Browsing Tag

baliguda

ମା’ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ଚବିଶି ପ୍ରହରୀ ନାମଯଜ୍ଞ ସହ ଦଧି ହାଣ୍ଡି ଭଞ୍ଜନ କାର୍ଯ୍ୟକ୍ରମ

ବାଲିଗୁଡା(କେନ୍ୟୁଜ୍‌): ଅଧିଷ୍ଠାତ୍ରୀ ଦେବୀ ମା ବରାଳଦେବୀ । ଦୀର୍ଘ ଦିନ ଧରି ଏହି ମନ୍ଦିର ନିର୍ମାଣ ସରିଥିବା ବେଳେ ବହୁ ଦିନରୁ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇନଥିଲା । ଯାହା ଆଜି ହୋଇଛି । ମା’ ବରାଳଦେବୀଙ୍କ ମନ୍ଦିରରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ…

ଜନଜାତି ଜୀବିକା ମିଶନ: କନ୍ଧମାଳ ବାଲିଗୁଡାରେ ଆଦିବାସୀ ଯୁବକ ଯୁବତୀଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ଅନୁସୂଚିତ ଜନଜାତି ଯୁବକ ଯୁବତୀଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ସହ ଉତ୍ତମ ରୋଜଗାରକ୍ଷମ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ । ଆଦିବାସୀ ଯୁବକ ଯୁବତୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବା ସହ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ନିଜକୁ ସାମିଲ କରିବା ପାଇଁ ଦେଶରେ ପ୍ରଥମ ଥର…

ବାଲିଗୁଡ଼ାରେ ପୁଣି ଲାଗିଲା ମାଓ ପୋଷ୍ଟର, ମାଓନେତା ଦସୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ମାଓ ସଂଗଠନ

ବାଲିଗୁଡ଼ା (କେନ୍ୟୁଜ): କନ୍ଧମାଳ ବାଲିଗୁଡା ଥାନା ସୁଡ୍ରା ପଂଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର । କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗା ଯାଇଛି । ସୁଡ୍ରାରୁ ଲଣ୍ଡାଗାଁ ରାସ୍ତାର ରାଜ୍ୟ ରାଜପଥ-୪୧ ମୁଖ୍ୟ ରାସ୍ତାର କାମ୍ବେରିକିଆ ଛକ ଓ ଗଟାଙ୍ଗୀ ରାସ୍ତାରେ ପୋଷ୍ଟର…

ବାଲିଗୁଡା : ପର୍ଯ୍ୟଟକଙ୍କ ବସ୍‌ ଓଲଟିଲା, ୨୫ ଆହତ

ବାଲିଗୁଡା (କେନ୍ୟୁଜ) : ବ୍ରାହ୍ମଣୀଗାଁ ଥାନା ମହାଗୁଡି ନିକଟ ବୁଲାଣି ରାସ୍ତାରେ ବସ୍‌ ଦୁର୍ଘଟଣା । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ୨୫ ଜଣ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ବ୍ରାହ୍ମଣୀ ଗାଁ ହସ୍ପିଟାଲରେ ଚିକିତ୍ସିତ…

IED ବିସ୍ଫୋରଣ: ୨ ଏସ୍‌ଓଜି ଯବାନ ଗୁରୁତର

ବାଲିଗୁଡ଼ା (କେନ୍ୟୁଜ): IED ବିସ୍ଫୋରଣରେ ୨ ଯବାନ ଗୁରୁତର। ବାଲିଗୁଡ଼ା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଉପରେ ମାଓବାଦୀଙ୍କ ଆକ୍ରମଣ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ପକ୍ଷରୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିଲା। ଆକ୍ରମଣରେ ଦୁଇ ଜଣ ଯବାନ…

ବେକରେ ଗାମୁଛା ଲଗାଇ ଝୁଲିପଡିଲେ ଯବାନ ! କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା (କେନ୍ୟୁଜ): ସିଆର୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭ ବାଟାଲିୟନ୍‌ର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭…

ବାଲିଗୁଡ଼ା: ହୋଟେଲରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ବାଲିଗୁଡ଼ା(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା କ.ନୂଆଗାଁ ହନୁମାନ ମନ୍ଦିର ନିକଟରେ ଥିବା ଏକ ହୋଟେଲରେ ଅଗ୍ନିକାଣ୍ଡ । କୁନା ନାମକ ହୋଟେଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ପ୍ରକାରେ ହୋଟେଲ ଟି ବନ୍ଦ ଥିବା ବେଳେ କୌଣସି କାରଣରୁ  ନିଆଁ…

