ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ୪୦.୬ ଡିଗ୍ରୀ, ୫ ପରଠାରୁ ରାଜ୍ୟରେ କମିବ ତାତି
ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପ୍ରଚଣ୍ତ ରୌଦ୍ରତାପରେ ପୂରା ଓଡି଼ଶା ଜଳୁଛି । ମାତ୍ର କିଛି ସ୍ଥାନରେ କାଳବୈଶାଖୀ ଯୋଗୁ ତାତି କମିଛି । ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୦, କେନ୍ଦୁଝରରେ ୪୦ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି । ସମ୍ବଲପୁରରେ ୩୯.୭ ଡିଗ୍ରୀ ଥିବା ବେଳେ ହୀରାକୁଦରେ ୩୯ ଡିଗ୍ରୀ ସେଲସିୟସ…
Read More...