ପଞ୍ଜାବ: ଦୁଇ ମହଲା ଘର ଭୁଶୁଡ଼ି ୩ ଶ୍ରମିକ ମୃତ; ଏବେ ବି ଫସି ରହିଛନ୍ତି ଜଣେ
ପଞ୍ଜାବର ରୂପନଗରର ପ୍ରୀତ୍ କଲୋନୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ ମହଲା ବିିଶିଷ୍ଟ ଏକ ଘର ଭୁଶୁଡ଼ି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେ ବି ଜଣେ ଶ୍ରମିକ ଭଗ୍ନାବଶେଷ ଭିତରେ ଫସି ରହିଛନ୍ତି । ଏହି ସୂଚନା ଦେଇ ପୋଲିସ କହିଛି ଯେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର…