Browsing Category

ସ୍ପେଶାଲ

କେବେ ପଡୁଛି ଶନି ଜୟନ୍ତୀ, ଜାଣନ୍ତୁ ଶନିଦେବ ସହିତ ଜଡିତ କିଛି ବିଶେଷ କଥା 

ପ୍ରତି ବର୍ଷ ଶନି ଜୟନ୍ତୀ ଜ୍ୟେଷ୍ଠ ଅମାବାସ୍ୟାରେ ପାଳନ କରାଯାଏ । ଚଳିତ ବର୍ଷ ଶନି ଜୟନ୍ତୀ ଆସନ୍ତାକାଲି ଅର୍ଥାତ୍ ଜୁନ ୧୦ ରେ ପାଳନ କରାଯିବ। ଏହା ସହିତ ସାବିତ୍ରୀ ଉପବାସ ଏବଂ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ମଧ୍ୟ ଏହି ଦିନ ହେବାକୁ ଯାଉଛି ।  ଶନି ଦେବ ସୂର୍ଯ୍ୟଦେବଙ୍କ ପୁତ୍ର, କିନ୍ତୁ…

ଗୁରୁବାର ଭୁଲ୍‌ରେ ବି ଏହି ବସ୍ତୁ କରନ୍ତୁ ନାହିଁ ଦାନ, ନହେଲେ ହୋଇଯିବ ଅନର୍ଥ

ଗୁରୁବାରକୁ ଭଗବାନ ବିଷ୍ଣୁଙ୍କର ଦିନ ବୋଲି ମନାଯାଏ । ଏହି ଦିନ ତାଙ୍କର ପୂଜା କରି ଦାନ ପୁଣ୍ୟ କରାଯାଏ । ଏମିତି କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ସୁଖ-ସମୃଦ୍ଧି ଏବଂ ଧନ ବୃଦ୍ଧି ହୋଇଥାଏ । ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଅତି ପ୍ରଶନ୍ନ ହୋଇଥାନ୍ତି…

ଆମେରିକା ରାସ୍ତା କଡରେ ବସି ‘ହରେ ରାମ ହରେ କୃଷ୍ଣ’ ଜପିବାରେ ଲାଗିଛନ୍ତି ଭକ୍ତ, ହୃଦୟକୁ ଛୁଇଁଗଲା ଏହି…

ଭାରତବର୍ଷରେ ଭଗବାନ ଶ୍ରୀକୃଷ୍ଣଙ୍କର ଅନେକ ଭକ୍ତ ଅଛନ୍ତି। ଦେଶର ପ୍ରତି ରାଜ୍ୟ ଏବଂ ସହରରେ ଇସ୍କନ ମନ୍ଦିର ଅଛି, ଯେଉଁଠି ଲକ୍ଷ ଲକ୍ଷ ଭକ୍ତ ଦିନରାତି, ସକାଳେ ସନ୍ଧ୍ୟାରେ 'ହରେ ରାମ, ହରେ କୃଷ୍ଣ' ଜପ କରିଥାନ୍ତି। ଇସ୍କନ ମନ୍ଦିର କେବଳ ଭାରତରେ ନୁହେଁ, ବରଂ ଦୁନିଆର ବିଭିନ୍ନ ଦେଶରେ ମଧ୍ୟ…

ଟିଭି ଷ୍ଟାର ପାଳିତ କୁକୁରକୁ ପିଆଇଲେ ନିଜ ବ୍ରେଷ୍ଟ ମିଲ୍କ, ଦୁଇବର୍ଷ ଧରି ଷ୍ଟୋର କରି ରଖିଥିଲେ ଫ୍ରିଜରେ! ଜାଣନ୍ତୁ…

ଆମେରିକା ରିୟାଲିଟି ଟିଭି ଷ୍ଟାର ଜିଲ ଡିଲାର୍ଡ ସୋସିଆଲ ମିଡିଆରେ ଏମିତି ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଫ୍ୟାନମାନେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଏହି ପୋଷ୍ଟରେ ଦେଖିବାକୁ ମିଳୁଛି କି, ତାଙ୍କ ପାଳିତ କୁକୁର କ୍ଷୀର ପିଉଛି। ଏଥିରେ ଜିଲ କ୍ୟାପସନ ଲେଖିଛନ୍ତି, 'ମୁଁ ଆଜି ନିଜ…

