Browsing Tag

Bahanaga tragedy

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ ଜାଗା। ଗତ ବର୍ଷ ଆଜିର ଦିନରେ ଠିକ୍‌ ଏହି ସମୟ ବେଳକୁ ଏଠି ଶୁଭୁଥିଲା ଯନ୍ତ୍ରଣା ଭରା ଆର୍ତ୍ତ ଚିତ୍କାର । ଜୀବନ ବଞ୍ଚାଇବାର ସଂଘର୍ଷ । ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ଆଜି ଠିକ୍‌ ବର୍ଷେ ପୂରିଛି…

ସରିଲା ୨୮ଟି ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର

ଭୁବନେଶ୍ବର(କେନ୍ୟୁଜ୍):  ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ସରିଲା ଅନ୍ତିମ ସଂସ୍କାର । ତଦନ୍ତକାରୀ CBI ଅଧିକାରୀ ଓବିଏମ୍ସି ଅଧିକାରୀଙ୍କ ଉପସ୍ଥିତିରେ ହେଲା ଶବ ହସ୍ତାନ୍ତର ଓ ସଂସ୍କାର ।  ଉପସ୍ଥିତିରେ ଭରତପୁର ଶ୍ମଶାନରେ ହେଲା ସଂସ୍କାର। ଏ ନେଇ…

ବାହାନଗା ଟ୍ରିପଲ ଟ୍ରେନ ଟ୍ରାଜେଡି, ଆରମ୍ଭ ହେଲା ଦାବିଦାର ନଥିବା ୨୮ ମୃତଦେହ ସତ୍କାର ପ୍ରକ୍ରିୟା

ବାହାନଗା ଟ୍ରିପଲ ଟ୍ରେନ ଟ୍ରାଜେଡିରେ ଏମ୍ସରେ ଚିହ୍ନଟ ହୋଇ ପାରିନଥିବା ଓ ଦାବିଦାର ନଥିବା  ୨୮ ଟି ମୃତଦେହର ସତ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏମ୍ସ ରୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବା ପରେ ଏମ୍ସ ମେଡିକାଲ ଅଧିକ୍ଷକ ଦିଲୀପ ପରିଡ଼ା, BMCର ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁଙ୍କୁ…

ବାହାନଗା ରେଳ ଦୁର୍ଘଟଣା: ୨୮ଟି ମୃତଦେହର ଅନ୍ତିମ ସତ୍କାର କରିବ ବିଏମସି, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଆସିଲା…

କେନ୍ୟୁଜ୍(ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣାରେ ପରିଚୟ ମିଳିପାରିନଥିବା ୨୮ଟି ମୃତଦେହର ଅନ୍ତିମ ସତ୍କାର କରିବ ବିଏମସି। ଶବ ସତ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଏନଓସି ଆସିଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିସନର ବିଜୟ ଅମୃତ କୁଳାଙ୍ଗେ। ବାହାନଗା ଦୁର୍ଘଟଣାରେ ଚିହ୍ନଟ…

ପୁଣି ଚାରି ଦିନ ରିମାଣ୍ଡରେ ଗଲେ ତିନି ଅଭିଯୁକ୍ତ

ଭୁବନେଶ୍ୱର : ପୁଣି ଚାରି ଦିନ ରିମାଣ୍ଡରେ ଗଲେ ତିନି ଅଭିଯୁକ୍ତ ଅରୁଣ କୁମାର ମହାନ୍ତ , ମହମ୍ମଦ ଅମିର ଖାଁ ଓ ପପୁ କୁମାର। CBI ପ୍ରଥମ ପର୍ଯ୍ଯାୟ ପାଞ୍ଚ ଦିନ ରିମାଣ୍ଡ ପରେ ସ୍‌ତନ୍ତ୍ର CBI କୋର୍ଟରେ ହାଜର କରିଥିଲା। ପୁଣି ଦ୍‌ିତୀୟ ପର୍ଯ୍ଯାୟରେ ପାଞ୍ଚ ଦିନ ପାଇଁ ରିମାଣ୍ଡ ଆବେଦନ…

ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ

ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ । ଭୁବନେଶ୍ୱର CBI ଅଫିସରେ ହାଜର ପାଇଁ ସମନ କରାଯାଇଥିବା ସୂଚନା ମିଳିଛି । କରମଣ୍ଡଳ ଟ୍ରେନ ଦୁର୍ଘଟଣା ପୂର୍ବରୁ ସିଗ୍‌ନାଲ ଅବ୍ୟବସ୍ଥା ନେଇ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଅବଗତ ଥିଲେ । କିନ୍ତୁ ସେ ଏ ବାବଦରେ ସିଗନାଲ ଆଣ୍ଡ ଟେଲିଗ୍ରାଫ…

ବାହାନଗା ରେଳ ଦୁର୍ଘଟଣା ମାମଲା : ୩ ଅଭିଯୁକ୍ତଙ୍କୁ ଗିରଫ ପରେ ରିମାଣ୍ଡରେ ନେବାକୁ ଆବେଦନ କଲା ସିବିଆଇ

