Below header
Browsing Category

ସ୍ପେଶାଲ

ତାପମାତ୍ରା କେତେ ଥିଲେ ଘୋଷଣା କରାଯାଏ ହିଟୱେଭ, ଜାଣନ୍ତୁ Heatwave କଣ?

ଏବେ ଯେଉଁ ଗରମ ହେଉଛି ଲୋକଙ୍କ ହାଲ ଏକଦମ୍‌ ବେହାଲ ହୋଇଗଲାଣି । ଭାରତରେ ଅନେକ ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏବେ ତ ଅନେକ ରାଜ୍ୟରେ ହିଟୱେଭ ଚେତାବନୀ ଦିଆଯାଇଛି । ଏମିତିରେ କଣ ଆପଣ ଜାଣିଛନ୍ତି ଏହି ହିଟୱେଭ କଣ । ଆପଣ ତ ଏହି ନାଁ ବହୁତ ଶୁଣିଥିବେ କିନ୍ତୁ କେବେ ଭାବିଛନ୍ତି…

ଦୁନିଆରେ ଏହି ୭ ଜୀବଙ୍କ ଏହି ଜୀବଙ୍କ ଆୟୁ ସବୁଠୁ କମ୍‌, କିଏ ଦିନେ ତ କିଏ ବଞ୍ଚିଥାଏ ଏକ ମାସ

କଥାରେ ଅଛି ଯିଏ ଏହି ପୃଥିବୀ ପୃଷ୍ଠରେ ଜନ୍ମ ନେଇଛି ତାର ମୃତ୍ୟୁ ହେବା ଟା ଥୟ । ଆମେ ସମସ୍ତେ ଜାଣନ୍ତି, ଜନ୍ମ ଏବଂ ମୃତ୍ୟୁ ତାହା ଉପରବାଲା ନିର୍ଦ୍ଧାରଣ କରିଥାଆନ୍ତି । ଅର୍ଥାତ୍‌ ଏସବୁ କିଛି ଭଗବାନଙ୍କ ହାତରେ ରହିଥାଏ । ପ୍ରାଣୀ, ଉଦ୍ଭିଦ, ଜୀବଜନ୍ତୁ ସମସ୍ତଙ୍କୁ ନେଇ ଦୁନିଆରେ ଅନେକ ଜୀବ…

ଚିଲ୍ଲ ରୂପରେ ଆସି ଝିଅର ବାହାଘରରେ ଯୋଗଦେଲେ ମୃତ ପିତା, ଚର୍ଚ୍ଚାରେ ଏହି ଘଟଣା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ଏକ ଗାଁରେ ଦେଖିବାକୁ ମିଳିଛି ବିଚିତ୍ର ଘଟଣା । ଯାହାକୁ ଶୁଣି ଆପଣ ବି ଚକିତ ହୋଇଯିବେ । ଗାଁରେ ଚାଲିଥିବା ଗୋଟେ ବାହାଘରରେ ଯୋଗଦେଇଥିଲା ଚିଲ୍ଲ । ଯିଏ ବାହାଘରର ସମସ୍ତ ରୀତିରେ ଯୋଗ ଦେଇଥିବା ସହିତ କନ୍ୟାକୁ ଆଶୀର୍ବାଦ ମଧ୍ୟ ଦେଇଥିଲା । ଏହି…

ମଣିଷ ତ ମଣିଷ, ଜୀବଜନ୍ତୁ ବି ତ୍ରାହିତ୍ରାହି ଡାକିଲେଣି: ରାଜଧାନୀରୁ ଯେମିତି ବର୍ଷା କୁଆଡେ ହଜିଯାଇଛି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଆତଙ୍କ ଖେଳାଇଛି ଗ୍ରୀଷ୍ମ ଲହରୀ । ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ସାରା ଓଡ଼ିଶା । ଆଗକୁ ଆହୁରି ଅସହ୍ୟ ହେବ ପରିସ୍ଥିତି । କୁହାଯାଉଛି କି ୨୬ରୁ ଅତି ସାଂଘାତିକ ହେବ ହିଟ୍ ୱେଭ । ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି…

