Browsing Tag

apple iPhone

ପ୍ରଥମ ଥର ପାଇଁ iPhone 15ରେ ମିଳିବ ୧୦ ହଜାର ଟଙ୍କାର ଡିସକାଉଣ୍ଟ, ଆମାଜନ ଦେଇପାରେ ଏହି ଅଫର

ଆମାଜନ ନୂଆ ବର୍ଷ ୨୦୨୪ ପାଇଁ ନୂଆ ବର୍ଷ ୨୦୨୪ ସେଲ୍‌ ଘୋଷଣା କରିବ ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ ଏହି ସେଲରେ iPhone 15 ଦାମରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିବ । ତେବେ ବର୍ତ୍ତମାନ ସୁଦ୍ଧା ସେଲ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ, କିନ୍ତୁ ଆସନ୍ତା ସପ୍ତାହରେ କମ୍ପାନୀ ଏ…

iPhone 12, iPhone 13 ଓ iPhone 14 ଉପରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ, ଆସୁଛି ଫ୍ଲିପକାର୍ଟର ବିଗ୍‌ ବିଲିୟନ୍‌…

ଆପଣ ବି ଫ୍ଲିପକାର୍ଟର ବିଗ୍‌ ବିଲିୟନ୍‌ ଡେଜ୍‌ ସେଲକୁ ଅପେକ୍ଷା କରିଛନ୍ତି । ତାହେଲେ ଆଉ ମାତ୍ର ୩ ଦିନ ରହିଲା ସବୁଠାରୁ ବଡ ସେଲ୍‌ ଆରମ୍ଭ ହେବାକୁ । ତାହେଲେ ଟିକେ ଧୈର୍ଯ୍ୟ ରଖନ୍ତୁ, କାହିଁକିନା ବିଭିନ୍ନ ପ୍ରଡକ୍ଟସ ବହୁତ କମ୍‌ ଦାମରେ ଅର୍ଥାତ୍‌ ଅଧା ଦାମରେ ଆପଣ ପାଇପାରିବେ । ତାହା ପୁଣି…

iOS 17 ଅପଡେଟ୍ ପରେ ଶୀଘ୍ର ସରୁଛି ଆଇଫୋନ୍ ବ୍ୟାଟେରୀ, ଅଭିଯୋଗ କଲେ ୟୁଜର୍ସ

ଆପଲ୍ ଏହି ସପ୍ତାହ ଆରମ୍ଭରେ iOS 17 ଅପଡେଟ୍ ଆଣିଥିଲା । ଏହି ଅପଡେଟରେ ଆଇଫୋନ୍ ପାଇଁ ଅନେକ ଫ୍ରେସ ଫିଚର ମଧ୍ୟ ଅଣାଯାଇଥିଲା । ଏହି ନୁଆ ଅପଡେଟରେ ଫ୍ୟାମିଲିଆର ୟୁଜର ଇଣ୍ଟରଫେସ୍ ସହିତ କଲିଂ, ମେସେଜିଂ, ଫେସ୍ ଟାଇମ୍, ଏୟାରଡ୍ରପ୍ ଏବଂ ଅନ୍ୟାନ୍ୟ ଫିଚର୍ସରେ ମଧ୍ୟ ଉନ୍ନତି କରାଯାଇଛି ।…

ଲଞ୍ଚ ହେଲା iPhone 15 ସିରିଜର ୪ଟି ମଡେଲ, ଜାଣନ୍ତୁ ରହିଛି କେତେ ଦାମ

ଦୀର୍ଘ ସମୟ ଧରି iPhone 15ର ନୂଆ ମଡେଲକୁ ଅପେକ୍ଷା କରି ରହିଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । Apple କମ୍ପାନୀ iPhone 15 ସିରିଜ ଲଞ୍ଚ କରି ସାରିଛି । ଏହି ସିରିଜରେ କମ୍ପାନୀ ୪ ଟି ମଡେଲ ଲଞ୍ଚ କରିଛି । ଯଦି ଆପଣ 15 ସିରିଜର କୌଣସି ଏକ ଫୋନ କିଣିବା ପାଇଁ ପ୍ଲାନ କରୁଛନ୍ତି…

ହଠାତ ହ୍ରାସ ପାଇଲା iPhone 11ର ମୂଲ୍ୟ, ମାତ୍ର ୨,୯୯୯ ଟଙ୍କାରେ କିଣି ପାରିବେ ଏହି ଦମଦାର ସ୍ମାର୍ଟଫୋନ

iPhone 11ର ମୂଲ୍ୟ ହଠାତ ହ୍ରାସ ପାଇଛି । ଏବଂ ଆପଣ ଏହାକୁ ବର୍ତ୍ତମାନ ୨,୯୯୯ ଟଙ୍କା ଶସ୍ତାରେ କିଣି ପାରିବେ । ୨,୯୯୯ରେ iPhone, ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଆମେ କହୁଥିବା ଏହି ଆଇଫୋନକୁ ଆପଣ ଫ୍ଲିପକାର୍ଟରେ ମାତ୍ର ୨,୯୯୯ ଟଙ୍କାରେ କିଣିପାରିବେ ।…

ମିଳିବ ‘ମେଡ ଇନ ଇଣ୍ଡିଆ ଏୟରପଡ୍ସ’, ତାମିଲନାଡୁରେ ପ୍ରସ୍ତୁତ ହେବ ଆଇଫୋନ-୧୫ର ପ୍ରଡକ୍ଟ

ଆଇଫୋନ ୟୁଜରଙ୍କ ପାଇଁ ଖୁସି ଖବର । ମେଡ ଇନ୍‌ ଇଣ୍ଡିଆ ଆଇଫୋନ ପରେ ଏବେ ଆପଲ୍‌ କମ୍ପାନୀର ମେଡ୍‌ ଇନ ଇଣ୍ଡିଆ ଏୟରପଡ୍ସ ୟୁଜରଙ୍କୁ ମିଳିବ । ଆଗାମୀ ଦିନରେ ଏହାକୁ ଆପଣ ବ୍ୟବହାର କରିପାରିବେ । ହାଇଦ୍ରାବାଦଠାରେ ଥିବା ଫକ୍ସକନ କାରଖାନାରେ ଏହାର ଉତ୍ପାଦନ ହେବ । ତାଇଓ୍ଵାନର ଟେକ୍‌ କମ୍ପାନୀ…

ରିଲ୍ସ ପାଇଁ ଭଲ ଆଇଫୋନ ଦରକାର, ତେଣୁ ଟଙ୍କା ପାଇଁ ନିଜ ଛୁଆକୁ ବିକିଦେଲେ ବାପା ମାଆ, ଶେଷରେ ବନ୍ଧା ହୋଇଗଲେ ଜେଲ

ପଶ୍ଚିମବଙ୍ଗରେ ଜଣେ କପଲ ରିଲ୍ସ ପାଇଁ ନିଜ ୮ ମାସର ଛୁଆ କୁ ବିକି ଦେଲେ । ଏଭଳି ଚାଞ୍ଚଲ୍ୟକର ଘଟଣା ଏବେ ସବୁଠି ଚର୍ଚ୍ଚା ଧରିଛି। ଏ କି ରିଲ୍ସ ମାନିଆ ଯୁଗ ଆରମ୍ଭ ହୋଇଛି ଯେ ଏହାକୁ ନେଇ ସମସ୍ତେ ପାଗଳ। ନା ନିଜ ଜୀବନ ପ୍ରତି କିଛି ଲୋଭ ଅଛି ନା ନିଜ ଛୁଆ ପ୍ରତି। ଏମିତି ଅନେକ ଖବର ଆମେ…

୨୭,୩୯୯ ଟଙ୍କାରେ ମିଳୁଛି Apple iPhone 14, ଜାଣନ୍ତୁ କଣ ରହିଛି ଡିଟେଲ୍ସ

Apple iPhone14 ଖୁବ୍ ଶୀଘ୍ର Apple iPhone 15 ରେ ରିପ୍ଲେସ ହେବ ଏବଂ ଆଗାମୀ Apple iPhone ସିରିଜ୍ ଲଞ୍ଚ ହେବା ପୂର୍ବରୁ Apple iPhone 14 ଫ୍ଲିପକାର୍ଟରେ ବଡ଼ ଡିସକାଉଣ୍ଟରେ ଉପଲବ୍ଧ ହେବ । ୪୨,୬୦୦ ଟଙ୍କା ଅଫରେ ଫ୍ଲିପକାର୍ଟରେ Apple iPhone 14 ବର୍ତ୍ତମାନ ୨୭,୩୯୯ ଟଙ୍କାରେ ଉପଲବ୍ଧ…

