Browsing Tag

accident

ଜମ୍ମୁ-କାଶ୍ମୀର: ଭୟଙ୍କର ସୁଡ଼ଙ୍ଗ ଦୁର୍ଘଟଣାରେ ସମସ୍ତ ୧୦ ଶ୍ରମିକଙ୍କ ମୃତଦେହ ଉଦ୍ଧାର; ଶେଷ ହେଲା ରେସ୍କ୍ୟୁ ଅପରେସନ

ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ଜାତୀୟ ରାଜପଥରେ ନିର୍ମାଣାଧୀନ ସୁଡ଼ଙ୍ଗ ଧସିଯିବା ଫଳରେ ସେଠାରେ କାର୍ଯ୍ୟରତ ୧୦ ଶ୍ରମିକ ଫସିଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦିଆଯାଇଥିଲା। ଏବେ ଅଧିକାରୀମାନେ କହିଛନ୍ତି ଯେ ଭୂସ୍ଖଳନ ପରେ…

ବ୍ରହ୍ମଗିରି ହଳଦିଆ ଛକରେ ଭାରସାମ୍ୟ ହରାଇ ଗଛରେ ପିଟିଲା କାର୍, ଡ୍ରାଇଭର ସମେତ ୨ ମୃତ

ବ୍ରହ୍ମଗିରି(କେନ୍ୟୁଜ୍‌): ଗଛରେ ପିଟିହେଲା କାର୍, ୨ ମୃତ । ବ୍ରହ୍ମଗିରି ହଳଦିଆ ଛକରେ ଭାରସାମ୍ୟ ହରାଇ ଗଛରେ ପିଟିଲା କାର । ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ମୃତ । ମୃତ ଅରଖକୁଦା ମେରାଇନ୍‌ ଥାନା ସହଦେବପୁର ଗାଁର ଧୀରେନ୍ଦ୍ର ପଲାଇ ଓ ଡ୍ରାଇଭର ଭଗବାନପୁର ଗାଁର ନବାବ ଖାଁ । ଖବର ପାଇ…

ଗଞ୍ଜାମ ତପ୍ତପାଣି ଘାଟୀ ମୃଗ ବିହାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବାଇକ ଚାଳକ ମୃତ

ବ୍ରହ୍ମପୁର(କେନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟୀ ମୃଗ ବିହାର ନିକଟରେ ଟ୍ରକ୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ପଛରେ ବସିଥିବା ଜଣେ ଆହତ ହୋଇଛନ୍ତି। ମୋହନା ଥାନା ଆଲାପଙ୍କା ଗାଁର ସୁଧାକର ରଇତ ପାଟପୁର ଥାନା ଜକରା ପଲ୍ଲୀକୁ ଆସିଥିଲେ। ଆଜି ସକାଳେ ଜକରା…

ବାଲେଶ୍ଵର: ବାରୁଣୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗାଡି କାଟି ଡ୍ରାଇଭରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ବାଲେଶ୍ଵର(କେନ୍ୟୁଜ୍‌): ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ବାରୁଣୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତ ବିଳମ୍ୱିତ ରାତ୍ରି ରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଦୁଇଟି ଟ୍ରକ୍ ସହ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାଫଳରେ ଗୋଟିଏ ଟ୍ରକ୍ ମଧ୍ୟରେ…

ଏମିତି ବି ଲେଖା ହୋଇଥାଏ ମୃତ୍ଯୁ: ବସ୍ ଓ ବାଇକ୍ ଦୁର୍ଘଟଣାର ଲାଇଭ୍ ଭିଜୁଆଲ୍ କଏଦ, ଚାଲିଗଲା ଯୁବକଙ୍କ ଜୀବନ

ନୟାଗଡ଼(କେନ୍ୟୁଜ୍‌): ବସ୍ ବାଇକ୍ ଦୁର୍ଘଟଣାର ଲାଇଭ ଫୁଟେଜକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୃତ୍ଯୁ କାହା ଭାଗ୍ୟରେ କେମିତି ଲେଖା ହୋଇଥାଏ ତାହା କହିବା ଅସମ୍ଭବ। ଅନ୍ୟପଟେ ନିର୍ଦୋଷ ବ୍ୟକ୍ତି ବି ବେଳେ ବେଳେ ଦୋଷୀ ହୋଇଥାଏ । କିନ୍ତୁ ପରେ ସତ୍ୟ ସାମ୍ନାକୁ ଆସିବା ପରେ ସବୁ ସରିସାରିଥାଏ ।…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍, ଚାଳକ ମୃତ

