ଇଂରାଜୀ ରାଇମ୍ସ ଗାଉଛି ୩ ବର୍ଷର କୁନି ପୁଅ, ମିଳିଲା ଇଣ୍ଡିଆ ବୁକ ଅଫ୍ ରେକର୍ଡ୍ସରେ ସ୍ଥାନ
୩ ବର୍ଷର କୁନି ଶିଶୁ । ଠିକ ଭାବରେ କହିପାରୁ ନାହିଁ କଥା । ମାତ୍ର ସଂସ୍କୃତ ଶ୍ଳୋକ, ବିଭିନ୍ନ ରାଜ୍ୟ ତଥା ଦେଶର ରାଜଧାନୀର ନାମ, ନଦୀ ସଂଖ୍ୟା, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଲେଖକ ଓ କବିଙ୍କ ନାଁ ପ୍ରାଞ୍ଜଳ ଭାବେ କହିପାରୁଛି । ଇଂରାଜୀ ରାଇମ୍ସ ଠୁ ଆରମ୍ଭ କରି ଅନେକ କିଛି ରାଇମ୍ସ…