Browsing Category

ସ୍ପେଶାଲ

ବିବାହରେ ବର କନିଆଙ୍କ ଗଜବ ଏଣ୍ଟ୍ରି, ଲୋକମାନେ କହିଲେ ବାସ୍‌ ବିବାହରେ ଏତିକି ହିଁ ଦରକାର

ବର୍ତ୍ତମାନ ଚାଲିଛି ବିବାହ ଋତୁ । ସବୁଠି ଦେଖିବାକୁ ମିଳୁଛି ବିବାହ । ଆଉ ଏହି ବିବାହକୁ ନେଇ ଅନେକ ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି । ଏହି ସମୟରେ ଅନେକ ଭିନ୍ନ ଭିନ୍ନ ଭିଡ଼ିଓ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସୁଦ୍ଧା ଆପଣ ନିଶ୍ଚିତ ଭାବରେ ଏପରି ଭିଡିଓ ଦେଖିଥିବେ, ଯେଉଁଥିରେ ବର…

ଟ୍ରେନରେ ଅତ୍ୟଧିକ ଗହଳିକୁ ନେଇ ପ୍ରଶ୍ନ କଲେ ମହିଳା ଯାତ୍ରୀ, ଉତ୍ତରରେ ଟିଟିଇ କହିଲେ ‘ମୁଁ ରେଳ ମନ୍ତ୍ରୀ…

ସୋସିଆଲ ମିଡିଆ ପ୍ରତିଦିନ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ତେବେ ଆଜିର ଏହି ଭିଡିଓ ଟିକେ ଭିନ୍ନ । ଷ୍ଟେସନ୍ ଭିତର ପ୍ଲାଟଫର୍ମର ଏହି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁ ଭିଡିଓ ଭାରତରେ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ । ଖାସ୍ କରି ଯାତ୍ରୀ ମାନେ ଟ୍ରେନରେ ଯାତ୍ରା…

ଚୈତ୍ର ନବରାତ୍ରିର ଷଷ୍ଠ ଦିନ: ମା’ କାତ୍ୟାୟନୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ସ୍ୱରୂପ ଏବଂ ମହତ୍ତ୍ୱ

ନବରାତ୍ରିର ୯ ଦିନରେ ଯେଉଁ ଭକ୍ତ ଶ୍ରଦ୍ଧାଭାବେ ମା’ଙ୍କ ୯ଟି ସ୍ୱରୂପକୁ ପୂଜା କରିବା ଦ୍ୱାରା ଭକ୍ତର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଚୈତ୍ର ନବରାତ୍ରିର ଷଷ୍ଠଦିନରେ ମା’ କାତ୍ୟାୟନୀଙ୍କୁ ଉପାସନା କରାଯାଏ । କାତ୍ୟାୟନୀ ହେଉଛନ୍ତି ନବଦୁର୍ଗାଙ୍କ ଷଷ୍ଠ ଅବତାର । ନବରାତ୍ର ସମୟରେ…

କେଉଁ ଜୀବ ପାଣି ପିଇଲେ ମୃତ୍ୟୁ ଘଟେ ? ପାଣି ନ ପିଇ ବଞ୍ଚେ ଦୀର୍ଘ ବର୍ଷ

ଅନେକ ଥର ଆମକୁ ଏପରି ପ୍ରଶ୍ନ ପଚରାଯାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରେ । ଏହିପରି ଗୋଟିଏ ପ୍ରଶ୍ନ ହେଉଛି ଦୁନିଆରେ ଏପରି କେଉଁ ପ୍ରାଣୀ ଅଛି କି ଯିଏ ପାଣି ପିଇବା ମାତ୍ରେ ତାର ମୃତ୍ୟୁ ଘଟେ । ଯଦି ତୁମେ ଦୁନିଆରେ କିଛି ଜାଣିବା, ବୁଝିବା ପାଇଁ ଚାହୁଁଥାଅ ତୁମେ ଅନେକ ଜିନିଷ ପାଇବ ଯାହା ବିଷୟରେ…

‘Number’ ପରିବର୍ତ୍ତେ ‘No’ କାହିଁକି ଲେଖନ୍ତି ? ଜାଣନ୍ତୁ….

