Browsing Category

ସ୍ପେଶାଲ

ରହସ୍ୟମୟ ପଥର ! ଯାହାକୁ କେବଳ ୧୧ ଜଣ ହିିଁ ଟେକି ପରିବେ, ୧୨ ଜଣ ହେଲେ ଉଠିବନି

ପଥର ଯାହାକୁ କେବଳ ୧୧ ଜଣ ଟେକି ପରିବେ, ୧୨ ଜଣ ହେଲେ ଉଠିବ ନାହିିଁ । ଏଭଳି ଏକ ରହସ୍ୟମୟ ପଥର ରହିଛି ମହାରାଷ୍ଟ୍ର ପୁଣେର ହଜରତ କମର ଅଲ୍ଲୀ ଦରବାରରେ । ଯଦି ୧୧ରୁ ଅଧିକ କିମ୍ବା କମ ଲୋକ ଏହି ପଥରକୁ ଉଠାଇବାକୁ ଚେଷ୍ଟା କରନ୍ତି ତେବେ ସେହି ପଥର ତିଳେ ମାତ୍ର ସେଠାରୁ ଉଠିନଥାଏ । ସବୁଠାରୁ…

ମନେ ପଡ଼େ ‘୯୯ ମହାବାତ୍ୟାର କଥା, ଧନଞ୍ଜୟ ହରାଇ ଥିଲେ ନିଜ ପରିବାରର ୬ ଜଣଙ୍କୁ

ଭେରି ସିଭିୟର ସାଇକ୍ଲୋନ ‘ଫନି’ କେତେବେଳେ ସ୍ଥଳଭାଗ ଛୁଇଁବ । ଏହାକୁ ନେଇ ଆଶା ଆଶଙ୍କା ଭିତରେ ସମସ୍ତେ । କିଛି ଉପକୂଳ ଜିଲ୍ଲା ଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଏହି ମହାବାତ୍ୟାକୁ ନେଇ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ପ୍ରଳୟର ଆଶଙ୍କାରେ ସମସ୍ତେ ଭୟଭୀତ । କାରଣ ସେମାନେ ୧୯୯୯…

ନିବିଡ ବନ୍ଧୁତ୍ବ : ଅନ୍ଧ କୁକୁର ଷ୍ଟେଫି ପାଇଁ ଆଶାବାଡି ହୋଇଛି ସାଙ୍ଗ ଟୋବି

ମଣିଷ ମଣିଷକୁ ଧୋକା ଦେଉଛି, ବିଶ୍ବାସରେ ବିଷ ଦେଉଛି। ହେଲେ ସମ୍ପର୍କରେ ମଣିଷଙ୍କ ଠାରୁ ଆଜି ବଡ ହୋଇ ପାରିଛନ୍ତି ପଶୁ। ବ୍ରିଟେନର ଷ୍ଟେଫି ଏମସ୍ ବହୁତ ଚର୍ଚ୍ଚାରେ ଅଛି। ଆମେ ଏଠି ଆପଣଙ୍କୁ ଷ୍ଟେଫି ନାମକ ଏକ କୁକୁର ବିଷୟରେ କହିବାକୁ ଯାଉଛୁ। ଷ୍ଟେଫି ଦେଖିପାରେ ନାହିଁ ସେଥିପାଇଁ ତାକୁ…

ଶିଶୁଙ୍କ କ୍ଷୀର ବୋତଲରେ ଅଛି ବିଷାକ୍ତ ଉପାଦାନ, ଗବେଷଣାରୁ ମିଳିଲା ଏଭଳି ତଥ୍ୟ

ନବଜାତ ଶିଶୁକୁ ସ୍ୱାସ୍ଥ୍ୟବାନ୍‌ କରିବା ପାଇଁ ବାପ ମା’ଙ୍କୁ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଏହି ସମୟରେ ଶିଶୁର ସଠିକ ଦେଖାରଖା ଯେମିତିକି ସୁଦ୍ଧ ପାଣିରେ ଗାଧେଇବା, ସଫା ଶେଯରେ ଶୁଆଇବା ଓ ଖୁଆଇବା ଇତ୍ୟାଦି କରିବାକୁ ପଡିଥାଏ । କିନ୍ତୁ ଏହି ସମୟରେ ଶିଶୁର ଯତ୍ନରେ ଟିକେ ବି ଢିଲା ହେଲେ…

ପକ୍ଷୀଙ୍କୁ ଚଢ଼ିଲା ସେଲ୍ଫି ସଉକ, ଟ୍ରାଫିକ୍‌ କ୍ୟାମେରା ସାମ୍ନାରେ ଦେଲେ ଭିନ୍ନ ଢ଼ଙ୍ଗରେ ପୋଜ୍‌

ଫଟୋ ଉଠାଇବା ସଉକ କାହାର ବା ନଥାଏ । ଆମେ ଯୁଆଡେ ଯାଇଥାଉ ସେହି ମୁହୁର୍ତ୍ତର ଫଟୋ ଉଠାଇବାକୁ ଜମା ବି ଭୁଲନ୍ତି ନାହିଁ । ଏବେ ଲୋକମାନେ ସବୁ ସମୟରେ ସବୁ ମୁହୁର୍ତ୍ତରେ ଫଠୋ ଉଠାଇବାକୁ ଟିକେ ବି ଭୁଲୁନାହାନ୍ତି । ଲୋକମାନଙ୍କୁ ଏବେ ସେଲଫି ନିସା ଘାରିବା କଥା ତ ଆପଣ ଶୁଣିଛନ୍ତିି । କିନ୍ତୁ ଏବେ…

ଜାଣନ୍ତୁ ବାତ୍ୟା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କଥା, ବାତ୍ୟା ସୃଷ୍ଟି ହୁଏ କିଭଳି ଓ ଏହାର ଲ୍ୟାଣ୍ଡଫଲ୍‌ ବିଷୟରେ

୧-ମହାବାତ୍ୟା କାହିଁକି ଓ କିଭଳି ହୁଏ ? ମହାବାତ୍ୟା ସମୁଦ୍ର ଭିତରେ ଉତ୍ପନ୍ନ ହୁଏ । ପ୍ରଖର ଖରା ଯୋଗୁଁ ସମୁଦ୍ର ଜଳ ଉତ୍ତପ୍ତ ହୋଇ ବାଷ୍ପରେ ପରିଣତ ହେବା ପରେ ଆକାଶ ମୁହାଁ ହୋଇଥାଏ । ତେଣୁ ସେହି ଜାଗା ଖାଲି ହୋଇଯାଏ ଆଉ ଶୂନ୍ୟ ସ୍ଥାନ ପୂରଣ କରିବା ପାଇଁ ସେହି ଜାଗାକୁ ମାଡ଼ି ଆସେ ଶୀତଳ…

ମଣିଷ ନୁହେଁ ଦେବତା : ୧୭ ବର୍ଷ ହେବ ଅସହାୟ ଓ ବାସହରାଙ୍କୁ ବାଣ୍ଟୁଛନ୍ତି ମାଗଣାରେ ଖାଇବା

ତାମିଲନାଡୁ ମଦୁରାଇର ଶୈଫଙ୍କ ବଦାନ୍ୟତାର ଏବେ ଘରେ ଘରେ ପ୍ରଶଂସା । ଏହି ବ୍ୟକ୍ତି ଜଣଙ୍କ ଏକ ଟ୍ରଷ୍ଟ ଖୋଲି ଅସହାୟ ଓ ବାସହରାଙ୍କୁ ମାଗଣାରେ ଖାଇବା ବାଣ୍ଟୁଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ମୋଟା ଅଙ୍କ ଦରମାର ଚାକିରି ଛାଡି ଏହି ବ୍ୟକ୍ତି, ୧୭ ବର୍ଷ ହେବ ଏହି ସେବା କରୁଛନ୍ତି । ନିଜ…

ସାମୁଦ୍ରିକ ବାତ୍ୟା ‘ଫନି’କୁ କେମିତି ମିଳିଲା ନାଁ, ଜାଣନ୍ତୁ କ’ଣ ରହିଛି ଏହାର ଅର୍ଥ

କେନ୍ୟୁଜ୍ : ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗର ପବନ ବହିବା ସହିତ ତାଣ୍ଡବ ରଚିବାକୁ ମାଡିଆସୁଛି ବାତ୍ଯା ଫନି ।  ବଙ୍ଗୋପସାଗର ଉପରେ ସୃଷ୍ଟ ହୋଇଥିବା ଏହି ସାମୁଦ୍ରିକ ବାତ୍ୟା ‘ଫନି’ ଅତି ସାଙ୍ଘାତିକ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି। ତେବେ  ଏହି ସାମୁଦ୍ରିକ ବାତ୍ୟାର ନାଁ ଫନି…

