Browsing Tag

andhra pradesh

ବିବାହରେ ହୋଇଥିଲା ନୈଶ୍ୟ ଭୋଜିର ଆୟୋଜନ, ହୃଦୟ ଛୁଇଁଯିବ ଅତିଥିଙ୍କ ଭିଡିଓ

ଭାରତୀୟ ବିବାହ ନିଜ ଶୋବାଜି ପାଇଁ ପ୍ରସିଦ୍ଧ। ନିକଟରେ ଆନ୍ଧ୍ର ପ୍ରଦେଶର ନେଲୋରରେ ହୋଇଥିବା ଏକ ବିବାହ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। କୋଭିଡ କାଳରେ ହୋଇଥିବା ଏହି ନିଆରା ବିବାହର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏହି ଭିଡ଼ିଓକୁ ପ୍ରସିଦ୍ଧ ବିଜନେସମ୍ୟାନ ହର୍ଷ ଗୋଏନକା…

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଓ ଅଟୋ ମଧ୍ୟରେ ଧକ୍କା, ୬ ମୃତ

ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଜଣଙ୍କର ଜୀବନ। ଖବର ମୁତାବକ, କୃଷ୍ଣ ଜିଲ୍ଲାର ଗୋଲାପଲ୍ଲୀ ଗାଁରେ ଟ୍ରକ ଏବଂ ଅଟୋ ରିକ୍ସା ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି…

ଗଧଙ୍କ ଉପରେ ସଙ୍କଟ: ଯୌନ ଶକ୍ତି ବଢ଼ାଇବା ପାଇଁ ମାଂସ ଖାଉଛନ୍ତି ଲୋକେ, କମି କମି ଯାଉଛି ସଂଖ୍ୟା

ଭାରତରେ ଗଧକୁ ବିଲୁପ୍ତମୁଖୀ ପ୍ରାଣୀ ତାଲିକାରେ ରଖାଯାଇଛି। ଯଦି ବହୁତ ଜଲ୍‌ଦି ଏମାନଙ୍କ ସଂଖ୍ୟା ବୃଦ୍ଧି ନ ଘଟେ, ତା’ହେଲେ କିଛି ରାଜ୍ୟରେ ଏହି ପ୍ରାଣୀ ସମ୍ପୂର୍ଣ୍ଣ ଭାବେ ଗାଏବ ହୋଇଯାଇ ପାରନ୍ତି। ତେବେ ଗଧଙ୍କ ସଂଖ୍ୟା ହ୍ରାସ ପାଇବାର ଏକ ପ୍ରମୁଖ କାରଣ ହେଉଛି, ମାଂସ ପାଇଁ ଏମାନଙ୍କୁ…

ଏ କି ମାଆ, ବାପା! ବଡ଼ ଝିଅର ଜୀବନ ବଞ୍ଚାଇବା ପାଇଁ ସାନ ଝିଅକୁ ୧୦ ହଜାର ଟଙ୍କାରେ ବିକିଦେଲେ, ନାବାଳିକାଙ୍କୁ ବାହା…

କୌଣସି ବି ମଣିଷ ପାଇଁ ତା’ର ସବୁ ସନ୍ତାନ ସମାନ ହୋଇଥାଆନ୍ତି। କିନ୍ତୁ ଦାରିଦ୍ର୍ୟତା ସାମ୍ନାରେ ସେହି ମଣିଷ ହିଁ କେବେ କେବେ ଅସହାୟ ହୋଇପଡ଼ିଥାଏ। ଠିକ୍‌ ଏମିତି ହିଁ କିଛି ହୋଇଛି ଆନ୍ଧ୍ର ପ୍ରଦେଶର ଜଣେ ଦମ୍ପତିଙ୍କ କ୍ଷେତ୍ରରେ। ଏଠାରେ ଜଣେ ଦମ୍ପତି ନିଜ ୧୬ ବର୍ଷର ଝିଅର ଚିକିତ୍ସା ପାଇଁ ନିଜ…

