Below header
Browsing Category

ସ୍ପେଶାଲ

ଥାଇଲାଣ୍ଡ: ରାତିରେ ଆସୁଥିଲା ଅଜବ ଶବ୍ଦ, ଘର ଲୋକ ଉଠିକି ଦେଖିଲେ ତ ରୋଷେଇ ଘରେ ଛିଡ଼ା ହୋଇଥିଲା ବିଶାଳକାୟ ଭୋକିଲା ହାତୀ

ଥାଇଲାଣ୍ଡର ହୁଆ ହିନ ଜିଲାରେ ଜଙ୍ଗଲି ହାତୀକୁ ନେଇ ଘଟିଥିବା ଏକ ଘଟଣାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଠାରେ ଏକ ଜଙ୍ଗଲି ହାତୀ ଭୋକ ଲାଗିବାରୁ ସିଧା ରୋଷେଇ ଘର ଭିତରକୁ ପଶି ଆସିଥିଲା। ହାତୀଟି ପ୍ରଥମେ ଜଣଙ୍କ ଘରେ ପଶିଥିଲା ଏବଂ ପରେ ରୋଷେଇ ଘର କାନ୍ଥ ଭାଙ୍ଗି ଭିତରକୁ ଧସେଇ ପଶି ଯାଇଥିଲା।…

ଉଜ୍ଜୟିନୀରେ ରହିଛି ଦେଶର ପ୍ରସିଦ୍ଧ ଶ୍ମଶାନ ଘାଟ, ଯାହା ତୀର୍ଥସ୍ଥଳୀ ରୂପେ ମାନ୍ୟତା ପ୍ରାପ୍ତ

ଆର୍ଯ୍ୟଭୂମି ଭାରତ ବର୍ଷରେ ଅନେକ ତୀର୍ଥ ସ୍ଥାନ ରହିଛି । ଯେଉଁଠି ଭଗବାନଙ୍କ ଉପସ୍ଥିତି ଜଣାପଡିଥାଏ । ଏହି ସ୍ଥାନ ଭାରତୀୟଙ୍କ ବିଶ୍ୱାସର ପ୍ରତୀକ। କେବଳ ଭାରତୀୟ ନୁହେଁ ବରଂ ବିଦେଶୀମାନେ ମଧ୍ୟ ଭଗବାନଙ୍କ ସାନିଧ୍ୟ ଲାଭ କରିବା ପାଇଁ ଏହି ସ୍ଥାନକୁ ବୁଲି ଆସିଥାନ୍ତି । ତେବେ କେବଳ ମନ୍ଦିର…

ଅଳସୁଆ ଦମ୍ପତିଙ୍କ ଅଭିନବ ‘ଯୁଗାଡ଼’, ଭିଡିଓ ହେଉଛି ଖୁବ ଭାଇରାଲ

ଶୋଇବାକୁ କାହାକୁ ବ ଭଲ ନଲାଗେ । ହେଲେ ଅଧିକ ଶୋଉଥିବା ଲୋକୁ ଆମେ ଅଳସୁଆ କହୁ। ଆଳସ୍ୟ ଏମିତି ଏକ ଜିନିଷ ଯାହା ଅଭ୍ୟାସରେ ପରିଣତ ହେବା ପରେ କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ । ଅର୍ଥାତ ଆଳସ୍ୟ ମନୁଷ୍ୟ ପାଇଁ ଅହିତକର ହୋଇଥାଏ । ଏହା ଥରେ ଅଭ୍ୟାସରେ ପରିଣତ ହେଲେ କୌଣସି କାମରେ ମନ…

ମେଟ୍ରୋରେ ମାଙ୍କଡ଼! କେତେବେଳେ ଝୁଲୁଛି ତ ଆଉ କେତେବେଳେ ଝରକାପଟେ ଉପଭୋଗ କରୁଛି ବାହାର ଦୃଶ୍ୟ; ଦେଖନ୍ତୁ ଭିଡିଓ

ଟ୍ରେନ୍‌ରେ ଲୋକମାନେ ଯାତ୍ରା କରୁଥିବା ଭିଡିଓ ତ ଆପଣ ଅନେକ ଦେଖିଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓରେ ଟ୍ରେନ୍‌ରେ ମଣିଷ ନୁହେଁ, ବରଂ ମାଙ୍କଡ଼ ଯାତ୍ରା କରୁଥିବା ଦେଖାଯାଇଛି। ମାଙ୍କଡ଼ର ଏହି ଟ୍ରେନ୍‌ ଯାତ୍ରା ଭିଡିଓ ବେଶ୍‌…

