Below header
Browsing Category

ସ୍ପେଶାଲ

ମୃତକଙ୍କର ମଧ୍ୟ ରହିଛି ଅଧିକାର, କରୋନା ସମୟରେ ଜୋରଦାର ହୋଇଛି ଏହି ମାମଲା

ନୂଆଦିଲ୍ଲୀ : କରୋନା କାଳରେ ଲଗାତାର ମୃତକଙ୍କ ସହ ଦୁର୍ବ୍ୟବହାର ଖବର ଆସିବା ପରେ ମୃତ ବ୍ୟକ୍ତି ଅଧିକାର ନେଇ କଥା ଉଠିଛି । ସଂକ୍ରମଣରେ ମୃତ୍ୟୁ ଯୋଗୁ ସମ୍ପର୍କୀୟମାନେ ଭୟରେ ମୃତକଙ୍କ ସଂସ୍କାର ତ କରିବା ଦୂରର କଥା ମୃତକଙ୍କୁ ଛାଡ଼ି ଚାଲିଯାଉଛନ୍ତି । ମୃତକ ଏହାଦ୍ୱାରା ଅପମାନ ହେଉଛି ବୋଲି…

ଦିନେ ଭୋକିଲା ପେଟରେ ଜମିରେ କରୁଥିଲେ ହାଡ଼ଭଙ୍ଗା ଖଟଣି, ଏବେ ଶକ୍ତିଶାଳୀ ଚୀନ୍‌ର ରାଷ୍ଟ୍ରପତି, ଜାଣନ୍ତୁ…

ଦୁନିଆରେ ବର୍ତ୍ତମାନ ଯେଉଁ ଦେଶ ସବୁଠୁ ଚର୍ଚ୍ଚାରେ ଅଛି, ତାହା ହେଉଛି ଚୀନ। ଚୀନରୁ ହିଁ କରୋନା ଭାଇରସ ଆରମ୍ଭ ହୋଇଥିଲା, ଯାହାକି ପାଖାପାଖି ୨ ବର୍ଷ ହେବ ସାରା ବିଶ୍ୱରେ ଧ୍ବଂସର ତାଣ୍ଡବ ଲୀଳା ରଚି ଚାଲିଛି। ଯଦି ଅନ୍ୟ କୌଣସି ଦେଶ ହୋଇଥାନ୍ତା, ତ ଏ ପର୍ଯ୍ୟନ୍ତ ଗଭୀର ଚାପରେ ଥାନ୍ତା,…

କଂକ୍ରିଟ ଜଙ୍ଗଲରେ ନାହିଁ ସେହି ମାଟିର ବାସ୍ନା, ନାହିଁ ରଜ ଦୋଳି… ପାଶ୍ଚାତ୍ୟ ଜୀବନଶୈଳୀରେ ସବୁକିଛି…

'ବନସ୍ତେ ଡାକିଲା ଗଜ, ବରଷକ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ'...ରଜ ଆସିଲେ ଏହି ଗୀତରେ ଉଛୁଳି ପଡ଼େ ଗାଁ ଦାଣ୍ଡ। କୁଆଁରୀ ଝିଅମାନେ ରଜ ଗୀତ ଗାଇ ଖେଳି ଥାଆନ୍ତି ଦୋଳି। ଗାଁ ବରଗଛରେ ଝୁଲୁଥାଏ ଏକରୁ ଅଧିକ ରଜ ଦୋଳି। ରଜ ପାନ, ପୋଡ଼ପିଠା ଖାଇ ଆବାଳବୃଦ୍ଧବନିତା ହସଖୁସିରେ…

କରୋନାରେ ବାବାଙ୍କୁ ସାହାଯ୍ୟ କରିବା ପାଇଁ ପୁଣି ଥରେ ଆଗେଇ ଆସିଲେ ୟୁଟୁବର ଗୌରବ

ଗତ ବର୍ଷ ସୋସିଆଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ବାବା କା ଢ଼ାବା ଏବଂ ୟୁଟୁବର ଗୌରବ ବାସନଙ୍କ ମଧ୍ୟରେ ଝଗଡ଼ା ଶେଷରେ ସମାପ୍ତ ହେଲା । କରୋନା କାଳରେ ବହୁ ପରିଚିତ ବାବାଙ୍କ ଢ଼ାବା ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଥିଲା । ଶେଷରେ ମାଲିକ କାନ୍ତା ପ୍ରସାଦ ରୋଡ଼ ସାଇଡ ଠେଲା ଦୋକାନ ଆରମ୍ଭ…

