ୍ପୁଡ଼ି,…

‘ବନ୍ଦର କ୍ୟା ଜାନେ ଅଦରକ କା ସ୍ୱାଦ’, ଅଦାକୁ ଖାଇ ମାଙ୍କଡ କେମିତି ରିଆକସନ୍‌ ଦେଲା ଭିଡିଓରେ ଦେଖନ୍ତୁ

ହିନ୍ଦୀରେ ଗୋଟେ ଲୋକ କଥା ରହିଛି ‘ବନ୍ଦର କ୍ୟା ଜାନେ ଅଦରକ କା ସ୍ୱାଦ’। ଏହାର ଓଡିଆ ଅର୍ଥ ହେଉଛି ଅଜ୍ଞାନୀ ବ୍ୟକ୍ତି ଗୁଣବାନ ବସ୍ତୁର ଯତ୍ନ କରିବା ଜାଣିନି। କୁହାଯାଏ ଯେ ଯେତେବେଳେ ବି କୌଣସି ଅଜ୍ଞାନୀ ବ୍ୟକ୍ତିଙ୍କୁ ଗୁଣବାନ ବସ୍ତୁ ଦିଆଯାଏ, ତାହେଲେ ସେ ସେହି ବସ୍ତୁର ଗୁଣ ଚିହ୍ନି ପାରେନି…

ରୁଦ୍ରାକ୍ଷ ପିନ୍ଧିବାକୁ ଚାହୁଁଛନ୍ତି କି ତାହେଲେ ନିଶ୍ଚୟ ଜାଣନ୍ତୁ କଣ କରିବେ, ନଚେତ ପଡିବ ଓଲଟା ଫଳ

ଯଦି ଆପଣ ରୁଦ୍ରାକ୍ଷ ଧାରଣ କରିବାକୁ ଚାହୁଁଛନ୍ତି ତାହେଲେ ଏହି ବିଧି ଅନୁଯାୟୀ ଧାରଣ କରନ୍ତୁ | ରୁଦ୍ରାକ୍ଷ ସୋମବାର ଦିନ ଧାରଣ କରିବା ଉଚିତ | ରୁଦ୍ରାକ୍ଷ ସୋମବାର ଦିନ କିଣିବା ଉଚିତ | ସୋମବାର ଛଡା ଅନ୍ୟ ଶୁଭ ଲଗ୍ନରେ ମଧ୍ୟ ରୁଦ୍ରାକ୍ଷ ଧାରଣ କରାଯାଇପାରିବ | ରୁଦ୍ରାକ୍ଷ କିଣିବା ପରେ…

ନିଜ ନାମର ଯଥାର୍ଥତାକୁ ପ୍ରମାଣିତ କଲେ ସୂର୍ଯ୍ୟପ୍ରକାଶ, କୋରାପୁଟର ଏହି ସୁନା ପୁଅ ମହାକାଶ ବିଜ୍ଞାନରେ କରିବେ ଗବେଷଣା

କୋରାପୁଟ: କୋରାପୁଟ ପୁଅ କରିବେ ମହାକାଶ ବିଜ୍ଞାନରେ ଗବେଷଣା । କୃଷି ଓ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଗବେଷଣା କରିବାକୁ ସ୍ବପ୍ନ ଦେଖୁଛନ୍ତି । ଇଣ୍ଡିଆନ ଇଷ୍ଟିଟ୍ୟୁଟ ଅଫ ସ୍ପେସ ଏଣ୍ଡ ଟେକ୍ନୋଲୋଜି ଭଳି ଅନୁଷ୍ଠାନରେ ନାମ ଲେଖାଇ ବେଶ ଖୁସି ଅଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ମେଧାବୀ…

ଅକ୍ସିଜେନ ଲାଗିଲା ପରେ ବି ସିଗାରେଟ୍ ନିଶା ଛାଡ଼ୁନି ମଉସାଙ୍କର, ଦେଖନ୍ତୁ କେମିତି ଜୀବନ ବଞ୍ଚାଇବା ସହ କରୁଛନ୍ତି…

ଏବେ ସାରା ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି କରୋନା। ଦ୍ଵିତୀୟ ଲହରରେ ଅଧିକ ସଂକ୍ରମଣ ହେଉଛି। ଫଳରେ ଲୋକଙ୍କ ଅକ୍ସିଜେନ ଲେବଲ କମିଯାଉଛି ଓ ଅକ୍ସିଜେନ ମାସ୍କ ଲଗାଇବା ଏକ ପ୍ରକାର ବାଧ୍ୟତାମୂଳକ ହୋଇଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଅକ୍ସିଜେନକୁ ନେଇ ଏକ ଏଭଳି ଭିଡିଓ…

ପୁଅ ପାଇଁ ଫ୍ରାଏଡ ଚିକେନ୍ ମଗାଇଥିଲେ ମହିଳା, ଖାଇବା ପୂର୍ବରୁ ଖୋଲିଗଲା ରାଜ, ଦେଖନ୍ତୁ ଆଶ୍ଚର୍ଯ୍ୟ କଲା ଭଳି Video