ହାଇଦ୍ରାବାଦ: ସୁପରଫାଷ୍ଟ ସ୍ପୀଡ୍‌ ପାଇଁ Zomato ବୟଙ୍କୁ ପୁରସ୍କାରରେ ମିଳିଲା ବାଇକ୍‌, ଏତେ କମ୍‌ ସମୟ ଭିତରେ…

ତେଲେଙ୍ଗାନାର ହାଇଦ୍ରାବାଦରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଜମାଟୋ ଡେଲିଭରୀ ବୟଙ୍କୁ ବାଇକ୍‌ ଦେବା ପାଇଁ ୭୩ ହଜାର ଟଙ୍କାର ଫଣ୍ଡ ଏକାଠି କରିଥିଲେ ଏବଂ ଏହି ଫଣ୍ଡରେ ତାଙ୍କୁ ଏକ ବାଇକ୍‌ ଉପହାର ଦେଇଛନ୍ତି। ଏହି ମାମଲା ଏବେ ସୋସିଆଲ ମିଡିଆରେ…

ରେଗିସ୍ତାନରୁ ଆରମ୍ଭ କରି ବରଫ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ପାଳନ ହେଉଛି ‘ଅନ୍ତ-ରାଷ୍ଟ୍ରୀୟ ଯୋଗ ଦିବସ’

୨୧ ଜୁନ ଅର୍ଥାତ ଆଜି ସାରା ଦୁନିଆରେ ''ଅନ୍ତ-ରାଷ୍ଟ୍ରୀୟ ଯୋଗ ଦିବସ'' ପାଳନ କରାଯାଉଛି । ଏଥର ଅନ୍ତ ରାଷ୍ଟ୍ରୀୟ ଯୋଗ ଦିବସର ଥିମ କରୋନା ସମ୍ପର୍କିତ ରହିଛି । କରୋନାରୁ ସୁରକ୍ଷିତ ରହିବା ପାଇଁ ଏହି ଥିମ ରଖାଯାଇଛି । ତେଣୁ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଯୋଗ ଫଟୋ ସେୟାର ହୋଇଛି । ଏଭଳି…

ଦାମୀ କାର ନୁହେଁ ବରଂ ବଳଦଗାଡ଼ିରେ ବସି ଦେଶୀ ଷ୍ଟାଇଲରେ ବିବାହ କରିବାକୁ ଗଲା ବର, ଦେଖନ୍ତୁ ନିଆରା ଭିଡିଓ

ବର୍ତ୍ତମାନର ଆଧୁନିକ ଦୁନିଆରେ ସମସ୍ତେ ନିଜ ବିବାହକୁ ଭବ୍ୟ କରିବାକୁ ଚାହୁଁଛନ୍ତି। ଏଣୁ କିଏ ଉଡ଼ାଜାହାଜରେ ବର ହୋଇଯାଉଛି ତ ଆଉ କିଏ ଚାଟାର୍ଡ ପ୍ଲେନ୍‌ ବୁକ୍‌ କରି ମଝି ଆକାଶରେ ହିଁ ବିବାହ କରୁଛି। କିନ୍ତୁ ଏବେ ବି ସମାଜରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ବିବାହକୁ ଅତି…

ବଢୁଛି ସମୁଦ୍ର ଜଳ ସ୍ତର, ବିଲୀନ ହୋଇଯିବ ଲାକ୍ଷାଦ୍ଵୀପ !

ସମୟ ପରିବର୍ତ୍ତନ ହେବା ସହ ବଦଳୁଛି ପୃଥିବୀର ଭୂଗୋଳ । ଆଉ ବଦଳୁଛି ଏହାର ପରିବେଶ । ବିଶେଷଜ୍ଞ ମାନେ ପରିବର୍ତ୍ତନ ହେଉଥିବା ଜଳବାୟୁକୁ ନେଇ ଅନେକ ପ୍ରକାରର ଅନୁଧ୍ୟାନ କରୁଥିବା ବେଳେ ଏବେ ଏକ ରୋଚକ ତଥ୍ୟ ଚିନ୍ତାରେ ପକାଇଛି । ପ୍ରକୃତରେ ବିଶ୍ୱର ସବୁଠାରୁ ଆକର୍ଷଣୀୟ ଏବଂ ସୁନ୍ଦର ଦ୍ୱୀପ…

