ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀ ପଠାଗଲା ରଥକାଠ
ଭଂଜନଗର(କେନ୍ୟୁଜ୍): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ପୁରୀ ପଠାଗଲା ରଥକାଠ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ, ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ଚଳିତବର୍ଷ ପୁଣିଥରେ ପଠାଗଲା ରଥକାଠ । ଏହି ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବାଇବାଲି ଜଙ୍ଗଲରୁ ପ୍ରଥମ ପର୍ଯ୍ୟାୟରେ ଟ୍ରକ୍ ଯୋଗେ ପଠାଗଲା, ୪୦ ଫୁଟ ଲମ୍ବର ୨୫ ଖଣ୍ଡ “ଧଉରା” କାଠ । ଯିବା ରାସ୍ତାରେ ବିଭିନ୍ନ ଗାଁରେ ଅପେକ୍ଷା କରିଥିବା ଶହ…
Read More...