ସାରା ଜୀବନର ଜମାପୁଞ୍ଜିକୁ ଟ୍ରଙ୍କ୍‌ରେ ଲୁଚାଇ ରଖିଥିଲେ ବ୍ୟକ୍ତି, କିନ୍ତୁ ଉଇ ଖାଇଗଲା ୫ ଲକ୍ଷ ଟଙ୍କା

ସାରା ଜୀବନର ଜମାପୁଞ୍ଜିକୁ ଖାଇଗଲା ଉଇ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାରେ। ଏଠାରେ ଜଣେ ବେପାରୀ ନିଜ ସାରା ଜୀବନର ଜମାପୁଞ୍ଜିକୁ ବ୍ୟାଙ୍କରେ ଜମା ନ ରଖି ଏକ ଟ୍ରଙ୍କ୍‌ରେ ଲୁଚାଇ ରଖିଥିଲେ। କିନ୍ତୁ ଏହି ଟଙ୍କା ଉପରେ ଚୋର ନୁହେଁ, ବରଂ ଉଇଙ୍କ…

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁଘର୍ଟଣା: ୧୪ ମୃତ, ୫ ଗୁରୁତର ଆହତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲ୍ଲା ଭାଲଦୁର୍ତ୍ତୀ ମଣ୍ଡଳର ମଦରପୁର ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଓ ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ୪ଗୁରୁତର । ସମସ୍ତ ଆହତଙ୍କୁ…

କୋଟିଆ ପରେ ଗଙ୍ଗାବାଡ ଉପରେ ଆନ୍ଧ୍ରର ଆଖି, ସେଠାରେ ମଧ୍ୟ କରାଉଛି ନିର୍ବାଚନ

ଗଜପତି: କୋଟିଆ ପରେ ଗଙ୍ଗାବାଡ ଉପରେ ଆନ୍ଧ୍ରର ଆଖି । କେବଳ କୋରାପୁଟର କୋଟିଆ ନୁହେଁ, ଗଜପତି ଜିଲ୍ଲାର ଗଙ୍ଗାବାଡରେ ମଧ୍ୟ ନିର୍ବାଚନ କରାଉଛନ୍ତି ଆନ୍ଧ୍ର ପ୍ରଦେଶ ସରକାର । କୋଟିଆ ଏବଂ ଗଙ୍ଗାବାଡର ଓଡ଼ିଆ ଲୋକ ଆନ୍ଧ୍ର ପ୍ରଦେଶର ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ହେଉଛନ୍ତି । ଗଙ୍ଗାବାଡ…

‘କଳିଯୁଗ’ ସରିଲା, ‘ସତ୍ୟଯୁଗ’ ଆରମ୍ଭ, ଏହା କହି ପ୍ରିନ୍ସିପାଲ୍‌ ଦମ୍ପତି ଦୁଇ ଯବାନ୍‌ ଝିଅଙ୍କୁ ଜୀବନରୁ ମାରିଦେଲେ,…

ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲାରୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସ ଚକ୍କରରେ ପଡ଼ି ମାଆ, ବାପା ନିଜ ଦୁଇ ଝିଅଙ୍କୁ ହିଁ ଜୀବନରୁ ମାରି ଦେଇଛନ୍ତି। ଏହି ଘଟଣା ରବିବାର ରାତିରେ ମଦନାପଲ୍ଲେ ଅଞ୍ଚଳରେ ଘଟିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଅଭିଯୁକ୍ତ ମାଆ, ବାପା ଦୁଇଜଣ…

