Browsing Tag

baleswar

ପୂର୍ବ ଶତ୍ରୁତାରୁ ସହଦେବ ଖୁଣ୍ଟା ଥାନା ଅଞ୍ଚଳର ଶୋଭାରାମପୁର ଗୁଳିକାଣ୍ଡ, ଜଣେ ଯୁବକ ଗୁରୁତର

ବାଲେଶ୍ବର(କେନ୍ୟୁଜ୍):  ପାର୍ବଣ ପୂର୍ବରୁ ଅଶାନ୍ତ ବାଲେଶ୍ବର। ପୂର୍ବ ଶତ୍ରୁତାରୁ ସହଦେବ ଖୁଣ୍ଟା ଥାନା ଅଞ୍ଚଳର ଶୋଭାରାମପୁର ଗୁଳିକାଣ୍ଡ। ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକଙ୍କ ନାଁ ବିନୟ…

ବାଲେଶ୍ୱର : କେମିତି ମୃତ୍ୟୁ ହେଲା ଇତିଶ୍ରୀଙ୍କର, ହତ୍ୟା ନା ଆତ୍ମହତ୍ୟା ?

ବାଲେଶ୍ଵର (କେନ୍ୟୁଜ୍‌) : ବଧୂ ହତ୍ୟା ଅଭିଯୋଗ। ବାଲେଶ୍ଵର ସହଦେବଖୁଣ୍ଟା ଥାନା କୁଅଁ ଛକ ନିକଟରେ ଥିବା ଶାଶୁ ଘର ଲୋକ ବଧୂ ଇତିଶ୍ରୀ ପଣ୍ଡାଙ୍କୁ ପିଟି ପିଟି ହତ୍ୟା କରିଥିବା ପରେ ରଶିରେ ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ…

ନକଲି ସୁନା ଦେଇ ଋଣ ହାତେଇବା ଘୋଟାଲାର ପର୍ଦ୍ଦାଫାସ, ବଣିଆ ସମେତ ୭ଜଣଙ୍କୁ ବାନ୍ଧିଛି ବାଲେଶ୍ବର ପୋଲିସ

ବାଲେଶ୍ବର(ବ୍ୟୁରୋ):ବାଲେଶ୍ବରରେ ନକଲି ସୁନା ଦେଇ ଋଣ ହାତେଇବା ଘୋଟାଲାର ପର୍ଦ୍ଦାଫାସ । ମୁଖ୍ୟ କାର୍ପଟଦାର ସମେତ ବାଲେଶ୍ବର ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ନକଲି ସୁନା ଦେଇ ଋଣ ହାତେଇବା ଘଟଣାରେ ଧରାପଡ଼ିଲା ମୁଖ୍ୟ କାର୍ପଟଦାର । ନକଲି ସୁନା ଦେଇ ଋଣ ହାତେଇବା ଘଟଣାରେ ୭ଜଣଙ୍କୁ…

ବାଉଳାରେ ନର୍ସ ଦେଇଦେଲେ ଭୁଲ ଇଞ୍ଜେକସନ, ମାତ୍ର କେଇ ସମୟ ପରେ ଚାଲିଗଲା ରୋଗୀଙ୍କ ଜୀବନ

ବାଉଳାରେ ନର୍ସ ଦେଇଦେଲେ ରୋଗୀଙ୍କୁ ଭୁଲ୍ ଇଞ୍ଜେକସନ। ଚିକିତ୍ସାରେ ଅବହେଳା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ। ଏତେ ଅନ୍ୟମନସ୍କ ଥିଲେ ଯେ ସଠିକ ରୋଗ କୁ ଜାଣି ପାରିଲେ ନାହିଁ । ପାଠ ପଢି ହସ୍ପିଟାଲ ରେ ରୋଗୀଙ୍କ ଚିକତ୍ସାରେ ନିୟୋଜିତ ଥିବା ଏଭଳି କର୍ମଚାରୀଙ୍କୁ ଆପଣ କଣ କହିବେ କୁହନ୍ତୁ । ଲୋକ…

OSSC ଜେଇ ସିଭିଲ୍‌ ମେନ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲା: ଅଭିଯୁକ୍ତଙ୍କ ବିରୋଧରେ ପ୍ରୋସିଡିଂ ପାଇଁ ବାଲେଶ୍ୱର ଏସପିଙ୍କ…

ବାଲେଶ୍ବର(କେନ୍ୟୁଜ୍): ଓଏସଏସସି ଜେଇ ସିଭିଲ୍‌ ମେନ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ପ୍ରୋସିଡିଂ ପାଇଁ ଚିଠି ଲେଖିଲେ ବାଲେଶ୍ୱର ଏସପି ସାଗରିକା ନାଥ। ମୁଖ୍ୟ ଅଭିଯୁକ୍ତ ପାଟନା ଆକାଉଣ୍ଟାଣ୍ଟ ଜେନେଲାର ଅଫିସର ବରିଷ୍ଠ ଅଧିକାରୀ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଟନା…

