ବାଜା ବଜାଇ ଝିଅକୁ ସମ୍ମାନର ସହ ଘରକୁ ଫେରାଇ ନେଲେ ବାପା ମା’
କାନପୁର: ବାଜା ଶବ୍ଦରେ ଫାଟିପଡୁଛି ସାରା ପରିବେଶ । ଯେମିତି ଖେଳିଯାଇଛି ଖୁସିର ମାହୋଲ । ଲାଗୁଛି କାହାର ବାହାଘର ବୋଧେ ଚାଲିଛି । ହେଲେ କାହିଁକି ବର କନିଆଁଙ୍କର ତ ଏଠାରେ ଦେଖା ନାହିଁ । ଘଟଣା ତାହା ହେଲେ କଣ ।
କଥାରେ ଅଛି ବାହାଘରକୁ ଥରେ ବାହା ହୋଇ ବିଦା ହେଲାପରେ କୁହାଯାଏ ଝିଅ ପର ହେଇଯାଏ ବୋଲି । ବାପ ଘର ଛାଡି ସବୁଦିନ ପାଇଁ ତାର ନିଜର ହୋଇଯାଏ ଶାଶୁ ଘର । ସେଠାକାର ଲୋକଙ୍କୁ ନିଜର କରି ନୂଆ ସଂସାର ଗଢେ ।…
Read More...