ଖବରକାଗଜରେ ଅଜବ ମ୍ୟାଟ୍ରିମୋନିଆଲ ବିଜ୍ଞାପନ ଦେଲେ ଯୁବତୀ, ‘ମୋତେ କେବଳ ହିଁ ଦରକାର କୋଭିସିଲ୍ଡ ଭ୍ୟାକ୍ସିନର…

କରୋନା କାଳରେ ସାରା ଦେଶରେ ଏବେ ଅଜବ ଘଟଣା ସବୁ ଦେଖିବାକୁ ମିଳୁଛି, ଯାହା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଚିନ୍ତାରେ ପଡ଼ିଯିବେ। ବିବାହ ପାଇଁ ଖବରକାଗଜରେ ମ୍ୟାଟ୍ରିମୋନିଆଲ ବିଜ୍ଞାପନ ତ ଆପଣ ନିଶ୍ଚୟ ଦେଖିଥିବେ। କିନ୍ତୁ ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବତୀ…

୨୮ ସ୍ତ୍ରୀ, ୧୩୫ ପୁଅଝିଅ ଓ ୧୨୬ ନାତି ନାତୁଣୀଙ୍କ ସାମ୍ନାରେ ବ୍ୟକ୍ତି କଲେ ଏମିତି କାମ, ଲୋକେ ହୋଇଗଲେ ଲଜ୍ଜିତ!

ରାଜା ମହାରାଜାଙ୍କ ସମୟରେ ଜଣେ ଏକାଧିକ ବିବାହ କରୁଥିବା ଆପଣ କୌଣସି ପୌରାଣିକ କଥାବସ୍ତୁରେ ପଢ଼ିଥିବେ ଅବା ଶୁଣିଥିବେ। କିନ୍ତୁ ଏହି ଏକବିଂଶ ଶତାବ୍ଦୀରେ ଯଦି ବାସ୍ତବରେ କେହି ବ୍ୟକ୍ତି ୨୮ ପତ୍ନୀ ଥିବା ସତ୍ତ୍ୱେ ୩୭ତମ ବିବାହ କରିବାକୁ ଯାଆନ୍ତି, ତ ଆପଣ କ'ଣ କହିବେ? ଏମିତି ହିଁ ଏକ ବିବାହର…

Parle-G ବିସ୍କୁଟରେ ଭାତ ଷ୍ଟଫିଙ୍ଗର ଏହି ଫଟୋ ସୋସିଆଲ ମିଡିଆରେ ଭାଇରଲ, ଲୋକେ ଦେଉଛନ୍ତି ଏମିତି ପ୍ରତିକ୍ରିୟା

ଖାଦ୍ୟପେୟ ପ୍ରତି ଝୁଙ୍କ ରଖୁଥିବା ଲୋକେ ବେଳେ ବେଳେ ଏମିତି କିଛି ଏକ୍ସପେରିମେଣ୍ଟ କରି ବସନ୍ତି, ଯାହାକୁ କେହି ଅନୁମାନ ସୁଦ୍ଧା କରିପାରନ୍ତି ନାହିଁ। ଏବେ ସୋସିଆଲ ମିଡିଆରେ ଏମିତି ହିଁ ଏକ ଫଟୋ ଖୁବ ଭାଇରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଦୁଇଟି ପାର୍ଲେ-ଜୀ ବିସ୍କୁଟ ଭିତରେ ଭାତ ରଖି…

ଆମ୍ବର ମଲ୍ଲିକା ‘ନୁରଜାହାଁ’, ଯାହାର ଗୋଟେ ଆମ୍ବର ଦାମ୍ ୧୦୦୦ ଟଙ୍କା

ଗରମ ଆରମ୍ଭ ହୋଇଯିବା ପରେ ବଜାରରେ ସବୁ ପ୍ରକାର ଆମ୍ବର ସମ୍ଭାର ଲାଗିଲାଣି । ଗ୍ରାହକଙ୍କ ଚାହିଦା ମୂତାବକ ବଜାରରେ ଭଳିକି ଭଳି ନୂଆ ରକମର ଆମ୍ବ ମଧ୍ୟ ବିକ୍ରି କରୁଛନ୍ତି ଦୋକାନୀ । ଯେହେତୁ ଆମ୍ବ କେବଳ ଖରା ସିଜିନରେ ଆସିଥାଏ ଓ ଲୋକଙ୍କ ଚାହିଦା ଥାଏ ସେଥିପାଇଁ ଆମ୍ବକୁ ଫଳମାନଙ୍କ ରାଜା ବୋଲି…

ବ୍ରେନ ଟ୍ଯୁମର ପ୍ରାରମ୍ଭିକ ଲକ୍ଷଣ କ’ଣ, ଆପଣ ଜାଣନ୍ତି କି ?

ପ୍ରତିବର୍ଷ ଜୁନ ୮ ତାରିଖ ଦିନକୁ ୱାଲର୍ଡ ବ୍ରେନ ଟ୍ଯୁମର ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଟ୍ଯୁମର ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା କରିବା ପ୍ରଥମ ପ୍ରୟାସ ହୋଇଥାଏ। ଏହି ରୋଗ ମସ୍ତିଷ୍କର କୋଷିକାଗୁଡିକ ଅନିୟନ୍ତ୍ରିତ ଭାବେ ବଢିବାରୁ ଲୋକିଥାଏ। ଏମିତି ଲୋକଙ୍କର ଅନେକ ସମସ୍ଯା…

ପ୍ରେମିକାର ବିବାହ ଆଉ କାହା ସହ ହେଉଥିବାରୁ ଶାଢ଼ୀ ପିନ୍ଧି ପହଞ୍ଚିଗଲା ପ୍ରେମିକ, କିନ୍ତୁ ସମସ୍ତଙ୍କ ସାମ୍ନାରେ ଧରାପଡ଼ି…

ପ୍ରେମ ଅନ୍ଧ ହୋଇଥାଏ। ନିଜ ପ୍ରେମକୁ ପାଇବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ବର୍ତ୍ତମାନ ସମୟରେ ପ୍ରେମିକମାନେ ବହୁତ ଅଜବ କାମ ବି କରୁଛନ୍ତି ଯାହା ପାଇଁ ପରେ ତାଙ୍କୁ ହଟହଟା ହେବାକୁ ପଡୁଛି। ଏଭଳି ଏକ ମାମଲା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଭଦୋହୀଠାରେ। ଏଠାରେ ଏକ…

କୌଣସି ବି କାର୍ଯ୍ୟ ସିଦ୍ଧି କରିବାକୁ ଚାହୁଁଥିଲେ, ଶନିବାର କିମ୍ବା ମଙ୍ଗଳବାର ଦିନ ପଢ଼ି ନିଅନ୍ତୁ ଏହି ପଂକ୍ତି

ଆଜିକାଲିର ପ୍ରତିଯୋଗୀତାମୂଳକ ସମୟରେ ସମସ୍ତେ ଚାହାଁନ୍ତି ନିଜର କାମ କିପରି ସିଦ୍ଧ ହେବ । ସଫଳ ହେବାକୁ ସମସ୍ତେ ଚାହାଁନ୍ତି । ତେଣୁ ଆଜି ଆମେ ଏପରି କିଛି ମନ୍ତ୍ର ନେଇ ଆସିଛୁ ଯାହାକୁ ପଢ଼ିବା ମାତ୍ରେ ସିଦ୍ଧ ହେବ ଆପଣଙ୍କ ସମସ୍ତ କାର୍ଯ୍ୟ । ଏହି ଚାଳିସାକୁ ପଢ଼ୁଥିବା ବ୍ୟକ୍ତିଙ୍କ ମନରେ ସାହସ,…