କାଲି ଆଶ୍ବସ୍ତି, ଆଜି ପୁଣି ତାତି; ୮ଟା ୩୦ ସୁଦ୍ଧା ତାଳଚେରରେ ୩୭.୨ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର (କେନ୍ୟୁଜ): କାଲି ଆଶ୍ବସ୍ତି, ଆଜି ପୁଣି ତାତି । ସକାଳୁ ୩୭ ଡିଗ୍ରୀ ଟପିଛି ପାରଦ । ୮ଟା ୩୦ ସୁଦ୍ଧା ତାଳଚେରରେ ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭବାନୀପାଟମାରେ ୩୬.୨, ବଲାଙ୍ଗିରରେ ୩୫.୪, ମାଲକାନଗିରିରେ ୩୫ ଓ ଝାରସୁଗୁଡ଼ାରେ ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ଆଉ ୨୪ ଘଣ୍ଟା ଭୀଷଣ ଗ୍ରୀଷ୍ମଲହରୀ । ଆଜି ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଆସନ୍ତାକାଲି ପାଇଁ…
Read More...