ରାଜ୍ୟ ବାହାରକୁ କାମ ପାଇଁ ଯାଇ ଆନ୍ଧ୍ରପ୍ରଦେଶରେ ନଜର ବନ୍ଦୀରେ ଓଡ଼ିଶାର ୭ରୁ ଅଧିକ ଯୁବତୀ

କେନ୍ୟୁଜ୍‌: ଆନ୍ଧ୍ରପ୍ରଦେଶରେ ନଜର ବନ୍ଦିରେ ଓଡ଼ିଶାର ୭ରୁ ଅଧିକ ଯୁବତୀ । ପେଟପାଟଣା ପାଇଁ ରାଜ୍ୟ ବାହାରକୁ କାମ ପାଇଁ ଯାଇ ସେଠାରେ ଏବେ ନିର୍ଯାତନାର ଶିକାର ହୋଇଛନ୍ତି । ଏନେଇ ବର୍ତ୍ତମାନ ନିଜ ଘରକୁ ଫେରାଇ ଆଣିବାକୁ ଯୁବତୀମାନେ ରାଜ୍ୟ ସରକାରଙ୍କୁ ଭିଡିଓ ଜରିଆରେ ନିବେଦନ କରିଛନ୍ତି ।…

ଆନ୍ଧ୍ରରେ ଅଜଣା ରୋଗ ଆତଙ୍କ, ଜଣେ ମୃତ ୩୪୦ ଆକ୍ରାନ୍ତ

ସାରା ବିଶ୍ୱ ଏବେ କରୋନାରୁ ନିସ୍ତାର ପାଇନଥିବା ବେଳେ ଆନ୍ଧ୍ରପ୍ରଦେଶର ଏଲୁରରେ ଏକ ଅଜଣା ରୋଗ କାୟା ବିସ୍ତାର କରିଛି। ସୂଚନାଯୋଗ୍ୟ, ଏଲୁରରେ ଏହି ଅଜଣା ରୋଗରେ ୩୪୦ ଲୋକ ପୀଡ଼ିତ ହୋଇଛନ୍ତି। ଏନେଇ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ୧୬୮ ରୁ ଅଧିକ ଲୋକ…

ଘରେ ଚୋରି କରିବାକୁ ପଶିଥିଲା ଚୋର, କିନ୍ତୁ ଏସିର ଥଣ୍ଡା ପବନରେ ମାଲିକର ଖଟ ତଳେ ଶୋଇଗଲା; ଆଉ ତା’ ପରେ…

ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାରେ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଚୋରର କାରନାମା ଶୁଣିଲେ ଆପଣ ହସି ହସି ଗଡ଼ିବେ। ଚୋରଟି ଜଣଙ୍କ ଘରକୁ ଚୋରି କରିବାକୁ ପ୍ରବେଶ କରିଥିଲା। କିନ୍ତୁ ତା’ପରେ ସେ ଯାହା କଲା ତାହା ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି। ଗୋଦାବରୀ ଜିଲ୍ଲା…

ଝିଅ ହତ୍ୟାର ପ୍ରତିଶୋଧ ନେଲେ ବାପା, ଗୋଟେ ଚୋଟରେ ଜ୍ୱାଇଁର ଗଣ୍ଡିମୁଣ୍ଡ କରିଦେଲେ ଅଲଗା

ସ୍ତ୍ରୀର ଦଶମାସିକ ଶ୍ରାଦ୍ଧରେ ଯୋଗ ଦେବାକୁ ଶ୍ୱଶୁର ଘର ଯାଇଥିଲେ ଜ୍ୱାଇଁ। କିନ୍ତୁ ସେଠାରେ ଶ୍ୱଶୁରଙ୍କ ସହ ହେଲା ଗଣ୍ଡଗୋଳ। ପାଟିତୁଣ୍ଡ ଏତେ ବଢ଼ିଗଲା ଯେ ପାଖରେ ପଡ଼ିଥିବା କଟୁରୀ ଆଣି ଜ୍ୱାଇଁଙ୍କ ବେକକୁ ପାହାରେ ଦେଲେ ଶ୍ୱଶୁର। ଘଟଣାସ୍ଥଳରେ ହିଁ ଜ୍ୱାଇଁଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଗଲା।…