ବାହାନଗା ରେଳ ଦୁର୍ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ । ଆଜି ଦୁର୍ଘଟଣା ପାଇଁ ଦାୟୀ ୩ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଛି । ସିନିଅର ସେକସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ୍ ପପୁ କୁମାରଙ୍କୁ ଗିରଫ ପରେ ସିବିଆଇ…

ବାହାନଗା ଟ୍ରେନ୍‌ ଟ୍ରାଜେଡି: ଷ୍ଟେସନ୍‌ ମାଷ୍ଟରଙ୍କ ଅବହେଳା ହିଁ ଦୁର୍ଘଟଣାର କାରଣ

ବାଲେଶ୍ବର(କେନ୍ୟୁଜ୍): ବାହାନଗା ରେଳ ଦୁର୍ଘଟଣା ପାଇଁ ଷ୍ଟେସନ୍‌ ମାଷ୍ଟର ହିଁ ଦାୟୀ । ଏଭଳି ସାଂଘାତିକ ତଥ୍ୟ ଆସିଛି ସିଆରଏସ୍‌ ରିପୋର୍ଟରୁ । ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । ରେଲୱେ ସେଫଟି କମିଶନର ରିପୋର୍ଟରେ ଏହା କୁହାଯାଇଛି । ଷ୍ଟେସନ୍‌ ମାଷ୍ଟରଙ୍କ ଅବହେଳା…

ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ, ଏବେବି ଲୋକଙ୍କ ମନରୁ ଲିଭିନି ସେହି କାଳରାତ୍ରୀ

ବାଲେଶ୍ବର(କେନ୍ୟୁଜ୍):ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ। ୟା ଭିତରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ସ୍ୱାଭାବିକ ହୋଇଛି ରେଳ ଚଳାଚଳ। କେମିତି ହେଲା ଦୁର୍ଘଟଣା, ସେନେଇ ଦାୟିତ୍ୱ ନେଇଛି ସିବିଆଇ। ଦୁର୍ଘଟଣାର ଏକମାସ ପରେ ବଦଳିଛନ୍ତି ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ…

ଖୋଲିଲା ବାହାନଗା ହାଇସ୍କୁଲ : ଟ୍ରେନ ଦୁର୍ଘଟଣା ପରେ ସ୍କୁଲରେ ରଖାଯାଇଥିଲା ମରଶରୀର

ବାଲେଶ୍ୱର (କେନ୍ୟୁଜ): ଆଜି ଖୋଲିଛି ବାହାନଗା ସ୍କୁଲ । ଟ୍ରେନ୍‌ ଦୁର୍ଘଟଣା ପରେ ସ୍କୁଲ ଘରେ ମୃତଦେହ ରଖାଯାଇଥିଲା । ମୃତଦେହଗୁଡ଼ିକୁ ସ୍ଥାନାନ୍ତର କରିବା ପରେ ବି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ମୃତଦେହ ରଖାଯାଇଥିବା ଶ୍ରେଣୀ…

ବାହନଗା ଟ୍ରେନ ଟ୍ରାଜେଡି: ସେକ୍ସନ ଜେଇ ଅମୀର ଖାନଙ୍କ ଘରୁ ମିଳିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ, ୬ ଘଣ୍ଟା ଧରି ଛାନଭିନ…

ସୋର(.କେନ୍ୟୁଜ୍): ୬ରୁ ଉର୍ଦ୍ଧ ଘଣ୍ଟା ପରେ ଘରୁ ବାହାରିଲେ ସିବିଆଇ ଟିମ ।  ବାହାନଗା ଟ୍ରେନ ଟ୍ରାଜେଡି ଘଟଣା ରେ ବାହାନଗା ସିଗନାଲ ଦାୟିତ୍ୱରେ ଥିବା ରେଲୱେ ସେକ୍ସନ ଜେଇ ଅମୀର ଖାନଙ୍କର ସୋର କମରପୁର ଠାରେ ଥିବା ଭଡା ଘରେ ଗତକାଲି ଦିନ ୧୦ ଘଟିକା ସମୟରେ ସିବିଆଇର ଏକ ୬ ଜଣିଆ ଟିମ ଘରକୁ ସିଲ…

ବାହାନଗା ରେଳ ଟ୍ରାଜେଡି: ଅମୀର ଖାନଙ୍କ ଉପସ୍ଥିତରେ ଭଡା ଘର ସିଲ୍ ଖୋଲିଲା CBI

ସୋର (କେନ୍ୟୁଜ): ବାହାନଗା ରେଳ ଟ୍ରାଜେଡି ଘଟଣା। ଅମୀର ଖାନଙ୍କ ସୋର କମରପୁର ଭଡା ଘର ସିଲ୍ ଖୋଲିଲା CBI । ସିଗନାଲ ଜେଇ ଇନ୍ ଚାର୍ଜ ଥିଲେ ଅମୀର ଖାନ । ଅମୀର ଖାନଙ୍କ ଉପସ୍ଥିତରେ ସିଲ ଘରକୁ ଖୋଲିଲା CBI । ଘର ଭିତରେ ବିଭିନ୍ନ ଜିନିଷ ଉପରେ ଛାନଭିନ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି…