Below header
Browsing Category

ସ୍ପେଶାଲ

ଆସନ୍ତା କାଲି ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା, ଜାଣନ୍ତୁ ଏହାର ମହିମା

କୈଳାସ ମାନସରୋବର ଯାତ୍ରା ଗତ କାଲି ବା ଜୁନ୍ ୮ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିକରେ ଶେଷ ହେବ। କୈଳାସ ଭଗବାନ ଶିବଙ୍କ ନିବାସ ସ୍ଥାନ। ଏହି ସ୍ଥାନ ପ୍ରାକୃତିକ ସୌନ୍ଦଯ୍ୟରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଠାରେ ଯାତ୍ରା କରିବା କଷ୍ଟକର ହୋଇଥାଏ। କୈଳାସ ପର୍ବତ ସମୁଦ୍ର ଠାରୁ ୨୨୦୬୮…

ସାଧାରଣ ମହିଳାରୁ ଜନପ୍ରତିନିଧି ପ୍ରମିଳା ବିଷୋୟୀ, ମହିଳା ସଶକ୍ତିକରଣ ଦିଗରେ ପାଲଟିଛନ୍ତି ଉଦାହରଣ

ସଂଘର୍ଷ, ସଫଳତା ଓ ପ୍ରମିଳା । ସାଧାରଣ ମହିଳାରୁ ଜନପ୍ରତିନିଧି । ଚେରମାରିଆ ଗାଁରୁ ରାଜଧାନୀ ଦିଲ୍ଲୀ । ଏକ ଗାଉଁଲି ସ୍ତ୍ରୀ ଲୋକ ସଂସଦ ଯିବା ଗଣତନ୍ତ୍ରର ବିଜୟ । ମହିଳା ସଶକ୍ତିକରଣ ଦିଗରେ ଏକ ଉଦାହରଣ । ଆଉ ଏବେ ଚର୍ଚ୍ଚାରେ ନବନିର୍ବାଚିତ ସାଂସଦ ପ୍ରମିଳା ବିଷୋୟୀ । ସଂଘର୍ଷରୁ ସଫଳତା ।…

କଣ ଆପଣଙ୍କୁ ଜଣାଅଛି ଭଗବାନ ସୂର୍ଯ୍ୟଙ୍କ ରଥରେ ଲାଗିଥିବା ସାତଟି ଘୋଡାର ଅର୍ଥ ?

ଭଗବାନ ସୂର୍ଯ୍ୟଙ୍କର ଅନେକ ନାମ। ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ। ତାଙ୍କୁ ଆଦିତ୍ୟ, ଭାନୁ ଓ ରବି ପରି ଅନେକ ନାମରେ ସ୍ମରଣ କରାଯାଇଥାଏ। କୁହାଯାଏ ଯେ, ସୂର୍ଯ୍ୟଙ୍କ କିରଣ ସାରା ସଂସାରକୁ ଆଲୋକିତ କରିଥାଏ। ଆପଣଙ୍କୁ ତ ନିଶ୍ଚିତ ଜଣାଥିବ ଭଗବାନ ସୂର୍ଯ୍ୟଙ୍କ ରଥରେ…

ଆପଣ ଅମରନାଥ ଯାତ୍ରା କରୁଛନ୍ତି କି? ତେବେ ଜାଣି ରଖନ୍ତୁ କେଉଁ ସବୁ ଦିଗ ପ୍ରତି ଦେବେ ଧ୍ୟାନ

ବର୍ତ୍ତମାନ ଧାର୍ମିକ ଯାତ୍ରା କରିବାର ସମୟ ଆରମ୍ଭ ହୋଇସାରିଛି। ଏହି କାରଣରୁ କେଦାରନାଥ ଏବଂ ବଦ୍ରିନାଥ ସହ ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଶିବ ଭକ୍ତମାନଙ୍କ କହିବା ଅନୁଯାୟୀ ଏହି ଯାତ୍ରା କଠିନ ହୋଇଥିଲେ ମଧ୍ୟ ସେଠାରେ ପହଞ୍ଚିବା ପରେ ଶାନ୍ତି ମିଳିଥାଏ। ଏଠାରେ ଯାତ୍ରା କରିବା…

ଚୁଇଂଗମ୍ ଚୋବାଇବା ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସାବଧାନ !

ଯୁଗ ବଦଳିବା ସହ ବଦଳିଛି ଚୁଇଂଗମ ବା ବବଲଗମର ଚେହେରା। ବଜାରରେ ଏବେ ଭିନ୍ନ ଭିନ୍ନ ପ୍ରକାରର ଏବଂ ଫ୍ରେବରର ଚୁଇଂଗମ୍ ମିଳୁଥିବା ଦେଖାଯାଉଛି। କିଛିଲୋକ ଟାଇମପାସ କରିବା ପାଇଁ ଚୁଇଂଗମ୍ ଖାଉଥିବା ବେଳେ କିଛିଙ୍କୁ ଏହା ଖାଇବାର ଅଭ୍ୟାସ ରହିଥାଏ। ଯଦି ଏହି ଲୋକଙ୍କ ମଧ୍ୟରେ ଆପଣ ସାମିଲ ଅଛନ୍ତି…

ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା ଇଦ୍ ଏବଂ କାହିଁକି ପାଳନ କରାଯାଇଥାଏ ଏହି ପର୍ବ

ଇସଲାମ ଧର୍ମର ସବୁଠାରୁ ମହତ୍ୱପୂର୍ଣ୍ଣ ପର୍ବ ହେଉଛି ଇଦ୍। ଇସଲାମିକ୍ କ୍ୟାଲେଣ୍ଡର ଅନୁଯାୟୀ ନୂଆ ମାସକୁ ପବିତ୍ର ମାସ ରୂପେ ପାଳନ କରାଯାଇଥାଏ। ଏହି ମାସରେ ପୁରା ଦିନରେ କିଛି ନଖାଇ ସଂନ୍ଧ୍ୟାରେ ରୋଜା ଖୋଲିଥାନ୍ତି। ଗୋଟେ ମାସ ପୁରା ହେବା ପରେ ଯେଉଁ ଚନ୍ଦ୍ର ସମ୍ପୂର୍ଣ୍ଣ ନଜର ଆସିଥାନ୍ତି…

ଦୁନିଆର ୩ଟି ରହସ୍ୟମୟ ସ୍ଥାନ, କେଉଁଠାରେ ବିଷଧର ସାପ ତ କେଁଉଠି ମନୁଷ୍ୟ ଖପୁରୀ ଆସିଥାଏ ନଜର

ସାରା ଦୁନିଆରେ ଏପରି ଅନେକ ରହସ୍ୟମୟ ସ୍ଥାନ ରହିଛି ଯାହା ବିଷୟରେ ଶୁଣିବା ମାତ୍ରେ ହଠାତ୍ ବିଶ୍ବାସ ହୋଇନଥାଏ। କିଛି ସ୍ଥାନ ଖୁବସୁନ୍ଦର ହୋଇଥିବା ବେଳେ କିଛି ହୋଇଥାଏ ଖୁବ ଭୟାନକ। ଏପରି ମଧ୍ୟ ଅନେକ ସ୍ଥାନ ରହିଛି ଯାହା ପଛର ରହସ୍ୟ ବର୍ତ୍ତମାନ ପର‌୍ୟ୍ୟନ୍ତ ବିଜ୍ଞାନ ପାଖରେ ମଧ୍ୟ ରହିନାହିଁ।…

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ନୂଆ ଗେମ୍ ଚ୍ୟାଲେଞ୍ଜ, ଦେଖନ୍ତୁ ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ନୂଆ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଗୋଟିଏ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି, ଯାହାର ନାମ ଭାକ୍ୟୁମ ଚ୍ୟାଲେଞ୍ଜ ରହିଛି। ଏହି ଗେମ୍ ୧୦ ବର୍ଷର ପିଲାଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଛି। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ…

