Browsing Tag

akshay kumar

ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ୍‌ ରାନିଗଞ୍ଜ’ର ଟ୍ରେଲର ହେଲା ରିଲିଜ୍‌, ଖୁବ୍‌ ଶୀଘ୍ର ହଲ୍‌ରେ ଦେଖିବା ପାଇଁ ମିଳିବ…

ବଲିଉଡର ଆକ୍ସନ ହିରୋ ଅକ୍ଷୟ କୁମାରଙ୍କୁ କିଏ ନଜାଣେ । ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ତାଙ୍କର ଆଉ ଏକ ଫିଲ୍ମ । ଫିଲ୍ମଟିର ନାମ ରହିଛି ‘ମିଶନ ରାନିଗଞ୍ଜ’ । ଚଳିତ ବର୍ଷ ପାଇଁ ଏହା ହେଉଛି ତାଙ୍କର ତୃତୀୟ ଫିଲ୍ମ । ଫିଲ୍ମଟିକୁ ଖୁବ ଶୀଘ୍ର ସେ ରିଲିଜ୍‌ କରିବା ପାଇଁ ଯାଉଛନ୍ତି ।  ତେବେ…

ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ ‘Welcome 3’, ଜାଣନ୍ତୁ କେବେ ହେବ ରିଲିଜ

ବଲିଉଡ୍‌ର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ନିଜର ନିଖୁଣ ଅଭିନୟ ଦ୍ୱାରା ସମସ୍ତଙ୍କ ମନୋରଂଜନ କରିଥାଆନ୍ତି। ଅକ୍ଷୟଙ୍କ ‘ଓଃ ମାଇଁ ଗଡ ୨’ ରିଲିଜ ହେବା ପରେ ଏବେ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ୱେଲକମ ୩’ ଖୁବ୍ ଶୀଘ୍ର…

ଭାରତୀୟ ନାଗରିକତା ପାଇଲେ ଅକ୍ଷୟ କୁମାର, ସେୟାର କଲେ ଫଟୋ

ଭାରତୀୟ ନାଗରିକତା ପାଇଛନ୍ତି ଅଭିନେତା ଅକ୍ଷୟ କୁମାର । ସ୍ବାଧୀନତା ଦିବସରେ ଅକ୍ଷୟଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ । ଏ ନେଇ ଟ୍ବିଟରରେ ଫଟୋ ସେୟାର କଲେ ଅକ୍ଷୟ । ସେୟାର କରି କହିଲେ , ଏବେ ଦିଲ୍ ଓ ନାଗରିକତା ଉଭୟ ହିନ୍ଦୀସ୍ଥାନୀ । ଭାରତୀୟ ନାଗରିକତା ପାଇବା ପରେ ଫ୍ୟାନ୍ସ ଅକ୍ଷୟ…

‘ଓଃ ମାଇଁ ଗଡ ୨’ର ପ୍ରଥମ ଟ୍ରେଲର ରିଲିଜ, ଅଗଷ୍ଟ ୧୧ରେ ବଡ ପରଦାରେ ଦେଖିବେ ଦର୍ଶକ

ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ଓଃ ମାଇଁ ଗଡ ୨’ ରିଲିଜକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଚାଲିଛି । ତେବେ ଏହି ଫିଲ୍ମକୁ ନେଇ ରିଭ୍ୟୁ କମିଟି ସେନ୍ସର ବୋର୍ଡ ବି ବସାଇଥିଲା । ତେବେ ସେନ୍ସର ବୋର୍ଡ ଏହାକୁ ଏ ସାର୍ଟିଫିକେଟ ଦେବା ପରେ ଗତକାଲି ଏହାର ଟ୍ରେଲର ରିଲିଜ ହୋଇଯାଇଛି…

ଫିଲ୍ମ ‘OMG 2’ କୁ ନେଇ ରିଭ୍ୟୁ କମିଟି ବସାଇଲା ସେନ୍ସର ବୋର୍ଡ, ଖୁବଶୀଘ୍ର ସାମ୍ନାକୁ ଆସିବ ନିଷ୍ପତ୍ତି

ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ଓଃ ମାଇଁ ଗଡ ୨’ର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି । କିନ୍ତୁ ଫିଲ୍ମକୁ ନେଇ ସେନ୍ସର ବୋର୍ଡ ଏକ ରିଭ୍ୟୁ କମିଟି କରିଛି । କମିଟିର ବୈଠକ ପରେ ଫିଲ୍ମକୁ ନେଇ ନିଷ୍ପତ୍ତି ଆସିବ । ଭଗବାନ…

ସବୁଠୁ ଅଧିକ କର ଦେଉଥିବା ବଲିଉଡ ତାରକା ଅକ୍ଷୟ କୁମାର, ଏପର୍ଯ୍ୟନ୍ତ ରୋଜଗାର କଲେଣି ୩ ହଜାର କୋଟି