ରାଜଧାନୀରେ ଲୋକଙ୍କୁ ବୋକା ବନାଉଥିଲେ ନକଲି ପୋଲିସ, ରତ୍ନ ପଥର ଦେଇ ନେଉଥିଲେ ସୁନା

ଭୁବନେଶ୍ୱର(କେନ୍ୟୁଜ୍‌): କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ରତ୍ନ ପଥର, ଚଷମା ବିକିବା ଆଳରେ ଲୋକଙ୍କୁ ଲୁଟୁଥିଲେ ଏହି ଲୁଟେରା । ଇରାନରୁ ଆସି ବିଗତ ୯ ପିଢ଼ି ହେଲା ସେମାନେ ମଧ୍ୟପ୍ରଦେଶରେ ରହୁଥିଲେ। କେତବେଳେ ରତ୍ନପଥର ବିକ୍ରି କରୁଥିଲେ ତ ଆଉ କେତବେଳେ ଚଷମା ବିକ୍ରି…

ଗାଁର ପ୍ରଥମ ଚାକିରିଆ ପୁଅ ଏବେ କରିବେ ଦେଶ ମାତୃକାର ସେବା, ସମଗ୍ର ଗାଁରେ ଖୁସିର ମାହୋଲ

ପାଟଣାଗଡ଼(କେନ୍ୟୁଜ) : କି ଖୁସି..ଏ ଖୁସିର କିଛି ସୀମା ନାହିଁ । କାହିଁକି ନା ସନ୍ୟବାହିନୀରେ ଚାକିରି ପାଇବା ପରେ ଏବେ ଟ୍ରେନିଂ ସାରି ଗାଁକୁ ଫେରିଛି ପୁଅ । ସେଥିପାଇଁ ସମଗ୍ର ଗାଁରେ ଖୁସିର ମାହୋଲ । ଗାଁ ଦାଣ୍ଡରେ କଳସ ବସାଇ ପିଢା ଥୋଇ ବନ୍ଦାପନା କରି ବୀର ଯବାନଙ୍କୁ ସ୍ୱାଗତ କରାଯାଇଛି…

ସମୁଦ୍ରର ରଙ୍ଗ ନୀଳ କାହିଁକି ଯେତେବେଳେ କି ପାଣି ରଙ୍ଗହୀନ? ଜାଣନ୍ତୁ ଏହା ପଛର ରହସ୍ୟ

ଆମ ଚାରିପାଖରେ ଥିବା ଦୁନିଆରେ ଆମେ ଏପରି ଅନେକ ଜିନିଷ ଦେଖୁ, ଯାହା ଆମ ନଜର ଏପରି ଭାବରେ ଗ୍ରହଣ କରିଦେଇଛି ଯେ ଆମେ ଜାଣିବାକୁ ହିଁ ଚାହିଁନଥାଉ ଏପରି କାହିଁକି ହୁଏ? ଉଦାହରଣ ସ୍ୱରୂପ ସୂର୍ଯ୍ୟ କିରଣ କାହିଁକି ଧଳା, ଆକାଶ ନୀଳ କାହିଁକି ଗଛ ଏବଂ ଉଦ୍ଭିଦ ସବୁଜ କାହିଁକି ଏପରି ଅନେକ ପ୍ରଶ୍ନ…

ସିସିଟିଭି ନଥିଲେ ସତ କେବେବି ସାମ୍ନାକୁ ଆସିପାରିନଥାନ୍ତା, ଜାଣନ୍ତୁ କଣ ଘଟଣା

ନୟାଗଡ (କେନ୍ୟୁଜ୍): ଆରେ ଆରେ ଏଠାରେ କଣ ଚାଲିଛି । ଭିଜୁଆଲ୍ ରୁ ଯାହା ଦେଖିବାକୁ ମିଳିଛି କି କିଛି କଥାକୁ ନେଇ ଯୁକ୍ତିତର୍କ ଚାଲିଥିଲା ଦୁଇ ଗୋଷ୍ଠୀଙ୍କ ଭିତରେ । ପରସ୍ପର ପରସ୍ପରଙ୍କୁ ଠେଙ୍ଗା ଉଠାଇ ପାହାର ପକାଇବାକୁ ଚେଷ୍ଟା କରୁଥାନ୍ତି, ହେଲେ କିଏ କାହାକୁ ପ୍ରହାର କରୁନଥାନ୍ତି । ଖାଲି…

ଗଛରୁ ପଡ଼ି ଶଯ୍ୟାଶାୟୀ ଏହି ଯୁବକ, ଦୁନିଆ ସହ ସଂଘର୍ଷ କରିବା ପୂର୍ବରୁ ଜୀବନ ସହ ସଂଗ୍ରାମ କରୁଛନ୍ତି