ଛାତରୁ ଖସିପଡ଼ିଲେ ଯୁବକ, ମଳଦ୍ୱାରରେ ପଶି ଗଲା ଶାବଳ

ବାଲିଗୁଡା (କେନ୍ୟୁଜ): କୋଟଗଡ ଥାନା ତଳ ସୁବର୍ଣ୍ଣଗିରି ଗାଁରେ ଅଘଟଣ। ଯୁବକଙ୍କ ମଳଦ୍ୱାରରେ ପଶି ଗଲା ଶାବଳ। ଫଳରେ ଯୁବକ ଜଣଙ୍କ ଗୁରୁତର ଅଛନ୍ତି। ଯୁବକ ଜଣକ ହେଲେ ତଳ ସୁବର୍ଣ୍ଣଗିରି ଗାଁର ଶକ୍ତି ପାଟଗୁରୁ। ଗୁରୁତର ଅବସ୍ଥାରେ ଶକ୍ତିଙ୍କୁ ପ୍ରଥମେ କୋଟଗଡ଼ ଓ ପରେ ବାଲିଗୁଡା ମେଡିକାଲକୁ…

ଜଙ୍ଗଲୀ କୁକୁଡ଼ା ଶୀକାର ବେଳେ ଭାଲୁ କଲା ଆକ୍ରମଣ, ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର

ବାଲିଗୁଡା(କେନ୍ୟୁଜ): ଭାଲୁ ଆକ୍ରମଣରୁ ବର୍ତ୍ତିବା ପାଇଁ ଦୌଡ଼ିବା ସମୟରେ ନିଜ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର। ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ଶିକାରୀ ଭର୍ତ୍ତି। ଘଟଣା ଘଟିଛି ବାଲିଗୁଡା ଥାନା ଦୁଲିକିଆ ଗାଁରେ । ମିଳିଥିବା ସୂଚନା ଅନୁସାରେ ଜଙ୍ଗଲୀ କୁକୁଡ଼ା ଶୀକାର…

ମଦୁଆ ସ୍ବାମୀର ବର୍ବରକାଣ୍ଡ, ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ମାଡ଼ ମାରି ଜିଭ ଓ ଚୁଟି କାଟିଲା

ବାଲିଗୁଡ଼ା(କେନ୍ୟୁଜ୍): ମଦ୍ୟପ ସ୍ୱାମୀର ବର୍ବରତା । ମଦ ପିଇ ନିଜ ସ୍ତ୍ରୀର ଜିଭ ଓ ଚୁଟି କାଟିଲା ନୃଶଂସ ସ୍ୱାମୀ। ଧାରୁଆ ଅସ୍ତ୍ରରେ ମୁହଁକୁ ଆକ୍ରମଣ ସହ କାଠ ଫାଳିଆରେ ଲହୁ ଲୁହାଣ କଲା ମଦ୍ୟପ ସ୍ୱାମୀ।  ଘଟଣା ଘଟିଛି ବାଲିଗୁଡା ଥାନା କାମ୍ପଡା ଅଂଚଳରେ। କାମ୍ପଡାର ବିରୁପାକ୍ଷ୍ୟ ଦିଗାଲ ନିଜ…

ବାଲିଗୁଡା: ପକେଟରେ ରଖିଥିବା ବିସ୍ପୋରକ ଫୁଟି ଦୁଇ ଛାତ୍ର ଗୁରୁତର

ବାଲୁଗୁଡା(କେନ୍ୟୁଜ୍): ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଂଚାୟତର କରୁମୁଣ୍ଡା ଗାଁରେ ଥିବା ସେଣ୍ଟ ଜାଭିଆର ହାଇସ୍କୁଲରେ ଅଘଟଣ। ପକେଟରେ ଧରିଥିବା ବିସ୍ପୋରକ ଫୁଟି ଦୁଇ ଜଣ ଛାତ୍ର ଗୁରୁତର ଓ ଜଣେ ଆହତ ହୋଇଛନ୍ତି ।  ତିନି ଛାତ୍ରଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପ୍ରଥମେ…

ପ୍ରେମ ଜନିତ କାରଣରୁ ବୀଭତ୍ସ ହତ୍ୟାକାଣ୍ଡ, ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଗୁଡ଼ା(କେନ୍ୟୁଜ୍): ପ୍ରେମ ଜନିତ କାରଣରୁ ବୀଭତ୍ସ ହତ୍ୟାକାଣ୍ଡ । ହତ୍ୟା ପରେ ଯୁବକଙ୍କ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଦେଲେ ଅଭିଯୁକ୍ତ । ବାଲିଗୁଡା ଥାନା ପୁଟକିବାଲି ଗାଁ ନିକଟସ୍ଥ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ବାଲିଗୁଡା ପୋଲିସ । ମୃତକ ହେଲେ ବୌଦ୍ଧ ଜିଲ୍ଲା…