Browsing Tag

america

ଆଉ ଭୟ ନାହିଁ, ଆଲାସ୍କାରୁ ସୁନାମି ସତର୍କତା ପ୍ରତ୍ୟାହୃତ

ଓ୍ଵାଶିଂଟନ୍‌ : ଆମେରିକାର ଆଲାସ୍କାରେ ଭୟଙ୍କର ଭୂମିକମ୍ପ ପରେ ବି ସ୍ଥିତି ଅତ୍ୟଧିକ ବିପଜ୍ଜନକ ନାହିଁ । ତେଣୁ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦିଆଯାଇଥିବା ସୁନାମି ଆଲର୍ଟକୁ ପ୍ରତ୍ୟାହାର କରି ନିଆଯାଇଛି । ଆଜି ଆଲାସ୍କାରେ ୮.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏଥିରେ ଏକ ଛୋଟିଆ ସୁନାମି…

ଫେରୁଛି କରୋନା, ଆମେରିକାରେ ଗତ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ମାମଲା ଚିହ୍ନଟ

ଆମେରିକାରେ କରୋନା ଭାଇରସର ବଢ଼ୁଛି ମାମଲା। ଆମେରିକାରେ ହାଇ ରିସ୍କ ଇଲାକାରେ ଭ୍ୟାକସିନ ରର ଦୁଇଟି ଡୋଜ ଦେଲାପରେ ସେଠାରେ ଲୋକଙ୍କୁ ମାସ୍କ ବ୍ୟହାରକୁ ନେଇ ଢ଼ିଲା ଦିଆଯାଇଥିଲା। କିନ୍ତୁ ଏବେ କରୋନା ମାମଲା ବଢ଼ିବା କାରଣରୁ ପୁଣି ଥରେ ମାସ୍କ ବ୍ୟବହାରକୁ ନେଇ ସଚେତନ ବଢ଼ିଛି। ଡେଲଟା ଭାରିଏଣ୍ଟ…

ସମୁଦ୍ରରେ ଶତ୍ରୁ ଦେଶକୁ ଆକ୍ରମଣ କରିବ ଚୀନର ଯୁଦ୍ଧ ବିମାନ ”ରୋବୋ-ସାର୍କ”

ଚୀନର ଆତଙ୍କ ଦୁନିଆରେ ଏବେ ଭୟାବହ ପରିସ୍ଥିତିରେ ରହିଛି । ଅଧିକାଂଶ ଦେଶ ବିରୁଦ୍ଧରେ ଆକ୍ରାମକ ସ୍ୱଭାବ ରଖିଥିବା ଚୀନ ଏବେ ନୂଆ ଯୁଦ୍ଧ ବିମାନ ବାହାର କରିଛି । ସାରା ଦୁନିଆରେ ଅଧିକାଂଶ ଦେଶ ବିରୁଦ୍ଧରେ ଚୀନ ଏମିତି ଏକ ଯୁଦ୍ଧ ବିମାନ ତିଆରି କରୁଛି । ଯାହାକୁ ଜାଣିବା ପରେ ଏବେ ସମସ୍ତେ…

ଆମେରିକାର ଏହି ସ୍କୁଲରେ ଅସୁସ୍ଥ ପିଲାଙ୍କୁ ସୁସ୍ଥ କରିବା ପାଇଁ ଦିଆଯାଏ ବିଜୁଳିର ଝଟକା, ଜାଣନ୍ତୁ

ଆମେରିକାର Massachusetts ସ୍କୁଲରେ ନିଜ ସ୍କୁଲ ପିଲାଙ୍କୁ ଇଲେକଟ୍ରିକ ସକ୍ ଦେବା ପାଇଁ ପୁନର୍ବାର ଅନୁମତି ମିଳିଛି । ଏଥିପାଇଁ ସଂଘୀୟ ଅଦାଲତ ମଙ୍ଗଳବାର ଏକ ନିଷ୍ପତ୍ତି ନେଇଛି । ଯାହାପରେ ଏବେ ଏହି ସ୍କୁଲରେ ପିଲାଙ୍କୁ ବିଜୁଳିର ଝଟକା ଦିଆଯିବ । ଆମେରିକାର Massachusetts ସ୍କୁଲରେ…

ଏହି ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ଦିଆଯିବ କଣ୍ଡୋମ, ଜାଣନ୍ତୁ କେଉଁଠି?