ଶିଆଳ କାମୁଡ଼ାରେ ୧୨ ଆହତ, ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲା

ବାଲେଶ୍ୱର(କେନ୍ୟୁଜ୍): ଶିଆଳ କାମୁଡ଼ାରେ ୧୨ ଆହତ । କୁକୁର କାମୁଡ଼ିବାରୁ ଶିଆଳ ଘାଇଲା । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ମାଣିକୁରାଡ଼ିଆ ଗାଁରେ ଶିଆଳ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା । ପ୍ରଥମେ ଜଣେ ଚାଷୀଙ୍କୁ କାମୁଡ଼ିବା ପରେ ଅଙ୍ଗନବାଡି କେନ୍ଦ୍ରରେ ପଶିଥିଲା ଶିଆଳ । ଅଙ୍ଗନବାଡ଼ି…

ଡ୍ରାଇଭର ନଥାଇ ଗଡ଼ିଲା ଗାଡ଼ି, ୭ ଜଣଙ୍କୁ ପିଟି କଲା ଆହତ

କେନ୍ୟୁଜ୍(ବ୍ୟୁରୋ): ଡ୍ରାଇଭର ନଥାଇ ଗଡ଼ିଲା ଗାଡ଼ି। ଗାଡ଼ି ଧକ୍କାରେ ୭ ଆହତ। ବାଲେଶ୍ୱର ଜିଲ୍ଲା ନୀଳଗିରି କଦମସାହି ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନୀଳଗିରିରୁ ଯାତ୍ରୀଙ୍କୁ ନେଇ ସନ୍ତରାଗଡ଼ିଆ ଯିବାକୁ ଥିବା ଯାତ୍ରୀବାହୀ ଗାଡ଼ିର ଡ୍ରାଇଭର ଓହ୍ଲାଇ ଯାତ୍ରୀ ଉଠାଉଥିବା ବେଳେ…

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା ପରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ, ୧୯ ଜୋନାଲ ଜେନେରାଲ ମ୍ୟାନେଜରଙ୍କୁ ଚିଠି

କେନ୍ୟୁଜ୍(ବ୍ୟୁରୋ):  ଟ୍ରାକ୍‌ ସୁରକ୍ଷା ପାଇଁ ରେଳବାଇ ବୋର୍ଡର ନିର୍ଦ୍ଦେଶନାମା । ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା ପରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ । ରେଳବାଇ ବୋର୍ଡ ଭିତ୍ତିଭୂମି ସଦସ୍ୟ ଜାରି କଲେ ନିର୍ଦ୍ଦେଶନାମା । ଭାରତୀୟ ରେଳର ୧୯ ଜୋନାଲ ଜେନେରାଲ ମ୍ୟାନେଜରଙ୍କୁ ଲେଖିଲେ ଚିଠି ।…

ବାହାନଗାରେ ସିବିଆଇ ଟିମ : ଷ୍ଟେସନର ସିଗନାଲ ରୁମରେ ଖୋଳତାଡ଼ ଆରମ୍ଭ

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଟ୍ରାଜେଡିର କାରଣ କଣ ? ରେଲେଓ୍ଵ ସେଫଟି କମିଶନର ତଦନ୍ତ ଚଳାଇଥିବା ବେଳେ ସିବିଆଇ ଟିମ୍‌ର ଖୋଳତାଡ । ଆଜି ଦୁର୍ଘଟଣାସ୍ଥଳରେ ପହଞ୍ଚିଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ । ଗ୍ରାଉଣ୍ଡରେ ସରଜମିନ ଅନୁଧ୍ୟାନ ଓ ତଦନ୍ତ କରୁଛି ସିବିଆଇ ଟିମ୍‌ । ଗତକାଲି…

ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଓ ଆହତଙ୍କ ପାଇଁ ଅନୁକମ୍ପା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାରମିଳିବ ସହାୟତା ରାଶି । ମୁଖ୍ୟମନ୍ତ୍ରୀ ରିଲିଫ୍…

ବାହାନଗାରେ କାହିଁକି ହେଲା ଦୁର୍ଘଟଣା, ଜଣା ପଡିଛି ମାନବୀୟ ତ୍ରୁଟି !

କେନ୍ୟୁଜ୍(ବ୍ୟୁରୋ):  ବାହାନଗାରେ କାହିଁକି ହେଲା ଦୁର୍ଘଟଣା । ଆସିଛି ପ୍ରାରମ୍ଭିକ ତଦନ୍ତ ରିପୋର୍ଟ। ଜଣା ପଡିଛି ମାନବୀୟ ତ୍ରୁଟି । କରମଣ୍ଡଳ ଏକ୍ସପ୍ରେସ ଲୁପ୍‌ ଲାଇନ୍‌ରେ ପଶିଥିଲା। ଅପ୍‌ ମେନ୍‌ ଲାଇନ୍‌ ପାଇଁ ଦିଆଯାଇଥିଲା ସିଗ୍‌ନାଲ। ପରେ ସଗିନାଲକୁ ହଟାଇ ଦିଆଯାଇଥିଲା । ତଥାପି…

ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଦଳିଲା ଟ୍ରେନ ରୁଟ, ବାତିଲ ହେଲା ଏସବୁ ଟ୍ରେନ

ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ କଲି ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଛାତିଥରା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏହି ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିବା ବେଳେ ଏହାର ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି ।…