Below header
Browsing Category

ଟେକ୍

Vivo ଲଞ୍ଚ କଲା ପ୍ରଥମ ଫୋଲଡ଼େବଲ ସ୍ମାର୍ଟଫୋନ, ଜାଣିରଖନ୍ତୁ କଣ ରହିଛି ଦର

ଭିଭୋ ନିଜ ପ୍ରଥମ ଫୋଲଡ଼େବଲ ସ୍ମାର୍ଟଫୋନ Vivo X Fold ଓ X Noteକୁ ଲଞ୍ଚ କରିଛି । କହିରଖିବା ଉଚିତ ହେବକି ଏହି ଦୁଇଟି ଯାକ ହେଉଛି କମ୍ପାନୀର ପ୍ରଥମ ଫୋଲଡ଼େବଲ ସ୍ମାର୍ଟଫୋନ । Vivo X Noteରେ ଏକ ୭ ଇଞ୍ଚର ଡିଷ୍ପ୍ଲେ ରହିଛି । ଦୁଇଟି ଯାକ ଫୋନରେ ସ୍ନାପ ଡ୍ରାଗନ 8 Gen 1 ପ୍ରସାସେର…

ଏବେ WhatsApp ରେ ବଡ଼ ମିଡିଆ ଫାଇଲ ସେୟାର କରିବା ହେବ ସହଜ, WhatsApp କରୁଛି କାମ

ବିଶ୍ବରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ହେଉଛି ହ୍ୱାଟ୍ସଆପ। ପ୍ରାୟ ଶତ ପ୍ରତିଶତ ଲୋକ ଏହି ଆପକୁ ବ୍ୟବହାର କରୁଛନ୍ତି। ସେଥିପାଇଁ ହ୍ୱାଟ୍ସଆପ ମଧ୍ୟ ନିଜ ୟୁଜରଙ୍କ ବ୍ୟବହାରକୁ ଆଖି ଆଗରେ ରଖି ନିଜ ଆପରେ ଭିନ୍ନ ଭିନ୍ନ ଫିଚର୍ ଆଣୁଛି। ବର୍ତ୍ତମାନ ଆଉ ଏକ ନୂଆ ଫିଚର୍ ଆଣିବା ପାଇଁ…

ଆପଣଙ୍କର ଗୁଗଲ୍ ଫଟୋ ଲୁଚାଇବା ପାଇଁ ଜାଣନ୍ତୁ ନୂଆ ଟ୍ରିକ୍

ଆଜିର ଯୁଗରେ ଟେକ୍ନୋଲଜି ଯେତେ ମାତ୍ରାରେ ଉନ୍ନତି କରୁଛି ସେତେ ମାତ୍ରାରେ ବଢୁଛି ଫ୍ରଡ ଓ ଅନଲାଇନ ହ୍ୟାକିଂ। ସେଥିପାଇଁ ବଢୁଛି ଗୁଗଲ ପ୍ରୋଟେକ୍ସନ୍। ଗୁଗଲ ବାରମ୍ବାର ଫୋନ୍ ବ୍ୟବହାରକାରୀଙ୍କୁ ସଜାଗ କରିବା ପାଇଁ ନୂଆ ନୂଆ ଫିଚର୍ ଲଞ୍ଚ କରୁଛି। ପ୍ରଥମେ ମେ ମାସ ୨୦୨୧ ରେ ପରିଚିତ ହେଲା ଗୁଗଲ୍…

ଟାଟାର ନୂଆ ଆପ୍ TATA NEU: ଡାଉନଲୋଡ କରି ଗୋଟେ ଆପରେ ପାଆନ୍ତୁ ଏହି ସବୁ ସୁବିଧା

ବର୍ତ୍ତମାନ ଅନେକ ଫୋନ୍ କମ୍ପାନୀ ଠାରୁ ଆରମ୍ଭ କରି ମୋବାଇଲ ଆପ୍ କମ୍ପାନୀ ଗୁଡ଼ିକ ବିଭିନ୍ନ ପ୍ରକାରର ଆପ୍ଲିକେସନ୍ ବାହାର କରୁଛନ୍ତି। ଏମିତିକି ଫରେନ୍ ଆପ୍ ବ୍ୟାନ ହେବା ପରେ ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ଭାରତୀୟ ଗ୍ରହକଙ୍କ ପାଇଁ ତିଆରି କରୁଛନ୍ତି ମୋବାଇଲ ଆପ୍। ଯେମିତି ଟାଟା କମ୍ପାନୀ…

ଏମିତି ଅଫର୍‌ ଆଉ ମିଳିବନି! ୯୯୦ ଟଙ୍କାରେ ମିଳୁଛି ୧୮ ହଜାର ଟଙ୍କାର ସ୍ମାର୍ଟଫୋନ…ଜାଣନ୍ତୁ କେମିତି

ଫ୍ଲିପ୍‌କାର୍ଟରେ Big Saving Days Sale ଆରମ୍ଭ ହେବାକୁ ଯାଉଛି। ଏହି ସେଲ୍‌ ୧୨ରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏଥିରେ ସ୍ମାର୍ଟଫୋନ, ସ୍ମାର୍ଟ ଟିଭି ଓ ଅନେକ ଇଲେକ୍ଟ୍ରୋନିକ୍‌ ପ୍ରଡକ୍ଟ ଉପରେ ଧମାକାଦାର ଡିସ୍‌କାଉଣ୍ଟ ମିଳିବ। କିନ୍ତୁ ଏହା ପୂର୍ବରୁ ଏଠାରେ ବହୁତ ଶସ୍ତାରେ ସ୍ମାର୍ଟଫୋନ…

ଆମାଜନ ଫେଷ୍ଟରେ ୫ ହଜାର ତଳେ ବେଷ୍ଟ ସ୍ମାର୍ଟଫୋନ୍, ରହିଛି ଦମଦାର୍ ଫିଚର୍

ଆଜିର ଯୁଗରେ ସ୍ମାର୍ଟ୍ ଫୋନର ବ୍ଯବହାର ଅଧିକ ବଢିବାରେ ଲାଗୁଛି। ସମସ୍ତଙ୍କ ହାତରେ ଆପଣ ସ୍ମାର୍ଟ୍ ଫୋନ୍ ଦେଖୁଥିବେ। କାରଣ ଘରେ ବସି ସ୍ମାର୍ଟ୍ ଫୋନ୍ ମାଧ୍ୟମରେ ଅନେକ କାମ କରି ହୋଇଯାଉଛି। ତେଣୁ ସମସ୍ତଙ୍କୁ ଦରକାର୍ ସ୍ମାର୍ଟ୍ ଫୋନ୍। ଆପଣଙ୍କ ପାଖରେ ଯଦି ଅଧିକ ବଜେଟ୍ ନାହିଁ ତେବେ ଆପଣ ମଧ୍ୟ…

ଜିଓର ୩୬୫ ଦିନିଆ ଧମାକାଦାର ପ୍ଳାନ୍! ପ୍ରତିଦିନ ୨.୫ ଜିବି ଡାଟା ସହିତ Disney+ Hotstar ମାଗଣା

ନୂଆଦିଲ୍ଲୀ : ଏଇ କିଛି ମାସ ପୂର୍ବରୁ, ଟେଲିକମ୍ କମ୍ପାନୀ ଗୁଡିକ ସେମାନଙ୍କର ଯୋଜନା ଗୁଡିକର ମୂଲ୍ୟ ବୃଦ୍ଧି କରିଛନ୍ତି । ଏଭଳି ପରିସ୍ଥିତିରେ ଉପଭୋକ୍ତାମାନେ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉପଭୋକ୍ତାମାନଙ୍କୁ ପ୍ରତି ମାସରେ ଅତି କମରେ ୨୫୦ ଟଙ୍କା ରିଚାର୍ଜ କରିବାକୁ ପଡିବ। ଯେଉଁଥିରେ…

ଗୁଗଲ୍ ଲଞ୍ଚ କଲା ସେଲ୍ଫ ରିପେୟାର ପ୍ରୋଗ୍ରାମ, ନିଜେ ସଜାଡି ପାରିବେ ନିଜ ସ୍ମାର୍ଟ୍ ଫୋନ୍

ବର୍ତ୍ତମାନ ଗୁଗଲ ନୂଆ ନୂଆ ଫିଚର ଲଞ୍ଚ କରିବାରେ ଲାଗିଛି। ଯାହାକି ଫୋନ୍ ବ୍ୟବହାରକାରୀଙ୍କୁ ମଧ୍ୟ ନିଜ ଦୈନନ୍ଦିନ ଜୀବନରେ ସାହାଯ୍ୟ କରୁଛି। ଆପଣଙ୍କ ଫୋନ୍ ଖରାପ ହେଲେ ଆପଣ ଚିନ୍ତାରେ ପଡ଼ିଯାଉଥିବେ ଯେ କେଉଁ ସ୍ଥାନରେ ଫୋନ୍ ଦେଲେ ଜଲଦି ଠିକ୍ ହୋଇ ଆସିବ। କାରଣ ଫୋନକୁ ସମସ୍ତେ ଅଧିକ…

Paytmରେ ୟୁଜର୍ସ ମାନେ ତିଆରି କରିପାରିବେ Health ID, ଫଲୋ କରନ୍ତୁ ଏହି ଷ୍ଟେପ

ପେଟିଏମ୍ ଏହାର ପ୍ଲାଟଫର୍ମରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସ୍ୱାସ୍ଥ୍ୟ ID ଯୋଡୁଛି, ଯାହା ଅଧୀନରେ ଉପଭୋକ୍ତାମାନେ ପେଟିଏମ୍ ରେ ୟୁନିକ ହେଲ୍ଥ ID ତିଆରି କରିପାରିବାରେ । କେବଳ ସେତିକି ନୁହେଁ ଏହା ଦ୍ୱାରା ଅନେକ ସୁବିଧା ପାଇବେ ଯେପରିକି ଉପଭୋକ୍ତାମାନେ ସେମାନଙ୍କର ପରୀକ୍ଷଣର ଲ୍ୟାବ…

ଗୁଗଲ ଆଲର୍ଟ: ଜଲଦି ନିଜ ଫୋନରୁ ହଟାନ୍ତୁ ଏହି ୬ ଟି ଆପ୍, ନହେଲେ ହୋଇପାରେ ବଡ଼ ଫ୍ରଡ

ଦିନକୁ ଦିନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେତେ ମାତ୍ରାରେ ଉନ୍ନତି କରୁଛି ସେତେ ମାତ୍ରାରେ ଅନଲାଇନ ଠକେଇ ଅଭିଯୋଗ ମଧ୍ୟ ବଢ଼ିବାରେ ଲାଗୁଛି। ଟେକ୍ନୋଲଜି ଯେତେ ଆଗଉଛି, ଏହି ସବୁ ସାଇବର କ୍ରାଇମ୍ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ମୋବାଇଲ୍ ଆପ୍ କମ୍ପାନୀ ଗୁଡ଼ିକ ମଧ୍ୟ ନିଜ…

BSNLର ଦମଦାର ପ୍ଲାନ: ୧୧୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ ୨ ଜିବି ଡାଟା ଏବଂ ମାଗଣା କଲ୍

BSNL ହେଉଛି ଦେଶର ଏକ ସରକାରୀ ଟେଲିକମ୍ କମ୍ପାନୀ । ଯାହା ଜିଓ, ​​ଏୟାରଟେଲ ଏବଂ ଭୋଡ଼ାଫୋନ ଭଳି ଘରୋଇ କମ୍ପାନୀକୁ ଏହାର ଉତ୍କୃଷ୍ଟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନ ସହିତ କଡା ପ୍ରତିଯୋଗିତା ଦେଇଥାଏ । ଆଜି ଆମେ ଆପଣଙ୍କୁ ବିଏସଏନଏଲର ଏଭଳି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହା ୧୧୦…

ମିଭି ଭାରତରେ ଲଞ୍ଚ କଲା ୧୦୦ ପ୍ରତିଶତ ‘ମେଡ୍ ଇନ୍ ଇଣ୍ଡିଆ’ ସାଉଣ୍ଡବାର୍, ମିଳିବ ୧୦୦ ୱାଟ ସ୍ପିକର

ବର୍ତ୍ତମାନ ଫରେନ୍ କମ୍ପାନୀ ଗୁଡ଼ିକୁ ପଛରେ ପକାଇ ଭାରତ ନିଜର ନୂଆ ନୂଆ ପ୍ରଡକ୍ଟ ତିଆରି କରୁଛି। ଯାହାକି ପସନ୍ଦ କରୁଛନ୍ତି ଗ୍ରାହକମାନେ। କାରଣ ଏହାକୁ ସେମାନେ ଭଲ ଭାବେ ବ୍ୟବହାର ମଧ୍ୟ କରିପାରୁଛନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ଘରୋଇ କମ୍ପାନୀ ମିଭି ମଧ୍ୟ ଆସନ୍ତା ସପ୍ତାହରେ ଦୁଇଟି…