ଆମେରିକାର ଚିକାଗୋରେ ଥିବା ବିଦ୍ୟାଳୟଗୁଡ଼ିକ ପାଇଁ ଏଭଳି ଆଦେଶ ଜାରି କରାଯାଇଛି, ଯାହାକୁ ସୋସିଆଲ ମିଡିଆରେ ତୀବ୍ର ଆଲୋଚନା କରାଯାଉଛି । ନୂତନ ପଲିସି ଅନୁଯାୟୀ ବର୍ତ୍ତମାନ ବିଦ୍ୟାଳୟଗୁଡିକରେ ପଞ୍ଚମ ଓ ତଦୁର୍ଦ୍ଧ୍ୱ ଶ୍ରେଣୀ ପିଲାମାନଙ୍କ ପାଇଁ ମାଗଣାରେ କଣ୍ଡୋମ ଦେବା ବ୍ୟବସ୍ଥା କରିବାକୁ…

ଚକୋଲେଟର ”ଷ୍ଟାଚୁ ଅଫ ଲିବର୍ଟି”କୁ ଦେଖି ଦର୍ଶକ ହେଲେ ଆଶ୍ଚର୍ଯ୍ୟ, ପୋଷ୍ଟ ହେଲା ଭାଇରାଲ

ଆପଣ ଟିଭି କିମ୍ବା ଫିଲ୍ମରେ ଆମେରିକାର ''ଷ୍ଟାଚୁ ଅଫ ଲିବର୍ଟି''କୁ ଅନେକ ବାର ଦେଖିଥିବେ । କିନ୍ତୁ ଆପଣ କେବେ ଚକୋଲେଟରେ ତିଆରି ଷ୍ଟାଚୁ ଅଫ ଲିବର୍ଟି ଦେଖିଛନ୍ତି କି । ଆମେ ଆଜି ଚକୋଲେଟର ''ଷ୍ଟାଚୁ ଅଫ ଲିବର୍ଟି'' ଦେଖାଇବାକୁ ଯାଉଛୁ । ଯାହାକୁ ଆପଣ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।…

ଆମେରିକା: ଭାରତୀୟ ଟୀକା କୋଭାକ୍ସିନ ଅଲଫା-ଡେଲ୍ଟା ଭାରିଏଣ୍ଟସ ପାଇଁ ହେବ ପ୍ରଭାବକାରୀ

ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କରୋନା ଟୀକା କୋଭାକ୍ସିନର ପ୍ରଭାବକୁ ଆମେରିକା ପକ୍ଷରୁ ସହମତି ମିଳିଛି । ଏହାର ପ୍ରଭାବକୁ ନେଇ ଆମେରିକା ସହମତି ପ୍ରକାଶ କରିଛି। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍‌ଥର ମତ ଅନୁଯାୟୀ, କୋଭାକ୍ସିନ ଦ୍ୱାରା ଶରୀରରେ ତିଆରି ହେଉଥିବା…

ଆମେରିକା ହ୍ୟୁଷ୍ଟନରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଭୁବନେଶ୍ୱର : ଆମେରିକାର ହ୍ୟୁଷ୍ଟନ୍‌ରେ ଖୁବ୍‌ ଉତ୍ସାହ ଓ ଉଦ୍ଦୀପନା ତଥା ଭକ୍ତିଭାବନା ମଧ୍ୟରେ ପାଳିତ ହୋଇଯାଇଛି ଶ୍ରୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ପର୍ବ । ଏଠାରେ ଥିବା ମନ୍ଦିରରେ ପୂର୍ବ ଦିନରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରାଯାଇଥିଲା । ସକାଳେ ୧୦୮ କଳସରରେ ପବିତ୍ର ଜଳ…