ଆଜି ରାତି ୧୨ଟାରୁ ହେବ ଏହି ୫ ପରିବର୍ତ୍ତନ, ନମାନିଲେ ସହିବାକୁ ପଡିବ ଅନେକ କ୍ଷତି

୧ ମଇ ୨୦୧୯ ମସିହାରୁ ଦେଶରେ କିଛି ନିୟମର ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଦୈନନ୍ଦିନ ଜୀବନରେ ପଡିବ ବୋଲି କୁହାଯାଉଛି। ସେଥି ମଧ୍ୟରୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଝଈଓ) ନିଜ ସେଭିଂ ଆକାଉଣ୍ଟ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ…

ତୁଷାର ମାନବ ‘ୟେତି’ : ରହସ୍ୟ ଶତାବ୍ଦୀ ଶତାବ୍ଦୀର

ତୁଷାର ମାନବ । ଏଇ ରହସ୍ୟମୟ ଜୀବର ନିର୍ଦ୍ଦିଷ୍ଟ ଅସ୍ତିତ୍ୱ ନେଇ କିଛି ସ୍ପଷ୍ଟ ଜଣାପଡି ନାହିଁ । ହେଲେ ଖ୍ରୀଷ୍ଟପୂର୍ବ ୩୨୬ ବେଳରୁ ଏହି ଜୀବ ବିଷୟରେ ଚର୍ଚ୍ଚା ଚାଲିଛି । ଯାହା ଅଜି ଯାଏ ଥମି ନାହିଁ । ଏବେ ହିମାଳୟରେ ମୁତୟନ ଥିବା ଭାରତୀୟ ସେନା ଜାରି କରିଛି ତୁଷାର ମାନବର ପାଦ ଚିହ୍ନ ଫଟୋ ।…

ଗନ୍ଧମାର୍ଦନ ପର୍ବତରେ ରୁହନ୍ତି ପ୍ରଭୁ ହନୁମାନ, ଜାଣନ୍ତୁ ଏହି ସ୍ଥାନର ମହିମା

ହନୁମାନ ଚାଳିସାରେ ଗୋସ୍ବାମୀ ତୁଳସୀ ଦାସ ଉଲ୍ଲେଖ କରିଛନ୍ତି ‘ଚାରୋ ଯୁଗ ପରତାପ ତୁମହାରା, ହେ ପରସିଦ୍ଧି ଜଗତ ଉଜିଆରା’। ହନୁମାନ ଏପରି ଦେବତା ଯିଏ ପ୍ରତ୍ୟେକ ଯୁଗରେ କୌଣସି ନା କୌଣସି ରୂପରେ ସଂସାରରେ ଶକ୍ତି ଏବଂ ଗୁଣ ସହିତ ସଂଙ୍କଟମୋଚନ ରୂପେ ରହିଥାନ୍ତି, ଯାହା ତୁଳସୀ ଦାସଙ୍କର ଏହି…

୨୦୦ବର୍ଷ ପୁରୁଣା ଏହି ମନ୍ଦିରରେ ହୋଇଥାଏ ବେଙ୍ଗର ପୂଜା, ଜାଣନ୍ତୁ କାହିଁକି

ଭାରତରେ ଏପରି ଅନେକ ମନ୍ଦିର ରହିଛି, ଯାହା ନିଜର କାହାଣୀ ଏବଂ ରହସ୍ୟକୁ ନେଇ ବେଶ ଚର୍ଚ୍ଚିତ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଏପରି ଅନେକ ମନ୍ଦିର ବିଷୟରେ ମଧ୍ୟ ଶୁଣିଥିବେ। କିନ୍ତୁ କଣ ଆପଣ ଏପରି ଏକ ମନ୍ଦିର ବିଷୟରେ ଶୁଣିଛନ୍ତି ଯେଉଁଠାରେ ଦେବତା ସ୍ବରୁପ ବେଙ୍ଗର ଅରାଧନା କରାଯାଇଥାଏ। କଥାଟି…