Browsing Category

ରାଜ୍ୟ

ଟିକା ପାଇଁ ଟେକା : ଟିକା ପାଇଁ ରାତି ଅନିଦ୍ରା, ପୂର୍ବରୁ ଆଧାର ଲାଇନ୍ ଆଉ ଏବେ ଟେକା ଲାଇନ୍ !

ଆଠଗଡ(କେନ୍ଯୁଜ୍): କରୋନା ସହ ଲଢ଼ିବା ପାଇଁ ସାରା ଦେଶରେ ଆରମ୍ଭ ହୋଇଛି ଟିକାକରଣ । ଏନେଇ ଲୋକମାନଙ୍କ ଭିତରେ ଟିକା ନେବାକୁ ମଧ୍ଯ ବେଶ୍ ଆଗ୍ରହ ପ୍ରକାଶ ପାଇଛି। ଏହାରି ଭିତରେ ଟିକାର ଅଭାବ ମଧ୍ଯ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଖରା ତରାରେ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା…

ଖୋର୍ଦ୍ଧା-ଜଟଣୀରେ ବୀଭତ୍ସ ହତ୍ୟାକାଣ୍ଡ, ବେକ କାଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା-ଜଟଣୀରେ ବୀଭତ୍ସ ହତ୍ୟାକାଣ୍ଡ। ବେକ କାଟି ସ୍ତ୍ରୀ କୁ ହତ୍ୟା କଲା ସ୍ବାମୀ। ଜଟଣୀ ଥାନା ସହରର ପାଇକାରାୟପୁର ଗ୍ରାମରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ବାମୀ। ମୃତକ ହେଲେ ପୂଜା ମଲ୍ଲିକ। ଟଙ୍କା ପଇସାକୁ ନେଇ ସ୍ବାମୀ ସୁକାନ୍ତ ମଲ୍ଲିକ ସ୍ତ୍ରୀକୁ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜେଜେ ମୃତ, ନାତି-ନାତୁଣୀ ଗୁରୁତର

ନବରଙ୍ଗପୁର(କେନ୍ଯୁଜ୍): କାଳ ହେଲା ବେଆଇନ ବିଦ୍ୟୁତ ସଂଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ଗ୍ରାମରେ ଘଟି ଯାଇଛି ଏହି ଅଭାବନୀୟ ଘଟଣା । ବେଆଇନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜେଜେଙ୍କର ମୃତ୍ଯୁ ହୋଇଥିବାବେଳେ, ନାତି ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ…

ନବବଧୂର ସନ୍ଦେହ ଜନକ ମୃତ୍ଯୁ, ଥାନାରେ ଯାଆ ଅଟକ

ପିପିଲି(କେନ୍ଯୁଜ୍): ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଗୋବିନଦପୁର ଗ୍ରାମ ପଂଚାୟତର ବାଙ୍କଚୁଡା ଗ୍ରାମରେ ଜଣେ ନବ ବିବାହିତା ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ହେଉଛନ୍ତି ଗୀତାଳୀ ବାରିକ । ତେବେ ଏହାକୁ ନେଇ ବାପଘର ପକ୍ଷରୁ ଗୀତାଳୀଙ୍କର ମୃତ୍ଯୁର ରହସ୍ଯ…

ପ୍ରତି ଜିଲ୍ଲାରେ କରୋନା ମୃତ୍ୟୁର କଣ ରହିଛି ସ୍ଥିତି? ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ…

ଭୁବନେଶ୍ବର(କେନ୍ଯୁଜ୍): କରୋନା ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ଜବାବ ତଲବ। ପ୍ରତି ଜିଲ୍ଲାରେ କରୋନା ମୃତ୍ୟୁର କଣ ସ୍ଥିତି ରହିଛି ସେନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ…

ଆସନ୍ତା ୩୦ରୁ ରାଜ୍ୟରେ ଶିଶୁମାନଙ୍କୁ ଦିଆଯିବ ନିମୋନିଆ ଟିକା, ଉପକୃତ ହେବେ ୮ଲକ୍ଷ ଶିଶୁ

ଭୁବନେଶ୍ବର(କେନ୍ଯୁଜ୍): ଚଳିତ ମାସ ୩୦ ତାରିଖରୁ ରାଜ୍ୟରେ ଶିଶୁମାନଙ୍କୁ ନିମୋନିଆ ଟିକା ଦିଆଯିବ। ପିଲାମାନଙ୍କୁ ଦିଆଯାଉଥିବା ନିୟମିତ ଟିକାରେ ଏଣିକି ନିମୋନିଆ ଟିକା ସାମିଲ ହେବ। ଏହା ଦ୍ୱାରା ରାଜ୍ୟର ପ୍ରାୟ ୮ଲକ୍ଷ ଶିଶୁ ଉପକୃତ ହେବେ। ପ୍ରଥମ ଦିନରେ ପ୍ରତ୍ୟେକ କେନ୍ଦ୍ରରେ ଦେଢ ମାସ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ହଜାର ୯୧୨ ନୂଆ ପଜିଟିଭ ଚିହ୍ନଟ, ହୋଇଛି ୬୪ ହଜାରରୁ ଅଧିକ ଟେଷ୍ଟିଂ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ୨ ହଜାର ୯୧୨ ପଜିଟିଭ୍‌ ଚିହ୍ନଟ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୫୩ ପ୍ରତିଶତ । ଯାହାକି ଗତକାଲି ଥିଲା ୫.୨୫ ପ୍ରତିଶତ । ୨୪ ଘଣ୍ଟାରେ ୬୪ ହଜାର ୨୫୫ ଟେଷ୍ଟିଂ ହୋଇଥିବାବେଳେ ୪.୫୩ ପ୍ରତିଶତ ପଜିଟିଭିଟି ହାର ରହିଛି। ଟପ୍‌ ୫ ଜିଲ୍ଲାରେ ରହିଛି…

ଚଳିତ ବର୍ଷ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ଯ: ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଉଠିଛି ବଡ଼ପୋଟଳ

ପୁରୀ(କେନ୍ଯୁଜ୍): ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ତିନି ରଥର ବଡ଼ପୋଟଳ ଉଠିଛି । ଟାର୍ଗେଟ ଅନୁଯାୟୀ ତିନିରଥର ଚାରି ନାହାକା ଉଠିବା କଥା । କିନ୍ତୁ ଏବର୍ଷ ଏହାଠାରୁ ଯଥେଷ୍ଟ ଅଧିକ କାମ ହୋଇ ତୃତୀୟ ଭୂଇଁ ଉଠିବା ଓ ଢମକ ପଡିବା ପରେ ବଡ଼ପୋଟଳ ଉଠିଛି । ପୋଟଳ ଖମ୍ବି,ପୋଟଳ…

ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦେଓ କେନାଲରୁ ଛଡାଯିବ ପାଣି

କରଞ୍ଜିଆ(କେନ୍ଯୁଜ୍): ଆଜି ଦେଓ କେନାଲରୁ ଛଡାଯିବ ପାଣି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦେଓ କେନାଲରେ ପାଣି ଛାଡିବ ପ୍ରଶାସନ । ୩୦ କିଲୋମିଟର ପର୍ଯ୍ୟନ୍ତ ପାଣି ଛଡାଯିବ। ଏଡି ପ୍ରକଳ୍ପରୁ ପାଣି ଛଡାଗଲେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୧୦୦ ଗାଁର ଚାଷୀ…

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ , ସଂଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍‌ରେ ହେବ ଉପଲବ୍ଧ

କଟକ(କେନ୍ଯୁଜ୍): ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ । ଅପରାହ୍ନ ୪ଟାରେ କଟକ ବୋର୍ଡ ଅଫିସରେ ଫଳ ପ୍ରକାଶ ପାଇବ । ସଂଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍‌ରେ ଫଳାଫଳ ଉପଲବ୍ଧ ହେବ । www.bseodisha.ac.in ଓ www.bseodisha.nic.inରେ ଲଗ୍‌ ଇନ୍‌ ରେଜଲ୍ଟ ପାଇବେ ଛାତ୍ରଛାତ୍ରୀ ।…

ଆଜିିଠୁ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ଅଣସର ନୀତି ଓ ଦର୍ଶନ ଆରମ୍ଭ, କୋଭଡି କଟକଣା ପାଇଁ ଯାଇ ପାରିବେ ନାହିଁ ଭକ୍ତ

ବ୍ରହ୍ମଗିରି(କେନ୍ଯୁଜ୍): ଆଜିିଠୁ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ଅଣସର ନୀତି ଓ ଦର୍ଶନ ଆରମ୍ଭ ହେବ । ହେଲେ କୋଭଡି କଟକଣା ପାଇଁ କୌଣସି ଭକ୍ତ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ କି ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ କରିପାରିବେ ନାହିଁ । ଭୋର ୪ଟାରେ ମନ୍ଦିର ଖୋଲା ଯାଇ ଅଲାରନାଥଙ୍କ…

ବଦଳିଲେ ୭ ଜଣ ଆଇପିଏସ୍‌ ଅଫିସର, ଯଶଓ୍ଵନ୍ତ ଜେଠଓ୍ଵା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଆଇପିଏସ୍‌ ସ୍ତରରେ ଅଦଳବଦଳ । ବଦଳିଲେ ୭ ଜଣ ଆଇପିଏସ୍‌ ଅଫିସର । ଯଶଓ୍ଵନ୍ତ ଜେଠଓ୍ଵା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି । ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା ଭିଜିଲାନ୍ସ ନିର୍ଦ୍ଦେଶକ ପଦବୀ । ପରିବହନ…