ଆମାଜନ ଭୁଲରେ ମହିଳାଙ୍କୁ ପଠାଇଦେଲା ୧୫୦ ପ୍ୟାକେଟ ପାର୍ସଲ, ଜାଣନ୍ତୁ ଆଗକୁ କଣ ହେଲା

ଆମେରିକାର ନ୍ୟୁୟର୍କରେ ଜଣେ ମହିଳା ଖୁଲାସା କରିଛନ୍ତି ଯେ ସେ କୌଣସି ଅର୍ଡର ନ ଦେଇ ମଧ୍ୟ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ ଶହ ଶହ ପ୍ୟାକେଟ ତାଙ୍କୁ ମିଳିଛି l ନିକଟରେ ଜିଲିୟନ କନ୍ନନ ଫେସବୁକରେ ନିଜର କାହାଣୀ ଶୁଣାଇ କହିଥିଲେ ଯେ ତାଙ୍କୁ ମିଳିଥିବା ପ୍ୟାକେଜ ଗୁଡ଼ିକ ଏତେ ବଡ ଯେ ଏହା ତାଙ୍କ…

ବିମାନ ଯାତ୍ରା ସମୟରେ ମହିଳାଙ୍କୁ ଯୌନ ଶୋଷଣ, ନିଜ ଆଡ଼କୁ ଟାଣି ସ୍ପର୍ଶ କରୁଥିଲେ ଅଙ୍ଗ, ଆମେରିକାରେ ଭାରତୀୟ…

ବିମାନ ଯାତ୍ରା ସମୟରେ ଯୌନ ଶୋଷଣ କରିବା ଅଭିଯୋଗରେ ଆମେରିକୀୟ ଫେଡେରାଲ ଜୁରୀ ୨୯ ବର୍ଷୀୟ ଜଣେ ଭାରତୀୟ ନାଗରିକଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ମାମଲାରେ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଛି। ଅଭିଯୁକ୍ତଙ୍କ ନାଁ ଶିବା କେ. ଦୁର୍ବେସୁଲା। ମାମଲାର ସମସ୍ତ ପ୍ରମାଣ ଏବଂ…

୯ ମାସରେ କନ୍ୟା ନିଜ ହାତରେ ହିଁ ବୁଣିଥିଲେ ନିଜର ବ୍ରାଇଡାଲ ଡ୍ରେସ୍‌, ମେଟ୍ରାରେ ଟ୍ରାଭେଲିଂ ସମୟରେ ଆରମ୍ଭ କରିଥିଲେ…

ସାଧାରଣତଃ ବିବାହକୁ ନେଇ କନ୍ୟାମାନେ ବହୁତ ଉତ୍ସାହିତ ଥାଆନ୍ତି। ଏହିଦିନ ସେମାନେ କିପରି ଦେଖାଯିବେ, ବ୍ରାଇଡାଲ ଡ୍ରେସ କେତେ ଆକର୍ଷଣୀୟ ହୋଇପାରିବ, ତାହାକୁ ନେଇ ଢ଼େର ଦିନ ଆଗରୁ ଅଙ୍କକଷା ଚାଲିଥାଏ। ବିଶେଷ କରି ବ୍ରାଇଡେଲ ଡ୍ରେସକୁ ଖାସ୍‌ କରିବା ପାଇଁ କନ୍ୟାମାନେ କ’ଣ ବା ନ କରିଥାଆନ୍ତି।…

ହାର୍ଟଆଟାକ କାରଣରୁ ଆମ୍ବୁଲାନ୍ସ ଚୋରି କରି ପୋଲିସ ହାତରେ ଧରାପଡିଲେ ବ୍ୟକ୍ତି, ଖବର ହେଲା ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ଏମିତି ଖବର ଭାଇରାଲ ହେଉଛି ଯାହାକୁ ଶୁଣିଲା ପରେ ବିଶ୍ୱାସ କରିବା କଷ୍ଟ ହେଉଛି । ଅଜବ ଘଟଣା ସାମ୍ନାକୁ ଆସୁଛି ଯାହାକୁ ଶୁଣିଲା ପରେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏଭଳି ଏକ ଅଜବ ଘଟଣା ଘଟିଛି ଆମେରିକାରେ । ଏଠାରେ ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ଚୋରି କରି ପରେ ନିଜକୁ…