AI ସୃଷ୍ଟି କରିବ ବିଜୁଳି ସଙ୍କଟ ! ଚାଟ୍ ଜିପିଟି ପ୍ରତି ଘଣ୍ଟାରେ ଖର୍ଚ୍ଚ କରୁଛି ୧୭ ହଜାର ଗୁଣ ଅଧିକ ବିଜୁଳି
ChatGPT ଅଧିକ ଶକ୍ତି ଖର୍ଚ୍ଚ କରେ ଏକ ରିପୋର୍ଟରେ କୁହାଯାଇଛି ଯେ OpenAI ର AI ଟୁଲ୍ ChatGPT ପ୍ରତି ଘଣ୍ଟାରେ ୫ ଲକ୍ଷ କିଲୋୱାଟ ବିଦ୍ୟୁତ୍ ଖର୍ଚ୍ଚ କରୁଛି । ଏହା ଘର ଅପେକ୍ଷା ୧୭ ହଜାର ଗୁଣ ଅଧିକ । ଆପଣଙ୍କ ମଧ୍ୟରେ ଅନେକ ଲୋକ ନିଶ୍ଚୟ ଥିବେ ଯେଉଁମାନେ OpenAI ର AI ଟୁଲ୍ ChatGPT…