ଏ ଶରୀର କ୍ଷଣସ୍ଥାୟୀ । ଏକଥା ଆମେ କହୁନୁ ଏ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ ସବୁ କିଛି ଠିକ୍ କିନ୍ତୁ ଯଦି ଛୋଟିଆ ଅଘଟଣଟେ ଘଟି ଯାଉଛି ତେବେ ବଞ୍ଚିବା ଆମ ପାଇଁ ମୁସ୍କିଲ ହୋଇଯାଏ । ଖାସ୍ କରି ଯୁବା ଅବସ୍ଥାରେ ଯଦି କୌଣସି ଅଘଟଣ ଘଟୁଛି ତେବେ…

ଯେତେବେଳେ ପୂରା ବିଶ୍ୱରେ ଗ୍ଲୋବାଲ ଓ୍ଵାର୍ମିଙ୍ଗ ହୋଇଥାଏ, ସେତେବେଳେ କିଛି ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହୁଏ…

ଗ୍ଲୋବାଲ ୱାର୍ମିଙ୍ଗର ପ୍ରଭାବ ଉପରେ କେହି ସନ୍ଦେହ କରନ୍ତି ନାହିଁ । ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇଁ ଏହା ଦାୟୀ ବୋଲି ବିବେଚନା କରାଯାଏ । ତଥାପି ସାମ୍ପ୍ରତିକ ଶୀତରେ ଅପ୍ରତ୍ୟାଶିତ ଅଞ୍ଚଳରେ ରେକର୍ଡ ଭାଙ୍ଗିବା, ଅତ୍ୟଧିକ ଥଣ୍ଡା ଦେଖିବାକୁ ମିଳିଛି । ଏହି ବିପରୀତ ପରିସ୍ଥିତିରେ…

ମୃତ୍ୟୁ ପୂର୍ବରୁ କଏଦୀ ଏପରି ଖାଦ୍ୟ ମାଗିଥିଲେ ଯାହା ଶୁଣି ପୋଲିସ୍‌ର ହୋସ୍‌ ଉଡ଼ିଯାଇଥିଲା, ଯାହା ବଦଳରେ କେବଳ ଖାଦ୍ୟ…

ଆପଣ ସମସ୍ତେ ଜାଣନ୍ତି । ଜେଲରେ ଥିବା କଏଦୀଙ୍କୁ ଯେତେବେଳେ କୋର୍ଟ ମୃତ୍ୟୁଦଣ୍ଡାଦେଶ ଶୁଣାନ୍ତି ସେତେବେଳେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ । ଆଉ ସେହି ସମୟରେ କଏଦୀଙ୍କୁ ତାଙ୍କର ଶେଷ ଇଚ୍ଛା ପୂରଣ ହୁଏ । ଆଉ ତାଙ୍କୁ ତାଙ୍କର ଶେଷ ଇଚ୍ଛା କଣ ପଚରାଯାଏ । ଅନେକ ଦେଶରେ କଏଦୀଙ୍କ ମୃତ୍ୟୁ…

ଭୋଟ ଦେବା ଆଙ୍ଗୁଠିରୁ ସହଜରେ ଛାଡ଼େନି କାଳି ଚିହ୍ନ, ଜାଣନ୍ତୁ ସିକ୍ରେଟ୍‌ ଫର୍ମୁଲା

ଆପଣଙ୍କ ଆଙ୍ଗୁଠିରେ ଯେ କୌଣସି କାଳି ଲାଗିଲେ ଏହା ସାଙ୍ଗେ ସାଙ୍ଗେ ଛାଡ଼ିଯାଏ । କିନ୍ତୁ ଭୋଟ ଦେବା ପରେ ଆଙ୍ଗୁଠିରେ ଯେଉଁ କାଳି ଲଗାଯାଏ ତାହା ସହଜରେ ଛାଡ଼ି ନଥାଏ । ଏହା ପଛରେ କାରଣ କଣ? ଆପଣ କେବେ ଏ ବିଷୟରେ ଚିନ୍ତା କରିଛନ୍ତି କି ? ଏହି କାଳି କାହିଁକି ସହଜରେ ଛାଡ଼େ ନାହିଁ ଆସନ୍ତୁ ଜାଣିବା…