ବାହାରୁ ଖାଦ୍ୟ ମଗାଇବା ଆଜିକାଲି ବହୁତ ସାଧାରଣ କଥା ହୋଇଗଲାଣି। ଏମିତି ଅନେକ ଆପ୍ସ ଏବଂ ୱେବସାଇଟ ରହିଛି, ଯାହା ସାହଯ୍ୟରେ ଡିସକାଉଣ୍ଟରେ ଖାଦ୍ୟ ଅର୍ଡର କରାଯାଇ ପାରିବ। ଫିଲିପାଇନ୍ସର ଜଣେ ମହିଳାଙ୍କ ଭିଡିଓ ଏବେ ଖୁବ ଭାଇରଲ ହେଉଛି, ଯେଉଁଠି ତାଙ୍କ ସହିତ ଏକ ଅଜବ ଘଟଣା ଘଟିଛି। Alique…

ସୋମ ପ୍ରଦୋଷ ବ୍ରତ : ୭ ଓ ୮ ଜୁନ ଭଗବାନ ଶିବଙ୍କ ପୂଜା ପାଇଁ ବିଶେଷ ମୁହୂର୍ତ୍ତ, ଶିବ ଶଙ୍କର ହେବେ ପ୍ରଶନ୍ନ

ଆସନ୍ତା ସୋମବାର ଅର୍ଥାତ ଜୁନ ୭ ତାରିଖ ପଡ଼ୁଛି ସୋମ ପ୍ରଦୋଷ ବ୍ରତ । ଏହାର ଠିକ୍‌ ପରଦିନ ଅର୍ଥାତ ମଙ୍ଗଳବାର ଜୁନ ୮ ତାରିଖ ମାସିକ ଶିବରାତ୍ରି ପଡ଼ୁଛି । ତେଣୁ ଲଗାତାର ଏହି ଦୁଇ ଦିନ ଭଗବାନ ଶିବଙ୍କ ପୂଜା ପାଇଁ ବିଶେଷ ଯୋଗ ବନୁଛି । ଏହି ସମୟରେ ପୂଜା କଲେ ଶିବ ଶଙ୍କର ପ୍ରଶନ୍ନ ହେବା ସହ…

ବୟସ ୨୩, କିନ୍ତୁ ମହିଳା ୨୧ ଛୁଆର ମାଆ! ୧୦୫ ଛୁଆ ଜନ୍ମ କରିବାର ଘାରିଛି ନିଶା

ରୁଷରେ ଏମିତି ଜଣେ ଦମ୍ପତି ଅଛନ୍ତି, ଯାହାଙ୍କୁ ଅଧିକରୁ ଅଧିକ ଛୁଆ ଜନ୍ମ କରିବାର ନିଶା ଘାରିଛି। ବର୍ତ୍ତମାନ ତାଙ୍କର ୨୧ ଛୁଆ ଅଛନ୍ତି ଏବଂ ଆହୁରି ଛୁଆ ଜନ୍ମ କରିବାକୁ ଇଚ୍ଛା ରଖିଛନ୍ତି। ୫୬ ବର୍ଷୀୟ ସ୍ୱାମୀ ଚାହୁଁଛନ୍ତି କି, ସେମାନଙ୍କର ମୋଟ ୧୦୫ ଛୁଆ ହୁଅନ୍ତୁ। ମେକ୍ସିକୋରେ ରହୁଥିବା…

ବିଶ୍ୱର ସବୁ ହ୍ରଦରୁ କମୁଛି ଅମ୍ଳଜାନ, ଜଳଜୀବ ଓ ମାନବ ସମାଜ ପ୍ରତି ସୃଷ୍ଟି ହେବ ବଡ଼ ବିପଦ

ପୃଥିବୀ ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ । ବିଶ୍ୱର ବିଭିନ୍ନ ହ୍ରଦରେ କମିବାରେ ଲାଗିଛି ଅମ୍ଳଜାନ ବା ଅକ୍ସିଜେନ୍‌ର ସ୍ତର । ଯାହା ଏଥିରେ ରହୁଥିବା ଜଳଜୀବଙ୍କ ବିନାଶର କାରଣ ସାଜି ପାରେ । ତେବେ ଏସବୁ ଶୁଣା କଥା କି ଗୁଜବ ନୁହେଁ । ବିଶେଷଜ୍ଞମାନେ ଗବେଷଣା କରି ଏହି ସୂଚନା ଦେଇଛନ୍ତି ।…

ଜୁନ ୧୦ ରେ ସୂର୍ଯ୍ୟ ପରାଗ: ଏହି ରାଶି ଉପରେ ପଡ଼ିବ ଅଶୁଭ ପ୍ରଭାବ, ଏବେଠୁ ରୁହନ୍ତୁ ସାବଧାନ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ପଡୁଛି ଜୁନ ୧୦ ଗୁରୁବାର ଦିନ। ଏହି ଦିନ ସଧବାଙ୍କ ପର୍ବ ସାବିତ୍ରୀ ମଧ୍ୟ। ଜ୍ୟୋତିଷ ବିଜ୍ଞାନ ଅନୁସାରେ, ସୂର୍ଯ୍ୟ ପରାଗର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଚଳିତ ଥରର ସୂର୍ଯ୍ୟ ପରାଗ କେଉଁ ରାଶି ଉପରେ…