କେନ୍ୟୁଜ୍‌(ବ୍ୟୁରୋ): ଅକ୍ଷୟ କୁମାର ବଲିଉଡ ସୁପରଷ୍ଟାର । ଷ୍ଟଣ୍ଡମ୍ୟାନ ଭାବେ ବଲିଉଡରେ ନା କରିଛନ୍ତି । ତାଙ୍କ ଅଭିନୀତ ସିନେମା ଗୁଡ଼ିକରେ ଜବରଦସ୍ତ ଷ୍ଟଣ୍ଡ ଦେଖିବାକୁ ମିଳିଥାଏ । ଏହାସହ ଆକସନର ଧମାକା ଭିରିକି ରହିଥାଏ । ରୋମାନ୍ସ ସହ କମେଡ଼ିର ପଞ୍ଚ ମଧ୍ୟ ଦେଖିବାକୁ ମିଳିଥାଏ ତାଙ୍କ…

‘ମେଁ ଖିଲାଡି ତୁ ଅନାଡି’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଅକ୍ଷୟ କୁମାର ଏବଂ ସଲମାନ ଖାନ, ଦେଖନ୍ତୁ ଭିଡିଓ

ସୈଫ ନୁହେଁ ସଲମାନଙ୍କ ସହିତ ‘ମେଁ ଖିଲାଡି ତୁ ଅନାଡି’ରେ ଜବରଦସ୍ତ ଡ୍ୟାନ୍ସ କଲେ ଅକ୍ଷୟ କୁମାର । ୯୦ ଦଶକର ସୁପରହିଟ୍‌ ଗୀତ ମେଁ ଖିଲାଡି ତୁ ଅନାଡିକୁ ପୁଣିଥରେ ଏବେ ଚର୍ଚ୍ଚା । ନୂଆ ଷ୍ଟାଇଲରେ ଅକ୍ଷୟ କୁମାରଙ୍କ ଡ୍ୟାନ୍ସଙ୍କୁ ସମସ୍ତେ ପସନ୍ଦ କରୁଛନ୍ତି । ଏହି ଗୀତକୁ ନେଇ ଅନେକ ରିଲ୍ସ…

ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଲେ ଅକ୍ଷୟ କୁମାର; ଆରମ୍ଭ ହେଲା ଅଭିନେତାଙ୍କର ପ୍ରଥମ ମରାଠି ଫିଲ୍ମର…

ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ନିଜ ମରାଠି ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ଏହି ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବେ, ଯାହାର ସୁଟିଂ ଆଜିଠାରୁ ଆରମ୍ଭ ହୋଇଛି। ଏହା ଅକ୍ଷୟ କୁମାରଙ୍କର ପ୍ରଥମ ମରାଠି ଚଳଚ୍ଚିତ୍ର ହେବ, ଯାହାର ଟାଇଟଲ ରହିଛି…

ବଲିଉଡ ପରେ ମରାଠୀ ଫିଲ୍ମରେ ଡେବ୍ୟୁ କରିବେ ଅକ୍ଷୟ କୁମାର, ଛତ୍ରପତି ଶିବାଜୀ ମହାରାଜା ଭୂମିକାରେ ଆସିବେ ନଜର

ବଲିଉଡର ଖିଲାଡି କୁମାର ଭାବେ ପରିଚିତ ଅକ୍ଷୟ କୁମାର ମରାଠୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅକ୍ଷୟ କୁମାର ନିର୍ଦ୍ଦେଶକ ମହେଶ ମଞ୍ଜେରକରଙ୍କ ‘ବେଡାତ ମରାଠେ ବୀର ଦୌଡଲେ ସାତ’ ମରାଠୀ ଫିଲ୍ମରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ରହିଛନ୍ତି। ବର୍ତ୍ତମାନ ଅକ୍ଷୟ କୁମାର ଫିଲ୍ମ ‘ରାମସେତୁ’କୁ…

ଭାଇରାଲ ହେଉଛି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ଭିଡ଼ିଓ, ସିମେଣ୍ଟ ଇଟାକୁ ହାତରେ ଭାଙ୍ଗିବାର ଦୃଶ୍ୟ ଦେଖିଲେ ଆପଣ ବି…

କେନ୍ୟୁଜ୍‌ ବ୍ୟୁରୋ: ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ସବୁବେଳେ ଫିଟ୍‌ ଫାଟ୍‌ ଥାଆନ୍ତି । ସେ ଯୋଗ ବ୍ୟାୟାମରେ ଅଧିକ ସମୟ ବିତାଇବାକୁ ଭଲ ପାଆନ୍ତି । ଏବେ ତାଙ୍କର ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ସେ ନିଜ ହାତରେ ହାତୁଡ଼ି ସାହାଯ୍ୟରେ ସିମେଣ୍ଟରେ ତିଆରି ହୋଇଥିବା…

‘ରାମ ସେତୁ’ର ଦମ୍‌ଦାର ଟିଜର ରିଲିଜ୍‌; ଭିନ୍ନ ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର; ଆକ୍ସନ ଓ ରୋମାଞ୍ଚରେ ଭରପୂର ରହିଛି…

ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ରାମ ସେତୁ’ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ହୋଇଛନ୍ତି। ଏହି ଫିଲ୍ମ ୨୫ ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି। ଏଥି ପୂର୍ବରୁ ଅଭିନେତା ସୋସିଆଲ ମିଡିଆରେ ଏହାର ପ୍ରଥମ ଝଲକ୍‌ ଫ୍ୟାନ୍‌ମାନଙ୍କୁ ଦେଖାଇଛନ୍ତି। ଫିଲ୍ମରେ ଅକ୍ଷୟ କୁମାର ରାମ…