iPhoneର ଦାମ ୫ କୋଟି, ହୀରା ଓ ସୁନାରେ ପସ୍ତୁତ ହୋଇଛି ଫୋନ

ବର୍ତ୍ତମାନ ସମୟରେ ଆପଲର ଲାଟେଷ୍ଟ ମଡେଲ iPhone 14 Pro Max ଲୋକଙ୍କ ପ୍ରଥମ ପସନ୍ଦ ଥିବାବେଳେ ମାର୍କେଟରେ ଏହାର ମୂଲ୍ୟ 1,27,999 ଟଙ୍କା ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ iPhone ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ୫ କୋଟି ଟଙ୍କା । iPhone 14 Pro Max ର ଡାଇମଣ୍ଡ…

ଜଲଦି କିଣନ୍ତୁ ଶେଷ ହୋଇଯିବ ଅଫର, ମାତ୍ର ୫,୯୯୯ ଟଙ୍କାରେ କିଣନ୍ତୁ iPhone 11

ଯଦି ଆପଣଙ୍କର ଏବେ ପର୍ଯ୍ୟନ୍ତ ଆଇଫୋନ୍ କିଣିବା ସ୍ବପ୍ନ ଅଧୁରା ରହିଯାଇଛି, ତାହେଲେ ବୋଧହୁଏ ଏବେ ଆପଣଙ୍କ ଅପେକ୍ଷାର ଅନ୍ତ ହେବାର ସମୟ ଆସିଯାଇଛି । ଆଜ୍ଞା ହଁ, ଏବେ ଆପଣ ମାତ୍ର ୫,୯୯୯ ଟଙ୍କାରେ ନୂଆ ଆଇଫୋନକୁ କିଣିପାରିବେ । ଫ୍ଲିପକାର୍ଟ ଏକ ବହୁତ ବଢ଼ିଆ ଅଫର ଆଣିଛି, ଯେଉଁଥିରେ ଆପଣ…

ଦୁନିଆର ସବୁଠୁ ବଡ଼ ୨୨୬ କିଲୋଗ୍ରାମର iPhone!

ଆସିଲା ଦୁନିଆର ସବୁଠୁ ବଡ଼ ଆଇଫୋନ। ସାତ ଫିଟ ଲମ୍ବା ଓ ଦୁଇ କ୍ୱିଣ୍ଟାଲରୁ ବି ଅଧିକ ଥିବା ଏହି ଫୋନ ଏବେ ସବୁଆଡେ ହଙ୍ଗାମା କରୁଛି। ଆଇଫୋନ ଏକ ଏମିତି ବ୍ରାଣ୍ଡ ଯାହାକୁ କିଣିବା ସମସ୍ତଙ୍କ ସ୍ୱପ୍ନ ଥାଏ। ଆଇଫୋନ ଯେବେ ପ୍ରଥମେ ୫ ଇଞ୍ଚର ବଡ଼ ସ୍କ୍ରିନ ସାଇଜର ଲଞ୍ଚ ହୋଇଥିଲା ସେହି ସମୟରେ ପୁରା…

ଇ-କମର୍ସ ପ୍ଲାଟଫର୍ମରେ ଶସ୍ତାରେ ମିଳୁଛି ଆଇଫୋନ, ଅଫରର ଫାଇଦା ଉଠାନ୍ତୁ

କେନ୍ୟୁଜ୍(ବ୍ୟୁରୋ): ସମସ୍ତଙ୍କର ଇଚ୍ଛା ଥାଏ, ସେମାନେ ଆଇଫୋନ ଧରିବେ । କିନ୍ତୁ ଅଧିକ ବଜେଟ ପାଇଁ ଏହି ଇଚ୍ଛା ପୁରଣ ହୋଇ ପାରେନା । ଆପଣଙ୍କର ବି ଏହି ଇଚ୍ଛା ଥାଇପାରେ । ଆଜି ଆମେ ଆପଣଙ୍କର ଏହି ଇଚ୍ଛା ପୁରଣ ହେବାର ଖବର ନେଇ ଆସିଛୁ । ଇ-କମର୍ସ ପ୍ଲାଟଫର୍ମ ଆମଜନ ଓ ଫ୍ଳିପକାର୍ଟରେ ଆଇଫୋନ…