ଓ୍ଵିକେଟ ନେଇଥିବା ନୁରଙ୍କୁ ଜର୍ସି ଉପହାର ଦେଲେ କିଙ୍ଗ ବିରାଟ, କୋହଲିଙ୍କୁ କୃତଜ୍ଞତା ଜଣାଇଲେ ନୁର
ବିରାଟ କୋହଲିଙ୍କ ପ୍ରତ୍ୟେକ ଛୋଟ ବଡ କାମକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କୋହଲି ଜଣେ ଭଲ ବ୍ୟାଟର ହେବା ସହିତ ମଜାଳିଆ ବ୍ୟକ୍ତିତ୍ୱ । କେତେବେଳେ ଜୁନିଅର ଖେଳାଳିଙ୍କ ସହିତ ତ ଆଉ କେତେ ବେଳେ ଫ୍ୟାନ୍ସଙ୍କ ସହିତ ମଜା କରୁଥିବାର ଦେଖିବାକୁ ମିଳିଛନ୍ତି । ଆଉ ତାଙ୍କ ହୃଦୟ କେତେ ସ୍ୱଚ୍ଛ ତା’ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ନୁର ଅହମଦଙ୍କୁ ନିଜର ଜର୍ସି ଉପହାର ଦେଇଛନ୍ତି କୋହଲି । ନୁର ବିରାଟଙ୍କ ଓ୍ଵିକେଟ…
Read More...