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ସୁସ୍ଥତା ପାଇଁ ଯୋଗ’

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି 'ସୁସ୍ଥତା ପାଇଁ ଯୋଗ' । ଯାହା ଶାରିରୀକ ତଥା ମାନସିକ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ ଉପରେ ଧ୍ୟାନ ଦେଇଥାଏ । କରୋନା କଟକଣା ମଧ୍ୟରେ ଯୋଗ ଦିବସକୁ ପାଳନ କରିବାକୁ ସମସ୍ତଙ୍କୁ ଆହ୍ଵାନ ଦିଆଯାଇଛି।…

୨୧ ଜୁନ୍‌ ‘ଗାୟତ୍ରୀ ଜୟନ୍ତୀ’ : ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ କେମିତି କରିବେ ପୂଜା, ସିଦ୍ଧି ହେବ ମନସ୍କାମନା

ଭାରତୀୟ ପୌରାଣିକ କଥା ମାନ୍ୟତା ଅନୁଯାୟୀ, ଜ୍ୟୋଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି (ନିର୍ଜଳା ଏକାଦଶୀ) ରେ ଭଗବତୀ ମା’ ଗାୟତ୍ରୀ ଆବିର୍ଭାବ ହୋଇଥିଲେ । ବେଦର ଜନନୀ ବେଦମାତା ଗାୟତ୍ରୀଙ୍କୁ ଭାରତୀୟ ଶାସ୍ତ୍ରରେ ସର୍ବୋଚ୍ଚ ମାନ୍ୟତା ମିଳିଛି । ମନ୍ତ୍ର ମଧ୍ୟରେ ଶ୍ରେଷ୍ଠତମ ଗାୟତ୍ରୀ…

ଚତୁର୍ଥୀ ରାତିରେ ନୂଆବୋହୂକୁ ଏମିତି ସରପ୍ରାଇଜ ଦେଲେ ଶାଶୁଘର ଲୋକେ, ରୁମ ଭିତରକୁ ଏଣ୍ଟ୍ରି କରୁ କରୁ ବଦଳିଗଲା ଚେହେରାର…

ସୋସିଆଲ ମିଡିଆରେ ଆଜିକାଲି ବିବାହ ଭିଡ଼ିଓଗୁଡ଼ିକୁ ବହୁତ ପସନ୍ଦ କରାଯାଉଛି। ବର କନ୍ୟାଙ୍କର ବିବାହ ବିଧି, ହସଖୁସି, ମସ୍ତି ଏବଂ କ୍ୟୁଟ ମୋମେଣ୍ଟସ ଦେଖିବାରେ ବହୁତ ମଜା ଲାଗିଥାଏ। ନିକଟରେ ଇନଷ୍ଟାଗ୍ରାମରେ ଏକ କନ୍ୟାର ଭିଡିଓ ଖୁବ ଭାଇରଲ ହେଉଛି। ଏହି କନ୍ୟାକୁ ତା' ଶାଶୁଘର ଲୋକେ ଚତୁର୍ଥୀ…

ଇଂଲଣ୍ଡ: ଶେଷ ସମୟରେ ଏଠାରେ ବୁଲୁଥିଲେ ଡାଇନାସୋର, ମିଳିଲା ଅନେକ ପଞ୍ଝା ଚିହ୍ନ, ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ

କେବେ ଆପଣ ଡାଇନାସୋରର ପଞ୍ଝା ଚିହ୍ନ ଦେଖିଛନ୍ତି? ହୁଏତ ଫିଲ୍ମରେ ଦେଖିଥିବେ। କିନ୍ତୁ ଏବେ ଦକ୍ଷିଣ ବ୍ରିଟେନର ସମୁଦ୍ର କୂଳରୁ ଅନେକ ଗୁଡ଼ିଏ ଡାଇନାସୋର ପଞ୍ଝା ଚିହ୍ନ ମିଳିଛି। କୁହାଯାଉଛି କି, ଏହି ଡାଇନାସୋର ପୃଥିବୀର ଶେଷ ଡାଇନାସୋର ଥିଲେ, ଯାହା ପରେ ସେମାନେ ବିଲୁପ୍ତ ହୋଇଯାଇଥିଲେ।…