Browsing Category

ସ୍ପେଶାଲ

ଅଜବ ଧରଣର ଆଡମିଶନ ପ୍ରକ୍ରିୟାକୁ ନେଇ ଚୀନର ନାନଜିଙ୍ଗ ୟୁନିଭର୍ସିଟିକୁ ଲୋକେ କଲେ ନିନ୍ଦା

ଚୀନର ଏକ ଟପ ୟୁନିଭର୍ସିଟିରୁ ବିବାଦୀୟ ଖବର ସାମ୍ନାକୁ ଆସିଛି । ଏହି ୟୁନିଭର୍ସିଟିରେ ପଢ଼ିବା ପାଇଁ ଏକ ଅଜବ ପ୍ରକାରର ବିଜ୍ଞାପନ ଦିଆଯାଇଛି। ଯାହାକୁ ନେଇ ଏବେ ଚାରିଆଡେ ନିନ୍ଦା କରାଯାଉଛି । ତେବେ ଚାଲନ୍ତୁ ଜାଣିବା ପ୍ରକୃତ ଘଟଣା ସର୍ମ୍ପର୍କରେ । ଚୀନର ନାନଜିଙ୍ଗ ନାମକ ୟୁନିର୍ଭସିଟିରୁ…

୧୫ ମାସରେ ୫୦୦ କିମି ଚାଲି ଥକିଗଲେ ହାତୀପଲ, ଶେଷରେ ଶୋଇବା ଫଟୋ ହେଲା ଭାଇରାଲ

ସୋସିଆଲ ମିଡିଆରେ ଏବେ ହାତିପଲଙ୍କ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଚୀନର । ଚୀନରେ ହାତୀ ପଲ ଦୀର୍ଘ ୧୫ ମାସ ହେବ ୫୦୦ କିମି ପର୍ଯ୍ୟନ୍ତ ଚାଲୁଥିଲେ । କିନ୍ତୁ ଅଧିକ ବର୍ଷା ହେବା କାରଣରୁ ଏମାନଙ୍କ ଯାତ୍ରା ବାଧା ପ୍ରାପ୍ତ ହୋଇଥିଲା । ଶେଷରେ ଏମାନେ ଜିୟାଙ୍ଗ ଜିଲ୍ଲା ପାଖରେ…

ସମୁଦ୍ର ଭିତରେ ଟନ ଟନ ମାଟି ପକାଇ ନିର୍ମାଣ ହେବାକୁ ଯାଉଛି ନୂତନ ସହର

ପୃଥିବୀର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜୀବନ ଖୋଜୁଥିବାବେଳେ ଗୋଟିଏ ଦେଶ ନିଜେ ସମୁଦ୍ରରେ ମାଟି ପକାଇ ଏକ ନୂତନ ସହର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। କଥାଟି ଅସମ୍ଭବ ଲାଗୁଥିଲେ ବି ସତ । ଲକ୍ଷ ଲକ୍ଷ ଟନର ମାଟି ପକାଇ ଗଢ଼ାଯିବ ନୂଆ ସହର । ଏହି ସହରରେ ୩୫ ହଜାର ଲୋକ ବାସ…

ବିଜୁଳି ତାର ଖୁଣ୍ଟିରେ ଫସିଲା ଭାଲୁ, ପୋଷ୍ଟ ହେଲା ଭାଇରାଲ

ଆମେରିକାର ଏରିଜୋନାରେ ଏକ ଜଙ୍ଗଲୀ ଭାଲୁ ଇଲେକଟ୍ରି ଖୁଣ୍ଟ ଉପରେ ଚଢ଼ିିଯିବାର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରେ ବିଜୁଳି ତାରରେ ଫସିଯାଇଥିଲା । ଗତ ସୋମବାର ଏହି ଘଟଣା ଘଟିଥିଲା । ଚାଲନ୍ତୁ ଜାଣିବା ପ୍ରକୃତ ଘଟଣା । ସୂଚନା ମୁତାବିକ, ଗତ ସୋମବାର ଭାଲୁ Willcox…

ଆଜି ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ

ଆଜି ଚଳିତ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ । ଯାହା ଓଡିଶାକୁ ଦୃଶ୍ୟମାନ ହେବନାହିଁ । ଏହା ଉତ୍ତର କାନାଡା, ଗ୍ରୀନଲାଣ୍ଡ ଓ ରୁଷିଆର କିଛି ଅଞ୍ଚଳରେ ବଳୟ ସୂର୍ଯ୍ୟପରାଗ ଭାବେ ଦେଖାଯିବ । ଆମେରିକା, ୟୁରୋପ, ଏସିଆ ମହାଦେଶର ଅନେକ ଅଞ୍ଚଳରେ ଏହା ଆଂଶିକ ଭାବେ ଦେଖାଯିବ । ଭାରତରେ କେବଳ…

ଦୀର୍ଘ ୧୪୮ ବର୍ଷ ପରେ ସୂର୍ଯ୍ୟ ପରାଗ ସମୟରେ ଏହି ଅଦ୍ଭୁତ ଯୋଗ ପଡିବାକୁ ଯାଉଛି, ଜାଣନ୍ତୁ

୨୦୨୧ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍ ୧୦ରେ ଅର୍ଥାତ ଆଜି ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ କିଛି ଖାସ୍ ନିୟମ ରହିଛି ଯାହାକୁ ପାଳନ କରିବା ଉଚିତ । ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହି ଦିନ ବେଶ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହି ଦିନ ପରାଗର…