ଆଜିକାଲି, ଜିନିଷଗୁଡ଼ିକୁ ଛୋଟ କରିବାର ସମୟ ଆସିଛି ଯେତେବେଳେ ଲୋକମାନେ ମେସେଜ୍ ପଠାନ୍ତି ଏବଂ 'ok' ଲେଖିବାକୁ ପଡେ, ପୂର୍ବରୁ ସେମାନେ 'ok' ଲେଖୁଥିଲେ, କିନ୍ତୁ ବର୍ତ୍ତମାନ ସେମାନେ କେବଳ 'k' ଲେଖି ମେସେଜ୍‌ କରୁଛନ୍ତି । ସେହିଭଳି ପାପାଙ୍କୁ ପା, ମମିଙ୍କୁ ମମ କରାଯାଇଛି । ଆମେ…

କେଉଁଠୁ ଆସିଲା ନଦୀ ମଧ୍ୟରେ ଏହି ଘର,ଯେଉଁଠି ବହୂ ଦୂର ପର୍ଯ୍ୟନ୍ତ ରହୁହନ୍ତିନି ଲୋକ

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଏକାକୀ ରହିବାକୁ ପସନ୍ଦ କରନ୍ତି ଶାନ୍ତି ସନ୍ଧାନରେ ଏହି ଲୋକମାନେ ପର୍ବତକୁ ଯାଆନ୍ତି କିମ୍ବା ସମୁଦ୍ରକୁ ଯାଆନ୍ତି । ଯଦିଓ ପ୍ରତ୍ୟେକ ବ୍ୟକ୍ତି ସହରର ଘର ଦ୍ୱାରଠାରୁ ଦୂରେଇ ଯିବାକୁ ଚାହାଁନ୍ତି, କିନ୍ତୁ ଆପଣ ଜନସଂଖ୍ୟାଠାରୁ ଦୂରରେ ନଦୀ ମଝିରେ ପଥର…

ଗୋଟେ ପ୍ଲେଟ୍ ପାଓଭାଜି ବଦଳରେ ଚୋରି କରିଥିବା ଆଇଫୋନ୍ ବିକିଦେଲା ଚୋର

ଗୋଆ: ଗୋଆରୁ ଏକ ଏମିତି ଘଟଣା ସାମ୍ମାକୁ ଆସିଛି ଯାହା ଆପଣ ଜାଣିଲେ ଚକିତ ହୋଇଯିବେ । ମଜାଦାରପୂର୍ଣ୍ଣ ଗୋଆ ଯାତ୍ରା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ପାଇଁ ଦୁଃଖରେ ବଦଳିଯାଇଥିଲା, ଯେତେବେଳେ ତାଙ୍କ ଆଇଫୋନ୍ ଟି ଚୋରି ହୋଇଯାଇଥିଲା । ଆଉ ଚୋର ଜଣକ ସେହି ଆଇଫୋନ୍ ଟିକୁ ଗୋଟେ ପ୍ଲେଟ୍…

ଚୁରମାର ହୋଇଗଲା ବିଜୟଙ୍କ ସବୁ ସ୍ୱପ୍ନ: ଅଧାରେ ରହିଗଲା ବାହାଘର

ଭୁବନେଶ୍ୱର(କେନ୍ୟୁଜ): ଆଉ ବାଜିବନି ଢୋଲ ଆଉ ତୁରୀ ସହିତ ଯୋଡି ନାଗରା । କି କାନ୍ଥରେ ନାଆ କୁ ନାଆ ଯୋଡ଼ାହୋଇ ଆଉ ଲେଖା ହେବନି ଶଭୁ ବିବାହ । କି ଆଉ ବାହାଘରର ସେହି ଗହଳି ଚହଳି ଲାଗିବନି । ରୋଷଣି କରି ବରଯାତ୍ରୀ ଧରି ପୁଅ ଆଉ ଯିବନି ଝିଅ ଘରକୁ ନାଚି ନାଚି । କାହିଁକି ନା ଯେଉଁ ଲୋକ ଭିଡ଼…

