Browsing Category

ସ୍ପେଶାଲ

କରୋନା ହେଲେ ଉପୁଡ଼ିଯିବ ନଖ! ଜାଣନ୍ତୁ “କୋଭିଡ୍ ନଖ” କ’ଣ ଓ ଏନେଇ କ’ଣ କୁହନ୍ତି ବୈଜ୍ଞାନିକ

କରୋନା ସଂକ୍ରମଣର ମୁଖ୍ୟ ଲକ୍ଷଣ ମଧ୍ୟରେ ଏବେ ଯାଏଁ ଜ୍ୱର, ଥଣ୍ଡା, କାଶ, ଥକାପଣ ଓ ସ୍ୱାଦ ଗନ୍ଧ ବାରି ନ ପାରିବା ରହିଛି। କିନ୍ତୁ ଏବେ ଏଥିରେ ରୋଗୀଙ୍କ ନଖରେ ହେଉଥିବା ପରିବର୍ତ୍ତନ ମଧ୍ୟ ସାମିଲ ହୋଇଛି। ବ୍ରିଟେନର ବୈଜ୍ଞାନିକମାନେ ନୂଆ ରିସର୍ଚ୍ଚରେ ଏନେଇ ସୂଚନା ଦେଇଛନ୍ତି। ରିସର୍ଚ୍ଚ…

୩ ବର୍ଷର ପୁଅର ଜୀବନ ବଞ୍ଚାଇବାକୁ ଦରକାର ଥିଲା ୧୬ କୋଟିର ଇଂଜେକସନ, ୬୨ ହଜାର ଲୋକଙ୍କ ସାହାଯ୍ୟରେ ବଞ୍ଚିଗଲା ଜୀବନ

ଲୋକଙ୍କ ଜୀବନ ବଞ୍ଚାଇବାରେ ଏବେ କ୍ରାଉଡ୍ ଫଣ୍ଡିଂ ବେଶ ସାହାଯ୍ୟ କରୁଛି। ଏହା ଲୋକଙ୍କୁ ମୃତ୍ୟୁ ମୁହଁରୁ ମଧ୍ୟ ଟାଣି ଆଣୁଛି। ହାଇଦ୍ରାବାଦର ୩ ବର୍ଷୀୟ ବାଳକ ଅୟାଂଶ ଗୁପ୍ତାଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି। ରିପୋର୍ଟ ମୁତାବକ, ଅୟାଂଶ ବିରଳ ଜେନେଟିକ ଡିସଅର୍ଡର ସ୍ପାଇନାଲ ମସ୍କୁଲର…

କରୋନାରୁ ବର୍ତ୍ତିବା ପାଇଁ ଲୋକେ ତିଆରି କଲେ କାରୋନା ମାତା ମନ୍ଦିର, ଏବେ ଜମୁଛି ଭିଡ

କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ହାହାକାର ପଡିଥିବା ବେଳେ ଏଥିରେ ଅନେକ ଧନଜୀବନ ପ୍ରଭାବିତ ହୋଇଛି । ଏହି ମହାମାରୀକୁ ବିନାଶ କରିବା ପାଇଁ ଅନେକ ପୂଜାପାଠ ମଧ୍ୟ ହେଉଥିବା ଖବର ଶୁଣିବାକୁ ମିଳୁଛି । ଏହାରି ଭିତରେ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ‘କରୋନା ମାତା’ ମନ୍ଦିର ପ୍ରତିଷ୍ଠା…

ବନସ୍ତେ ଡାକିଲା ଗଜ, ଆସିଛି ରଜ ସଜବାଜ…ଆଜି ହେଉଛି ସଜବାଜ, ପୁରପଲ୍ଲୀ ଉତ୍ସବମୁଖର

ଆମ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ଏହି ସବୁ ପର୍ବ ମଧ୍ୟରୁ ରଜ ପର୍ବ ଟିକିଏ ନିଆରା, ଆଉ ଟିକିଏ ଭିନ୍ନ। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ, ସବୁଠି ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଏ ରଜ। ରଜ ଆସିଲେ ମହକି ଉଠେ ଗାଁଗଣ୍ଡା,…

ଘରେ ବାସ୍ତୁ ଦୋଷ ଥିଲେ ହୋଇପାରେ ଏମିତି ରୋଗ, ଏଥିରୁ ମୁକୁଳିବାକୁ ଆପଣାନ୍ତୁ ଏମିତି ତରିକା

ବାସ୍ତୁ ଶାସ୍ତ୍ର କେବଳ ଘର ନିର୍ମାଣ କଳା ନୁହେଁ, ଏହା ପ୍ରାଚୀନ ଭାରତୀୟ ବିଜ୍ଞାନ ସମ୍ମତ ଏକ ଜୀବନ ଶୈଳୀ । ଏଥିରେ ଦୋଷ ହଲେ ଅନେକ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ,ସମସ୍ତ ସଂସାର ଏବଂ ମାନବ ଶରୀର ୫ ତତ୍ତ୍ୱ ଯଥା ପୃଥ୍ଵୀ, ବାୟୁ ଜଳ, ଅଗ୍ନୀ ଓ…

ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଘରୋଇ ଟିପ୍ସ

ବହୁତ ଲୋକଙ୍କ ସ୍ମରଣ ଶକ୍ତି କମ୍‌ ଥାଏ । ଅଧିକ ସମୟ ପର୍ଯ୍ୟନ୍ତ ଏମାନେ କୌଣସି କଥାକୁ ମନେ ରଖି ପାରନ୍ତି ନାହିଁ । ଏଥିପାଇଁ ସେମାନଙ୍କୁ ବହୁତ କଥା ଶୁଣିବାକୁ ପଡ଼ିଥାଏ । ଯଦି ଆପଣ ନିଜର ସ୍ମରଣ ଶକ୍ତି ବଢ଼ାଇବାକୁ ଚାହଁଛନ୍ତି ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ । ଯାହାଦ୍ୱାରା ଆପଣଙ୍କ ସ୍ମରଣ…

ଷ୍ଟେଜ୍ ଉପରେ ଅଚାନକ ଭିଣୋଇକୁ କିସ୍ କରିବାକୁ ଲାଗିଲା ଶାଳୀ, କନ୍ୟାର ଉଡ଼ିଗଲା ହୋସ୍; ଦେଖନ୍ତୁ ଭିଡିଓ

ଭାରତୀୟ ବିବାହରେ ହେଉଥିବା ମଜାମସ୍ତି କଥା ସମସ୍ତେ ଜାଣନ୍ତି। ବାହାଘରରେ ଖାସ୍ କରି ଜିଜା ଓ ଶାଳୀଙ୍କ ମଧ୍ୟରେ ଅଧିକ ମଜା ମସ୍ତି ହୋଇଥାଏ। ଭିଣୋଇ ଓ ଶାଳୀଙ୍କର ସେଭଳି ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ଭଉଣୀ ସାମ୍ନାରେ ଶାଳୀ ଏଭଳି କାମ କରିଛି ଯାହା…

ଗରୁଡ ପୁରାଣ ଅନୁଯାୟୀ ଏହି ୪ ପ୍ରକାର ଲୋକଙ୍କ ଠାରୁ ଦୁରେଇ ରୁହନ୍ତୁ

ଗରୁଡ଼ ପୁରାଣରେ ଏପରି କିଛି ଗଭୀର ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଅନୁସରଣ କଲେ ଆପଣ ସବୁବେଳେ ଖୁସିରେ ରହିବେ। ଗରୁଡ ପୁରାଣ ୧୮ ମହାପୁରାଣ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଇଛି । ଗରୁଡ ପୁରାଣରେ ବ୍ୟକ୍ତିଙ୍କ ମୃତ୍ୟୁଠାରୁ ଆରମ୍ଭ କରି ପରବର୍ତ୍ତୀ ପରିସ୍ଥିତିକୁ ବିସ୍ତୃତ ଭାବରେ…

ମାତ୍ର ୧୨ ଟଙ୍କାରେ ଏହି ସହରରେ ମିଳୁଛି ଘର, ଜାଣନ୍ତୁ କେଉଁଠି

କ୍ରୋଏଶିୟାର ଉତ୍ତର ଅଞ୍ଚଳରେ ଥିବା ଏକ ସହର ଲେଗ୍ରାଡରେ ପ୍ରଶାସନ ନିକଟରେ ଏକ ଅଦ୍ଭୁତ ସମସ୍ୟା ସାମ୍ନାକୁ ଆସିଛି। ଟ୍ରାନ୍ସପୋର୍ଟ କନେକ୍ଟିଭିଟି କମ୍ ହେବା କାରଣରୁ ଲୋକମାନେ ନିଜ ଘର ଛାଡି ଚାଲିଯାଉଛନ୍ତି। ଲୋକମାନେ ଘରକୁ ମାତ୍ର ଏକ କୁନା ବା ଭାରତୀୟ ମୁଦ୍ରା ଅନୁସାରେ ମାତ୍ର ୧୨ ଟଙ୍କାରେ…

ବରର ନାମ ସମାଜବାଦ କନ୍ୟାର ନାଁ ମମତା ବାନାର୍ଜୀ, ଏମିତି ଏକ ବିବାହ ଏବେ ଖୁବ ଚର୍ଚ୍ଚାରେ

ଅଜବ ନାମରେ ଗଜବ ବିବାହ, ଶୁଣିକି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ପୂରା ସତ । ତାମିଲନାଡୁର ସେଲମ ଜିଲ୍ଲାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏକ ବିଶେଷ ଧରଣର ବିବାହ ଏବେ ଚର୍ଚ୍ଚାକୁ ଆସିଛି , ଯେଉଁଠି ବରର ନାମ ସମାଜବାଦ ଓ କନ୍ୟାର ନାମ ମମତା ବାନାର୍ଜୀ ରହିଛି। ଏହା ଏବେ ସବୁ ମହଲରେ…

କେବେ ଖାଇଛନ୍ତି କି ରସୁଣ ଓ ସୋୟା ସସ ଆଇସକ୍ରିମ ? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟ ଜନକ ରହସ୍ୟ ବିଷୟରେ

ଆଇସକ୍ରିମ ଏପରି ଏକ ଜିନିଷ ଯାହା ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ସ୍ବାଦକୁ ପସନ୍ଦ କରିଥାନ୍ତି । କିନ୍ତୁ ଆଇସକ୍ରିମ ସ୍ୱାଦ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ସୁଦ୍ଧା ଆପଣ ଚକୋଲେଟ୍, ଭାନିଲା, ଷ୍ଟ୍ରବେରୀ, ବ୍ଲାକ୍ କରେଣ୍ଟ୍, କଫି ଇତ୍ୟାଦି ସ୍ୱାଦ…