ଧନୁଷ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘କୁବେର’ର ସୁଟିଂ ସେଟ୍ରୁ ଭିଡିଓ ଭାଇରାଲ, ଦେଖିବାକୁ ମିଳିଲା ଷ୍ଟାରଙ୍କ ଭିନ୍ନ ଲୁକ୍
ଆଜିକାଲି ଲୋକଙ୍କ ମଧ୍ୟରେ ସାଉଥ୍ ସିନେମା ଦେଖିବାର କ୍ରେଜ୍ ବହୁତ ବଢି ଚାଲିଛି । ଏପରି ପରିସ୍ଥିତିରେ ଏବେ ଫିଲ୍ମ 'କୁବେର' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ବୋଲି ଖବର ରହିଛି । ଫିଲ୍ମର ସୁଟିଂ ଏବେ ମଧ୍ୟ ଜାରି ରହିଛି । ତେବେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି । ଖୁବ ଶୀଘ୍ର ଶେଖର କାମମୁଲାଙ୍କ ଏହି ଫିଲ୍ମରେ ଧନୁଷ ଏବଂ ରଶ୍ମିକା ମନ୍ଦାନା ନଜର ଆସିବେ । ନିକଟରେ ଉଭୟ କଳାକାର ମୁମ୍ବାଇର ସୁଟିଂ ସେଟ୍ ଆଡ଼କୁ…
Read More...