ଚୈତ୍ର ନବରାତ୍ରି ପଞ୍ଚମ ଦିନ: ମା’ ସ୍କନ୍ଦମାତାଙ୍କ ପୂଜା, ଜାଣନ୍ତୁ ମା’ଙ୍କ ପ୍ରିୟ ରଙ୍ଗ

ଚୈତ୍ର ନବରାତ୍ରି ଆରମ୍ଭ ହୋଇ ୫ମ ଦିନରେ ପହଞ୍ଚିଛି । ଏହି ପଞ୍ଚମ ଦିନରେ ସ୍କନ୍ଦମାତାଙ୍କୁ ପୂଜା କରାଯାଏ । ନବଦୁର୍ଗାଙ୍କ ୫ମ ସ୍ୱରୂପ ହେଉଛନ୍ତି ସ୍କନ୍ଦମାତା । ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ । ପୌରାଣିକ ମାନ୍ୟତା ଅନୁଯାୟୀ…

କଣ ଆପଣ କେବେ ଭାବିଛନ୍ତି ଯେତେବେଳେ ଶରୀରରୁ ଆତ୍ମା ବାହାରିକି ଯାଏ ସେତେବେଳେ କେମିତି ଅନୁଭବ ହୋଇଥାଏ

ମୃତ୍ୟୁ, ଏକ ଏମିତି ଶବ୍ଦ ଯାହାର ନାଁ ଯିଏ ଶୁଣେ ସେ ଚିଇଁକି ଉଠେ । ଏହା ଶୁଣିବାକୁ ଭୟ ତ ଲାଗେ କିନ୍ତୁ ଏହା ନିରାଟ ସତ । ଯେ ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । ମୃତ୍ୟୁ କେତେବେଳେ କେଉଁଠି କେବେ କାହା ସାମ୍ନାକୁ ଯେ ଆସିପାରେ ଏହା ଭାବିଲେ ବି ଭୟ ଲାଗେ । ଆମ ପୁରାଣରେ ଲେଖାଅଛି ଯିଏ ଭଲ…

କ’ଣ CBIକୁ ସୂଚନା ଦେଉଥିବା ଲୋକଙ୍କୁ ଟଙ୍କା ମିଳିଥାଏ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ଭାରତରେ ଅନେକ ଅନୁସନ୍ଧାନକାରୀ ଏଜେନ୍ସି ଅଛନ୍ତି । ଯେଉଁଥିରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଅର୍ଥାତ ସିବିଆଇ(CBI)କୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ତେବେ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେଉଁମାନେ ସିବିଆଇ(CBI)କୁ ସୂଚନା ଦେଉଛନ୍ତି ସେମାନଙ୍କୁ ସିବିଆଇ ପୁରସ୍କାର ପ୍ରଦାନ କରେ…

ସତରେ ଥାଏ କି ଟାଇମ୍‌ ଟ୍ରାଭେଲ୍‌ ? ଅନେକ ରହସ୍ୟମୟୀ ଘଟଣାରେ ମିଳିଛି ପ୍ରମାଣ

ଟାଇମ୍‌ ଟ୍ରାଭେଲକୁ ନେଇ ଅନେକ ଦାବି କରାଯାଇଛି । କିନ୍ତୁ ଏପରି କିଛି ପ୍ରକୃତରେ ଘଟିଛି କି ନାହିଁ ତାହା ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଅନେକ ଲୋକଙ୍କ ଦ୍ୱାରା ଦାବି କରାଯାଇଛି ଟାଇମ୍‌ ଟ୍ରାଭେଲ୍‌ ଭଳି ଜିନିଷ ସତରେ ହୋଇଛି । ତେବେ ଆସନ୍ତୁ ଏହି ଘଟଣା ବିଷୟରେ ଜାଣିବା । ପ୍ରଥମ ଘଟଣା…