ଖନନରୁ ମିଳିଲା ୧୦୦୦ ବର୍ଷ ପୁରୁଣା କୁକୁଡ଼ା ଅଣ୍ଡା, ଏଥିପାଇଁ ରହିଥିଲା ସୁରକ୍ଷିତ

ଇସ୍ରାଇଲରେ ଖନନ ସମୟରେ ୧୦୦୦ ବର୍ଷ ପୁରୁଣା କୁକୁଡ଼ା ଅଣ୍ଡା ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଏହା ଦୁନିଆର ସବୁଠାରୁ ପୁରୁଣା ଅଣ୍ଡା ମଧ୍ୟରୁ ଅନ୍ୟତମ। କିନ୍ତୁ ସଫା କରାଯିବା ସମୟରେ ଅଣ୍ଡାଟି ଭାଙ୍ଗି ଯାଇଥିବାର ଜଣାପଡ଼ିଛି। କୁହାଯାଉଛି, ଏହି ଅଣ୍ଡାଟି ଦଶମ ଶତାବ୍ଦୀର। ତେବେ କେନ୍ଦ୍ରୀୟ…

ଚାଣକ୍ୟଙ୍କ ନୀତି ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ରହିଥାଏ, ସେହି ବ୍ୟକ୍ତିଙ୍କ ଜୀବନରେ ସୁଖ…

ଚାଣକ୍ୟଙ୍କ ନୀତି ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ସୁଖ ସୁବିଧାରେ ପରିପୂର୍ଣ୍ଣ ହୋଇଯାଏ । ଏହା ସହିତ ସେମାନଙ୍କୁ ମାନ ସମ୍ମାନ ବି ମିଳିଥାଏ । ଚାଣକ୍ୟଙ୍କ କହିବା ଅନୁସାରେ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଶାସ୍ତ୍ରରେ ଲକ୍ଷ୍ମୀଙ୍କୁ…

ରାମ ଚରିତ ମାନସର ଏହି ମନ୍ତ୍ର ଦ୍ୱାରା ଦୁର ହେବ ସବୁ ସମସ୍ୟା, ସୁଃଖ, ସୌଭାଗ୍ୟ ଓ ଲକ୍ଷ୍ମୀ ମଧ୍ୟ ପ୍ରାପ୍ତ ହେବେ

ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ରଚନା କରାଯାଇଥିବା କେତକ ଚୌପାଇ ମନ୍ତ୍ର ଆପଣଙ୍କ ସବୁ ସମସ୍ୟାକୁ ସମାଧାନ କରିଥାଏ । ରାମଚରିତମାନସ ପ୍ରୟୋଗ ଦ୍ୱାରା ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇପାରିବ । ଏହି ମନ୍ତ୍ରକୁ ବୋଲିବା କିମ୍ବା ଜପିବା ଯେପରି ସହଜ ଏହା ସେପରି ପ୍ରଭାବ ମଧ୍ୟ ପକାଇଥାଏ । ଏହି…

ନିଜ ପାର୍ଟନରଙ୍କୁ କାର ଏବଂ ପବରେ ସବୁଠାରୁ ଅଧିକ I love you କହିଥାନ୍ତି ପୁରୁଷ, ରିସର୍ଚ୍ଚରୁ ହେଲା ଖୁଲାସା

ପ୍ରେମ କରୁଥିବା ଲୋକଙ୍କ ପାଇଁ ଆଇ ଲଭ ୟୁ ବହୁତ ଖାସ ଶବ୍ଦ ହୋଇଥାଏ। କିନ୍ତୁ କ'ଣ ଆପଣଙ୍କୁ ଜଣାଅଛି, ଜଣେ ପୁରୁଷ ନିଜ ପାର୍ଟନରଙ୍କୁ ଆଇ ଲଭ ୟୁ କହିବାରେ କେଉଁ ଜାଗାରେ ଅଧିକ ଆରାମଦାୟକ ଅନୁଭବ କରିଥାଏ? ଏହି କଥାର ଖୁଲାସା ଏକ ଅଧ୍ୟୟନରେ ହୋଇଛି। ରିପୋର୍ଟ ଅନୁସାରେ, ୨୦୦୦ ଲୋକଙ୍କୁ ନେଇ…

ବ୍ରିଟେନର ସବୁଠାରୁ Sexist ଥାନା, ଅଧିକାଂଶ ପୋଲିସ କର୍ମୀଙ୍କ ଉପରେ ରହିଛି ଯୌନ ଉତ୍ପୀଡ଼ନର ଅଭିଯୋଗ!