ଜଗତସିଂହପୁର(କେନ୍ୟୁଜ୍‌): ଜଗତସିଂହପୁର ଜିଲ୍ଲା କନ୍ଦରପୁର-ମାଛଗାଁ ୫୫ନମ୍ବର ଜାତୀୟ ରାଜପଥ ଦଳେଇଘାଇ ନିକଟରେ ଏକ ଗଛରେ ପିଟିହୋଇ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନାଉଗାଁ ଥାନା ଅନ୍ତର୍ଗତ ଚାନ୍ଦଖାଁପାଟଣା ଗ୍ରାମର ସୌଭାଗ୍ୟରଞ୍ଜନ ପାଢ଼ୀ ବୟସ ୨୩ ବର୍ଷ। ପ୍ରତ୍ୟକ୍ଷ…

ଭୋଜି ଖାଇ ଫେରୁଥିବା ବେଳେ ଓଲଟିଲା ବରଯାତ୍ରୀ ଗାଡି, ୭ ଆହତ

ରାଇରଙ୍ଗପୁର: ଭୋଜି ଖାଇ ଫେରୁଥିବା ବେଳେ ଓଲଟିଲା ବରଯାତ୍ରୀ ଗାଡ଼ି, ସାତ ଜଣ ଆହତ। ଏଭଳି ଏକ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳାରେ। ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟେଣ୍ଟପୋଷି ଗ୍ରାମରୁ ବାହାଘର…

ବରଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଦେଓ ଘାଟିରେ ବସ୍‌ ସହ ଟ୍ରେଲର ମୁହାଁମୁହିଁ ଧକ୍କା: ଜଣେ ମୃତ, ୭ ଆହତ

କୋରାପୁଟ(କେନ୍ୟୁଜ): ଘାଟିରେ ଓଲଟିଲା ବସ୍‌। ବସ୍‌-ଟ୍ରେଲର ମୁହାଁମୁହିଁ ଧକ୍କାରେ ଜଣେ ମୃତ, ୭ ଆହତ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବରଯାତ୍ରୀଙ୍କୁ ନେଇ ଅର୍ଣ୍ଣପୂର୍ଣ୍ଣା ନାମକ ଘରୋଇ ବସ୍‌ଟି କୋରାପୁଟରୁ ଜୟପୁର ଅଭିମୁଖେ ଆସୁଥିବାବେଳେ ଦେଓ ଘାଟିରେ ଟ୍ରେଲର ସହ…

ବାହାଘର ପାଇଁ ଯାଉଥିବା ବେଳେ ଖୁଣ୍ଟରେ ପିଟି ହେଲା କାର, ଘଟଣାସ୍ଥଳରେ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ରାମପୁରରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ପୋଲରେ ପିଟି ହୋଇଯିବାରୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ଘଟିଛି। ରାମପୁରରୁ ଦ୍ରୁତ ଗତିରେ ଆସୁଥିବା କାର ହାଇଟେନ୍ସ ୱେୟାରଲେସ୍‌ ବିଦ୍ୟୁତ…

ବିବାହ ପରେ ସରିଲା ଭଉଣୀର ବିଦାୟୀ, ବର ଗାଡି ପଛେ ପଛେ ଯାଉଥିବାବେଳେ ୨ ଭାଇ ଦୁର୍ଘଟଣାରେ ଗୁରୁତର

ଟାଙ୍ଗୀ(କେନ୍ୟୁଜ): ଭଉଣୀର ବିବାହ ପରେ ବିଦା ବେଳେ ଅଘଟଣ । କାର୍ ଦୁର୍ଘଟଣାରେ ୨ ଭାଇ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ବଡ ପୋଖରିଆ ଛକ ନିକଟରେ । କାରଟି ଜାତୀୟ ରାଜପଥରୁ ଭାରସାମ୍ୟ ହରାଇ ବିଲ ଗହୀର ମଧ୍ୟକୁ ଛିଟିକି ପଡିଥିଲା। କାରଟି…

ଯାଜପୁର : ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ

ଯାଜପୁର (କେନ୍ୟୁଜ): ଯାଜପୁର ପାଣିକୋଇଲି ଥାନା ୧୬ ନଂ ଜାତୀୟ ରାଜପଥ ସିଂଗଡା ଓଭରବ୍ରିଜ ଉପରେ ଅଟୋ ସହିତ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ମୃତକ ହେଲେ ସୌଭାଗ୍ୟ ନାୟକ । ଏଥିରେ ଅନ୍ୟ ଜଣେ ଗୁରୁତର ଓ ଜଣେ ସାମାନ୍ୟ ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ଚିକିତ୍ସିତ…

ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ୬ଜଣ ଗୁରୁତର ଆହତ

ଅନୁଗୁଳ(କେନ୍ୟୁଜ): ଗଛରେ ପିଟିହେଲା କାର। ଗୋଟିଏ ପରିବାରର ୬ଜଣ ଗୁରୁତର ଆହତ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ୧୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। କାରଟି ବଲାଙ୍ଗିରରୁ ଆସୁଥିବାବେଳେ ଭାରସାମ୍ୟ ହରାଇ ଏକ ବର ଗଛରେ ପିଟି ହୋଇଯାଇଥିଲା। ଫଳରେ ଗାଡିରେ ଥିବା ଗୋଟିଏ…