ବିଚିତ୍ର ଗାଁ, ବିଚିତ୍ର ପରମ୍ପରା, ଏଠାରେ ନା ଘର ହୁଏ ପ୍ଲାଷ୍ଟର ନା ହୁଏ କଲର

ମଧ୍ୟପ୍ରଦେଶ : ସାଧାରଣତଃ ଘରର ରଙ୍ଗ ଘରର ଆକର୍ଷଣକୁ ବଢ଼ାଇଥାଏ ।ଏଥିପାଇଁ ତ ଘର ନିର୍ମଣ ପରେ ରଙ୍ଗକୁ ବେଶୀ ଗୁରୁତ୍ବ ଦିଆଯାଇଥାଏ। ଆଉ ଘର ଯେତେ ଆକର୍ଷଣୀୟ ହୁଏ ସେତେ ଲୋକଙ୍କ ଧ୍ୟାନ କେନ୍ଦ୍ରୀତ କରିଥାଏ ।ହେଲେ ଟିକେ ଭାବିଲେ ଯଦି ଘରକୁ ବର୍ଷ ବର୍ଷ ଧରି ବିନା ରଙ୍ଗରେ ଓ ପ୍ଳାଷ୍ଟରରେ ରଖାଯାଏ…

ମୁମ୍ବାଇରେ ପୋଲିସଙ୍କ ସ୍ଥାନ ନେଲେ ସାଧାରଣ ମହିଳା, ଜାଣନ୍ତୁ କେମିତି ?

ଆମ ଦେଶରେ ଏମିତି ଜାଗା ରହିଛି, ଯେଉଁଠି ନିୟମର ଉଲଙ୍ଘନ କରାଯାଇଥାଏ। ରାତି ସମୟରେ ହାଇୱେ ଉପରେ ନା କୌଣସି ରେଡ୍ ଲାଇଟ୍ ଦେଖାଯାଉଛି ଏବଂ ନା ପେଟ୍ରୋଲିଂ କରୁଛନ୍ତି ପୋଲିସ। କିଛି ଲୋକ ତ ବିନା ହେଲମେଟରେ ନିସା ଅବସ୍ଥାରେ ଗାଡି ଚଳାଉଥିବା ମିଳିଛନ୍ତି। ଏମିତିରେ ପୋଲିସର ସାହାଯ୍ୟ କରିବା…

+୨ ଫେଲ କିନ୍ତୁ ନିଜକୁ ଆଇପିଏସ ଅଫିସରର ପରିଚୟ ଦେଉଥିଲେ ଅଭୟ

ଆମେ ନକଲି ଜିନିଷ ବିଷୟରେ ଶୁଣିଛନ୍ତି। ବିଭିନ୍ନ ସାମଗ୍ରୀରେ ନକଲି ପ୍ରତି ସାବଧାନ ମଧ୍ୟ ଲେଖାଯାଇଥାଏ ଏବଂ ଯିଏ ବି ନକଲି ସାମଗ୍ରୀ ବିକ୍ରି କରୁଥିଲା ତାକୁ ପୁଲିସ ଚଢ଼ଉ କରି ଗିରଫ କରୁଥିଲା। କିନ୍ତୁ ଏବେ ନକଲି ଆଇପିଏସ ଅଫିସର ସାଜି ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଛନ୍ତି ରାଜସ୍ଥାନ…

World Bicycle Day 2019 : କମ୍ ହେବାରେ ଲାଗିଛି ସାଇକେଲ ସଂଖ୍ୟା, ପର୍ଯ୍ୟାବରଣ ଓ ସ୍ୱାସ୍ଥ୍ୟ ଉପରେ ପଡୁଛି କୁପ୍ରଭାବ

ପ୍ରତିଦିନ ନୂଆ ଟେକ୍ନୋଲୋଜିର ଆବିଷ୍କାର ଚାଲୁଥିବାବେଳେ ଆମେ ଦିନକୁ ଦିନ ଆଗକୁ ବଢିଚାଲିଛେ ଏବଂ ଏହି କଥା ମଧ୍ୟ ସ୍ବିକାର କରିବାକୁ ପଡିବ ଯେ ଆଗକୁ ବଢିବା ସହିତ ଅଧିକ ବିଳାଶମୟ ମଧ୍ୟ ହୋଇଯାଇଛେ । ଆଜିକାଲିକା ସମୟରେ ବହୁତ କମ୍ ଲୋକଙ୍କ ଘରେ ସାଇକେଲ ଥିବ । କିନ୍ତୁ ପ୍ରାୟତଃ ବହୁତ ଲୋକଙ୍କ…