ବ୍ୟାୟାମ କରିବାର ଭିନ୍ନ ଏକ ଉପାୟ , LPG ସିଲିଣ୍ଡରକୁ ପାଟିରେ ଉଠାଇ ହେଲେ ଭାଇରାଲ

ଆଜି କାଲି ସମସ୍ତେ ନିଜ ଟ୍ୟାଲେଣ୍ଟ ସୋ କରି ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି । ଲୋକଙ୍କ ପ୍ରଶଂସା ସାଉଁଟିବା ବହୁତ ବଡ଼ କଥା । କିନ୍ତୁ ଯାହା ମନରେ ଜୋସ ଅଛି ତା ପାଇଁ ସବୁ କାମ ଖୁବ ସହଜ । ତେବେ ଏଭଳି ଏକ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଜଣେ ମହିଳାଙ୍କୁ ଏକ…

ପୁଣିଥରେ ରାସ୍ତାକଡ଼କୁ ଚାଲି ଆସିଲେ ‘ବାବା କା ଢାବା’ର ମାଲିକ, ରେସ୍ତୋରାଁ ନ ଚାଲିବାରୁ ଖୋଲିଲେ ଠେଲା

ସୋସିଆଲ ମିଡିଆରେ ମାତ୍ର କିଛି ଦିନ ଭିତରେ ଭାଇରାଲ ହୋଇଥିବା ବାବା କା ଢାବା ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି। ସୋସିଆଲ ମିଡିଆରେ ଏହି ବୃଦ୍ଧଙ୍କ ଅସହାୟତା ଦେଖି ଅନେକ ଲୋକ ତାଙ୍କୁ ସାହାଯ୍ୟ କରିଥିଲେ ଓ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ପଠାଇଥିଲେ। ସେହି ଟଙ୍କାରେ ବାବା କାନ୍ତାପ୍ରସାଦ ଏକ…

ECMO ବ୍ୟବହାର କାହିଁକି ବ୍ୟୟ ବହୁଳ ? ଜାଣନ୍ତୁ ଏହା କିପରି କାମକରେ…

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ରୋଗୀଙ୍କ ପାଇଁ ECMO ବ୍ୟବହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଉଛି । ପରେ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏହା ଏକ କୃତ୍ରିମ ପ୍ରକ୍ରିୟା…

ଭାଇରାଲ ହେଲା ଗଛରେ ଝୁଲୁଥିବା ଏହି କଣ୍ଢେଇର ପୋଷ୍ଟ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଅଷ୍ଟ୍ରେଲିଆର ଉତ୍ତରରେ ଥିବା କୁଇନ୍ସଲ୍ୟାଣ୍ଡରୁ ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଜାଣିଲେ ହୁଏତ ଆପଣ ଭୟ କରିବେ । ଅଷ୍ଟ୍ରେଲିଆର ଉତ୍ତରରେ ଥିବା କୁଇନ୍ସଲ୍ୟାଣ୍ଡରେ ଏକ ଗୁଡ଼ିଆ ବା କଣ୍ଢେଇକଚ ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଲୋକେ ଭୟଭୀତ ଅଛନ୍ତି । ଏଠାରେ ଥିବା ନଦୀ…

ପୁରୁଷଙ୍କ ସ୍ପର୍ମଠାରୁ ବହୁ ଗୁଣ ଦାମୀ ମହିଳାଙ୍କ ଏଗ୍, ଜାଣନ୍ତୁ ଡିମ୍ଵାଣୁ ବିଷୟରେ କେତେକ ରୋଚକ କଥା

ମହିଳାଙ୍କ ଶରୀରରେ ସୃଷ୍ଟି ହେଉଥିବା ଡିମ୍ଵାଣୁ ବା ଏଗ୍ ବିଷୟରେ ଖୁବ ଲୋକଙ୍କର ଜ୍ଞାନ ଥାଏ। ଆମେରିକାର ମେଡିକାଲ ଲେଖକ ରେଣ୍ଡି ହଟର ଏପଷ୍ଟିନ ନିଜ ପୁସ୍ତକ 'Get Me Out'ରେ ଏଗ୍ ଓ ଗର୍ଭାବସ୍ଥା ସମ୍ପର୍କରେ ଅନେକ ରୋଚକ କଥା ଲେଖିଛନ୍ତି। ଆସନ୍ତୁ ଜାଣିବା ମହିଳାଙ୍କ ଡିମ୍ଵାଣୁ ବା ଏଗ୍…

ସେବା ଯୋଗାଇବା ପାଇଁ ଫ୍ରଣ୍ଟ ଲାଇନ କୋଭିଡ ଯୋଦ୍ଧା JCBରେ ହେଲେ ନଦୀ ପାର, ଫଟୋ ହେଲା ଭାଇରାଲ

କରୋନା ବିରୁଦ୍ଧରେ ଲଢୁଥିବା ଫ୍ରଣ୍ଟ ଲାଇନ ୱାର୍କରଙ୍କ ଯୋଗଦାନ ସର୍ବୋଚ୍ଚ ଉପରେ । ଆମେ ଆପଣଙ୍କୁ ଏବେ ଯେଉଁ ଫଟୋ ଏବେ ଦେଖାଉଛୁ ସେଥିରୁ ଠିକ ରୂପେ ଆପଣ ବୁଝି ପାରିବେ ଯେ, ପରିସ୍ଥିତି ଯାହା ବି ଥାଉ କୋଭିଡ ଯୋଦ୍ଧା ସବୁବେଳେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ଏବେ…