ଦେଶୀ ମାଛ ବଂଶକୁ ବଢ଼ାଇବା ପାଇଁ ନିଆଯାଇଛି ବଡ଼ ପଦକ୍ଷେପ, ବୁଢ଼ାବଳଙ୍ଗ ନଦୀରେ ଛଡ଼ାଗଲା ୪ ଲକ୍ଷ ଆଙ୍ଗୁଳିକା ମାଛ ଯାଆଁଳ
ପୂର୍ବ ଭଳି ଆଉ ନଦୀରୁ ମିଳୁନାହିଁ ଭଲ ଦେଶୀ ମାଛ । ନଈ ଓ ପୋଖରୀରୁ ମିଳୁଥିବା ଦେଶୀ ମାଛ ଶରୀର ପାଇଁ ଯେତିକି ସ୍ୱାସ୍ଥ୍ୟକର ପାଟିକୁ ସେତିକି ସୁଆଦ । ହେଲେ ଏବେ ସ୍ଥାନୀୟ ବଜାରରେ ଚାଷ ମାଛ ଛଡ଼ା କାଁ ଭାଁ ଦେଶୀ ମାଛ ଦେଖିବାକୁ ମିଳୁଛି । ନଦୀର ଉପରମୁଣ୍ଡରେ ଦେଶୀ ମାଛଙ୍କ ବଂଶ ବୃଦ୍ଧି…