ବ୍ରିଟେନରେ ଏମିତି ଏକ ପୋଲିସ ଷ୍ଟେସନ ଅଛି, ଯାହାକୁ ସେକ୍ସିଏଷ୍ଟ ପୋଲିସ ଷ୍ଟେସନ ବୋଲି କୁହାଯାଏ। ଏହି ଥାନାରେ ମୁତୟନ ଅଧିକାଂଶ ପୋଲିସ ସେକ୍ସ ସହ ଜଡ଼ିତ ମାମଲାରେ ଅଭିଯୁକ୍ତ ଅଛନ୍ତି। କାହାକୁ ଚାକିରିରୁ ବାହାର କରି ଦିଆଯାଇଛି ତ କାହାକୁ ଫାଇନାଲ ଚେତାବନୀ ମିଳି ସାରିଲାଣି। ଏ ନେଇ ଜଣେ…

ମିଳିଲା ଆଉ ଗୋଟେ ନୂଆ ଗ୍ରହ, ପୃଥିବୀ ଭଳି ଅନ୍ୟ ଏକ ଗ୍ରହର ସନ୍ଧାନ କଲା ନାସା

ମହାକାଶରେ ନୂଆ ପୃଥିବୀର ସନ୍ଧାନ । ସୌରମଣ୍ଡଳ ବାହାରେ ପୃଥିବୀ ଭଳି ଆଉ ଗୋଟିଏ ଗ୍ରହ ଖୋଜି ବାହାର କରିଛି ଆମେରିକାର ପ୍ରତିରକ୍ଷା ଗବେଷଣ ସଂସ୍ଥା ନାସା । ପୃଥିବୀଠାରୁ ୯୦ ଆଲୋକ ବର୍ଷ ଦୂରରେ ନୂଆ ଏକ୍ସୋପ୍ଲାନେଟ୍‌ ସନ୍ଧାନ ମିଳିଛି । ଏହି ଗ୍ରହର ନାଁ ରଖାଯାଇଛି TOI-1231b । ନାସା…

ଏଥର ଫିକା ପଡ଼ିଛି ରଜ, ହେଲେ କମିନି ଉତ୍ସାହ! କରୋନା କଟକଣା ଭିତରେ ଆଜି ପାଳିତ ହେଉଛି ପହିଲି ରଜ

ରଜ ଓଡ଼ିଶାର ଏକ ମୁଖ୍ୟ ଗଣପର୍ବ। ଏହାକୁ ସାଂସ୍କୃତିକ ପର୍ବ ମଧ୍ୟ କୁହାଯାଏ। ରଜ ଶବ୍ଦଟି ଓଡିଶାକୁ ଉତ୍ସବମୁଖର କରିଥାଏ, ଯାହାକୁ ଆମେ ଧରିତ୍ରୀ ମାଆର ଋତୁସ୍ରାବ ପର୍ବ ଭାବେ ପାଳନ କରିଥାଉ। ଏହି ପର୍ବକୁ ଓଡ଼ିଶାର ସମସ୍ତ ଝିଅ ଉଲ୍ଲାସର ସହିତ ଅପେକ୍ଷା କରିଥାନ୍ତି। ଆଜି ହେଉଛି ରଜର ପ୍ରଥମ ଦିନ…

ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି: ଜାଣନ୍ତୁ ପୂଜା କରିବାର ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି

ସୂର୍ଯ୍ଯଙ୍କ ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଏ। ବର୍ଷକୁ ୧୨ଟି ସଂକ୍ରାନ୍ତି ପଡିଥାଏ, ଯାହା ମଧ୍ୟରୁ ମିଥୁନ ସଂକ୍ରାନ୍ତି ଅନ୍ଯତମ। ମିଥୁନ ସଂକ୍ରାନ୍ତି ଦିନ ସୂର୍ଯ୍ଯ ବୃଷ ରାଶିରୁ ମିଥୁନ ରାଶିରେ ପ୍ରବେଶ କରନ୍ତି। ଚଳିତ ବର୍ଷ ମିଥୁନ ସଂକ୍ରାନ୍ତି ୧୫ ଜୁନ୍ ଅର୍ଥାତ୍ ଆସନ୍ତକାଲି…